ମୋଦିଙ୍କ ବେକରେ ବସିବାକୁ ଯାଉଛୁ ମୁମ୍ବାଇ: ଲାଲୁଙ୍କ ବିବାଦୀୟ ମନ୍ତବ୍ୟ…
ପାଟନା,୨୯।୮ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ଲାଲୁ ପ୍ରସାଦ ଯାଦବ ମଙ୍ଗଳବାର ଘୋଷଣା କରିଛନ୍ତି ମୁମ୍ବାଇରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରିବାକୁ ଇଣ୍ଡିଆ ମିଳିତ ମେଣ୍ଟ ପ୍ରସ୍ତୁତି କରୁଛି। ଅଗଷ୍ଟ ୩୧…
୭୦୩ ଟଙ୍କାରେ ମିଳିବ ରନ୍ଧନ ଗ୍ୟାସ ସିଲିଣ୍ଡର …
ନୂଆଦିଲ୍ଲୀ,୨୯।୮ : ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ମଙ୍ଗଳବାର କ୍ୟାବିନେଟ ଘରୋଇ ବ୍ୟବହାର ପାଇଁ ତରଳ ପେଟ୍ରୋଲିୟମ ଗ୍ୟାସ (ଏଲପିଜି) ମୂଲ୍ୟରେ ହ୍ରାସ କରିବାକୁ ଘୋଷଣା କରିଛି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଉଜ୍ୱଲା…
ପ୍ରିଗୋଝିନଙ୍କ ଶେଷକୃତ୍ୟରେ ଯୋଗ ଦେବେ ପୁଟିନ୍!
ମସ୍କୋ,୨୯।୮: ଗତ ସପ୍ତାହରେ ୱାଗନର୍ ମୁଖ୍ୟ ୟେଭେଗେନି ପ୍ରିଗୋଝିନଙ୍କ ସମେତ ୧୦ଜଣଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ତେବେ ଏଥିରେ ଋଷିଆ ରାଷ୍ଟ୍ରପତି ପୁଟିନଙ୍କ ହାତ ଥିବା ନେଇ ଆଶଙ୍କା କରାଯାଉଛି। ଏଥିସହ ପୁଟିନ୍ ପ୍ରିଗୋଝିନଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ କି…
ବିହାରରେ ଜାତିଗତ ଜନଗଣନାକୁ ନେଇ ମହାଭାରତ: ସର୍ଭେକୁ ରୋକିବାକୁ ଚେଷ୍ଟା କରୁଛି କେନ୍ଦ୍ର!
ନୂଆଦିଲ୍ଲୀ,୨୯।୮: ବିହାରରେ ଜାତିଗତ ଜନଗଣନା ପ୍ରସଙ୍ଗରେ ଆରଜେଡି ଏମପି ତଥା ଦଳର ମୁଖପାତ୍ର ମନୋଜ ଝା ଙ୍କର ଏକ ବଡ ବୟାନ ଆସିଛି। ରାଷ୍ଟ୍ରିୟ ଜନତା ଦଳ ବିହାରରେ ଜାତି ସର୍ବେକ୍ଷଣକୁ ସ୍ଥଗିତ ରଖିବା ଓ ସମାଜର ଏକ ବୃହତ ଭାଗକୁ…
କଂଗ୍ରେସ ପାଇଁ ର଼୍ୟାପ ଗାଇଥିବା ଅନାମ ଅଲୀଙ୍କ ଜୀବନ ପ୍ରତି ବିପଦ…
ରାୟପୁର,୨୯।୮ : ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରା ପାଇଁ ର଼୍ୟାପ ଗାଇଥିବା ଅନାମ ଅଲୀଙ୍କ ନିଜ ଜୀବନ ପ୍ରତି ବିପଦ ଥିବା ସେ କହିଛନ୍ତି। କଂଗ୍ରେସ ଶାସିତ ଛତିଶଗଡରେ ଅନାମ ଅଲୀ ବାସ କରନ୍ତି। ଏକ ଭିଡିଓ ଜରିଆରେ ସିଏମ…
ବଡ଼ ପରଦାକୁ ଫେରିବା ଲାଗି ଆମିରଙ୍କ ପ୍ରସ୍ତୁତି…
ମୁମ୍ବାଇ : ଆମିର ଖାନଙ୍କ ଲାଲ ସିଂ ଚଢ଼ାର ବକ୍ସ ଅଫିସ ବିପର୍ଯ୍ୟୟରୁ ସୁଧୁରିଛନ୍ତି। କିଛି ସମୟ ବିରତି ନେବା ପରେ ଆମିର ବର୍ତ୍ତମାନ ପରବର୍ତ୍ତୀ ଫିଲ୍ମରେ କାମ କରିବା ଆରମ୍ଭ କରିଛନ୍ତି, ଏହା ବ୍ୟତୀତ ଫିଲ୍ମର ରିଲିଜ ତାରିଖ ମଧ୍ୟ…
ମଣିପୁର ବିଧାନସଭା ଅଧିବେଶନ: ଆରମ୍ଭ ହେବାର ଘଣ୍ଟାକ ମଧ୍ୟରେ ହୋଇଗଲା ବନ୍ଦ
ଇମ୍ଫାଲ,୨୯।୮: ମେ ମାସରୁ ଜାରି ହିଂସା ମଧ୍ୟରେ ମଣିପୁର ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ତେବେ ମଙ୍ଗଳବାର ବିଧାନସଭା ଆରମ୍ଭ ହେବାର ଏକ ଘଣ୍ଟା ମଧ୍ୟରେ ଗୃହକୁ ଅନିଶ୍ଚତକାଳ ପାଇଁ ସ୍ଥଗିତ ରଖାଯାଇଛି। ଅଧିବେଶନରେ ପୂର୍ବତନ ମଣିପୁର ମୁଖ୍ୟମନ୍ତ୍ରୀ ଓକ୍ରାମ…
ମମତା, ରାଜ୍ୟପାଳ କଳି: ପରସ୍ପର ପାଇଁ ଲକ୍ଷ୍ମଣ ରେଖା ଟାଣିବାକୁ ଚେଷ୍ଟା କରନ୍ତୁ ନାହିଁ…
କୋଲକତା,୨୯।୮ : ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଜାରି ରହିଛି। ବେଳେବେଳେ ରାଜ୍ୟପାଳ ଏବଂ ସିଏମ ପରସ୍ପରକୁ ଟାର୍ଗେଟ କରୁଛନ୍ତିି। ରାଜ୍ୟପାଳ ମମତାଙ୍କ କଡ଼ା ସମାଲୋଚନା କରି କହିଛନ୍ତି ମୁଁ…
ଶତାୟୁ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ, ଗୋଟିଏ ଶ୍ରେଣୀରେ ପଢାଉଛନ୍ତି ଦୁଇଟି ଶିକ୍ଷୟତ୍ରୀ
ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ , ୨୯।୮(ଅରୁଣ ସାହୁ/ମନୋରଞ୍ଜନ ରଣା )- ରାଜ୍ୟରେ ସ୍ମାର୍ଟ ସ୍କୁଲର ରୂପାନ୍ତରିକରଣ ପରେ ଶିକ୍ଷାବ୍ୟବସ୍ଥାର ବିକଳ ଚିତ୍ର ଦେଖାଯାଇଛି ଦାରିଙ୍ଗବାଡିରେ। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଠାରେ ରହିଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହର ଅଭାବ ଯୋଗୁଁ ଛାତ୍ରୀଛାତ୍ର…
‘ଇଣ୍ଡିଆ’ର ସଂଯୋଜକ ହୋଇପାରନ୍ତି ଖାର୍ଗେ
ନୂଆଦିଲ୍ଲୀ, ୨୯।୮: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ସଂଯୋଜକ ହୋଇପାରନ୍ତି। ମଙ୍ଗଳବାର ମେଣ୍ଟ ପକ୍ଷରୁ ଏହି ସୂଚନା ମିଳିଛି। ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ବୈଠକରେ ‘ଇଣ୍ଡିଆ’ ମେଣ୍ଟର ସଂଯୋଜକ ଭାବରେ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମ ଘୋଷଣା…
ଆରମ୍ଭ ହେଲା ‘ଜିଓ ଭାରତ ୪ଜି’ ଫୋନର ବିକ୍ରି, ମୂଲ୍ୟ ୧୦୦୦ଟଙ୍କାରୁ କମ୍…
ନୂଆଦିଲ୍ଲୀ,୨୯।୮: ରିଲାଏନ୍ସ ଜିଓ ଏହାର ନୂତନ ଉତ୍ପାଦ ଜିଓଭାରତ ୪ଜି ଫୋନ୍ ବଜାରକୁ ଆଣିଛି। ସୋମବାରଠାରୁ ଏହାର ବିକ୍ରି ଆରମ୍ଭ ହୋଇଛି। ଏହି ଫୋନ୍ ଇଣ୍ଟରନେଟ୍ ବ୍ୟବହାର ସହ ହଜାର ହଜାର ଫିଚର ଫୋନ୍ ବ୍ୟବହାରକାରୀଙ୍କୁ ୨ଜିରୁ ୪ଜିକୁ ଆସିବା ଲାଗି…
କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, ଜମ୍ମୁ କଶ୍ମୀରକୁ କେବେ ଦିଆଯିବ ରାଜ୍ୟ ମାନ୍ୟତା
ନୂଆଦିଲ୍ଲୀ,୨୯।୮:ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି। ମଙ୍ଗଳବାର ଏନେଇ ମଧ୍ୟ ଶୁଣାଣି ହୋଇଥିଲା। ଶୁଣାଣିରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଜମ୍ମୁ କଶ୍ମୀରକୁ କେବେ ରାଜ୍ୟ ମାନ୍ୟତା ଦିଆଯିବ ନେଇ ପ୍ରଶ୍ନ କରିଛନ୍ତି। ମାମଲାର ଶୁଣାଣି…
Archives


