ସାମ୍‌ସଙ୍ଗ୍‌ର ପାର୍ବଣ ସେଲିଂ

ଭୁବନେଶ୍ୱର, ୩୦।୯ : ଚଳିତ ବର୍ଷ ପାର୍ବଣ ଉପଲକ୍ଷେ ସାମ୍‌ସଙ୍ଗ୍‌ ପକ୍ଷରୁ ପାର୍ବଣ ସେଲିଂର ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ସାମ୍‌ସଙ୍ଗ୍‌ର ବଛା ବଛା ସ୍ମାର୍ଟଫୋନ ଉପରେ ଆକର୍ଷଣୀୟ ସ୍ବତନ୍ତ୍ର ମୂଲ୍ୟ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଯେଉଁଥିରେ ସାମ୍‌ସଙ୍ଗ୍‌ ଗାଲାକ୍ସି ଏମ୍‌ ଓ ଗାଲାକ୍ସି ଏଫ୍‌ ସିରିଜ୍‌ ଅନ୍ତର୍ଭୁକ୍ତ ରହିଛି। ଏପରିକି ଗ୍ରାହକମାନେ ବର୍ତ୍ତମାନ ଗାଲାକ୍ସି ଏମ୍‌ ୦୪ ଓ ଗାଲାକ୍ସି ଏଫ୍‌ ୦୪କୁ ପ୍ରାରମ୍ଭିକ ମୂଲ୍ୟ ୬,୪୯୯ ଟଙ୍କାରୁ କିଣିପାରିବେ। ସେହିଭଳି ଗାଲାକ୍ସି ଏମ୍‌ ୦୪ ଓ ଗାଲାକ୍ସି ଏଫ୍‌ ୦୪ରେ ଅତୁଳନୀୟ ଷ୍ଟାଇଲ୍‌ ରହିଛି। ଏହା ବିନା କୌଣସି ବ୍ୟାଘାତରେ ନିରନ୍ତର କାର୍ଯ୍ୟଦକ୍ଷତା ପ୍ରଦାନ କରିଥାଏ। ବିଶେଷକରି ଏହା ନୂତନ ଜେନ୍‌ ଜେଡ୍‌ଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ସର୍ବୋକତ୍ୃଷ୍ଟ । ସେହିପରି ଗାଲାକ୍ସି ଏମ୍‌ ୦୪ ସେହିସବୁ ଗ୍ରାହକମାନଙ୍କ ପାଇଁ ଡିଜାଇନ କରାଯାଇଛି, ଯେଉଁମାନେ ଉଚ୍ଚ କାର୍ଯ୍ୟଦକ୍ଷତାସମ୍ପନ୍ନ ଡିଭାଇସ୍‌ ଚାହିଁଥାନ୍ତି, ଯାହାକି ମଲ୍‌ଟି ଟାସ୍କିଂ ପାଇଁ ସର୍ବୋକତ୍ୃଷ୍ଟ ଓ ସେମାନଙ୍କୁ ସର୍ବଦା ଆଗରେ ରଖିଥାଏ। ଏଥିରେ ୮ଜିବି ମେମୋରି ସହିତ ରାମ୍‌ ପ୍ଲସ୍‌ ବୈଶିଷ୍ଟ୍ୟ, ବ୍ୟାପକ ୧୨୮ଜିବି ଷ୍ଟୋରେଜ୍‌ ରହିଛି, ଯାହାକି ୧ଟିବି ପର୍ଯ୍ୟନ୍ତ ସମ୍ପ୍ରସାରଣଯୋଗ୍ୟ ଓ ଦୀର୍ଘସ୍ଥାୟୀ ୫୦୦୦ଏମ୍‌ଏଏଚ୍‌ ବ୍ୟାଟେରି ସାମିଲ ରହିଛି। ଅପରପକ୍ଷରେ ଗାଲାକ୍ସି ଏମ୍‌ ୦୪ରେ ଷ୍ଟାଇଲିଶ୍‌ ଗ୍ଲସି ଡିଜାଇନ ସାମିଲ ରହିଛି। ଏହା ଏକ ଅତୁଳନୀୟ ସ୍ମାର୍ଟଫୋନ୍‌ ଅନୁଭବ ପ୍ରଦାନ କରିଥାଏ। ଗାଲାକ୍ସି ଏମ୍‌ ୧୩ ଓ ଗାଲାକ୍ସି ଏଫ୍‌ ୧୩ର ପ୍ରାରମ୍ଭିକ ମୂଲ୍ୟ ୯୧୯୯ ଟଙ୍କାରେ ଉପଲବ୍ଧ। ଗାଲାକ୍ସି ଏମ୍‌ ୧୩ରେ ଗାଲାକ୍ସି ଏମ୍‌ ୫୦ ଏମ୍‌ପି ଟ୍ରିପଲ୍‌ କ୍ୟାମେରା ଓ ବୃହତ୍‌ ୬୦୦୦ଏମ୍‌ଏଏଚ୍‌ ବ୍ୟାଟେରି ରହିଛି। ଗାଲାକ୍ସି ଏମ୍‌ ୧୩ରେ ୬.୬“ଫୁଲ୍‌ ଏଚ୍‌ଡି+ଡିସ୍‌ପ୍ଲେ ରହିଛି। ବିଶେଷକରି ବିଞ୍ଜ ୱାଚରମାନଙ୍କ ପାଇଁ ଏହା ଡିଜାଇନ କରାଯାଇଛି। ଯେଉଁମାନେ ତାଙ୍କର ପ୍ରିୟ କଣ୍ଟେଣ୍ଟକୁ ସବୁ ସମୟରେ ଉପଭୋଗ କରିପାରିବେ। ଏଥିରେ ମନଷ୍ଟର ୬୦୦୦ ଏମ୍‌ଏଏଚ୍‌ ବ୍ୟାଟେରି ରହିଛି, ଯାହାକି ୟୁଜରମାନଙ୍କୁ ସର୍ବଦା ଶକ୍ତି ପ୍ରଦାନ କରିଥାଏ। ଏହା ସହ ଏଥିରେ ୫୦ଏମ୍‌ପି ଟ୍ରିପଲ୍‌ କ୍ୟାମେରା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?