Home

ମଣିଷ ଚିହ୍ନିବାରେ ଭୁଲ ଯୋଗୁ ପଶ୍ଚାତାପ କରୁଛନ୍ତି କି? ମନେ ରଖନ୍ତୁ ଚାଣକ୍ୟଙ୍କ ଏହି ୪ କଥା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହେଲେ ହେଁ ଯିଏ ତାହା କରିପାରିଛନ୍ତି ଜୀବନ ସୁଖମୟ ହୋଇଥାଏ। ସେଥିରୁ ଗୋଟିଏ ହେଲା ମଣିଷ ଚିହ୍ନିବା। ଆଜିର ବ୍ୟସ୍ତବହୁଳ ସମୟରେ ମଣିଷ ଚିହ୍ନିବାରେ…

୨୦୨୫ରେ ରିଲିଜ ହେବ ‘କେଜିଏଫ୍‌ ୩’

ହାଇଦ୍ରାବାଦ: କେଜିଏଫ୍‌ର ସଫଳତା ପରେ ଏହାର ଦ୍ୱିତୀୟ ଭାଗ ରିଲିଜ ହୋଇଥିଲା। ବକ୍ସ ଅଫିସରେ ‘କେଜିଏଫ୍‌-୨’ ମଧ୍ୟ ସୁପରହିଟ୍‌ ହେବା ସହ ୧୧୦୦ କୋଟି ବ୍ୟବସାୟ କରିଥିଲା। ଫିଲ୍ମର ଶେଷ ଆଡକୁ ଏହାର ତୃତୀୟ ଭାଗ ଆସିବ ବୋଲି କୁହାଯାଇଥିଲା। ଏବେ…

ବିଶ୍ୱକପ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଟିମ୍‌କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୯।୯: ଆଇସିସି ବିଶ୍ୱକପ୍‌ ଆରମ୍ଭ ହେବାର ଠିକ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟ ଟିମ୍‌କୁ ଲାଗିଛି ବଡ ଝଟ୍‌କା। ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ ଅକ୍ଟୋବର ୫ରେ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଏହି ଓପନିଂ ମ୍ୟାଚ୍‌ରେ ଅଧିନାୟକ…

ଭିକମଗା ନୁହେଁ…, ଠାକୁର ବିବାଦରେ ଆନନ୍ଦ ମୋହନଙ୍କ ବୟାନକୁ ନେଇ ଲାଲୁ କହିଲେ ନିଜ ଚେହେରା ଦେଖିନିଅ

ପାଟନା,୨୯।୯: ବିହାରରେ, ଆରଜେଡି ଏମପି ମନୋଜ ଝାଙ୍କ କବିତା ‘ଠାକୁର କେ କୁଆଂ’ ଉପରେ ଲଢେଇ ବନ୍ଦ ହେବାର କୌଣସି ଚିହ୍ନ ଦେଖାଯାଉ ନାହିଁ। ଏହି ସମୟରେ, ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପୂର୍ବତନ ଏମପି ଆନନ୍ଦ ମୋହନଙ୍କୁ ଠାକୁରଙ୍କୁ…

ଟ୍ରୋଲର୍‌ଙ୍କୁ ଜବାବ ଦେଲେ ଶେହନାଜ

ବମ୍ବେ: ବିଗ୍‌ବସ୍‌ ଭାଗ୍ୟ ବଦଳାଇବା ପରେ ଏବେ ବଲିଉଡ୍‌ରେ ପାଦ ଥାପିବାକୁ ଯାଉଛନ୍ତି ପଞ୍ଜାବୀ ଅଭିନେତ୍ରୀ ଶେହନାଜ ଗିଲ। ଅକ୍ଟୋବର ୬ରେ ତାଙ୍କ ଫିଲ୍ମ ‘ଥ୍ୟାଙ୍କ ୟୁ ଫର କମିଂ’ ରିଲିଜ ହେବ। ଫିଲ୍ମରେ ସେ ବୋଲ୍ଡ ଲୁକ୍‌ରେ ନଜର ଆସିବେ,…

କୌଣସି ଓକିଲ ଲଢ଼ିବେ ନାହିଁ ଉଜ୍ଜୟିନୀ ବଳାତ୍କାର ଅଭିଯୁକ୍ତଙ୍କ କେସ୍‌

ଉଜ୍ଜୟିନୀ,୨୯।୯: ମଧ୍ୟପ୍ରଦେଶ ଧର୍ମନଗରୀ ଉଜ୍ଜୟିନୀରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ମାମଲା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ରାଜ୍ୟର ଆଇନଜୀବୀମାନେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଭଳି ଅଭିଯୁକ୍ତଙ୍କ ତରଫରୁ ମାମଲାକୁ…

ମାନେକା ଗାନ୍ଧୀଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିବ ଇସ୍କନ କୋଲକାତା

କୋଲକାତା,୨୯।୯: ଇସ୍କନ ବିରୋଧରେ ଦେଇଥିବା ବୟାନ ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମାନେକା ଗାନ୍ଧୀଙ୍କ ସମସ୍ୟା ବଢିପାରେ। ଇସ୍କନ କୋଲକାତାର ଉପାଧ୍ୟକ୍ଷ ରାଧରମଣ ଦାସ କହିଛନ୍ତି ଯେ, ସେ ମାନେକା ଗାନ୍ଧୀ ଙ୍କ ବିରୋଧରେ ୧୦୦ କୋଟି ଟଙ୍କା ମାନହାନିର ଦାବି…

ପନ୍ନୁଙ୍କ ବିରୋଧରେ ଏଫଆଇଆର ରୁଜୁ, କ୍ରିକେଟ ଓ୍ବାଲର୍‌ଡ କପ ୨୦୨୩କୁ କହିଲେ ‘ବିଶ୍ୱ ଆତଙ୍କବାଦୀ କପ’

ଅହମ୍ମଦବାଦ,୨୯।୯:ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦିନିକିଆ କ୍ରିକେଟ ବିଶ୍ୱକପ ଅକ୍ଟୋବରରେ ଆରମ୍ଭ ହେବାକୁ ଯାଉଛି। ତେବେ ଏହି ମ୍ୟାଚକୁ ଖଲିସ୍ତାନୀ ଆତଙ୍କବାଦୀ ଶିଖ ଫର ଜଷ୍ଟିସର ମୁଖ୍ୟ ଗୁରୁପତଓ୍ବନ୍ତ ସିଂ ପନ୍ନୁ ଏହାକୁ ‘ବିଶ୍ୱ ଆତଙ୍କବାଦୀ କପ’ଭାବେ ଆଖ୍ୟା ଦେଇଛନ୍ତି। ଏନେଇ…

ଡିସେମ୍ବରରେ ରିଲିଜ ହେବ ସାଲାର

ମୁମ୍ବାଇ: ଶାହରୁଖ ଖାଁଙ୍କ ‘ପଠାନ’ ଏବଂ ‘ଯବାନ’ ବ୍ଲକବଷ୍ଟର ହୋଇସାରିବା ପରେ ଏବେ ଅଭିନେତା ରାଜକୁମାର ହିରାନୀଙ୍କ ମୁଭି ‘ଡଙ୍କି’ ରିଲିଜ ପାଇଁ ପ୍ରସ୍ତୁତ ହେଉଛନ୍ତି। ସମସ୍ତ କଳ୍ପନାଜଳ୍ପନା ମଧ୍ୟରେ ଏବେ ନିଶ୍ଚିତ ହୋଇଛି ଯେ ଏହି ଖ୍ରୀଷ୍ଟମାସରେ ଶାହାରୁଖ ଖାଁ…

ଚର୍ଚ୍ଚାରେ ଏହି ୬ ଫୁଟ ୯ ଇଞ୍ଚର ଭାରତୀୟ ବୋଲର୍‌, ବୋଲିଂ ଦେଖି ପାକିସ୍ତାନ ଖେଳାଳି ଚକିତ…

ହାଇଦ୍ରାବାଦ,୨୯।୯: ଦିନିକିଆ ବିଶ୍ୱକପ୍‌ ଲାଗି ଭାରତରେ ପହଞ୍ଚି ସାରିଛି ପାକିସ୍ତାନ କ୍ରିକେଟ ଟିମ୍‌। ଦଳ ପହଞ୍ଚିବାର ୧୨ ଘଣ୍ଟା ପରେ ନିଜର ପ୍ରଥମ ଅଭ୍ୟାସ ସେଶନ୍‌ରେ ଭାଗ ନେଇଥିଲା। ଏହି ସମୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ହାଇଦ୍ରାବାଦର ୬ଫୁଟ ୯ ଇଞ୍ଚ…

ପ୍ରଥମ ନିରପେକ୍ଷ ଟେଷ୍ଟ ଅମ୍ପାୟର

ପାକିସ୍ତାନ ଅଧିନାୟକ ଇମ୍ରାନ୍‌ ଖାଁ ଭାରତରୁ ଅମ୍ପାୟର ମଗାଇଥିଲେ। ପିଲୁ ରିପୋର୍ଟର ଓ ଏସ୍‌. ଭି. ରାମସ୍ବାମୀ ଲାହୋର ଯାଇ ଉକ୍ତ ଟେଷ୍ଟ ମ୍ୟାଚ୍‌ ଅମ୍ପାୟରିଂ କରିଥିଲେ। ଏହି ଦୃଷ୍ଟିରୁ ପିଲୁ ରିପୋର୍ଟରଙ୍କୁ ବିଶ୍ୱର ପ୍ରଥମ ନିରପେକ୍ଷ ଅମ୍ପାୟର ଭାବେ ଗଣନା…

୫୨ରେ ପହଞ୍ଚିଲା ଆତ୍ମଘାତୀ ବିସ୍ଫୋରଣ ମୃତ୍ୟୁସଂଖ୍ୟା

ଇସଲାମାବାଦ,୨୯ା୯: ଶୁକ୍ରବାର ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ଏକ ମସଜିଦ୍‌ ନିକଟରେ ହୋଇଥିବା ଶକ୍ତିଶାଳୀ ବୋମା ବିସ୍ଫୋରଣରେ ଅତି କମରେ ୫୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇଦ୍‌ ଅବସରରେ ଏହି ବିସ୍ଫୋରଣ ଘଟିବା ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri