Home

ଜାଣନ୍ତି କି ମଣିଷର ହାତ ଲାଲ୍‌ ଆଉ ଶିରା କାହିଁକି ନୀଳ

ଆମ ଶରୀର ମଧ୍ୟ ଏକ ପଜଲଠାରୁ କମ୍‌ ନୁହେଁ। ଶରୀରରେ ଏପରି ଅନେକ ଜିନିଷ ଦେଖିଥିବେ ଯାହା ସାଧାରଣ ଦେଖାଯାଏ, କିନ୍ତୁ ଏହା ପଛରେ ଥିବା ତର୍କଟି ଅଲଗା ଏବଂ ଆଶ୍ଚର୍ଯ୍ୟଜନକ। ଆପଣ କେବେ ନିଜ ହାତରେ ଥିବା ଶିରାକୁ ଲକ୍ଷ୍ୟ…

ଜନ୍ମ ପ୍ରମାଣପତ୍ରରୁ କ୍ଷୁଦ୍ର ସଞ୍ଚୟ ଯୋଜନା ଯାଏ… ଅକ୍ଟୋବରରୁ ବଦଳିବ ଏହି ୫ ନିୟମ; ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୩୦।୯: ରବିବାରଠାରୁ ଅକ୍ଟୋବର ୨୦୨୩ ଆରମ୍ଭ ହେବ। ସବୁ ମାସ ପରି ଏହି ନୂଆ ମାସରେ ଅନେକ କିଛି ବଦଳିବାକୁ ଯାଉଛି। ଏହାର ପ୍ରଭାବ ଆପଣଙ୍କ ପର୍ସ ଉପରେ ପଡ଼ିପାରେ। ବିଶେଷକରି ଏଲ୍‌ପିଜିଠାରୁ ଆରମ୍ଭ କରି ସ୍ମଲ ସେଭିଂ ସ୍କିମ୍‌ ଆଦିରେ…

ଲଣ୍ଡନର ସେନା ସଂଗ୍ରହାଳୟରେ ଭାରତର ଗୌରବ ଦେଖିଲା ସାରା ଦୁନିଆ…

ଲଣ୍ଡନ, ୩୦।୯: ଲଣ୍ଡନର ଜାତୀୟ ସେନା ସଂଗ୍ରହାଳୟରେ ଭାରତର ସାହସିକତା ଦେଖିବାକୁ ମିଳିଛି। ଏଠାରେ ପ୍ରଥମ ବିଶ୍ୱଯୁଦ୍ଧର ବ୍ରିଟିଶ ଭାରତୀୟ ସେନା ସୈନିକ ଶୀର୍ଷକ ଏକ ପ୍ରଦର୍ଶନୀ ସ୍ଥାପନ କରାଯାଇଛି। ଏହା ମାଧ୍ୟମରେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶ ଭାରତୀୟ ସେନାର…

ବିଗ୍‌ବସ୍‌ ଫେମ୍‌ ଅର୍ଚ୍ଚନାଙ୍କୁ କଂଗ୍ରେସ ମୁଖ୍ୟାଳୟ ସମ୍ମୁଖରେ ଆକ୍ରମଣ, କିଏ ଭିଡିଲା ଚୁଟି ତ କିଏ ଦେଲା ଧକ୍କା 

ବମ୍ବେ: ପୁଣି ଚର୍ଚ୍ଚାରେ ବିଗ୍‌ ବସ୍‌ ଫେମ୍‌ ଅର୍ଚ୍ଚନା ଗୌତମ। ଏଥର ଅଭିନେତ୍ରୀ ପ୍ରିୟଙ୍କା ଚାହର ଚୌଧୁରୀଙ୍କ ସହ କୋଲ୍ଡଓ୍ବାର୍‌କୁ ନେଇ ନୁହେଁ ବରଂ କଂଗ୍ରେସ ପାର୍ଟି ଅଫିସ ଭିତରକୁ ଯିବାକୁ ଚେଷ୍ଟା କରି ମାର୍‌ପିଟ୍‌ର ସମ୍ମୁଖୀନ ହେବା ଖବର ଶିରୋନାମା…

୨୦୨୪ ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଟଙ୍କା କି ମଦ ବାଣ୍ଟିବି ନାହିଁ: ଗଡକରୀ

ନୂଆଦିଲ୍ଲୀ,୩୦।୯: ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନରେ ଭୋଟରମାନଙ୍କୁ ଆକୃଷ୍ଟ କରିବା ଲାଗି ଟଙ୍କା କିମ୍ବା ମଦ ବାଣ୍ଟିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ସେ କେବଳ ଲୋକମାନଙ୍କ ସେବା କରିବା ମନୋବୃତ୍ତି…

ଭାରତ ବ୍ରିଟେନରେ ଉଠାଇଲା ଭାରତୀୟ ହାଇ କମିଶନଙ୍କୁ ଗୁରୁଦ୍ୱାର ଯିବା ସମୟରେ ଅଟକାଇବା ପ୍ରସଙ୍ଗ, ଭାଜପା ନେତା ବି କଲେ ନିନ୍ଦା

ନୂଆଦିଲ୍ଲୀ,୩୦।୯: ସ୍କଟଲ୍ୟାଣ୍ଡର ଗୁରୁଦ୍ୱାରକୁ ଯାଉଥିବା ଭାରତୀୟ ହାଇ କମିଶନରଙ୍କୁ ଧାର୍ମିକ ସ୍ଥାନକୁ ପ୍ରବେଶ କରାଇ ଦିଆଯାଇ ନାହିଁ। ବ୍ରିଟେନର ସ୍କଟଲ୍ୟାଣ୍ଡରେ ଏହି ଘଟଣା ସାମ୍ନାକୁ ଆସିଛି ଯେତେବେଳେ ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା…

ଭିନ୍ନ ଢଙ୍ଗରେ ହେଲା ଆମେରିକା ସଂସଦର ଅଧିବେଶନ, ଏଥର ଇସାଇ ନୁହେଁ ଶିଖ ପାଦ୍ରି କଲେ ପ୍ରାର୍ଥନା

ଓ୍ବାଶିଂଟନ,୩୦।୯: ଆମେରିକା ଆଉ ଏକ ଐତିହାସିକ ପଦକ୍ଷେପ ନେଇଛି। ତାଙ୍କ ସଂସଦ ଅଧିବେଶନର ପ୍ରକ୍ରିୟା ଏଥର ଭିନ୍ନ ଢଙ୍ଗରେ ଆରମ୍ଭ ହୋଇଛି। ନ୍ୟୁ ଜର୍ସିର ପାଇନ ହିଲ ଗୁରୁଦ୍ୱାରର ଅନୁଦାନ ପ୍ରାପ୍ତ ଜିଆନି ଜସୱିନ୍ଦର ସିଂ ଶୁକ୍ରବାର ଗୃହରେ ପ୍ରାର୍ଥନା ଆରମ୍ଭ…

ଆଲାସ୍କାରେ ମିଳିତ ସମରାଭ୍ୟାସ କଲେ ଭାରତ-ଆମେରିକା ସେନା

ଆଲାସ୍କା,୩୦।୯: ଭାରତ ଓ ଆମେରିକା ସେନା ମିଳିତ ଭାବେ ଆଲାସ୍କାରେ ଏକ ଯୁଦ୍ଧାଭ୍ୟାସ କରିଛନ୍ତି। ଭାରତୀୟ ସେନା ଅଧିକାରୀ ସୂଚନା ଦେଇଛନ୍ତି ଯେ ଉଭୟ ସେନା ଶୁକ୍ରବାର ଆଲାସ୍କାରେ ଫିଲ୍ଡ ଟ୍ରେନିଂ ଅଭ୍ୟାସ କରିଛନ୍ତି। ଏହି ବ୍ୟାୟାମ ଉଭୟ ସେନାର ଶକ୍ତି…

କଂଗ୍ରେସରେ ସାମିଲ ହେଲେ ୨୦ରୁ ଅଧିକ ଏଏପି ନେତା

ନୂଆଦିଲ୍ଲୀ,୩୦।୯: ଜାତୀୟ ରାଜଧାନୀରେ ଦିଲ୍ଲୀରେ ୨୦ରୁ ଅଧିକ ଏଏପି ନେତା ଶୁକ୍ରବାର କଂଗ୍ରେସରେ ଯୋଗ ଦେଇଛନ୍ତି। ଦଳର ଅଧିକାରୀମାନେ ଏହି ସୂଚନା ଦେଇ କହିଛନ୍ତି ଯେ, ଆଗାମୀ ଦିନରେ ଅଧିକ ଲୋକ କଂଗ୍ରେସରେ ଯୋଗଦେବେ ବୋଲି ଆଶା କରାଯାଉଛି। ଦିଲ୍ଲୀ କଂଗ୍ରେସ…

ଭାରତ-କାନାଡା ବିବାଦରେ ଭାରତକୁ ସମର୍ଥନ କଲା ବାଂଲାଦେଶ, କହିଲେ ଆତଙ୍କବାଦୀଙ୍କ ହବ୍‌ ପାଲଟିଛି କାନାଡା

ଢାକା,୩୦।୯: ଭାରତ-କାନାଡା ବିବାଦକୁ ନେଇ ପ୍ରତିକ୍ରିୟା ରଖିଛି ବାଂଲାଦେଶ। ଖାଲିସ୍ତାନୀ ନେତାଙ୍କୁ ସମର୍ଥନ କରୁଥିବା କାନାଡା ଉପରେ ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଏ.କେ ଅବଦୁଲ ମୋମେନ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି, କାନାଡା ଆତଙ୍କବାଦୀଙ୍କ ହବ୍‌ ପାଲଟିଛି। ଯେକୌଣସି ଆତଙ୍କବାଦୀ କାନାଡା…

‘ସଂକଳ୍ପ ସପ୍ତାହ’ କାର୍ଯ୍ୟକ୍ରମର ଉଦଘାଟନ କଲେ ମୋଦି

ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଭାରତ ମଣ୍ଡପମଠାରେ ଶନିବାର (ସେପ୍ଟେମ୍ବର ୩୦) ’ସଂକଳ୍ପ ସପ୍ତାହ’ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ଦେଶର ଆକାଂକ୍ଷା ବ୍ଲକଗୁଡିକ ପାଇଁ ‘ସଂକଳ୍ପ ସପ୍ତାହ’ ଯାତ୍ରା ଏକ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ। ଆସ୍ପିରେସନ ବ୍ଲକ ପ୍ରୋଗ୍ରାମ (ଏବିପି)…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri