Home

ବିଜୟାଦଶମୀରେ ଗୁରୁ ଦାୟିତ୍ୱ: 5T, ନବୀନ ଓଡ଼ିଶାର ଚେୟାରମ୍ୟାନ ଭାବେ ନିଯୁକ୍ତ ହେଲେ ଭି.କେ ପାଣ୍ଡିଆନ୍‌

ଭୁବନେଶ୍ୱର,୨୪।୧୦:ଚାକିରିରୁ ଅବସର ନେବାର ଗୋଟିଏ ଦିନ ପରେ ଭିକେ ପାଣ୍ଡିଆନ୍‌ଙ୍କୁ ବିଜୟାଦଶମୀରେ ଗୁରୁ ଦାୟିତ୍ୱ ମିଳିଛି। ତାଙ୍କୁ 5T ଓ ନବୀନ ଓଡ଼ିଶାର ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଇଛି। ଏହା ଏକ କ୍ୟାବିନେଟ୍‌ ମନ୍ତ୍ରୀ ପାହ୍ୟା। ଫଳରେ ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ…

ଇନ୍ଧନ ଅଭାବ ଯୋଗୁ ବିମାନ ଉଡାଣ ରଦ୍ଦ

ଇସଲାମାବାଦ,୨୪।୧୦: ପାକିସ୍ତାନ କେବଳ ଖାଦ୍ୟ ସଙ୍କଟ ଦେଇ ଗତି କରୁନାହିଁ ବରଂ ବର୍ତ୍ତମାନ ଇନ୍ଧନ ଅଭାବ ହେତୁ ଦେଶରେ ବିଶୃଙ୍ଖଳା ଦେଖାଦେଇଛି। ଏପରି ରକେଟ ବେଗରେ ଇନ୍ଧନ ମୂଲ୍ୟ ବୃଦ୍ଧି ପାଉଛି ଯାହା କେବଳ ସାଧାରଣ ଲୋକ ନୁହେଁ, ବିମାନ କମ୍ପାନୀଗୁଡିକ…

ପାପ ଉପରେ ପୁଣ୍ୟର ବିଜୟ: ଦେଶବାସୀଙ୍କୁ ବିଜୟାଦଶମୀର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪।୧୦: ଆଜି ଦେଶରେ ବିଜୟାଦଶମୀ ଉତ୍ସାହର ସହ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଥିଲେ,ବିଜୟାଦଶମୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା। ଏହି ପବିତ୍ର ପର୍ବ ଜୀବନରେ ନକାରାତ୍ମକ ଶକ୍ତି…

ଦୁଇ ଇସ୍ରାଏଲ ମହିଳାଙ୍କୁ ମୁକ୍ତ କଲା ହମାସ

ତେଲ ଆଭିବ,୨୪।୧୦: ହମାସ ଆତଙ୍କବାଦୀ ସଙ୍ଗଠନ ଦୁଇ ବୃଦ୍ଧ ମହିଳାଙ୍କୁ ମୁକ୍ତ କରିଥିବା ସୂଚନା ମିଳିଛି। ଏମାନଙ୍କୁ ଅକ୍ଟୋବର ୭ରେ ହୋଇଥିବା ଆକ୍ରମଣ ସମୟରେ ପାଲେଷ୍ଟାଇନ ଆତଙ୍କବାଦୀ ସଙ୍ଗଠନ ବନ୍ଦୀ କରି ନେଇଥିଲେ। ଇସ୍ରାଏଲର ସାମରିକ ମୁଖପାତ୍ର ସୋମବାର ଏକ ବିବୃତ୍ତିରେ…

ଆମେରିକା ସହ ସମ୍ପର୍କ ଯୋଡିବାକୁ ଚାହୁଁଛି ଚାଇନା

ଓ୍ବାଶିଂଟନ,୨୪।୧୦: ଗତ କିଛି ବର୍ଷ ହେଲା ଆମେରିକା ଏବଂ ଚାଇନା ଧ୍ୟରେ ବାଣିଜି୍ୟ ସମ୍ପର୍କ ଖରାପ ହେବାରେ ଲାଗିଛି। ବର୍ତ୍ତମାନ ଉଭୟ ଦେଶର ସରକାର ସମ୍ପର୍କରେ ଜମା ହୋଇଥିବା ବରଫ ତରଳାଇବା ପାଇଁ ଉଦ୍ୟମ ଜୋରଦାର କରିଛନ୍ତି। ସୂଚନାଯୋଗ୍ୟ, ଚାଇନାର ବୈଦେଶିକ…

ଦେଶର ପ୍ରଥମ ଏୟାର ମାର୍ଶଲ କପଲ

ନୂଆଦିଲ୍ଲୀ,୨୪।୧୦: ଆମେ ଅନେକ ସମୟରେ ଡାକ୍ତର ଦମ୍ପତି, ଶିକ୍ଷକ ଦମ୍ପତି ଏପରିକି ଆଇଏଏସ ଦମ୍ପତି ଏବଂ ପିସିଏସ ଦମ୍ପତିଙ୍କୁ ଦେଖିଥିବେ, କିନ୍ତୁ ଥ୍ରୀ ଷ୍ଟାର ଦମ୍ପତିଙ୍କୁ ପାଇବା ବିରଳ। ଯେତେବେଳେ ସାଧନା ସାକ୍ସେନା ନାୟାରଙ୍କୁ ବାୟୁସେନାରେ ଏୟାର ମାର୍ଶଲ ପଦବୀକୁ ଉନ୍ନୀତ…

ଶୋ’ ମଝିରୁ ଗିରଫ ହେଲେ ବିଗ୍‌ବସ୍‌ର ଏହି ପ୍ରତିଯୋଗୀ, ଜାଣନ୍ତୁ କ’ଣ ରହିଛି ମାମଲା…

ବମ୍ବେ: ଟେଲିକାଷ୍ଟ ହେବାପରଠାରୁ ଚର୍ଚ୍ଚାରେ ବିବାଦୀୟ ରିଆଲିଟି ଶୋ’ ବିଗ୍‌ବସ୍‌। ଏବେ ଶୋ’ ମଝିରୁ ଗିରଫ ହୋଇଛନ୍ତି ଜଣେ ବିଗ୍‌ବସ୍‌ ପ୍ରତିଯୋଗୀ। କିଛି ଏଭଳି ଦୃଶ୍ୟ ଟେଲିଭିଜନରେ ପ୍ରସାରିତ ହେବାପରଠାରୁ ଶୋ’କୁ ନେଇ ଚର୍ଚ୍ଚା ବଢ଼ିଛି। ପ୍ରତିଯୋଗୀ ଜଣଙ୍କ ହେଉଛନ୍ତି ବିଗ୍‌ବସ୍‌…

ନେତାନ୍ୟାହୁଙ୍କୁ ଧମକ ଦେଲେ ବାରାକ ଓବାମା

ଓ୍ବାଶିଂଟନ,୨୪।୧୦: ହମାସ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଇସ୍ରାଏଲକୁ ଚେତାବନୀ ଦେଇଛନ୍ତି ଏବଂ ଶାନ୍ତ ରହିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ ଯୁଦ୍ଧରେ ଗାଜାର ସାଧାରଣ ନାଗରିକଙ୍କ ମାନବିକ ଦିଗକୁ ଅଣଦେଖା କରେ, ତେବେ…

ବଡ ଘୋଷଣା କଲେ ଜାତିସଂଘ ସାଧାରଣ ସଭାର ସଭାପତି

ନୂଆଦିଲ୍ଲୀ,୨୪।୧୦: ମିଳିତ ଜାତିସଂଘର ସାଧାରଣ ସଭାର ସଭାପତି ଡେନିସ ଫ୍ରାନ୍ସିସ ୧୦ମ ଜରୁରୀକାଳୀନ ସ୍ବତନ୍ତ୍ର ଅଧିବେଶନ ପାଇଁ ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ସ୍ବତନ୍ତ୍ର ଅଧିବେଶନକୁ ପୁନଃ ଆରମ୍ଭ କରିବାକୁ ସଦସ୍ୟ ରାଷ୍ଟ୍ରଙ୍କ ଅନୁରୋଧ ପରେ ସେ ଜରୁରୀକାଳୀନ ସ୍ବତନ୍ତ୍ର…

ସୁରକ୍ଷା କର୍ମୀଙ୍କ ସହ ଦଶହରା ପାଳିବେ ପ୍ରତିରକ୍ଷା ମନ୍ତ୍ରୀ, କରିବେ ଅସ୍ତ୍ରଶସ୍ତ୍ର ପୂଜା

ଇଟାନଗର,୨୪।୧୦: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୁରକ୍ଷା କର୍ମୀଙ୍କ ସହ ଦଶହରା ପାଳନ କରିବେ ଏବଂ ଅରୁଣାଚଳ ପ୍ରଦେଶର ତାୱାଙ୍ଗରେ ଆଜି ଅସ୍ତ୍ରଶସ୍ତ୍ର ପୂଜା କରିବେ। ତାୱାଙ୍ଗ ଗସ୍ତ ପୂର୍ବରୁ ରାଜନାଥ ଆସାମର ତେଜପୁରରେ ପହଞ୍ଚିଥିଲେ। ସିଂ ଏଠାରେ ଥିବା ୪…

ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ରାଜସ୍ଥାନ ରୟାଲ୍ସ ସହ ଯୋଡ଼ି ହେଲେ ଶେନ୍‌ ବଣ୍ଡ

ନୂଆଦିଲ୍ଲୀ,୨୪।୧୦: ନ୍ୟୁଜିଲାଣ୍ଡର ପୂର୍ବତନ ଦ୍ରୁତ ବୋଲର୍‌ ଶେନ୍‌ ବଣ୍ଡଙ୍କୁ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍ସର ସହାୟକ କୋଚ୍‌ ଏବଂ ଦ୍ରୁତ ବୋଲିଂ କୋଚ୍‌ ଭାବେ ଦାୟିତ୍ୱ ମିଳିଛି। ଏହାପୂର୍ବରୁ ସେ ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ କୋଚ୍‌ ଥିଲେ। ନିଜର କ୍ରିକେଟ କ୍ୟାରିୟରରେ…

ଦୁର୍ଗା ପୂଜା ପେଣ୍ଡାଲରେ ଅଘଟଣ: ଦଳାଚକଟାରେ ୩ ମୃତ

ପାଟନା,୨୪।୧୦: ଦୁର୍ଗା ପୂଜା ପେଣ୍ଡାଲ ପରିଦର୍ଶନ କରିବା ସମୟରେ ଗୋପାଳଗଞ୍ଜରେ ଏକ ଦଳାଚକଟା ହୋଇଥିଲା। ଏଥିରେ ଜଣେ ଶିଶୁ ଏବଂ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଏବଂ ଦୁଇଜଣ ମହିଳା ଥିବାବେଳେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?