ମ୍ୟାନମାରର ସେନା ଶାସନ ଚତୁର୍ଥ ଥର ବଢାଇଲା ଏମରଜେନ୍ସି, ଅସନ୍ତୋଷ ବ୍ୟକ୍ତ କଲା ଆମେରିକା
ଓ୍ବାଶିଂଟନ,୧।୮: ମ୍ୟାନମାରର ସାମରିକ ଶାସନ ଦେଶରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତିକୁ ଆଉ ୬ମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ମ୍ୟାନମାର ସାମରିକ ଶାସନର ଏହି ନିଷ୍ପତ୍ତିକୁ ନେଇ ଆମେରିକା ଅସନ୍ତୋଷ ବ୍ୟକ୍ତ କରିଛି ଏବଂ ମ୍ୟାନମାରର ସାମରିକ ଶାସନ ସମୟରେ…
‘କୌନ ବନେଗା କରୋଡ ପତି ୧୫’ର ନୂଆ ପ୍ରମୋ ରିଲିଜ
ମୁମ୍ବାଇ: ଟେଲିଭିଜନ ଦୁନିଆର ମୋଷ୍ଟ ପପୁଲାର କ୍ୱିଜ ଶୋ’ ‘କୌନ ବନେଗା କରୋଡପତି’ ପୁଣିଥରେ ଆରମ୍ଭ ହେବାକୁ ଯାଉଛି। ସୋମବାର ସୋନି ଟିଭି ଅମିତାଭ ବଚ୍ଚନଙ୍କ ସହଏକ ନୂଆ ପ୍ରମୋ ସହ ‘କୌନ ବନେଗା କରୋଡ ପତି ସିଜନ ୧୫’ର ଲେଉଟାଣିକୁ…
ବିବାହ ଦିନ ଅଜୟଙ୍କ ଆଗରେ ଏମିତି ଡିମାଣ୍ଡ୍ ରଖିଥିଲେ କାଜୋଲ
ଅଭିନେତ୍ରୀ କାଜୋଲ ଏବଂ ଅଜୟ ଦେବଗନ ଯୋଡିକୁ ଦର୍ଶକ ବେଶ୍ ପସନ୍ଦ କରନ୍ତି। ଦୁହେଁ ୧୯୯୯ରେ ବିବାହ କରିଥିଲେ। କାଜୋଲ ପ୍ରାୟତଃ ତାଙ୍କ ପରିବାର ଏବଂ ପିଲାମାନଙ୍କ ବିଷୟରେ ଅନେକ ରୋଚକ କଥା ପ୍ରଶଂସକଙ୍କ ସହ ଶେୟାର କରନ୍ତି। ନିକଟରେ କାଜଲ…
ଭାରତ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଓ୍ବେଷ୍ଟଇଣ୍ଡିଜ୍ ଦଳ ଘୋଷଣା
ତ୍ରିନିଦାଦ,୧।୮: ଦିନିକିଆ ସିରିଜ ପରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ୩ ଅଗଷ୍ଟରୁ ଏହି ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇସାରିଛି। ଏବେ ୱେଷ୍ଟଇଣ୍ଡିଜ ମଧ୍ୟ ଟି-୨୦ ସିରିଜ ପାଇଁ ଦଳ…
ଶୁବମନ ଗିଲଙ୍କ ସମର୍ଥନରେ ବାହାରିଲେ ଦ୍ରାବିଡ
ତ୍ରିନିଦାଦ,୧।୮: ୱେଷ୍ଟଇଣ୍ଡିଜ ଗସ୍ତରେ ଶୁବମନ ଗିଲ କ୍ରମାଗତ ଭାବରେ ଫ୍ଲପ୍ ସାବ୍ୟସ୍ତ ହୋଇଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ସହ ପ୍ରଥମ ଦୁଇଟି ଦିନିକିଆରେ ଆଶା କରାଯାଉଥିବା ପରି ପ୍ରଦର୍ଶନ କରିପାରି ନ ଥିଲେ ଗିଲ। ତେବେ ତାଙ୍କ ଖରାପ ଫର୍ମ…
ଅଚାନକ ଦିଲ୍ଲୀର ଆଜାଦପୁର ପରିବା ମଣ୍ଡିରେ ପହଞ୍ଚିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୧।୮: କୃଷକ ଓ କାର ମେକାନିକଙ୍କ ସହ ସାକ୍ଷାତ କରିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ସକାଳେ ହଠାତ ଆଜଦପୁର ପରିବା ମଣ୍ଡିରେ ପହଞ୍ଚି ପରିବା ବିକାଳିଙ୍କୁ ସାକ୍ଷାତ୍ କରିଛନ୍ତି। ରାହୁଲ ଯେତେବେଳେ ପରିବା ମଣ୍ଡିରେ ପହଞ୍ଚିଥିଲେ ସେତେବେଳେ…
ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହେବାରୁ ନିଜକୁ ଚପଲରେ ପିଟିଲେ କାଉନସିଲର
ହାଇଦ୍ରାବାଦ୍,୧।୮: ଆନ୍ଧ୍ରପ୍ରଦେଶର ଅନାକାପଲ୍ଲୀ ଜିଜାର ଜଣେ କାଉନସିଲର ନିଜ ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହେବାରୁ ନିଜକୁ ଚପଲରେ ପିଟିଛନ୍ତି। ନରସିପାଟନମ ପୌରପାଳିକା (ୱାର୍ଡ ୨୦)ର କାଉନସିଲର ମୁଲାପର୍ତ୍ତୀ ରାମରାଜୁ ପରିଷଦ ବୈଠକରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।…
ନାଶନାଲ ଆସେମ୍ଲିରେ ସେନା ଅଧିନିୟମ ସଂଶୋଧନ ବିଲ ପାସ, ସମ୍ବେଦନଶୀଳ ତଥ୍ୟ ଲିକ କଲେ ୫ ବର୍ଷ ପର୍ଯ୍ୟନ୍ତ ଜେଲ
ଇସଲାମାବାଦ,୧।୮: ପାକିସ୍ତାନୀ ସେନା ଅଧିନିୟମ (ସଂଶୋଧନ) ବିଲ, ସୋମବାର ନାଶନାଲ ଆସେମ୍ଲି ଦ୍ୱାରା ମଞ୍ଜୁରୀ ଦିଆଯାଇଛି। ଏହା ଆଧାରରେ କୌଣସି ସମ୍ବେଦନଶୀଳ ସୂଚନା ପ୍ରକାଶ କରିବାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡରେ ଦଣ୍ଡିତ କରାଯିବାର ରାସ୍ତା ଖୋଲିଯାଇଛି।…
ୟୁଫୋରିଆ ଅଭିନେତା ଆଙ୍ଗସ କ୍ଲାଉଡଙ୍କର ୨୫ ବର୍ଷ ବୟସରେ ପରଲୋକ
ଲସ ଆଞ୍ଜେଲସ,୧।୮: ଜଣାଶୁଣା ଏଚବିଓ ଡ୍ରାମା ସିରିଜ ୟୁଫୋରିଆର ୨୫ ବର୍ଷିୟ କୋ-ଷ୍ଟାର ଆଙ୍ଗସ କ୍ଲାଉଡଙ୍କର ସୋମବାର ପରଲୋକ ହୋଇଛି। ତାଙ୍କ ପରିବାର ପକ୍ଷରୁ ଏହି ସୂଚନା ଦିଆଯାଇଛି। କିଛି ଏମି ପୁରସ୍କାର ବିଜେତା ଏହି ସିରିଜରେ ଲୋକୋନିକ ଡ୍ରଗ ଡିଲର…
୧୧୮ତମ ସ୍ଥାନରେ ଦେବାଶିଷ
ଭୁବନେଶ୍ୱର,୧ା୮(ଅନିଲ ଦାସ):ଦେବାଶିଷ ଆଚାର୍ଯ୍ୟ ସୋମବାର ଓଡିଶା ଲୋକସେବା ଆୟୋଗ (ଓପିଏସସି)ଦ୍ୱାରା ପ୍ରକାଶିତ ଓଡ଼ିଶା ପ୍ରଶାସନିକ ସେବା (ଓସିଏସ୍) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେ ୧୧୮ ତମ ର଼୍ୟାଙ୍କ ପାଇଛନ୍ତି। ଦେବାଶିଷ ୨୦୧୨ରେ ମାଟ୍ରିକ୍ରେ ଟପ୍-୧୦୦ରେ ସଫଳତା ପାଇଥିଲେ। ବିଜେବି କଲେଜରୁ ଯୁକ୍ତ…
କଠିନ ପରିଶ୍ରମ, ଇଚ୍ଛାଶକ୍ତି ଥିଲେ ସଫଳ ନିଶ୍ଚିତ: ପ୍ରକାଶ
ନିମାପଡ଼ା,୧ା୮(ବିଚିତ୍ରାନନ୍ଦ ସାହୁ):ଓଡ଼ିଶା ସିଭିସ୍ ସର୍ଭିସ(ଓଏଏସ୍) ପରୀକ୍ଷାରେ ନିମାପଡ଼ା ବ୍ଲକ ଅଧୀନ ଧନୁଅଁା ପଞ୍ଚାୟତ ବଉଳପଦା ଗ୍ରାମର ଗଜେନ୍ଦ୍ର ପରିଡ଼ାଙ୍କ ପୁଅ ପ୍ରକାଶ ପରିଡ଼ା ୨୪୦ ର଼୍ୟାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ଏହି ସଫଳତା ପାଇଁ ଭଗବାନ, ମା’-ବାପା, ପରିବାରର ସମସ୍ତଙ୍କୁ ଶ୍ରେୟ…
‘ସ୍ତ୍ରୀଙ୍କ ସହଯୋଗ ବିନା ଏହା ସମ୍ଭବ ନ ଥିଲା’
ଓଡ଼ିଶା ପ୍ରଶାସନିକ ସେବା(ଓସିଏସ୍) ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଏଥିରେ କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଟାଙ୍ଗରପଡ଼ାର ସୁଦେବ କୁମାର ପୃଷ୍ଟି ରାଜ୍ୟରେ ଟପ୍ପର ହୋଇଛନ୍ତି। ବର୍ତ୍ତମାନ ସେ ଭାରତୀୟ ବାୟୁ ସେନାରେ ଜାହାଜ ଟେକ୍ନିସିଆନ ଭାବେ କାର୍ଯ୍ୟରତ। ଚାକିରି…
Archives


