Home

ଗାଜାରେ ଉତ୍କଟ ଜଳସଙ୍କଟ

ଗାଜା ସିଟି,୧୮ା୧୦: ଯୁଦ୍ଧ ପ୍ରଭାବିତ ଗାଜା ଷ୍ଟ୍ରିପ୍‌ରେ ଉତ୍କଟ ଜଳାଭାବ ଦେଖାଦେଇଛି। ପାନୀୟ ଜଳ ଅଭାବରୁ ସେଠାରେ ମାନବ ସ୍ବାସ୍ଥ୍ୟକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଜଳ ସଙ୍କଟରୁ ଲୋକଙ୍କ ଜୀବନ ଯାଇପାରେ ବୋଲି ଜାତିସଂଘର ପାଲେଷ୍ଟାଇନ୍‌ ଦାୟିତ୍ୱରେ ଥିବା ଫିଲିପେ…

ହାତ ପାଆନ୍ତାରେ ହାର୍ଟ ଆଟାକରୁ ଦୂରେଇ ରହିବାର ସହଜ ଉପାୟ, ଆପଣେଇ ଦେଖନ୍ତୁ…

ମୁମ୍ବାଇ : ଏକ ଅଧ୍ୟୟନ ଅନୁଯାୟୀ, ପ୍ରତିଦିନ ଶୋଇବାରେ ମାତ୍ର ଦେଢ଼ ଘଣ୍ଟା(୯୦ ମିନିଟ) ବିଳମ୍ବ କରିବା ହୃଦୟର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ନିଦ୍ରା ଅଭାବରୁ ବିଭିନ୍ନ ହୃଦୟ ସମ୍ବନ୍ଧୀୟ ରୋଗ ହୋଇପାରେ। ଏହି ଅଧ୍ୟୟନରୁ ଜଣାପଡିଛି ଯେଉଁମାନେ…

Diwali Bonus 2023: କେନ୍ଦ୍ରୀୟ କର୍ମଚାରୀଙ୍କୁ ମୋଦୀ ସରକାରଙ୍କ ଦୀପାବଳୀ ଉପହାର, ଘୋଷଣା କଲେ ବୋନସ

ନୂଆଦିଲ୍ଲୀ, ୧୭।୧୦: ମୋଦୀ ସରକାର ଦୀପାବଳୀ ଅବସରରେ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ବଡ଼ ଉପହାର ଦେଇଛନ୍ତି। ସରକାର ମଙ୍ଗଳବାର (୧୭ ଅକ୍ଟୋବର) ଦୀପାବଳୀ ବୋନସ ଦେବାକୁ ଘୋଷଣା କରିଛନ୍ତି। ଏହାରି ମାଧ୍ୟମରେ ଗ୍ରୁପ -ବି ଏବଂ ଗ୍ରୁପ -ସି ବର୍ଗର କର୍ମଚାରୀଙ୍କୁ ୩୦…

ହମାସ ରକେଟ ମାଡ଼ରେ ଫ୍ରାନ୍ସର ୨୧ ନାଗରିକ ମୃତ,୧୧ ନିଖୋଜ

ପ୍ୟାରିସ,୧୭।୧୦: ହମାସ-ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ଅନ୍ୟ ଦେଶର ନାଗରିକଙ୍କ ମଧ୍ୟ ଜୀବନ ବାଜି ଲାଗୁଛି। ଆମେରିକା, ନେପାଳ ପରେ ଏବେ ଫ୍ରାନ୍ସର ୨୧ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି। ହମାସର ରକେଟ ମାଡ଼ରେ ସମସ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ…

ନେଦରଲାଣ୍ଡ ୩୮ ରନରେ ଦକ୍ଷିଣ ଆଫ୍ରିକାକୁ କଲା ପରାଜିତ…

ଧର୍ମଶାଳା,୧୭।୧୦ : ହିମାଚଳପ୍ରଦେଶର ଧର୍ମଶାଳାର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳା ଯାଉଥିବା ବିଶ୍ୱକପ ୨୦୨୩ର ୧୫ ତମ ମ୍ୟାଚରେ ନେଦରଲାଣ୍ଡ ୩୮ ରନରେ ଦକ୍ଷିଣ ଆଫ୍ରିକାକୁ ପରାଜିତ କରିଛି। ଟସ ଜିତି ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବେଭୁମା ବୋଲିଂ କରିବାକୁ…

ଦୁଇ ଦିନରେ ହିଁ ଚିଡିଗଲେଣି ଅଙ୍କିତା, ଶୋ’ ଛାଡ଼ିବାକୁ ଧରିଛନ୍ତି ଜିଦ୍‌

ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ‘ବିଗ୍‌ ବସ୍‌ ସିଜନ୍‌ ୧୭’। ସବୁଥର ଭଳି ଏଥର ମଧ୍ୟ ଅନେକ ଚର୍ଚ୍ଚିତ ସେଲିବ୍ରିଟି ଶୋ’ରେ ଭାଗ ନେଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ପବିତ୍ର ରିସ୍ତା ଫେମ୍‌ ଅଙ୍କିତା ଲୋଖଣ୍ଡେ ଏବଂ ସ୍ବାମୀ ବିକ୍କି ଜୈନ। ଗୋଟିଏ…

କଂଗ୍ରେସ ବିଧାୟକ ରାଜେନ୍ଦ୍ର ସିଂ ଚାଷୀଙ୍କ ପଗଡ଼ିକୁ ଗୋଇଠା ମାରିଲେ, ସୋସିଆଲ ମିଡ଼ିଆରେ ଭାଇରାଲ…

ଜୟପୁର,୧୭।୧୦ : ରାଜସ୍ଥାନର ବେଙ୍ଗୁ ବିଧାୟକ ରାଜେନ୍ଦ୍ର ସିଂ ବିଧୁଡି ଜଣେ ଚାଷୀଙ୍କ ପଗଡ଼ିକୁ ଗୋଇଠା ମାରିଛନ୍ତି।ଏlବେଏହାର ଭିିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଦେଖିବାକୁ ମିଳୁଛି ଚାଷୀ ଜଣକ ବିଧାୟକଙ୍କ ଗୋଡ ତଳେ ନିଜ ପଗଡ଼ି ରଖି…

ବ୍ଲକବଷ୍ଟର ଫିଲ୍ମ ‘ପୁଷ୍ପା’ ଲାଗି ଅଲ୍ଲୁ ଜିତିଲେ ଜାତୀୟ ପୁରସ୍କାର

ବମ୍ବେ: ୨୦୨୧ରେ ଫିଲ୍ମ ‘ପୁଷ୍ପା’ ଜରିଆରେ ଦର୍ଶକଙ୍କ ବାହାବାଃ ସାଉଁଟିଥିଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ଏବେ ଏହି ଫିଲ୍ମ ଲାଗି ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତରୁ ତାଙ୍କୁ ଏହି ସମ୍ମାନ ମିଳିଛି।…

ମନୋରଞ୍ଜନ ଚ୍ୟାନେଲକୁ ବିସିସିସିର ପରାମର୍ଶ: ଏସସି-ଏସଟି ସମ୍ପ୍ରଦାୟଙ୍କ ଚିତ୍ରଣ ସମୟରେ ସତର୍କତା ଅବଲମ୍ବନ କର…

ନୂଆଦିଲ୍ଲୀ,୧୭।୧୦ : ବ୍ରୋଡକାଷ୍ଟିଂ କଣ୍ଟେଟ କମ୍ପ୍ଲେଣ୍ଟ କାଉନସିଲ(ବିସିସିସି) ପକ୍ଷରୁ ମଙ୍ଗଳମାର ମନୋରଞ୍ଜନ ଚ୍ୟାନେଲଗୁଡିକୁ ପରାମର୍ଣ ଦିଆଯାଇଛି। ଏହା ଅନ୍ତର୍ଗତ ଏସସି ଏବଂ ଏସଟି ସମ୍ପ୍ରଦାୟଙ୍କ ଚିତ୍ରଣ ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ପ୍ରଦାନ କରାଯାଇଛି। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଯେଭଳି…

ଉଡ଼ନ୍ତା ପ୍ଲେନ୍‌ରେ କିଭଳି ପକାଯାଏ ଇନ୍ଧନ, ଦୃଶ୍ୟ ଦେଖିଲେ ଚକିତ ହେବେ; ଭାଇରାଲ ହେଉଛି…

ସାଧାରଣତଃ ବିମାନରେ ସ୍ବତନ୍ତ୍ର ଇନ୍ଧନ ବ୍ୟବହୃତ ହୁଏ ବୋଲି ସମସ୍ତେ ଜାଣନ୍ତି। ହେଲେ କେବେ ବିମାନରେ ଏହାକୁ ପକାଯିବାର ଦୃଶ୍ୟ ଦେଖିଛନ୍ତି କି? ହୁଏତ ନା। ତେବେ ଇଣ୍ଟରନେଟ୍‌ରେ ଏବେ ଆକାଶରେ ଉଡନ୍ତା ପ୍ଲେନ୍‌ରେ ଇନ୍ଧନ ପକାଯିବାର ଏକ ଭିଡିଓ ଭାଇରାଲ…

ମଧ୍ୟ ପ୍ରାଚ୍ୟ ସଙ୍କଟ: ମୁତୟନ ହେବେ ୨,୦୦୦ ଆମେରିକା ସୈନ୍ୟ…

ଜେରୁଜେଲମ୍‌୧୭।୧୦ : ହମାସ ଇସ୍ରାଏଲ ବିବାଦ ମଧ୍ୟରେ ଆମେରିକା ସୁରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ କହିଛି ଶାନ୍ତି ଶୃଙ୍ଖଳା ବ୍ୟହତ ହେବାର ଅଶଙ୍କା ଥିବାରୁ ଆମେରିକା ୨,୦୦୦ ଯବାନଙ୍କୁ ଇସ୍ରାଏଲ ବିଭିନ୍ନ ଅଞ୍ଚଳରେ ମୁତୟନ କରିଛି। ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ…

ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଜିଓ-ଏୟାରଟେଲ୍‌କୁ ଲାଗିପାରେ ଝଟ୍‌କା; ଦେବାକୁ ହେବ ୧୪୪୦୦ କୋଟି ଟଙ୍କାର ଟିକସ୍‌!

ନୂଆଦିଲ୍ଲୀ,୧୭।୧୦: ନିକଟରେ ସୁପ୍ରିମକୋର୍ଟ ଟେଲିକମ୍‌ ସେକ୍ଟର ସହ ଜଡ଼ିତ ଏକ ନିଷ୍ପତ୍ତି ନେଇଛନ୍ତି। ତଦନୁଯାୟୀ ଟେଲିକମ୍‌ ଅପରେଟରମାନଙ୍କ ଦ୍ୱାରା ଦିଆଯାଉଥିବା ଲାଇସେନ୍ସ ଫିସ୍‌କୁ କ୍ୟାପିଟାଲ ଏକ୍ସପେଣ୍ଡିଚର ବୋଲି ଧରାଯିବ ବୋଲି କୋର୍ଟ କହିଛନ୍ତି। ଏଭଳି ନିଷ୍ପତ୍ତି ପରେ କୋଟାକ ଇନ୍‌ଷ୍ଟିଚ୍ୟୁସନାଲ ଆକ୍ଟିଭିଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?