ପୁଣିଥରେ ପ୍ୟାରେଣ୍ଟସ ହେବେ ବିରୁଷ୍କା!
ମୁମ୍ବାଇ: ବଲିଉଡ ବିୟୁଟି ଅନୁଷ୍କା ଶର୍ମା ଏବଂ ଇଣ୍ଡିଆନ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲିଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ ଦମ୍ପତିଙ୍କ ଝିଅ ଭାମିକା ଭଉଣୀ କିମ୍ବା ଭାଇ ଆଣିବାକୁ ଯାଉଛନ୍ତି। ହଁ, ରିପୋର୍ଟ…
ଭାରତ ଯାତ୍ରା ସମୟରେ ଟ୍ରୁଡୋଙ୍କ ବିମାନରେ ଥିଲା କୋକେନ
ଅଟାଓ୍ବା/ନୂଆଦିଲ୍ଲୀ,୩୦।୯: ଜି-୨୦ ଶିଖର ସମ୍ମିଳନୀରେ ସାମିଲ ହେବାକୁ ଭାରତ ଆସିଥିବାବେଳେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିମାନରେ କୋକେନ ଭରି ରହିଥିଲା। ଏପରି ଦାବି କରିଛନ୍ତି ଭାରତର ପୂର୍ବତନ କୂଟନୀତିଜ୍ଞ ଦୀପକ ବୋହରା। ତେବେ ଏହି ଅଭିଯୋଗକୁ କାନାଡାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ…
ପାକିସ୍ତାନର ଆତ୍ମଘାତୀ ବିସ୍ଫୋରଣରେ ରହିଛି ସେନାର ହାତ!
ଇସଲାମବାଦ,୩୦।୯: ପାକିସ୍ତାନରେ ଶୁକ୍ରବାର ଦୁଇଟି ଆତ୍ମଘାତୀ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି ପାଇଥିବା ବେଳେ ୬୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ପ୍ରଥମ ବିସ୍ଫୋରଣ ବେଲୁଚିସ୍ତାନ ପ୍ରଦେଶରେ ଥିବା ଏକ ମସଜିଦରେ ପ୍ରଫେଟ ମହମ୍ମଦଙ୍କ ଜନ୍ମଦିନ ପାଳନ ବେଳେ…
ହଲିଉଡ ଷ୍ଟାରଙ୍କ ସହ ନଜର ଆସିଲେ ଜ୍ୟାକଲିନ
ମୁମ୍ବାଇ: ଶ୍ରୀଲଙ୍କାର ଅଭିନେତ୍ରୀ ତଥା ମଡେଲ ଜ୍ୟାକଲିନ ଫର୍ନାଡିଜ ବଲିଉଡରେ ତିଆରି କରିଛନ୍ତି ନିଜର ଏକ ଭିନ୍ନ ପରିଚୟ। ବଲିଉଡକୁ କିଛି ହିଟ ମୁଭି ଭେଟିଦେଇ ସେ ଦର୍ଶକଙ୍କ ପସନ୍ଦର ନାୟିକା ପାଲଟି ଯାଇଛନ୍ତି। ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ନାଁ କମେଇବା…
ମଧ୍ୟପ୍ରଦେଶ ନିର୍ବାଚନ: ଏସପି, କଂଗ୍ରେସ ମଧ୍ୟରେ ହେବ ମେଣ୍ଟ! ଚାଲିଛି ଆଲୋଚନା
ଭୋପାଳ,୩୦।୯: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଏସପି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ହେବାର ସମ୍ଭାବନା ରହିଛି। ଉଭୟ ଦଳର ଶୀର୍ଷ ନେତୃତ୍ୱ ମଧ୍ୟରେ ଆଲୋଚନା ଚାଲିଛି। ସରକାରୀ ଘୋଷଣା ପରେ ଉଭୟ ଦଳର ବିଶିଷ୍ଟ ନେତାମାନେ ମଧ୍ୟ ମଞ୍ଚ ବାଣ୍ଟିବେ। ମଧ୍ୟପ୍ରଦେଶର…
ଶାହାଙ୍କୁ ଭେଟିବା ପରେ ବସୁନ୍ଧରା କହିଲେ ଭଗବାନଙ୍କ ଘର ଦୂର ସତ କିନ୍ତୁ ଅନ୍ଧାର ନୁହେଁ
ଜୟପୁର,୩୦।୯: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଶୁକ୍ରବାର ଦାବି କରିଛନ୍ତି ଯେ ଆଗାମୀ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ପୁଣି ଥରେ ରାଜ୍ୟରେ ସରକାର ଗଠନ କରିବ। ଅଲୱର ଜିଲାର ବାରୱା ଡୁଙ୍ଗ୍ରି ଗାଁର ନାରାୟଣ ମାତା…
୨୦୧୬ରେ ଟ୍ରୁଡୋଙ୍କୁ ଚିଠି ଲେଖି ନିଜକୁ ନିର୍ଦ୍ଦୋଶ କହିଥିଲେ ନିଜ୍ଜର
୨୦୧୬ରେ ଟ୍ରୁଡୋଙ୍କୁ ଚିଠି ଲେଖି ନିଜକୁ ନିର୍ଦ୍ଦୋଶ କହିଥିଲେ ନିଜ୍ଜର ଅଟାଓ୍ବା,୩୦।୯: ୨୦୧୬ରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଚିଠି ଲେଖି ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ୍ ସିଂ ନିଜ୍ଜର ନିଜକୁ ନିର୍ଦ୍ଦୋଶ ବୋଲି କହିଥିଲେ। ଭାରତ ସରକାର ତାଙ୍କ ବିରୋଧରେ ମିଛ…
ଇରାନ ଜେଲରେ ଦଙ୍ଗା, ଫୁଟିଲା ଗୁଳି
ତେହେରାନ,୩୦।୯: ଜଣେ କଏଦୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ପରେ ଇରାନର ରାମହାର୍ମୋଜ ଜେଲରେ ଦଙ୍ଗା ଆରମ୍ଭ ହୋଇଥିଲା। ଇରାନର ଏକ ନ୍ୟୁଜ ଏଜେନ୍ସି ଶୁକ୍ରବାର ରିପୋର୍ଟ କରିଛି ଯେ ଦକ୍ଷିଣ-ପଶ୍ଚିମ ଇରାନର ଏକ କାରାଗାରରେ ଥିବା ଅନ୍ତେବାସୀମାନେ ଅନ୍ୟ ଜଣେ ଅନ୍ତେବାସୀଙ୍କ ବିରୋଧରେ…
ଭାରତର ଜି-୨୦ ଅଧ୍ୟକ୍ଷତା ବିଶ୍ୱକୁୁ ଏକାଠି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି: ଜୟଶଙ୍କର
ଓ୍ବାଶିଂଟନ,୩୦।୯: ଭାରତୀୟ ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ଏହି ସମୟ ମଧ୍ୟରେ ସେ ବିଶ୍ୱ ସାଂସ୍କୃତିକ ମହୋତ୍ସବ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏଠାରେ ସେ ଭାରତର ଜି -୨୦ ଅଧ୍ୟକ୍ଷତାକୁ ନେଇ ଏକ ବଡ଼ କଥା…
କାବେରୀ ଜଳ ବିବାଦ: ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟ, ସିଡବ୍ଲୁଏମଏରେ ଆବେଦନ କରିବେ କର୍ନାଟକ ସରକାର
ବେଙ୍ଗାଲୁରୁ,୩୦।୯: କାବେରୀ ନଦୀର ଜଳ ଛାଡିବା ପ୍ରସଙ୍ଗ ଜଟିଳ ହେବାରେ ଲାଗିଛି। କର୍ନାଟକ ସରକାର ଏହାର ପୁନର୍ବିଚାର ପାଇଁ କାବେରୀ ୱାଟର ମ୍ୟାନେଜମେଣ୍ଟ ଅଥରିଟି (ସିଡବ୍ଲୁଏମଏ) ଏବଂ ସୁପ୍ରିମକୋର୍ଟରେ ଆବେଦନ କରିବେ। ଏଥିପାଇଁ ସେ ଶନିବାର ପୁନର୍ବିଚାର ପିଟିଶନ ଦାଖଲ କରିବେ।…
ନ୍ୟୁୟର୍କରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି, ରେଳ, ବିମାନ ସେବା ଠପ
ନ୍ୟୁୟର୍କ,୩୦।୯: ପ୍ରବଳ ବର୍ଷା ଯୋଗୁ ଶୁକ୍ରବାର ନ୍ୟୁୟର୍କରେ ବନ୍ୟା ପରି ପରିସ୍ଥିତି ସୃଷ୍ଟି କରିଛି। ଗତ ଦଶନ୍ଧିରେ ଗୋଟିଏ ଦିନରେ ଶୁକ୍ରବାରରେ ସର୍ବାଧିକ ବର୍ଷା ହୋଇଥିଲା। ସହରର ଅନେକ ମେଟ୍ରୋ ଏବଂ ରେଳ ଲାଇନ ଜଳବନ୍ଦୀ ହୋଇ ସାଧାରଣ ଜୀବନଯାତ୍ରା ପ୍ରଭାବିତ…
ଖଲିସ୍ତାନିଙ୍କ ଦୁଃସାହସ: ସ୍କଟଲ୍ୟାଣ୍ଡରେ ଗୁରୁଦ୍ୱାର ଯାଉଥିବା ଭାରତୀୟ ହାଇ କମିଶନଙ୍କୁ ଅଟକାଇଲେ
ଲଣ୍ଡନ,୩୦।୯: ସ୍କଟଲ୍ୟାଣ୍ଡରେ ଭାରତୀୟ ହାଇ କମିଶନରଙ୍କୁ ଅଟକାଇ ଦିଆଯିବା ଖବର ସାମ୍ନାକୁ ଆସୁଛି। କୁହାଯାଉଛି ଯେ ଖାଲିସ୍ତାନ ସମର୍ଥକମାନେ ଏଭଳି ଦୁଃସାହସ କରିଛନ୍ତି। ବ୍ରିଟେନର ଭାରତର ହାଇ କମିଶନର ବିକ୍ରମ ଡୋରେଇସ୍ବାମୀଙ୍କ ସହ ଏହି ଘଟଣା ଘଟିଛି। ସେ ଯେତେବେଳେ ଗୁରୁଦ୍ୱାରକୁ…
Archives


