ଆଲୋକମାଳାରେ ଝଲସୁଛନ୍ତି ମା’

ଘସିପୁରା,୨୧ା୧୦(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଘସିପୁରା ଥାନା ସମ୍ମୁଖରେ ପାଳିତ ହେଉଛି ଘସିପୁରା ସାର୍ବଜନୀନ ଦୁର୍ଗାପୂଜା। ଆୟୋଜକଙ୍କ ପକ୍ଷରୁ ପୂଜାମଣ୍ଡପ ରଙ୍ଗବେରଙ୍ଗର ଆଲୋକମାଳାରେ ସଜା ହୋଇଥିବା ବେଳେ ମଣ୍ଡପରେ ମା’ଙ୍କର ଆରାଧନା ଚାଲିଛି। ଏହାକୁ ଦେଖିବା ପାଇଁ ପ୍ରବଳ ଭକ୍ତଙ୍କ ଭିଡ଼ ଲାଗିଛି। ଏହି ପୂଜାମଣ୍ଡପ ୪୬ ବର୍ଷରେ ପଦାର୍ପଣ କରିଛି। ପୋଲିସ ନେତୃତ୍ୱରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ସପ୍ତମୀର ସନ୍ଧ୍ୟାରେ ଆୟୋଜକଙ୍କ ଦ୍ୱାରା ସଙ୍ଗୀତ ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଦର୍ଶକମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କମ ହେବ ପ୍ରଧାନମନ୍ତ୍ରୀ ମୋଦିଙ୍କ କନଭେ ଖର୍ଚ୍ଚ; ମୋଦିଙ୍କୁ ଜବରଦସ୍ତ କଟାକ୍ଷ, ଉଦ୍ଧବ ଗୋଷ୍ଠୀ କହିଲେ, ‘ଦୟାକରି ଏପରି କରନ୍ତୁ ନାହିଁ, କାରଣ…’

ନୂଆଦିଲ୍ଲୀ,୧୪।୫: ଦେଶବାସୀଙ୍କ ପ୍ରତି ଆହ୍ବାନ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କନଭେ ଖର୍ଚ୍ଚକୁ ହ୍ରାସ କରିଛନ୍ତି। ବୁଧବାର, ପ୍ରଧାନମନ୍ତ୍ରୀ ମୋଦିଙ୍କ ଗାଡ଼ି ସହ କେବଳ ଦୁଇଟି…

ତ୍ରିଶାଙ୍କୁ ବଡ଼ ଝଟକା: ଥଲାପତି ବିଜୟଙ୍କ ସ୍ବତନ୍ତ୍ର ଅନୁମତି ସତ୍ତ୍ୱେ ବି…

ଚେନ୍ନାଇ,୧୪।୫: ଦକ୍ଷିଣ ସୁପରଷ୍ଟାର ସୂର୍ଯ୍ୟ ଏବଂ ତ୍ରିଶା କୃଷ୍ଣନଙ୍କ ଫିଲ୍ମ “କରୁପ୍ପୁ”ର ପ୍ରଥମ ଦିନର ଶୋ’ ବାତିଲ କରାଯାଇଛି। ଫିଲ୍ମଟି ମେ ୧୪ ତାରିଖରେ ରିଲିଜ ହେବାର…

ହର୍ମୁଜ୍ ପ୍ରଣାଳୀ ନିକଟରେ ଭାରତୀୟ ଜାହାଜ ଉପରେ ଆକ୍ରମଣ, ଏପରି କାର୍ଯ୍ୟକୁ ବରଦାସ୍ତ….

ନୂଆଦିଲ୍ଲୀ,୧୪।୫: ଓମାନ ଉପକୂଳରେ ଏକ ଭାରତୀୟ ଜାହାଜ ଉପରେ ଆକ୍ରମଣ ହୋଇଛି । ଏହାକୁ ନେଇ ଭାରତ ତୀବ୍ର କ୍ରୋଧ ପ୍ରକାଶ କରିଛି । ଏହି ଘଟଣାକୁ…

ବାଂଲାଦେଶ ସରକାରଙ୍କ ବଡ଼ ବୟାନ, କହିଲେ ‘ଭାରତରେ ମୁସଲମାନମାନଙ୍କ ଉପରେ ନିର୍ଯାତନାର କୌଣସି ପ୍ରମାଣ ନାହିଁ’

ଢାକା,୧୪।୫: ବାଂଲାଦେଶ ସରକାର ଦେଶର ସର୍ବବୃହତ ଇସଲାମିକ ଦଳ, ଜମାତ-ଏ-ଇସଲାମି ଏବଂ ଏହାର ସହଯୋଗୀମାନଙ୍କ ଦ୍ୱାରା କରାଯାଇଥିବା ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି, ଯେଉଁଥିରେ କୁହାଯାଇଛି ଯେ…

ମେଗା ଜଳସେଚନ ଯୋଜନାରୁ ବାଦ୍‌ପଡ଼ିଛି କାଣ୍ଡସର, ଜଳସେଚନ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ବିକ୍ଷୋଭ

ଦିଗପହଣ୍ଡି,୧୪ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗାଁକୁ ପାର୍ବତୀଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ଯୋଜନାରୁ ବାଦ୍‌ ଦିଆଯାଇଥିବା…

ଭୁବନେଶ୍ୱରରେ ଘନେଇଲା ତେଲ ସଙ୍କଟ: ଆଉ ୨ଦିନ ପରେ ଗଡବନି ବସ୍‌!

ଭୁବନେଶ୍ୱର, ୧୪।୫: ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ସଙ୍କଟ ଏବେ ଚରମ ସୀମାରେ ପହଞ୍ଚିଛି। ସହରର ଅଧିକାଂଶ ପେଟ୍ରୋଲ ପମ୍ପରେ ତେଲ ସରିଯାଇଥିବାରୁ ‘ନୋ ଷ୍ଟକ୍’…

ଭୁବନେଶ୍ୱରରେ ଆଉ ମିଳୁନି ପେଟ୍ରୋଲ, ଡିଲର ସଂଘ କହିଲେ ଆମ ପାଖରେ ଆଉ…

ଭୁବନେଶ୍ୱର, ୧୪।୫: ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ସଙ୍କଟ ଏବେ ଚରମ ସୀମାରେ ପହଞ୍ଚିଛି। ସହରର ଅଧିକାଂଶ ପେଟ୍ରୋଲ ପମ୍ପରେ ତେଲ ସରିଯାଇଥିବାରୁ ‘ନୋ ଷ୍ଟକ୍’…

ବାରଣ୍ଡାରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଗଜପତି,୧୪ା୫(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ କୁଜାସିଂ ପଞ୍ଚାୟତର ଲଣ୍ଡାହାତୀ ଗ୍ରାମରେ ସାପ କାମୁଡ଼ାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri