ଗୁଣବତ୍ତା ଉତ୍ପାଦ ଯୋଗାଣକୁ ଗୁରୁତ୍ୱ

ଭୁବନେଶ୍ୱର, ୨।୧୦: ଦେଶର ପ୍ରମୁଖ ଖାଇବା ତେଲ ବ୍ରାଣ୍ଡ୍‌ ହାତୀ ମାର୍କା କଚ୍ଚି ଘନି ସୋରିଷ ତେଲ ଚଳିତ ପାର୍ବଣ ଋତୁରେ ବଣ୍ଡଲ କଲେକ୍ସନର ଶୁଭାରମ୍ଭ କରାଯାଇଛି। ଏ ସମ୍ପର୍କରେ ହାତୀ ସୋରିଷ ତେଲର ସଭାପତି ରାଘବ ଭଗତ କହିଛନ୍ତି, ଆମେ ଆମର ଗ୍ରାହକଙ୍କୁ ସର୍ବଦା ସର୍ବୋତ୍ତମ ଏବଂ ଗୁଣବତ୍ତା ପ୍ରମାଣିତ ହୋଇଥିବା ଉପତ୍ାଦ ଯୋଗାଇବା ସହିତ ଏହାକୁ ସମସ୍ତଙ୍କ ଜୀବନଶୈଳୀର ଏକ ଅଂଶ ଭାବେ ପରିଣତ କରିବାକୁ ଯାଉଛୁ, ଏପରିକି ଚଳିତ ପାର୍ବଣ ଋତୁରେ ଆମେ ଆମର ଗ୍ରାହକଙ୍କର ପ୍ରିୟ ପରିଜନଙ୍କୁ ଶୁଦ୍ଧତା, ସ୍ବାସ୍ଥ୍ୟ ତଥା ସ୍ବାଦର ଉପହାର ଦେବା ପାଇଁ ଏକ ବଣ୍ଡଲ କଲେକସନ ଉପଲବ୍ଧ କରାଇଛୁ।

ବିଶେଷକରି ରନ୍ଧନ ଆଦିରେ ବ୍ୟବହୃତ ହେବା ସହିତ ହାତୀ ବ୍ରାଣ୍ଡ୍‌ କଚ୍ଚି ଘନି ତେଲ ସାଂସ୍କୃତିକ ମହତ୍ତ୍ୱ ମଧ୍ୟ ବଜାୟ ରଖିଥାଏ। ଭାରତୀୟ ପରିବାରଗୁଡ଼ିକରେ ଏହା ଶୁଦ୍ଧତା ଏବଂ ଐଶ୍ୱରୀୟ ଭାବନା ଜାଗ୍ରତ ପାଇଁ ଦୀପ ପ୍ରଜ୍ୱଳନରେ ମଧ୍ୟ ବ୍ୟବହାର କରାଯାଇଥାଏ। ହାତୀ ସୋରିଷ ତେଲ ଏହି ପବିତ୍ର ପରମ୍ପରାର ଏକ ଅଂଶ ହୋଇଥିବାରୁ ବେଶ୍‌ ଗର୍ବିତ। ଶୁଭ ରୀତିନୀତି ପାଇଁ ଏହା ଗ୍ରାହକଙ୍କର ଏକ ବିଶ୍ୱସ୍ତ ପସନ୍ଦ ହୋଇ ରହିଆସିଛି। ଚଳିତ ପାର୍ବଣ ଋତୁରେ ହାତୀ ବ୍ରାଣ୍ଡ୍‌ କଚ୍ଚି ଘନି ସୋରିଷ ତେଲ ଏକ ଆଦର୍ଶ ଉପହାର ଭାବେ ପରିଗଣିତ ହେବ।

ବିଶେଷକରି ଏହାର ପ୍ରିମିୟମ ଗୁଣବତ୍ତା ଏବଂ ପାରମ୍ପରିକ ଚମତ୍କାରିତା ଏହାକୁ ଚଳିତ ପାର୍ବଣ ଋତୁରେ ଆପଣଙ୍କ ପ୍ରିୟଜନଙ୍କ ପ୍ରତି ପ୍ରେମ ଏବଂ ସମ୍ମାନର ଏକ ହୃଦୟସ୍ପର୍ଶୀ ଭାବନା ଭାବେ ପରିଗଣିତ ହେବ। ହାତୀ ବ୍ରାଣ୍ଡ୍‌ କଚ୍ଚି ଘନି ସୋରିଷ ତେଲର ଗୁଣବତ୍ତାକୁ ଅନୁଭବ କରନ୍ତୁ। ଆମର ସମସ୍ତ ଉପତ୍ାଦରେ ସର୍ବୋଚ୍ଚ ଗୁଣବତ୍ତା ଏବଂ ଶୁଦ୍ଧତାର ମାନ ବଜାୟ ରଖିବା ପାଇଁ ହାତୀ ସୋରିଷ ତେଲ ପ୍ରତିଶ୍ରୁତିବଦ୍ଧ। ଆମର ନୂତନ ହାତୀ ବ୍ରାଣ୍ଡ୍‌ କଚ୍ଚି ଘନି ତେଲ ଏହାର ବ୍ୟତିକ୍ରମ ନୁହେଁ ଏବଂ ଆମେ ଏହାର ଲାଭ ଏବଂ ଐତିହ୍ୟକୁ ଗ୍ରାହକଙ୍କ ସହ ବଜାୟ ରଖିବା ନେଇ ବେଶ୍‌ ଉତ୍ସାହିତ।


Enter your email to get our daily news in your inbox.

All Right Reserved By Dharitri.Com

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri