ଲଗାଣ ବର୍ଷା: କୋରାପୁଟ ଜିଲାରେ ଭାଙ୍ଗିଛି ୩୦ ଘର
ନନ୍ଦପୁର/କୋରାପୁଟ,୧୪ା୯(ଶଙ୍କର ପୂଜାରୀ/ଅମିତାଭ ବେହେରା)କୋରାପୁଟ ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ୨ଦିନ ଧରି ଲଗାଣ ବର୍ଷାରେ କୋରାପୁଟ ଜିଲାର ବିଭିନ୍ନ ବ୍ଲକରେ ୩୦ ଘର ଭାଙ୍ଗିଛି। ସେଥିରୁ କୋରାପୁଟ ବ୍ଲକରେ ୩ଟି, ନନ୍ଦପୁର ବ୍ଲକରେ ୮ଟି, ପଟ୍ଟାଙ୍ଗି ବ୍ଲକରେ ୨ଟି, ସେମିଳିଗୁଡା…
ଜିଲାରେ ଖାଲି ପଡ଼ିଛି ୧୫୦ ଡାକ୍ତର ପଦବୀ
ରାୟଗଡ଼ା,୧୪।୯ (ଆଶିଷ ରଞ୍ଜନ ପଣ୍ଡା)ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ ଚିକିତ୍ସା ସେବାକୁ ଉନ୍ନତମାନର ଓ ତ୍ୱରାନ୍ବିତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ହେଲେ ବାସ୍ତବ ଚିତ୍ର କିଛି ଭିନ୍ନ ଦେଖିବାକୁ ମିଳିଛ। ଜିଲାରେ ୧୫୦ ଡାକ୍ତର…
ଅଲ୍ ଓଡ଼ିଶା ସ୍ନୁକର ଆରମ୍ଭ
ଭୁବନେଶ୍ୱର,୧୪ା୯(ସରୋଜ ଜେନା): ଆଶିଷ ପଣ୍ଡା ମେମୋରିଆଲ ଅଲ ଓଡ଼ିଶା ସ୍ନୁକରର ଦ୍ୱିତୀୟ ସଂସ୍କରଣ ବୁଧବାର ଆରମ୍ଭ ହୋଇଛି। ଭୁବନେଶ୍ୱର ସ୍ଥିତ ଭିଣ୍ଟେଜ୍ କ୍ଲବରେ ପ୍ରଥମ ଦିନରେ ୯ ମ୍ୟାଚ୍ ଖେଳା ଯାଇଛି। ପ୍ଲେୟର ଅଫ୍ ଦ ଡେ ବିବେଚିତ ହୋଇଥିବା ଜଗଦୀଶ…
ବେଙ୍ଗଲ-ଉତ୍ତର ପ୍ରଦେଶ ଫାଇନାଲ
ଭୁବନେଶ୍ୱର, ୧୪।୯(ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଫୁଟ୍ବଲ ଆସୋସିଏଶନ ଅଫ୍ ଓଡ଼ିଶା(ଫାଓ) ଆନୁକୂଲ୍ୟରେ ଚାଲିଥିବା ବି.ସି. ରୟ ଟ୍ରଫି ଜାତୀୟ ଜୁନିୟର ଫୁଟ୍ବଲ ଟୁର୍ନାମେଣ୍ଟର ୨ଟି ସେମିଫାଇନାଲ ବୁଧବାର ଅନୁଷ୍ଠିତ ହୋଇଛି। ଏଥିରେ ବେଙ୍ଗଲ ଓ ଉତ୍ତର…
ଚାଷଜମିରେ ପାଣି, ଫସଲ ନଷ୍ଟ ଆଶଙ୍କା
ପାପଡ଼ାହାଣ୍ଡି/ମଇଦଲପୁର,୧୪।୯(ସ୍ବପ୍ନଜିତ ପଟ୍ଟନାୟକ/ ସଦାଶିବ ଦାସ)ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବୁଧବାର ଘି ଖଣ୍ଡି ନିକଟ ପୋଲ ଉପରେ ପାଣି ଆସିବା ଯୋଗୁ ମଇଦଲପୁରରୁ ମାଝିଗୁଡ଼ା, ସାନବାର୍ଲି ଓ ଝରିଗାଁ ବ୍ଲକକୁ…
କିସ୍-କ୍ୟାପିଟାଲ ଫାଇନାଲ
ଭୁବନେଶ୍ୱର, ୧୪।୯ (ତପନ ସ୍ବାଇଁ): ୟୁନିଟ-୬ ଆଥ୍ଲେଟିକ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ଜୟନ୍ତ ମହାପାତ୍ର ସ୍ମାରକୀ ଆନ୍ତଃସ୍କୁଲ ଫୁଟବଲ ଟୁର୍ନାମେଣ୍ଟର ଫାଇନାଲ କିସ୍ ଓ କ୍ୟାପିଟାଲ ସ୍କୁଲ ମଧ୍ୟରେ ଶୁକ୍ରବାର ଅନୁଷ୍ଠିତ ହେବ। ବୁଧବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ୟୁନିଟ-୩ କ୍ୟାପିଟାଲ…
ପ୍ରି କ୍ୱାର୍ଟରରେ ତନିଶା-ଅଶ୍ୱିନ
କୋଲୁନ୍,୧୪ା୯(ପି.ଟି.): ହଂକଂ ଓପନ ସୁପର ୫୦୦ ସିରିଜ୍ ବ୍ୟାଡ୍ମିଣ୍ଟନର ପ୍ରଥମ ଦିନରେ ମହିଳା ଡବଲ୍ସ ଯୋଡି ତନିଶା କ୍ରାଷ୍ଟୋ ଓ ଅଶ୍ୱିନୀ ପୋନାପ୍ପା ପ୍ରିକ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ରାଜ୍ୟ ଗୋଷ୍ଠୀ ପଦକ ବିଜେତା ଲକ୍ଷ୍ୟ ସେନ୍ କିନ୍ତୁ ପିଠି ଯନ୍ତ୍ରଣା…
କ୍ୱାଲିଟି କନ୍ସେପ୍ଟ କନ୍ଭେନ୍ଶନରେ ଟିପିସିଓଡିଏଲ୍ ପୁରସ୍କୃତ
ଭୁବନେଶ୍ୱର,୧୪।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍) ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ଓ ପୁରସ୍କୃତ ହୋଇଛି। ବିଶେଷକରି କ୍ୱାଲିଟି ସର୍କଲ ଫୋରମ୍ ଅଫ୍ ଇଣ୍ଡିଆ (କ୍ୟୁସିଏଫ୍ଆଇ) ପକ୍ଷରୁ ସିଲିକନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିଠାରେ ଆୟୋଜିତ ୫ମ ‘ଚାପ୍ଟର…
କିମ୍ସରେ ଇଭିନିଂ କ୍ଲିନିକ ଶୁଭାରମ୍ଭ
ଭୁବନେଶ୍ୱର,୧୪।୯: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ କିମ୍ସ ଭୁବନେଶ୍ୱରରେ ସାନ୍ଧ୍ୟ କ୍ଲିନିକର ଶୁଭାରମ୍ଭ ହୋଇଯାଇଛି। ଦିନ ତମାମ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଥିବା କର୍ମଜୀବୀ ଓ ଅନ୍ୟ ସାଧାରଣ ଲୋକଙ୍କ ପାଇଁ କିମ୍ସରେ ଏହି କ୍ଲିନିକ ବା ସନ୍ଧ୍ୟାକାଳୀନ ଚିକିତ୍ସା ସେବାର…
ରୁଆର ୧୫ ଦିନରେ ଧାନଗଛରେ ଥୋଡ଼
ପଟ୍ଟାମୁଣ୍ଡାଇ, ୧୪ା୯(କଳ୍ପତରୁ ନାୟକ)କେନ୍ଦ୍ରପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚାଷଜମିରେ ତଳି ରୋଇବାର ମାତ୍ର ୧୫ ଦିନରେ ଧାନ ଗଛରୁ ଥୋଡ଼ ବାହାରିଛି। ଏହାକୁ ନେଇ ଚାଷୀ ଭାଗ୍ୟକୁ ଆଦରି ବସି ଥିବା ବେଳେ କୃଷି ବିଭାଗ ଅଫିସରେ ଜଣାଇଛନ୍ତି। କୃଷି ଅଧିକାରୀ…
କୁଚିନାର ନୂତନ ଉତ୍ପାଦ ଉନ୍ମୋଚିତ
ଭୁବନେଶ୍ୱର,୧୪।୯: ଦେଶର ପ୍ରମୁଖ କିଚେନ ଆପ୍ଲିଆନ୍ସ ନିର୍ମିତା କୁଚିନା ହୋମ୍ ମେକର୍ସ ପ୍ରାଇଭେଟ୍ ଲିମିଟେଡ୍ର ନୂତନ ଉତ୍ପାଦକୁ ବୁଧବାର ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ଚଳିତ ବର୍ଷର ପାର୍ବଣ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ଗୁଣାତ୍ମକ ଉତ୍ପାଦର ବ୍ୟାପକ ରେଞ୍ଜକୁ ବଜାର…
ଏଏଏଫ୍ ପକ୍ଷରୁ ମଲ୍ଟିମିଡିଆ ଅଭିଯାନ
ଭୁବନେଶ୍ୱର,୧୪।୯: ବେଦାନ୍ତ ଗ୍ରୁପ୍(ଲିମିଟେଡ୍)ର ସାମାଜିକ ପ୍ରତିଷ୍ଠାନ ଅନିଲ ଅଗ୍ରୱାଲ ଫାଉଣ୍ଡେଶନ (ଏଏଏଫ୍) ପକ୍ଷରୁ ଏକ ସ୍ବତନ୍ତ୍ର ମଲ୍ଟିମିଡିଆ ଅଭିଯାନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି କ୍ଷୁଧା ଏବଂ ପୁଷ୍ଟିହୀନତାର ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି।…
Archives


