ସଫେଇ ଦେଲା କଂଗ୍ରେସ: ଆମେ ସବୁ ଧର୍ମକୁ ଏକାଠି ନେଇ ଚାଲୁ
ନୂଆଦିଲ୍ଲୀ,୭।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ସନାତନ ବିରୋଧୀ ଧର୍ମ ମନ୍ତବ୍ୟରେ କଂଗ୍ରେସ ସହମତ ନୁହେଁ ବୋଲି ଦଳର ମୁଖପାତ୍ର ପୱନ ଖେରା ଗୁରୁବାର କହିଛନ୍ତି। ସେ କହିଛନ୍ତି ଯେ, ଆମ ଦଳ…
‘୨୦୨୪ ନିର୍ବାଚନ ଜିତିବ ‘ଇଣ୍ଡିଆ’ ମେଣ୍ଟ, ୟୁପିରେ ବି ହେବ ବଡ଼ ପରିବର୍ତ୍ତନ’
ନୂଆଦିଲ୍ଲୀ,୭।୯: ଆଗାମୀ ଲୋକସଭା ନିର୍ବାଚନ (୨୦୨୪) ପୂର୍ବରୁ ବିରୋଧୀ ମେଣ୍ଟ(ଇଣ୍ଡିଆ)ର ନେତାମାନେ ଅନେକ ଦାବି କରୁଛନ୍ତି। ଏଥର ନିର୍ବାଚନ ଇଣ୍ଡିଆ ମେଣ୍ଟ ଜିତିବ ବୋଲି ଉତ୍ତରପ୍ରଦେଶର ଜେଡିୟୁ ରାଜ୍ୟ ଉପାଧ୍ୟକ୍ଷ ଅବଲେଶ ସିଂ ଗୁରୁବାର ବାଲିଆରେ ଦାବି କରିଛନ୍ତି। ସେ କହିଛନ୍ତି…
ଭାରତ-ଏସିଆନ ସହଯୋଗକୁ ମଜବୁତ କରିବା ପାଇଁ ମୋଦିଙ୍କ ୧୨ ସୂତ୍ରୀ ପ୍ରସ୍ତାବ
ଜାକର୍ତ୍ତା/ନୂଆଦିଲ୍ଲୀ,୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏସିଆନ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଆତଙ୍କବାଦ ଭଳି ସମସାମୟିକ ଆହ୍ବାନର ମୁକାବିଲା ତଥା ରଣନୀତିକ ଭାଗିଦାରୀକୁ ସୁଦୃଢ଼ କରିବା ସହିତ ଡିଜିଟାଲ ରୂପାନ୍ତର, ବାଣିଜ୍ୟ ଏବଂ ଅର୍ଥନୈତିକ ଯୋଗଦାନ ଭଳି କ୍ଷେତ୍ରରେ ଭାରତ-ଏସିଆର ସହଯୋଗକୁ…
ଚ୍ୟାଲେଞ୍ଜ୍ ଦେଲେ ମମତା
କୋଲକତା,୭।୯: ପଶ୍ଚିମବଙ୍ଗ ବିଧାନସଭାରେ ଗୁରୁବାର ବଙ୍ଗଳା ଦିବସ ସମ୍ପର୍କରେ ଏକ ପ୍ରସ୍ତାବ ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ପ୍ରତିବର୍ଷ ଏପ୍ରିଲ ୧୫ରେ ବଙ୍ଗଳା ଦିବସ ପୋଇଲା ବୈଶାଖ (ବଙ୍ଗାଳୀ ନବବର୍ଷ) ରେ ପାଳନ କରାଯିବ। ସେହିପରି ରବୀନ୍ଦ୍ରନାଥ…
ଜି-୨୦ ଶିଖର ସମ୍ମିଳନୀ ମିଳିତ ଘୋଷଣାନାମା ବିନା ହୋଇପାରେ ଶେଷ
ଓ୍ବାଶିଂଟନ୍,୭।୯: ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ସମସ୍ତ ଦେଶ ମିଳିତ ଘୋଷଣାନାମାରେ ଦସ୍ତଖତ କରିବେ ବୋଲି ଆମେରିକା ଆଶା ପ୍ରକାଶ କରିଛି। କିନ୍ତୁ ଏହି ଘୋଷରଣାନାମାରେ ଋଷିଆ ଓ ଚାଇନା ଏକମତ ହେବା କଷ୍ଟସାଧ୍ୟ ବୋଲି…
ସ୍ବାଧୀନତାର ୧୦୨ ବର୍ଷ ମଧ୍ୟରେ ୧୮ଥର ଜାତୀୟ ପତାକା ବଦଳାଇଛି ଏହି ଦେଶ, କାରଣ ଜାଣିଲେ…
ଏମିତି ଏକ ଦେଶ ଅଛି, ଯିଏ କି ସ୍ବାଧୀନତା ପାଇବାର ୧୦୨ ବର୍ଷ ମଧ୍ୟରେ ବାରମ୍ବାର ଜାତୀୟ ପତାକା ବଦଳାଇଛି। ଏହା ପଛରେ କାରଣ ମଧ୍ୟ ରହିଛି। ତେବେ ଜାଣନ୍ତୁ ଏ ସମ୍ପର୍କରେ… ଆଫଗାନିସ୍ତାନର ଇତିହାସ ଉତ୍ଥାନ ପତ୍ତନରେ ପରିପୂର୍ଣ୍ଣ। ସ୍ବାଧୀନତାର…
ରେଳ ଧାରଣା ଉପରେ ପଡ଼ିଲା ବିଶାଳକାୟ ଗଛ, ଚାପି ହୋଇ ମହିଳା ଗୁରୁତର
ବାରିପଦା,୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବେତନଟୀ ରେଳ ଷ୍ଟେଶନରେ ଗୁରୁବାର ଏକ ବଡ଼ ବିପଦ ଟଳି ଯାଇଛି। ଟ୍ରେନ୍ଟି ଉକ୍ତ ଷ୍ଟେଶନ ଅତିକ୍ରମ କରିବାର ମାତ୍ର ୫ ମିନିଟ୍ ପରେ ରେଳ ଧାରଣା ଉପରେ ଏକ ବିଶାଳକାୟ ଶାଳଗଛ ପଡ଼ିଥିଲା। ସୂଚନାନୁଯାୟୀ, ରୁପ୍ସାରୁ…
୫୦ବର୍ଷ ପୂର୍ବେ ମଙ୍ଗଳ ଗ୍ରହରେ ମିଳିଥିଲା ଏଲିଅନଙ୍କ ସନ୍ଧାନ, ହେଲେ ଅଜାଣତରେ ମାରିଦେଲା ନାସା: ବୈଜ୍ଞାନିକଙ୍କ ଦାବି
ଓ୍ବାଶିଂଟନ୍,୭।୯: ପ୍ରାୟ ୫୦ବର୍ଷ ପୂର୍ବେ ମଙ୍ଗଳ ଗ୍ରହରେ ନାସା ଜୀବସତ୍ତାର ସନ୍ଧାନ ପାଇଥିଲା କିନ୍ତୁ ତାହା କଣ ବୁଝିବା ପୂର୍ବରୁ ତାକୁ ହତ୍ୟା କରିଥାଇପାରେ ବୋଲି ଜଣେ ବୈଜ୍ଞାନିକ ଦାବି କରିଛନ୍ତି। ତେବେ ଏହି ଦାବି ଉପରେ ଅନ୍ୟ ବିଶେଷଜ୍ଞଙ୍କ ମତ…
‘ଆଜିର ଯୁଗ ଯୁଦ୍ଧ ନୁହେଁ, ଆଲୋଚନା, କୂଟନୀତି ହିଁ ଏହାର ସମାଧାନର ଏକମାତ୍ର ରାସ୍ତା’
ଜାକର୍ତ୍ତା,୭।୯: ପୂର୍ବ ଏସିଆ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ପହଞ୍ଚିଛନ୍ତି। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ସମସ୍ତ ଦେଶର ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତାକୁ ଦୃଢ କରିବା ପାଇଁ ମିଳିତ…
ଇଣ୍ଡିଆ ବନାମ ଭାରତ ପ୍ରସଙ୍ଗରେ କହିଲା ଚାଇନା, ନାମ ଗୁରୁତ୍ୱପୂର୍ଣ୍ଣ ନୁହେଁ…
ବେଜିଂ, ୭।୯: ଇଣ୍ଡିଆ ବନାମ ଭାରତକୁ ନେଇ କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଏନେଇ ଚର୍ଚ୍ଚା ଲାଗି ରହିଛି। ଜି-୨୦ ଶିଖର ସମ୍ମିଳନୀର ଡିନର କାର୍ଡରେ ଇଣ୍ଡିଆ ଲେଖାଯିବା ପରିବର୍ତ୍ତେ ଭାରତ ଲେଖାଯିବା ନେଇ ବିବାଦ ମୁଣ୍ଡ ଟେକିଥିଲା। ଏହା…
ଏଫଆଇଆରରେ ବିଳମ୍ବ ହେଲେ କୋର୍ଟଙ୍କୁ ସତର୍କ ରହିବା ଜରୁରୀ: ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୭।୯ : ସୁପ୍ରିମକୋର୍ଟ ଏକ ମାମଲାରେ ରାୟ ଦେବାବେଳେ କହିଛନ୍ତି ଯେତେବେଳେ ମାମଲାର ଏଫଆଇଆର୍ ପଞ୍ଜୀକରଣରେ ବିଳମ୍ବ ହୁଏ ଏବଂ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନ ଥାଏ, ତେବେ ଏପରି ପରିସ୍ଥିତିରେ କୋର୍ଟ ସତର୍କ ରହିବା ସହ ପ୍ରମାଣକୁ ଯତ୍ନର ସହ…
ଦେଶର ନାମକୁ ନେଇ ବିବାଦ ମଧ୍ୟରେ ଅକ୍ଷୟ କୁମାରଙ୍କ ବଡ଼ ନିଷ୍ପତ୍ତି: ବଦଳାଇଲେ ଫିଲ୍ମର ନାମ
ବମ୍ବେ: ଦେଶର ନାମକୁ ‘ଇଣ୍ଡିଆ’ରୁ ‘ଭାରତ’କୁ ପରିବର୍ତ୍ତନ କରିବାକୁ ଲାଗି ରହିଛି ବିବାଦ। ଏହା ମଧ୍ୟରେ ଅନେକ କଳାକାର ଏହି ନିଷ୍ପତ୍ତିକୁ ସମର୍ଥନ କରୁଥିବା ଦେଖାଯାଉଛି। ଖିଲାଡି କିଙ୍ଗ ଅକ୍ଷୟ କୁମାର ନିଜର ଅପକମିଂ ଫିଲ୍ମ ‘ଦ ଗ୍ରେଟ୍ ଇଣ୍ଡିଆନ୍ ରେସ୍କ୍ୟୁ’ର…
Archives


