Home

ଲୁଣାନଦୀର ବନ୍ୟାସ୍ରୋତରେ ଚାଲିଛି ଯାତ୍ରୀବାହୀ ଡଙ୍ଗା

ମହାକାଳପଡ଼ା,୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ)କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ମହାନଦୀ, ଲୁଣା ଓ ପାଇକା ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ହେଲେ କେତେକ ଫେରି ଘାଟର ଘାଟିଆମାନେ ଲୋକମାନଙ୍କୁ ବନ୍ୟା ସ୍ରୋତରେ ଡଙ୍ଗା ଚଳାଇ ନଦୀ ପାର କରୁଛନ୍ତି ା ହେଲେ…

ଗଁା ମୁହଁା ସାପ,କୁମ୍ଭୀର

କେନ୍ଦ୍ରାପଡ଼ା, ୬ା୮(ଜଗନ୍ନାଥ ଧଳ)ଲଗାଣ ବର୍ଷା ପରେ କେନ୍ଦ୍ରାପଡ଼ା ଜିଲାର ୭ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀ ସିଷ୍ଟମରେ ବନ୍ୟା ଆସିଥିବା ବେଳେ ଏବେ ଜଳସ୍ତର କମିଛି ା ଏହାସତ୍ତ୍ୱେ ଜିଲାର ୫୬ ଗ୍ରାମ ପାଣି…

ବଢୁଛି କୋଚିଂ, ଟ୍ୟୁଶନର ଚାହିଦା

ନୟାଗଡ଼,୬।୮(ଲୋକନାଥ ମିଶ୍ର)ସରକାରୀ ଅଧ୍ୟାପକମାନେ କୋଚିଂ ସେଣ୍ଟର, ଟିଉଶନ, ବ୍ୟକ୍ତିଗତ ଟିଉଶନ, ଆବାସିକ କଲେଜରେ ସମୟ ଦେଇ ଘଣ୍ଟାକୁ ୫ରୁ ୧୦ ହଜାର ଟଙ୍କା ରୋଜଗାର କରିବାରେ ଲାଗି ପଡିଛନ୍ତି । ସେପଟେ ମୋଟା ଅଙ୍କର ଦରମା ପାଉଥିଲେ ହେଁ କଲେରେ ପାଠ…

ବନ୍ଧୁତ୍ୱର ଅଭୁଲା ସ୍ମୃତି

ଭୁବନେଶ୍ୱର, ୬।୮ (ବନ୍ଦନା ସେଠୀ) – ବନ୍ଧୁତା ସବୁ ସମ୍ପର୍କଠାରୁ ଊର୍ଦ୍ଧ୍ୱରେ। ତେବେ ଏହି ସମ୍ପର୍କକୁ ଅଧିକ ଦୃଢ଼ କରିବା ପାଇଁ ପ୍ରତିବର୍ଷ ଅଗଷ୍ଟର ପ୍ରଥମ ରବିବାରକୁ ଭାରତରେ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଉଛି। ଏହି ଦିବସକୁ ସ୍ମରଣୀୟ କରିବା…

ପାଣି ଘେରରେ ୫୦ ଗ୍ରାମ

ନିମାପଡ଼ା,୬।୮(ବିଚିତ୍ରାନନ୍ଦ ସାହୁ)କୁଶଭଦ୍ରାନଦୀରେ ବନ୍ୟାଜଳ କ୍ରମଶଃ ହ୍ରାସ ପାଇଥିବାବେଳେ ଧନୁଅଁା ନଦୀରେ ବନ୍ୟା ତାଣ୍ଡବ ରଚିଛି। ଧନୁଅଁାନଦୀରେ ନିମାପଡ଼ା ବ୍ଲକର ଧନୁଅଁା, ଅଲଣ୍ଡା, ଶଗଡ଼ା, ବଡ଼ମାଛପୁର, ଶାଇଁସଶାସନ, ବଡ଼ଶିରୁଳା, ବାମନାଳ, କାଟକୋସାଙ୍ଗ ଆଦି ୮ ପଞ୍ଚାୟତର ୫୦ ଗ୍ରାମ ପାଣିଘେରରେ ରହିଛି। ବନ୍ୟାଜଳ…

ଜଳବନ୍ଦୀରେ ୩୨ ପରିବାର

ପିପିଲି,୬।୮(ଦୁର୍ଗାମାଧବ ମିଶ୍ର)ବନ୍ୟାଜଳ ଆସିବା ପରେ ପିପିଲି ବ୍ଲକ ପୋପରଙ୍ଗା ପଞ୍ଚାୟତର ପାଚଲପୁର ଗାଁର ୩୦ ପରିବାର ଜଳବନ୍ଦୀରେ ଅଛନ୍ତି। ଗଙ୍ଗୁଆ ନାଳପାଣି ଗାଁରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି କରିଥିବା ବେଳେ ଏକର ଏକର ଚାଷ ଜମି ସମ୍ପୂର୍ଣ୍ଣ ଜଳମଗ୍ନ କରିଛି। ଗତବର୍ଷ…

‘ବୁଲିବା ବା ଛୁଟି କାଟିବା କଥା ସୋସିଆଲ ମିଡିଆରେ ଜଣାନ୍ତୁ ନାହିଁ’

ଭୁବନେଶ୍ୱର,୬।୮(ଅନୁରାଧା ମହାରଣା)ରାଜ୍ୟ ସରକାରଙ୍କ ମୋ କଲେଜ ଅଭିଯାନ ପକ୍ଷରୁ ‘ସାଇବର ସିକ୍ୟୁରିଟି’ ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ୨୫୦ଟି କଲେଜର ପ୍ରାୟ ୧୦ ହଜାର ଛାତ୍ରୀଛାତ୍ର, ଅଧ୍ୟକ୍ଷ ତଥା ପ୍ରାଧ୍ୟାପିକାପ୍ରାଧ୍ୟାପକ ଭର୍ଚୁଆଲରେ ଯୋଗଦେଇଥିଲେ। ମୋ କଲେଜ ଅଧ୍ୟକ୍ଷ ଆକାଶ…

ହିରିମୂଳ ବିଚ୍ଛିନ୍ନ, ୪ ଗଁା ଜଳବନ୍ଦୀ

ଖୋର୍ଦ୍ଧା (ପ୍ରଭାତ ପାଣିଗ୍ରାହୀ)/ିରାକରପୁର, ୬ା୮(ମାନସ ଚନ୍ଦ୍ର ପଟ୍ଟନାୟକ)ରାଜ୍ୟରେ ଲଗାଣ ବର୍ଷା ଓ ହୀରାକୁଦର ଗେଟ୍‌ ଖୋଲାଯିବା ପରେ ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଏହାର ଶାଖା ନଦୀ ରାଜୁଆ, ମଲାଗୁଣୀ ଓ ଦୟାରେ ଜଳସ୍ତର ମଧ୍ୟ ବଢୁଛି। ଫଳରେ ଖୋର୍ଦ୍ଧା ବ୍ଲକ…

୩୦ କେଜି ବାସି ଖାଦ୍ୟ ନଷ୍ଟ, ଜରିମାନା ଆଦାୟ

କଟକ,୬ା୮(ସୁପ୍ରିୟା ପ୍ରିୟଦର୍ଶିନୀ)କଟକ ସହରର ଅନେକ ସ୍ଥାନରେ ବାସି ଓ ଅପମିଶ୍ରିତ ଖାଦ୍ୟ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଏହାକୁ ଖାଇବା ଦ୍ୱାରା ଲୋକମାନେ ରୋଗର ଶିକାର ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ(ସିଏମ୍‌ସି) ଖାଦ୍ୟ ସୁରକ୍ଷା ଓ ପରିମଳ…

ଆର୍‌ଆଇଙ୍କୁ ମରଣାନ୍ତକ ଆକ୍ରମଣ

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ଖୁଣ୍ଟା(ଦେବରଞ୍ଜନ ବେହେରା)/ଗୋପବନ୍ଧୁ ନଗର(ଶାନ୍ତନୁ କୁମାର ମଢୁଆଳ),  ୬ା୮ମୟୂରଭଞ୍ଜ ଜିଲା ଶିମିଳିପାଳ ପାଦଦେଶର ଖୁଣ୍ଟା ତହସିଲ ଅଧୀନ ସୁବର୍ଣ୍ଣମଞ୍ଜରୀ ଅଞ୍ଚଳର ବଡ଼ପଥରା ରାଜସ୍ବ ନିରୀକ୍ଷକ (ଆର୍‌ଆଇ)ଙ୍କୁ ପଥର ଚାଲାଣକାରୀ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆକ୍ରମଣକାରୀଙ୍କ ପଥରମାଡ଼ରେ ଆର୍‌ଆଇଙ୍କ ମୁଣ୍ଡ ଫାଟି…

ଯୁକ୍ତ ୨ରେ ୧,୩୧,୬୦୩ ସିଟ୍‌ ଖାଲି

ଭୁବନେଶ୍ୱର,୬।୮(ଅସମାପିକା ସାହୁ)ରାଜ୍ୟରେ ଚଳିତ ଶିକ୍ଷାବର୍ଷରେ ଯୁକ୍ତ୨ ପ୍ରଥମ ବର୍ଷ(ଏକାଦଶ)ରେ ମୋଟ ୧ଲକ୍ଷ ୩୧ହଜାର ୬୦୩ଟି ସିଟ୍‌ ଖାଲି ପଡ଼ିଛି। ରାଜ୍ୟର ମୋଟ ୨,୧୬୭ଟି ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନ ଓ ଜୁନିୟର କଲେଜରେ ଥିବା ୫ଲକ୍ଷ ୯ହଜାର ୩୭୩ଟି ସିଟ୍‌ ମଧ୍ୟରୁ ୩ଲକ୍ଷ…

ଓଏସ୍‌ଏସ୍‌ସି ପ୍ରଶ୍ନପତ୍ର ଲିକ୍‌ ମାମଲା: ଆଉ ୮ ଗିରଫ

ବାଲେଶ୍ୱର,୬।୮(ମାନସ ବିଶ୍ୱାଳ)ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ(ଓଏସ୍‌ଏସ୍‌ସି) ଦ୍ୱାରା ପରିଚାଳିତ ଜେଇଇ ସିଭିଲ୍‌ ମେନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ମାମଲାରେ ସମ୍ପୃକ୍ତ ଆଉ ୮ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲାର ୨ଜଣ ଶିକ୍ଷକ ଅଛନ୍ତି। ଏହି ମାମଲାରେ ମୋଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri