ଶସ୍ତା ହେଲା ଏଲପିଜି ସିଲିଣ୍ଡର
ନୂଆଦିଲ୍ଲୀ,୨୯।୮: ମୁଦ୍ରାସ୍ଫୀତି ବୃଦ୍ଧିରୁ ମୁକ୍ତି ଦେଇ କେନ୍ଦ୍ରର ମୋଦg ସରକାର ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ କରି ଜନସାଧାରଣଙ୍କୁ ଉପହାର ଦେଇଛନ୍ତି। ଉଜ୍ଜାଳା ଯୋଜନା ଅଧୀନରେ ଆସୁଥିବା ସମସ୍ତ ହିତାଧିକାରୀଙ୍କ ପାଇଁ ସରକାର ଘରୋଇ ଗ୍ୟାସ ସିଲିଣ୍ଡର…
ବୀମା କାରୋବାରକୁ ଓହ୍ଲାଇବ ଜିଓ ଫାଇନାନ୍ସିଆଲ
ନୂଆଦିଲ୍ଲୀ,୨୯।୮: ବୀମା କାରୋବାରକୁ ଓହ୍ଲାଇବେ ମୁକେଶ ଅମ୍ବାନୀ। ଏନେଇ ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଏଜିଏମ୍ ବୈଠକରେ ସ୍ପଷ୍ଟ କରି କହିଛନ୍ତି, ଜିଓ ଫାଇନାନ୍ସିଆଲ ସର୍ଭିସେସ ବୀମା କାରୋବାରକୁ ଓହ୍ଲାଇବ। ଏଥିଲାଗି କୌଣସି ବିଦେଶୀ କମ୍ପାନୀ ପାର୍ଟନର ହୋଇପାରେ। କମ୍ପାନୀ ଜୀବନ, ସାଧାରଣ…
ମଧ୍ୟପ୍ରଦେଣ ଡାକ୍ତରଙ୍କୁ ମିଳିବ ୨୦୧୬ଠାରୁ ସପ୍ତମ ବେତନ କମିଶନ ଦରମା…
ଭୋପାଳ,୨୯।୮: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଛନ୍ତି ରାଜ୍ୟର ମେଡିକାଲ କଲେଜଗୁଡ଼ିକର ଡାକ୍ତରମାନେ ୧ ଜାନୁୟାରୀ ୨୦୧୬ ଠାରୁ ପର୍ଯ୍ୟାୟକ୍ରମେ ଦରମା ବୃଦ୍ଧି ସହିତ ସପ୍ତମ ବେତନ କମିଶନ ଦରମା ପାଇବେ। ସେ କହିଛନ୍ତି ସମସ୍ତ ବିଭାଗର ଡାକ୍ତରମାନଙ୍କୁ…
୨୦୧୬ ଇରାକ ବୋମା ବିସ୍ଫୋରଣର ୩ଦୋଷୀଙ୍କୁ ଫାଶୀ, ୩୦୦ରୁ ଅଧିକ ଲୋକଙ୍କ ହୋଇଥିଲା ମୃତ୍ୟୁ
ବାଗବାଦ,୨୯।୮: ଇରାକରେ ୨୦୧୬ ବୋମା ବିସ୍ଫୋରଣର ତିନିଜଣ ଦୋଷୀଙ୍କୁ ଫାଶୀ ଦିଆଯାଇଛି। ଇରାକର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ୨୦୧୬ରେ ବାଗଦାଦର ସପିଂ ଜିଲାରେ ହୋଇଥିବା ବିସ୍ଫୋରଣରେ ୩୨୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ବିସ୍ଫୋରଣରେ ଆଇଏସଆଇଏସର…
କମାନ୍ତୁ ପେଟ ଚର୍ବି
ସାଧାରଣତଃ ମୋଟା ହେଲେ କିମ୍ବା ଶିଶୁ ଜନ୍ମ ପରେ ଅଧିକାଂଶ ମହିଳାଙ୍କର ପ୍ରଥମେ ପେଟରେ ଚର୍ବି ଜମିବା ଆରମ୍ଭ ହୋଇଯାଏ। ଯାହାକି ଫିଗରକୁ ଖରାପ କରିଥାଏ। ହେଲେ ଏପରି ସମସ୍ୟା କମାଇ ନିଜକୁ ଏକ ଷ୍ଟାଇଲିସ୍ ତଥା ସୁନ୍ଦର ଲୁକ୍ ଦେବାକୁ…
ବୁଧବାରଠାରୁ ‘ଏସିଆ କପ୍ ୨୦୨୩’: ୬ ଟିମ୍ ମଧ୍ୟରେ ହେବ ଲଢ଼େଇ, ଜାଣନ୍ତୁ ଏହାର ଫର୍ମାଟ ଏବଂ କିଭଳି ଦେଖିବେ…
ନୂଆଦିଲ୍ଲୀ,୨୯।୮: ଅଗଷ୍ଟ ୩୦ରୁ ୬ ଟିମ୍ ମଧ୍ୟରେ ଏସିଆନ୍ ଚାମ୍ପିୟନ ହେବାର ମୁକାବିଲା ଆରମ୍ଭ ହେବ। ନେପାଳ ଲାଗି ଏଥର ପ୍ରଥମ ଏସିଆ କପ୍ ହୋଇଥିବା ବେଳେ ଭାରତର ନଜର ୮ଥର ଲାଗି ବିଜେତା ହେବା ଉପରେ ରହିଛି। ଏହି ଟୁର୍ନାମେଣ୍ଟରେ…
ଆତ୍ମସୁରକ୍ଷା
ଆଜିର ଦିନରେ ଚାରିଆଡ଼େ ଅପରାଧ ଏତେମାତ୍ରାରେ ବଢ଼ିଚାଲିଛି ଯେ, ପିଲାଠୁ ବୃଦ୍ଧ ସମସ୍ତେ ବିଶେଷ କରି ନାରୀମାନେ ଅସୁରକ୍ଷିତ। ତେଣୁ ପାଠପଢ଼ା, ଜବ୍ ଆଦି ଲାଗି ବାହାରକୁ ଯାଉଥିବା, ଏକାକୀ ବାହାରେ ରହୁଥିବା ଝିଅ କିମ୍ବା ମହିଳାଙ୍କଠାରୁ ଆରମ୍ଭ କରି ଗୃହିଣୀମାନେ…
ଆମେରିକୀୟ ଡ୍ରୋନର କ୍ରିମିଆ ଦ୍ୱୀପରେ ଅନୁପ୍ରବେଶ, ପ୍ରତିରୋଧ କଲା ଋଷିଆ
ମସ୍କୋ,୨୯।୮: କ୍ରିମିଆ ସୀମାରେ ଅନୁପ୍ରେବଶ କରୁଥିବା ଦୁଇଟି ଆମେରିକୀୟ ଡ୍ରୋନକୁ ବାଧା ଦେଇଛି ଋଷିଆ। ଉଭୟ ଡ୍ରୋନ ଋଷିଆର ସୀମା ଆଡକୁ ଯାଉଥିଲେ। ଋଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟର ଏନେଇ ସୂଚନା ଦେଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଉଭୟ ଡ୍ରୋନ ସୀମାରେ…
ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ବିଷୟରେ ଜାଣନ୍ତୁ ରୋଚକ ତଥ୍ୟ
ନୂଆଦିଲ୍ଲୀ,୨୯।୮: ଭାରତୀୟ ହକି କିମ୍ବଦନ୍ତୀ ତଥା ଯାଦୁଗର ମେଜର ଧ୍ୟାନଚାନ୍ଦ ଅଗଷ୍ଟ ୨୯, ୧୯୦୫ରେ ପ୍ରୟାଗରାଜ (ପୂର୍ବରୁ ଆହ୍ଲାବାଦ) ରେ ଜନ୍ମଗ୍ରହଣ କରିଥିଲେ। ଅଲିମ୍ପିକ୍ସରେ ଭାରତ ୩ଟି ସ୍ବର୍ଣ୍ଣ ପଦକ ଜିତିଥିବା ଖେଳାଳି ଥିଲେ ଧ୍ୟାନଚାନ୍ଦ। ଭାରତୀୟ କ୍ରୀଡ଼ାରେ ଧ୍ୟାନଚାନ୍ଦଙ୍କର ବହୁତ…
‘ଯଦି ଟି୨୦ରେ ସଫଳ, ତେବେ ଦିନିକିଆରେ ବିଫଳ କାହିଁକି ହେଉଛି’
ନୂଆଦିଲ୍ଲୀ,୨୯।୮: ଏସିଆ କପ୍ ଲାଗି ଭାରତୀୟ ସ୍କ୍ବାର୍ଡରେ ସାମିଲ ହୋଇଛନ୍ତି ସୂର୍ଯ୍ୟକୁମାର ଯାଦବ ଏବଂ ତିଳକ ବର୍ମା। ମଧ୍ୟକ୍ରମରେ ଶ୍ରେୟାସ ଆୟର ଖେଳି ନ ପାରିଲେ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାରଙ୍କୁ ସୁଯୋଗ ମିଳିପାରେ। ହେଲେ ସୂର୍ଯ୍ୟକୁମାରଙ୍କ ଦିନିକିଆ ପ୍ରଦର୍ଶନ ସେତେଟା ଉଲ୍ଲେଖନୀୟ…
ଭାଜପା ଏକୁଟିଆ ଗୋଟିଏ ବି ଆସନ ବି ଜିତିପାରିବ ନାହିଁ: ନିଜ ଦଳକୁ ଚେତାଇଲେ ଭାଜପା ବିଧାୟକ
ଗ୍ୟାଙ୍ଗଟକ୍,୨୯।୮: ଆସନ୍ତା ବର୍ଷ ସିକ୍କିମରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ସମସ୍ତ ଦଳ ସେମାନଙ୍କ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛନ୍ତି। ଗ୍ୟାଙ୍ଗଟକ୍ରୁ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଓ୍ବାଇ.ଟି ଲେପଚା ଦାବି କରିଛନ୍ତି ଯେ, ଯଦି ଏହି…
ଫ୍ଲୋରିଡାରେ ତାଣ୍ଡବ ରଚିବ ବାତ୍ୟା ‘ଇଦାଲିଆ’, ଆଲର୍ଟ କଲେ ରାଜ୍ୟପାଳ
ଟାମ୍ପା,୨୯।୮: ମାଡି ଆସୁଛି ଭୟଙ୍କର ବାତ୍ୟା ‘ଇଦାଲିଆ’। ଏହା ଉଗ୍ର ରୂପ ଧାରଣ କରି ଫ୍ଲୋରିଡା ଉପକୂଳକୁ ମାଡି ଆସୁଛି। ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଉପକୂଳବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି। ପାଣିପାଗ…
Archives


