Home

ରାସ୍ତା ମାଡ଼ି ବସୁଛନ୍ତି ବ୍ୟବସାୟୀ

ଯାଜପୁରରୋଡ୍‌,୮ା୯(ପବିତ୍ର ରଞ୍ଜନ ମହାନ୍ତି): କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳାଭାବେ ପରିଚିତ ବ୍ୟାସନଗର ସହରର ଲୋକସଂଖ୍ୟା ଦିନକୁ ଦିନକୁ ଆଶାତୀତ ଭାବେ ବୃଦ୍ଧି ପାଉଛି। ସେହି ଅନୁଯାୟୀ ସହର ମଧ୍ୟରେ ଯାନବାହନ ଚଳାଚଳ ବୃଦ୍ଧି ପାଇବା ସହ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ବ୍ୟବସାୟିକ…

ଝିଅ ପ୍ରେମ ବିବାହ କରିବାରୁ ମା’ବାପା ଶୁଦ୍ଧି ହେଲେ

ଆଳି,୮ା୯(ବନମାଳୀ ସେନାପତି):ଝିଅ ବିବାହଯୋଗ୍ୟା ହେବା ପରେ ତାକୁ ଭଲ ବର ଏବଂ ଭଲ ଘର ଦେଖି ବିବାହ ଦେବାକୁ ପ୍ରତ୍ୟେକ ମା’ବାପାଙ୍କ ଇଚ୍ଛା ଥାଏ। ମାତ୍ର ଝିଅ ଯେତେବେଳେ ମା’ବାପାଙ୍କ ଇଚ୍ଛାକୁ ପ୍ରତ୍ୟାଖ୍ୟାନ କରି କୌଣସି ଯୁବକଙ୍କୁ ପ୍ରେମ କରି ଚାଲିଯାଏ,…

ଫସର ଫାଟିଲା ରବି ଚାଷ ଆଶା

ଯାଜପୁର,୮ା୯(ହର୍ଷବର୍ଦ୍ଧନ ବେହେରା) : ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଖରିଫ ସହିତ ରବି ଚାଷ ପାଇଁ ଜଳସେଚନ ବ୍ୟବସ୍ଥା କରିବାକୁ ଧାର୍ଯ୍ୟ ହୋଇଛି। କିନ୍ତୁ ଯାଜପୁର ଜିଲାରେ ଏଥିପାଇଁ ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥା ନ କରି କେବଳ…

ସେପ୍ଟେମ୍ବର ୨୦ରେ ନୂଆଖାଇ

ସମ୍ବଲପୁର,୮ା୯(ଶୁଭାଶିଷ ପାଢ଼ୀ):ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ସେପ୍ଟେମ୍ବର ୨୦ ତାରିଖରେ ପାଳନ ହେବ। ସମ୍ବଲପୁର ଝାଡୁଆପଡ଼ା ବ୍ରହ୍ମପୁରା ମନ୍ଦିର ପରିସରରେ ଗୁରୁବାର ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ପଣ୍ଡିତ ମହାସଭାରେ ଏ ନେଇ ଲଗ୍ନ ଧାର୍ଯ୍ୟ ହୋଇଛି। ଧାର୍ଯ୍ୟ ଲଗ୍ନ…

ନିଅଣ୍ଟିଆ ବର୍ଷା: ଜମି ପଡ଼ିଆ

ମାର୍ଶାଘାଇ,୮ା୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): ଆଷାଢ଼, ଶ୍ରାବଣ ଯାଇ ଭାଦ୍ରବ ହେଲାଣି କାଁ ଭାଁ କେମିତି କେତେବେଳେ ବର୍ଷା ହେଊଛି ଯେ ତାହା କାମକୁ ନୁହେଁ। କିଭଳି ଚାଷ କାର୍ଯ୍ୟହେବ, ବର୍ଷକର ଦାନା ଘରକୁ ଆସିବ ସେ ଚିନ୍ତାରେ ଚାଷୀ ପଡିଛନ୍ତି।…

ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଲା ଲକ୍ଷାଧିକ ଟଙ୍କା

ଆଳି,୮ା୯(ବନମାଳୀ ସେନାପତି ): ବ୍ୟାଙ୍କ ଖାତାରେ ଅଚାନକ ହଜାର ହଜାର ଟଙ୍କା ଜମା ହେବା ନେଇ ମୋବାଇଲରେ ମେସେଜ ଆସିବାରୁ ଗ୍ରାହକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ୨ ହଜାରଠାରୁ ଆରମ୍ଭ କରି ୨ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ବହୁ…

ଆତଙ୍କବାଦୀ ଆକ୍ରମଣରେ ୪୯ ସାଧାରଣ ନାଗରିକଙ୍କ ସମେତ ୬୪ ଜଣଙ୍କର ମୃତ୍ୟୁ

ବାମାକୋ,୮।୯: ମାଲିରେ ଆତଙ୍କବାଦୀମାନେ ଏକ ସାମରିକ ବେସ ଏବଂ ଯାତ୍ରୀବାହୀ ଡଙ୍ଗା ଉପରେ ଆକ୍ରମଣ କରିଥିଲେ। ଉତ୍ତର ମାଲିରେ ହୋଇଥିବା ଏହି ଆକ୍ରମଣରେ ୬୪ ଜଣଙ୍କର ମୃତ୍ୟୁ ଘଟିଛି। ମାଲି ସରକାର କହିଛନ୍ତି ଯେ, ଆତଙ୍କବାଦୀମାନେ ଦୁଇଟି ଭିନ୍ନ ସ୍ଥାନରେ ଆକ୍ରମଣ…

ଆଜି ଆସିବ ୬ ରାଜ୍ୟର ୭ ବିଧାନସଭା ଆସନ ଉପନିର୍ବାଚନର ଫଳାଫଳ

ନୂଆଦିଲ୍ଲୀ,୮।୯: ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ଆଜି ଘୋଷଣା କରାଯିବ। ଭୋଟ ଗଣନା ସକାଳ ୮ଟାରୁ ଆରମ୍ଭ ହେବ। ଏହି ନିର୍ବାଚନର ଫଳାଫଳ ବର୍ଷ ଶେଷରେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଏବଂ ୨୦୨୪…

ଅଣନିଃଶ୍ୱାସୀ କରୁଛି ଆବର୍ଜନା: ସ୍ବଚ୍ଛ ବାୟୁ ଚିନ୍ତା

ଭୁବନେଶ୍ୱର,୮।୯ (ବନ୍ଦନା ସେଠୀ): ସୁସ୍ଥ ଭାବେ ବଞ୍ଚିବା ପାଇଁ ସୁସ୍ଥ ବାତାବରଣ ଏବଂ ସ୍ବଚ୍ଛ ବାୟୁ ନିହାତି ଆବଶ୍ୟକ। ବର୍ତ୍ତମାନ ବାୟୁ ପ୍ରଦୂଷଣ ମାନବ ସମାଜ ପାଇଁ ଏକ ପ୍ରମୁଖ ପରିବେଶ ବିପଦ ଭାବେ ଉଭା ହୋଇଛି। ଏନେଇ ଲୋକଙ୍କୁ ସଚେତନ…

ଭାରତ ଅଭିମୁଖେ ଆମେରିକା ରାଷ୍ଟ୍ରପତି: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କରିବେ ଡିନର୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୭।୯: ଜି-୨୦ ଶିଖର ସମ୍ମିଳନୀ ଯୋଗ ଦେବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଅଭିମୁଖେ ବାହାରିଛନ୍ତି। ଶୁକ୍ରବାର ଅର୍ଥାତ୍‌ ଆଜି ସେ ଭାରତରେ ପହଞ୍ଚିବେ। ତାଙ୍କର ଗସ୍ତର ପ୍ରଥମ ଦିନରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆଦିଲ୍ଲୀରେ ଭେଟିବେ।…

ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ସମ୍ବଲପୁର,୭ା୯(ଶୁଭାଶିଷ ପାଢ଼ୀ): ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ସେପ୍ଟେମ୍ବର ୨୦ ତାରିଖରେ ପାଳନ ହେବ। ସମ୍ବଲପୁର ଝାଡୁଆପଡ଼ା ବ୍ରହ୍ମପୁରା ମନ୍ଦିର ପରିସରରେ ଗୁରୁବାର ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ପଣ୍ଡିତ ମହାସଭାରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ଧାର୍ଯ୍ୟ…

ଭାରତର ୫ ସବୁଠାରୁ ଧନୀ ଖେଳାଳି: ସମ୍ପତ୍ତି ବିଷୟରେ ଜାଣିଲେ…

ବିଶ୍ୱର ପସନ୍ଦର ଖେଳ ମଧ୍ୟରୁ କ୍ରିକେଟ ଅନ୍ୟତମ। ଏହି ଖେଳରେ ନାମ, ଟଙ୍କା ସାଙ୍ଗକୁ ଲୋକପ୍ରିୟତା ମିଳିଥାଏ। ସେଥିପାଇଁ ଖେଳାଳିମାନେ ପାଲଟିଯାନ୍ତି କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ। ସେହି କ୍ରମରେ ଭାରତୀୟ ଖେଳାଳିଙ୍କ ଚାହିଦା କାହିଁରେ କେତେ। ଆସନ୍ତୁ ଜାଣିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri