ଆଇଫୋନ୍ ବ୍ୟବହାରରେ ଲାଗିବ ରୋକ୍
ବେଜିଂ, ୭।୯: ଆଇଫୋନ୍ ବ୍ୟବହାରରେ ରୋକ୍। ଆଇଫୋନ୍ ବ୍ୟବହାର କଲେ ଜରିମାନା ଦେବା ସହ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିପାରେ। ଏପରି ଏକ ଅଦ୍ଭୁତ ଆଇନ ଆଣିଛି ଚାଇନା। ଆଇଫୋନ୍ ପରି ଖୁବ ଶୀଘ୍ର ପୋଷାକ ଉପରେ ମଧ୍ୟ ପ୍ରତିବନ୍ଧକ…
କୋରାପୁଟରେ ପ୍ରବଳ ବର୍ଷା, ୧୦୨୫ ମିଲିମିଟର ରେକର୍ଡ
କୋରାପୁଟ,୭ା୯(ଅମିତାଭ ବେହେରା): ଗୁରୁବାର କୋରାପୁଟ ଜିଲାରେ ୧୦୨୫ ମିଲିମିଟର ବର୍ଷା ହୋଇଥିବା ଜିଲା ଜରୁରୀ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ ସୂଚନା ଦେଇଛନ୍ତି। କୋରାପୁଟ ଜିଲାର ସେମିଳିଗୁଡ଼ା ବ୍ଲକରେ ସର୍ବାଧିକ ୧୫୮ ମିଲିମିଟର ବର୍ଷା ହୋଇଥିବା ଜଣାଯାଇଛି। ସେହିପରି ଜିଲାର ବୈପାରୀଗୁଡା ବ୍ଲକରେ…
ପାକିସ୍ତାନକୁ ଲାଗିପାରେ ବଡ଼ ଝଟ୍କା, ଏହି ଯୁବ ବୋଲର୍ ଖେଳିବା ନେଇ ଆଶଙ୍କା
ଇସଲାମାବାଦ,୭।୯: ପାକିସ୍ତାନର ଦ୍ରୁତ ବୋଲର୍ ନସିମ ଶାହାଙ୍କ ବାମ ହାତରେ ଆଘାତ ଲାଗିଥିବା ଆଶଙ୍କା କରାଯାଉଛି। ବୁଧବାର ବାଲାଂଦେଶ ବିପକ୍ଷରେ ଖେଳାଯାଇଥିବା ଏସିଆ କପ୍ର ସୁପର ୪ ମୁକାବିଲାରେ ନସିମଙ୍କୁ ଆଘାତ ଲାଗିଛି। ରବିବାର କଲମ୍ବୋରେ ଭାରତ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍…
ପୋଷା ପ୍ରାଣୀ ରଖୁଛନ୍ତି କି, ହୋଇ ଯାଆନ୍ତୁ ସାବଧାନ! ଗମ୍ଭୀର ରୋଗରେ ହୋଇପାରନ୍ତି ଶିକାର
ସମସ୍ତେ ଘରେ ପୋଷା ପଶୁ କି ପକ୍ଷୀ ରଖିବାକୁ ପସନ୍ଦ କରନ୍ତି। ଆପଣ ଅନେକଙ୍କ ଘରେ ପୋଷା କୁକୁର କି ବିଲେଇ ଥିବାର ଦେଖିଥିବେ। ତେବେ ଆପଣ ଜାଣନ୍ତି କି ସେମାନଙ୍କ ଦ୍ୱାରା ଆମକୁ ବିଭିନ୍ନ ପ୍ରକାର ସଂକ୍ରାମକ ରୋଗ ବ୍ୟାପିଥାଏ।…
ଚନ୍ଦ୍ର-ପୃଥିବୀର ସେଲ୍ଫି ଉଠାଇଲା ଆଦିତ୍ୟ ଏଲ୍୧
ନୂଆଦିଲ୍ଲୀ,୭।୯: ଦେଶର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୍୧ ଧୀରେ ଧୀରେ ଏହାର ଗନ୍ତବ୍ୟ ସ୍ଥଳକୁ ଗତି କରୁଛି। ସୂର୍ଯ୍ୟ-ପୃଥିବୀ ଏଲ୍୧ ପଏଣ୍ଟକୁ ଯାଉଥିବା ଆଦିତ୍ୟ ଏଲ୍୧ ପୃଥିବୀ ଏବଂ ଚନ୍ଦ୍ରର ସେଲଫି ନେଇଛି। ସୋସିଆଲ ମିଡିଆ ସାଇଟ ଏକ୍ସ (ପୂର୍ବରୁ…
ଗମ୍ଭୀରଙ୍କୁ କଡ଼ା ଜବାବ ଦେଲେ ଆଫ୍ରିଦି
ନୂଆଦିଲ୍ଲୀ,୭।୯: ଏସିଆ କପ ୨୦୨୩ ପାଲେକେଲ୍ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ଦେଖିବାକୁ ମିଳିଥିଲା। ବର୍ଷା ଯୋଗୁ ଏହି ମ୍ୟାଚ ବାତିଲ ହୋଇଥିଲା। ଏହି ମ୍ୟାଚରେ ଖେଳାଳିଙ୍କ…
ସନାତନ ବିବାଦ ନିଆଁରେ ଘିଅ ଢାଲିଲେ ଏ.ରାଜା, କହିଲେ ସନାତନ ଧର୍ମ ଏଚଆଇଭି ଅବା ଲେପର୍ସି ଭଳି…
ଚେନ୍ନାଇ,୭।୯ : ସନାତନ ଧର୍ମକୁ ନେଇ ତାମିଲନାଡୁ ସିଏମ ଏମକେ ଷ୍ଟାଲିନଙ୍କ ପୁଅ ଉଦୟାନିଧିଙ୍କ ବିବୃତ୍ତି ଉପରେ ବିବାଦ ବନ୍ଦ ହେବାର ନା ଧରୁନି। ଏହି ସମୟରେ ତାଙ୍କ ଦଳ ଡିଏମକେର ଅନ୍ୟ ଜଣେ ନେତା ଏ. ରାଜା ମଧ୍ୟ ସନାତନ…
ଭାରତ ଆସିବା ପୂର୍ବରୁ ବାଇଡେନ କହିଲେ ଏମିତି…
ନୂଆଦିଲ୍ଲୀ/ଓ୍ବାଶିଂଟନ,୭ା୯: ଭାରତ ୯ ଏବଂ ୧୦ ସେପ୍ଟେମ୍ବରରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ଯେଉଁଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ସରିଯାଇଛି। ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି। ଜି -୨୦ ସମ୍ମିଳନୀରେ ଭାରତ ଏହାର ପରିଦର୍ଶକ…
ବିବାହିତା ମହିଳାଙ୍କୁ ବ୍ଲାକ୍ମେଲିଂ କରି କରୁଥିଲେ ବଳାତ୍କାର; ଯୁବକଙ୍କୁ ବାନ୍ଧିଲା ପାଟଣା ପୋଲିସ
ପାଟଣା,୭।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଉଦୟପୁର ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗ ରେ ପାଟଣା ପୋଲିସ ବୁଧବାର ୩୫ ବର୍ଷୀୟ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକଜଣଙ୍କ ହେଉଛନ୍ତି…
ବିଏମ୍ଡବ୍ଲ୍ୟୁରେ ଘାସ ବହୁଛନ୍ତି ଚାଷୀ, ଭିଡିଓ ଦେଖିଲେ…
ଆମ ଦେଶ ଏକ କୃଷିପ୍ରଧାନ ଦେଶ। କେଉଁ ପ୍ରାଚୀନ କାଳରୁ ଆମ ଦେଶରେ ଚାଷୀମାନେ ଚାଷ କରିଆସୁଛନ୍ତି। ଏହା ସତ୍ତ୍ୱେ ଦେଶରେ କୃଷକ ଏବଂ ପଶୁପାଳକଙ୍କ ଅବସ୍ଥା ଭଲ ନୁହେଁ। ଏପରି ପରିସ୍ଥିତିରେ ଯଦି ଆପଣଙ୍କୁ ବିଏମ୍ଡବ୍ଲ୍ୟୁ ଭଳି ବିଳାସପୂର୍ଣ୍ଣ କାର୍ରେ…
ଆମେରିକା ବୈଦେଶିକ ମନ୍ତ୍ରୀଙ୍କ କିଭ୍ ଗସ୍ତବେଳେ ଗୁଳିମାଡ କଲା ଋଷିଆ, ୧୭ମୃତ
କିଭ୍,୭।୯: ପୂର୍ବ ୟୁକ୍ରେନର ଏକ ସହରର ବଜାରରେ ଋଷିଆ ଗୁଳିମାଡ କରିଛି। ସାନି ଗୁଳିମାଡରେ ୧୭ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଅନେକ ଲୋକ ଆହତ ହୋଇଛନ୍ତି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଋଷିଆ ବିରୋଧରେ ୟୁକ୍ରେନ ଯବାନଙ୍କୁ ସମର୍ଥନ କରିବାକୁ…
ମୋତେ ଜଣେ କ୍ରିକେଟର ହେବାର ନ ଥିଲା:ଗମ୍ଭୀର
ନୂଆଦିଲ୍ଲୀ,୭।୮: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଆସିଛନ୍ତି। ସେ ଅନେକ ଥର ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି। ୨୦୦୭ ଟି-୨୦ ବିଶ୍ୱକପ ଏବଂ ୨୦୧୧ ଦିନିକିଆ ବିଶ୍ୱକପ ଫାଇନାଲରେ…
Archives


