Posted inଜାତୀୟ

ସ୍ବଚ୍ଛତା ଅଭିଯାନ: ଏକ ତାରିଖ,ଏକ ଘଣ୍ଟା, ଏକା ସାଙ୍ଗେ ଏକାଠି ହେଲା ସାରା ଦେଶ, କେନ୍ଦ୍ର ମନ୍ତ୍ରୀ ଲଗାଇଲେ ଝାଡୁ

ନୂଆଦିଲ୍ଲୀ,୧।୧୦: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୪ ତମ ଜୟନ୍ତୀ ପୂର୍ବରୁ ସାରା ଦେଶରେ ରବିବାର ଅର୍ଥାତ୍‌ ଅକ୍ଟୋବର ୧ରେ ସ୍ବଚ୍ଛତା ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଏହି ଅଭିଯାନ ପାଇଁ ୧ ଅକ୍ଟୋବରରେ ସମ୍ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରି ଅଭିଯାନ ଆରମ୍ଭ କରିଛି।
ଏହି ଅଭିଯାନ ଅଧୀନରେ ବହୁ କେନ୍ଦ୍ର ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀମାନେ ରାସ୍ତାରେ ଯାଇ ସ୍ବଚ୍ଛତା ଅଭିଯାନରେ ସାମିଲ ହୋଇଛନ୍ତି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖୀଙ୍କ ସମେତ ଅନେକ ନେତା ଏହି ଅଭିଯାନରେ ସାମିଲ ହୋଇଥିଲେ।
ଗୁଜୁରାଟର ଅହମ୍ମଦାବାଦରେ ଚାଲିଥିବା ‘ସ୍ବଚ୍ଛତା ଅଭିଯାନ’ରେ କେନ୍ଦ୍ର ସ୍ବରାଷ୍ଟ୍ର ନ୍ତ୍ରୀ ଅମିତ ଶାହା ଅଂଶଗ୍ରହଣ କରିଥିଲେ। ଏଠାରେ ବହୁ ଭାଜପା କର୍ମୀଙ୍କ ସହ ଶାହାଙ୍କୁ ଦେଖିବାକୁ ମିଳିଥିଲା।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚକ୍ରତୀର୍ଥ ନୈମିଷାରଣ୍ୟରେ ‘ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ’ରେ ଭାଗ ନେଇଥିଲେ। ଏଠାରେ ସେ ଭାଜପା କର୍ମୀଙ୍କ ସହ ସୀତାପୁର ଅଞ୍ଚଳରେ ଝାଡୁ ଲଗାଇଥିବା ନଜର ଆସିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନୁରୋଧ ପରେ ରବିବାର ସମଗ୍ର ଦେଶ ସ୍ବଚ୍ଛତା ଅଭିଯାନ ଅଧୀନରେ ଏକାଠି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥାଲାପତିଙ୍କ ବିଜୟରେ ଖୁସି ହୋଇ ତିରୁପତି ପହଞ୍ଚିଲେ ର୍ୟୁମର୍ଡ ଗର୍ଲ ଫ୍ରେଣ୍ଡ? ଖୁସି ହେଉଛନ୍ତି ପ୍ରଶଂସକ

ଚେନ୍ନାଇ,୪।୫: ୪ ମଇ, ୨୦୨୬, ଦକ୍ଷିଣ ଭାରତୀୟ ସିନେମା ଏବଂ ତାମିଲନାଡୁ ରାଜନୀତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଭାବରେ ଉଭା ହୋଇଛି। ପ୍ରକୃତରେ, ଗୋଟିଏ ପଟେ,…

ପୃଥିବୀର ଅଦୃଶ୍ୟ ସୁରକ୍ଷା କବଚ

ଚଳିତ ବର୍ଷ ମହାବିଦ୍ୟାଳୟ ପରୀକ୍ଷା କାର୍ଯ୍ୟ ସମାପନ ପରେ ଦିନ ୧୧ ଟାରେ ଜଣେ ବନ୍ଧୁଙ୍କ ସହିତ ମହାବିଦ୍ୟାଳୟ ଫାଟକ ନିକଟକୁ ବାହାରିଥାଉ ଚା’ ପିଇବାକୁ। ସେଦିନ…

IPLରେ ‘ଗଲଫ୍ରେଣ୍ଡ କଲ୍ଚର’ ଉପରେ ପୂର୍ଣ୍ଣଛେଦ ପକାଇବ BCCI! ଖେଳାଳିଙ୍କ ସାଥୀ ଆଉ…

ନୂଆଦିଲ୍ଲୀ,୪।୫: IPL ୨୦୨୬ ଭିତରେ BCCI ଏକ କଠୋର ନୂତନ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ଟୁର୍ଣ୍ଣାମେଣ୍ଟ ସମୟରେ ଅନେକ ଖେଳାଳି ସେମାନଙ୍କ ପ୍ରେମିକାଙ୍କ…

ମଉଳିଗଲା TMCର ବଡ଼ ଆଶା, ସନ୍ଧ୍ୟା ୫ଟାରେ ଭାଜପା ମୁଖ୍ୟାଳୟ ଯିବେ ମୋଦି

ନୂଆଦିଲ୍ଲୀ,୪।୫: ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ଭଲ ପ୍ରଦର୍ଶନ କରୁଛି। ଆସାମରେ ଭାଜପା ସରକାର କ୍ଷମତାକୁ ଫେରିବାକୁ ଯାଉଥିବା ବେଳେ, ବଙ୍ଗଳାରେ ମମତା ବାନାର୍ଜୀଙ୍କ…

କୋଳି ତୋଳିବାକୁ ଜଙ୍ଗଲକୁ ଯାଇଥିଲେ ଯୁବତୀ, ୩ ଭାଲୁଙ୍କ ହାବୁଡ଼ରେ ପଡ଼ିଗଲେ, ଆଉ ତା’ପରେ…

ପାଟଣା,୪ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସଡ଼ଙ୍ଗ ବାହାଳି ଗ୍ରାମରେ ସୋମବାର ସକାଳୁ ଭାଲୁ ଆକ୍ରମଣରେ ଜଣେ ଯୁବତୀ ଗୁରୁତର ହୋଇଛନ୍ତି । ଗୁରୁତର ଜଣକ…

ଆମେରିକାକୁ ୩୦ ଦିନର ଅଲ୍ଟିମେଟମ ଦେଲା ଇରାନ!

ତେହରାନ,୪।୫: ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ କରିବା ଏବଂ ଅତ୍ୟନ୍ତ ରଣନୈତିକ ସାମୁଦ୍ରିକ ପଥ ହର୍ମୁଜ ପ୍ରଣାଳୀ ପୁନଃ ଖୋଲିବା ପାଇଁ ଇରାନ ଆମେରିକାକୁ ଏକ 14-ସୂତ୍ରୀ…

ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଅଧିକାରୀଙ୍କ ସହ ଆଲୋଚନା କରି…

ଧାମନଗର,୪ା୫(ସନ୍ତୋଷ କୁମାର ମହାପାତ୍ର): ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଧାମନଗର ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା ସହ ଅନ୍ୟ ପ୍ରସ୍ତାବିତ କାର୍ଯ୍ୟ ବିଷୟରେ ଉପସ୍ଥିତ…

ପରାଜୟ ସ୍ୱୀକାର କଲେ କି ପିନାରାଇ ବିଜୟନ? ସୋସିଆଲ ମିଡିଆରେ ବାୟୋ ପରିବର୍ତ୍ତନକୁ ନେଇ ପ୍ରଶ୍ନବାଚୀ

ଥିରୁଭାନନ୍ତପୁରମ,୪।୫: କେରଳ ବିଧାନସଭା ନିର୍ବାଚନ ଫଳାଫଳର ଆନୁଷ୍ଠାନିକ ଘୋଷଣା ପୂର୍ବରୁ, ରାଜ୍ୟ ରାଜନୀତିରେ ଏକ ଅପ୍ରତ୍ୟାଶିତ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ମୁଖ୍ୟମନ୍ତ୍ରୀ ପିନାରାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri