Home

ଭାରତୀୟ ହାଇ କମିଶନ ବାହାରେ ଖଲିସ୍ତାନୀଙ୍କ ବିକ୍ଷୋଭ

ଲଣ୍ଡନ,୩ା୧୦: ସ୍କଟ୍‌ଲାଣ୍ଡର ଗ୍ଲାସ୍‌ଗୋ ଗୁରୁଦ୍ୱାରାରେ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ପ୍ରବେଶ କରାଇ ଦିଆ ନ ଯିବାର ଦୁଇଦିନ ପରେ ଲଣ୍ଡନସ୍ଥିତ ଭାରତୀୟ ହାଇ କମିଶନଙ୍କ କାର୍ଯ୍ୟାଳୟ ବାହାରେ ଖଲିସ୍ତାନୀ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୋମବାର ଖଲିସ୍ତାନୀ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ…

ସ୍ବର୍ଣ୍ଣମନ୍ଦିରରେ ବାସନ ଧୋଇଲେ ରାହୁଲ

ଅମୃତସର,୩ା୧୦: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ସୋମବାର ପଞ୍ଜାବର ଅମୃତସରସ୍ଥିତ ସ୍ବର୍ଣ୍ଣ ମନ୍ଦିର ଯାଇ ସେଠାରେ ପ୍ରାର୍ଥନା କରିଛନ୍ତି। ସେଠାର ସଚଖଣ୍ଡ ଶ୍ରୀହରମନ୍ଦିର ସାହିବରେ ଥିବା ଲାଙ୍ଗର (ଗୋଷ୍ଠୀ ପାକଶାଳା)ରେ କଂଗ୍ରେସ ନେତା ସ୍ବେଚ୍ଛାକୃତ ସେବା କରିଥିଲେ। ରାହୁଲ ସେଠାରେ ବାସନ…

ଜାତି ଜନଗଣନା ଦାବି ଜୋର ଧରିଲା

ନୂଆଦିଲ୍ଲୀ/ପାଟନା,୩ା୧୦: ବିହାର ସରକାର ସୋମବାର ଜାତି ସର୍ଭେ ରିପୋର୍ଟ ପ୍ରକାଶ କରିବା ପରେ ଜାତୀୟ ସ୍ତରରେ ଜାତି ଓ ଜନଗଣନା ଦାବି ଜୋର ଧରିଛି। କଂଗ୍ରେସ ରିପୋର୍ଟକୁ ସ୍ବାଗତ କରିବା ସହ କେନ୍ଦ୍ର ସରକାର ଦେଶବ୍ୟାପୀ ଅନୁରୂପ ଜନଗଣନା ତୁରନ୍ତ ଆରମ୍ଭ…

ଲକ୍ଷ୍ମୀ ଯୋଜନାକୁ ବିରୋଧ, ୨୪ ଘଣ୍ଟା ପାଇଁ ଘରୋଇ ବସ୍‌ ଚଳାଚଳ ବନ୍ଦ

କୋରାପୁଟ,୨ା୧୦(ଅମିତାଭ ବେହେରା): ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଅବିଭକ୍ତ କୋରାପୁଟ ଜିଲା ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ସୋମବାର ଡାକରା ଦିଆଯାଇଥିବା ୨୪ ଘଣ୍ଟା ପାଇଁ ଘରୋଇ ବସ୍‌ ଚଳାଚଳ ବନ୍ଦ ପରିପେକ୍ଷୀରେ କୋରାପୁଟ ଜିଲାରେ ସମସ୍ତ…

ଜାତିଭିତ୍ତିକ ଜନଗଣନାକୁ ନେଇ କ’ଣ କହିଲେ ରାହୁଲ

ନୂଆଦିଲ୍ଲୀ,୨।୧୦: ବିହାରର ନୀତୀଶ ସରକାର ସୋମବାର ଜାତି ସର୍ଭେ ତଥ୍ୟ ପ୍ରକାଶ କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏ ସମ୍ପର୍କରେ ଏକ ବୟାନ ଦେଇଛନ୍ତି। ସୋମବାର ସେ କହିଛନ୍ତି ଯେ ବିହାରର ଜନଗଣନା ଅନୁଯାୟୀ ଓବିସି + ଏସସି…

ହାଇଓ୍ବେରେ ଟ୍ରକ୍‌ର ହେଲା ବ୍ରେକ୍‌ଫେଲ୍‌, ୩ କାର୍‌କୁ କରିଦେଲା ଚଟଣି, ଭିଡିଓ ଦେଖିଲେ…

ଆଜିର ସମୟରେ ରାସ୍ତା ଦୁର୍ଘଟଣା ମାମଲା ଯଥେଷ୍ଟ ବୃଦ୍ଧି ପାଇଛି। ସମୟର ଅଭାବ କିମ୍ବା ଅନ୍ୟ କୌଣସି କାରଣରୁ ଲୋକଙ୍କ ଡ୍ରାଇଭିଂର ଗତି ମଧ୍ୟ ବୃଦ୍ଧି ପାଇଛି। ଯେତେ ଅସାବଧାନତା ବଢୁଛି ସେତେ ଦୁର୍ଘଟଣା ସଂଖ୍ୟା ମଧ୍ୟ ବଢୁଛି। ଆଜିକାଲି ଦୁର୍ଘଟଣା…

ଇଣ୍ଡିଗୋ ବିମାନରେ ଏମରଜେନ୍ସି ଗେଟ ଖୋଲିବାକୁ ଚେଷ୍ଟା କରୁଥିଲେ ଯାତ୍ରୀ, ଗିରଫ କଲା ପୋଲିସ

ବେଙ୍ଗାଲୁରୁ,୨।୧୦: ନାଗପୁରରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନରେ ଜରୁରୀକାଳୀନ ଫାଟକ ଖୋଲିବାକୁ ଚେଷ୍ଟା କରୁଥିବା ଜଣେ ଯାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ମାମଲା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି ଯେ ଗିରଫ ବ୍ୟକ୍ତି ଜଣଙ୍କ ସ୍ବପ୍ନିଲ ହୋଲେ…

ଫ୍ରାନ୍ସରେ ବାର୍ଡ ଫ୍ଲୁ, ଲକ୍ଷାଧିକ ବତକ, କୁକୁଡ଼ାଙ୍କୁ ଟିକାକରଣ

ପ୍ୟାରିସ୍‌,୨ା୧୦: ଫ୍ରାନ୍ସରେ ସୋମବାର ବାର୍ଡ ଫ୍ଲୁ ପ୍ରତିରୋଧ ପାଇଁ ୟୁରୋପର ଏକମାତ୍ର ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଯାହା ବିଗତ ବର୍ଷଗୁଡ଼ିକଠାରୁ ବହୁତ ଅର୍ଥ ବ୍ୟୟ ହୋଇଛି। ଏସ୍‌ଏନ୍‌ଜିଟିଭି ଫାର୍ମ ଭେଟ୍‌ ଆସୋସିଏଶନର କୁକୁଡ଼ା ମୁଖ୍ୟ ଜୋକେଲିନ ମାରଗୁଏରି କହିଛନ୍ତି, ଜୀବାଣୁଙ୍କର…

କାଟାଲିନ କାରିକୋ, ଡ୍ରିୟୁ ଓ୍ବିସମ୍ୟାନଙ୍କୁ ମେଡିସିନରେ ନୋବେଲ ପୁରସ୍କାର

ଷ୍ଟକହୋମ/ସ୍ବିଡେନ,୨।୧୦: ଫିଜିଓଲୋଜି ବା ମେଡିସନରେ ୨୦୨୩ନୋବେଲ ପୁରସ୍କାର କାଟଲିନ କାରିକୋ ଏବଂ ଡ୍ରୁୟୁ ଓ୍ବିସମ୍ୟାନଙ୍କୁ ପ୍ରଦାନ କରାଯାଇଛି। ନ୍ୟୁକ୍ଲିଓସାଇଡ ଆଧାରିତ ପରିବର୍ତ୍ତନ ସହିତ ଜଡିତ ଆବିଷ୍କାର ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କର ଆବିଷ୍କାରଗୁଡିକ କୋଭିଡ-୧୯ ବିରୁଦ୍ଧରେ ପ୍ରଭାବଶାଳୀ…

‘ସୁରକ୍ଷିତ ଓଡ଼ିଶା ଗଠନ ଆମର ମୂଳ ଲକ୍ଷ୍ୟ’

ରାୟଗଡ଼ା,୨ା୧୦(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପାତ୍ର ଅତିଥିଙ୍କୁ ମଞ୍ଚକୁ ନିମନ୍ତ୍ରିତ କରିଥିଲେ। ଏହି କାର୍ଯ୍ୟକ୍ରମରେ…

ଜାତିଗତ ଜନଗଣନାକୁ ନେଇ ବର୍ଷିଲେ ଗିରିରାଜ, କହିଲେ ଏହା ଧୂଳି ଫିଙ୍ଗିବା ସହ ସମାନ, ଗରିବଙ୍କୁ ବିଭ୍ରାନ୍ତ କରିଛନ୍ତି ଲାଲୁ-ନୀତୀଶ

ପାଟନା,୨।୧୦: ବିହାରରେ କାଷ୍ଟ ସର୍ଭେ ରିପୋର୍ଟ ପ୍ରକାଶ ପାଇବା ପରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ବୟାନ ସାମ୍ନାକୁ ଆସିଛି। ଗିରିରାଜ ସିଂ କହିଛନ୍ତି- ଜାତି ଗଣନା ମଧ୍ୟ ହାସ୍ୟାସ୍ପଦ। ଏହାକୁ ଉପସ୍ଥାପନ କରିବା ପୂର୍ବରୁ ଲାଲୁ ଏବଂ ନୀତୀଶ କହିଛନ୍ତି…

ଡିଜିଟାଲ ଦୁନିଆରେ ବଢୁଛି ସାଇବର କ୍ରାଇମ୍‌

ମୋରଡ଼ା,୨ା୧୦(ସ୍ମାରକ ମାଜୀ): ଆଜିର ଡିଜିଟାଲ ଦୁନିଆରେ ଦିନକୁ ଦିନ ସାଇବର କ୍ରାଇମ୍‌ ବଢ଼ିଚାଲିଛି। ସାଇବର ଅପରାଧୀଙ୍କୁ ଧରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ସୋମବାରଠାରୁ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?