Home

‘ଚାଇନା ନୀତିକୁ ପୁନଃସମୀକ୍ଷା କରିବାର ସମୟ ଆସିଛି’

ନୂଆଦିଲ୍ଲୀ,୩୦।୮: ଚାଇନାର ନୂତନ ମାନଚିତ୍ରରେ ଅରୁଣାଚଳ ପ୍ରଦେଶ ଏବଂ ଅକ୍ସାଇ ଚୀନକୁ ନିଜ ଭୁଖଣ୍ଡର ଅଂଶ ବୋଲି ଦାବି କରିଛି। ଏହା ଉପରେ ଦୃଢ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ନେତା ମନୀଷ ତିୱାରୀ ମୋଦି ସରକାରଙ୍କୁ ଚାଇନା ନୀତିର ପୁନର୍ବିଚାର…

ଲଞ୍ଚିଂ ପାଇଁ ପ୍ରସ୍ତୁତ ଭାରତର ସୋଲାର ମିଶନ ଆଦିତ୍ୟ-ଏଲ ୧

ବେଙ୍ଗାଲୁରୁ,୩୦।୮: ଚନ୍ଦ୍ରାବତରଣ ପରେ ସୂର୍ଯ୍ୟ ମିଶନ ପାଇଁ ପ୍ରସ୍ତୁତ ଭାରତ। ସୋଲାର ମିଶନ ଆଦିତ୍ୟ ଏଲ ୧ ଶନିବାର ସେପ୍ଟେମ୍ବର ୨ରେ ଲଞ୍ଚ ହେବ। ଚାରି ମାସର ଯାତ୍ରା ସମୟରେ ଆଦିତ୍ୟ ଏଲ୧ ୧୫ଲକ୍ଷ କିଲୋମିଟର ଦୂରତା ଅତିକ୍ରମ କରି ଲାଗ୍ରାଙ୍ଗିଆନ…

ଦିଗ୍‌ବିଜୟଙ୍କ ବିରୋଧରେ ମାମଲା ରୁଜୁ

ଭୋପାଳ,୩୦।୮: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବଜରଙ୍ଗ ଦଳର ସଦସ୍ୟମାନେ କୋଟୱାଲୀ ପୋଲିସ ଷ୍ଟେଶନରେ ପହଞ୍ଚି ଦିଗବିଜୟଙ୍କ ବିରୋଧରେ ଧାରା…

ରାସ୍ତା ଉନ୍ନତିକରଣ କାମରେ ଅନିମିୟତତା : ତଦନ୍ତ ପାଇଁ ବିଡିଓଙ୍କୁ ଗୁହାରୀ କଲେ କୁସୁମକଟା ଗ୍ରାମବାସୀ

ଦେବଗଡ,୩୦।୮(ଶଶାଙ୍କ ଶେଖର ଝାଙ୍କର ): ବାରକୋଟ ବ୍ଲକ ଦନ୍ତାରୀବାହାଳ ଗ୍ରାମ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ କୁସୁମକଟାରୁ ଗ୍ରାମ ପଞ୍ଚାୟତ ସଦର ମହକୁମାକୁ ସଂଯୋଗ କରୁଥିବା ମାଟି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିବା ସହ ବ୍ୟବହାର ଅନୁପଯୋଗୀ ହୋଇପଡିଛି । ଫଳରେ ପଞ୍ଚାୟତ…

ବୈଷ୍ଣୋ ଦେବୀଙ୍କ ଶରଣରେ ଶାହରୁଖ

ଶାହରୁଖ ଖାନ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ଯବାନ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ‘ଯବାନ’ ୭ ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଦ୍ୱିତୀୟ ଟ୍ରେଲର ଫିଲ୍ମ ରିଲିଜ ହେବା ପୂର୍ବରୁ ରିଲିଜ ହେବାକୁ ଯାଉଛି। ‘ଯବାନ’ର ଦ୍ୱିତୀୟ ଟ୍ରେଲର ୩୧…

ପ୍ରଜ୍ଞାନନ୍ଦଙ୍କୁ ସ୍ବାଗତ ପାଇଁ ପ୍ରବଳ ଭିଡ଼

ଚେନ୍ନାଇ,୩୦।୮: ଦେଶର ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର ତଥା ବର୍ତ୍ତମାନର ଶ୍ରେଷ୍ଠ ଚେସ ଖେଳାଳି ରମେଶବାବୁ ପ୍ରଜ୍ଞାନନ୍ଦ ଚେସ ବିଶ୍ୱକପରେ ସର୍ବକନିଷ୍ଠ ରନର୍‌ ଅପ ହେବା ପରେ ଘରକୁ ଫେରିଛନ୍ତି। ଚଳିତ ବର୍ଷ ଆରମ୍ଭରେ ଚେସ ବିଶ୍ୱକପରେ ବିଶ୍ୱର ଅନେକ ଶ୍ରେଷ୍ଠ ଖେଳାଳିଙ୍କୁ ପରାସ୍ତ…

କଂଗ୍ରେସ, ଏନସିପି ଆମ ସହିତ ଅଛନ୍ତି: ସଞ୍ଜୟ ରାଉତ

ମୁମ୍ବାଇ,୩୦।୮: ମୁମ୍ବାଇରେ ‘ଇଣ୍ଡିଆ’ (ବିରୋଧୀ ଆଲାଇନ୍ସ)ର ତୃତୀୟ ବୈଠକ ପୂର୍ବରୁ ଶିବସେନା ନେତା ତଥା ଏମ୍‌ପି ସଞ୍ଜୟ ରାଉତ କହିଛନ୍ତି, ଶିବସେନା ଇଣ୍ଡିଆ ଆଲାଇନ୍ସ ଏହି ବୈଠକର ଆୟୋଜକ । ଏଥିପାଇଁ ପ୍ରସ୍ତୁତି ଚାଲିଛି। କଂଗ୍ରେସ ଏବଂ ଏନସିପି ଆମ ସହିତ…

ରାଜ୍ୟର ସର୍ବ ପ୍ରଥମେ ଜାଗାମିଶନ ଯୋଜନାରେ ସଫଳଯୋଗୁଁ କେସିଙ୍ଗା ଏନ.ଏ.ସି ରାଜ୍ୟସ୍ତରରେ ପୁରସ୍କୃତ

କେସିଙ୍ଗା,୩୦।୮(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲା କେସିଙ୍ଗା ଏନ.ଏ.ସିର ୪୪ଟି ଭୂମିହୀନଙ୍କୁ ଜଗାମିଶନ ଯୋଜନାରେ ଜମି ଓ ଗୃହ ରାଜ୍ୟ ସରକାର ପ୍ରଦାନ କରିଥିଲେ। ଏହି ଉପଲକ୍ଷେ ରାଜ୍ୟ ସରକାର କେସିଙ୍ଗା ଏନ.ଏ.ସିକୁ ପ୍ରଥମ ପୁରସ୍କାର ପ୍ରଦାନ କରିଥିବାରୁ ଜିଲା ତଥା ଅଞ୍ଚଳରେ…

‘ଧୋନୀ ଭାଇଙ୍କ ଭଳି ଆଉ କେହି ନାହାନ୍ତି’

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟ ଇତିହାସରେ ବିରାଟ କୋହଲି ହେଉଛନ୍ତି ଭାରତର ଅନ୍ୟତମ ସର୍ବଶ୍ରେଷ୍ଠ ଟେଷ୍ଟ ଅଧିନାୟକ। ସେ ଭାରତ ପାଇଁ ସର୍ବାଧିକ ଟେଷ୍ଟ ବିଜେତା ଅଧିନାୟକ। କୋହଲିଙ୍କ ଅଧିନାୟକତ୍ୱରେ ୬୮ଟି ମ୍ୟାଚରେ ଭାରତ ୪୦ଟି ଟେଷ୍ଟ ମ୍ୟାଚ ଜିତିଥିଲା। ଭାରତୀୟ ଅଧିନାୟକ…

ରେଲଓ୍ବେର ପ୍ରମୁଖ ମ୍ୟାନେଜମେଣ୍ଟ ସିଷ୍ଟମକୁ ସଂରକ୍ଷିତ ଘୋଷଣା କଲେ ସରକାର, କ୍ଷତି ଘଟାଇଲେ ୧୦ବର୍ଷ ଜେଲ୍‌

ନୂଆଦିଲ୍ଲୀ,୩୦।୮: ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ଅନୁଯାୟୀ କେନ୍ଦ୍ର ସରକାର ଉତ୍ତର ମଧ୍ୟ ରେଲଓ୍ବେ ଯାତାୟାତ ନିୟନ୍ତ୍ରଣ ଓ ମଧ୍ୟ ତଥା ପଶ୍ଚିମ ରେଲଓ୍ବେ ଟ୍ରେନ ମ୍ୟାନେଜମେଣ୍ଟ ସିଷ୍ଟମକୁ ସଂରକ୍ଷିତ ଘୋଷଣା କରିଛନ୍ତି। ଆଇଟି ଆକ୍ଟ ଅନୁଯାୟୀ, ଏକ ସଂରକ୍ଷିତ ସିଷ୍ଟମ ହେଉଛି…

କେଜ୍‌ରିଓ୍ବାଲ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ଉଚିତ୍‌: ଏଏପି

ନୂଆଦିଲ୍ଲୀ,୩୦।୮: ମୁମ୍ବାଇରେ ‘ଇଣ୍ଡିଆ’ ମେଣ୍ଟର ବୈଠକ ପୂର୍ବରୁ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି ହୋଇଛି। ଏହି ଦାବି ଆମ ଆଦମୀ ପାର୍ଟିରୁ ଆସିଛି। ଏଏପିର ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି ଯେ, ଯଦି ଆପଣ ମୋତେ ପଚାରନ୍ତି,…

ମସଜିଦରେ ‘ଅଜାନ’ ପଢିବାକୁ ନେଇ ନୂଆ ଗାଇଡଲାଇନ ଜାରି କଲା ଆମେରିକା

ଓ୍ବାଶିଂଟନ୍‌,୩୦।୮: ଆମେରିକାର ନ୍ୟୁୟର୍କ ସହରରେ ଅଜାନକୁ ନେଇ ନୂଆ ଗାଇଡଲାଇନ ଜାରି କରାଯାଇଛି। ଅଜାନ ପ୍ରାର୍ଥନା କରିବା ସମୟରେ ମସଜିଦରେ ଅନୁମତି ନେବା ଆବଶ୍ୟକ ନାହିଁ ବୋଲି କୁହାଯାଇଛି। ଗାଇଡଲାଇନ ଅନୁଯାୟୀ, ରାତି ୧୨.୩୦ ରୁ ରାତି ୧.୩୦ଯାଏଁ ମୁସଲମାନମାନେ ବିନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri