Home

କତାରରେ ୮ ଭାରତୀୟଙ୍କୁ ଫାଶୀଦଣ୍ଡ

ଦୋହା,୨୬।୧୦: କତାରରେ ୮ ଜଣ ଭାରତୀୟଙ୍କୁ କୋର୍ଟ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି, ମୃତ୍ୟୁଦଣ୍ଡ ନିଷ୍ପତ୍ତିକୁ ନେଇ ଆମେ ଆଶ୍ଚର୍ଯ୍ୟ ହୋଇଛୁ ଏବଂ ବିସ୍ତୃତ ନିଷ୍ପତ୍ତି ପାଇଁ ଅପେକ୍ଷା କରିଛୁ।…

ପଡ଼ିଆରେ ନିଃଶ୍ୱାସ ନେବାରେ ଅସୁବିଧା, ଇନହେଲର ବ୍ୟବହାର କଲେ ବେନ ଷ୍ଟୋକ୍ସ,ଦେଖନ୍ତୁ ଭାଇରାଲ ଭିଡିଓ…

ବେଙ୍ଗାଲୁରୁ,୨୬।୧୦ : ବିଶ୍ୱକପରେ ଇଂଲଣ୍ଡ ଦଳର ଅବସ୍ଥା ଖରାପ। ଦଳ ଚାରିଟି ମଧ୍ୟରୁ କେବଳ ଗୋଟିଏ ମ୍ୟାଚ ଜିତିବାରେ ସକ୍ଷମ ହୋଇଛି। ବର୍ତ୍ତମାନ ଇଂଲଣ୍ଡ ଦଳ ବେଙ୍ଗାଲୁରୁରେ ଶ୍ରୀଲଙ୍କା ବିପକ୍ଷରେ ପଞ୍ଚମ ମ୍ୟାଚ ଖେଳୁଛି। ଏହି ମ୍ୟାଚରେ ବେନ ଷ୍ଟୋକ୍ସ ଖେଳୁଛନ୍ତି।…

ବିଶ୍ୱକପ୍‌ରେ ହେଉଥିବା ଲାଇଟ୍‌ ଶୋ’କୁ ନେଇ ପ୍ରଶ୍ନ ଉଠାଇଲେ ମାକ୍ସଓ୍ବେଲ

ନୂଆଦିଲ୍ଲୀ,୨୬।୧୦: ଆଇସିସି ବିଶ୍ୱକପ୍‌ ସମୟରେ ଦର୍ଶକଙ୍କ ମନୋରଞ୍ଜନ ଲାଗି ଷ୍ଟାଡିୟମରେ ଡ୍ରିଙ୍କ ବ୍ରେକ୍‌ ସମୟରେ ଲାଇଟ୍‌ ଶୋ’ର ଆୟୋଜନ କରାଯାଉଛି। ହେଲେ ଅଷ୍ଟ୍ରେଲିଆର ଗ୍ଲେନ ମାକ୍ସଓ୍ବେଲ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦର୍ଶକଙ୍କ ଲାଗି ଏହା ଭଲ ହେଲେ ଖେଳାଳିଙ୍କ…

କାନାଡୀୟଙ୍କ ପାଇଁ ପୁଣି ଭିଜା ସେବା ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ,୨୬।୧୦: ଭାରତ-କାନାଡ ସମ୍ପର୍କରେ କିଛିଟା ସୁଧାର ଆସିଛି। ଭାରତ ସରକାର ପୁଣି ଥରେ କାନାଡୀୟଙ୍କ ପାଇଁ ଭିଜା ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ କାନାଡା ସରକାର ସ୍ବାଗତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଚାଲିଥିବା ତିକ୍ତତା…

କିଏ ହେବେ ପିଏମ: ଇଣ୍ଡିଆ ମେଣ୍ଟରେ ପୋଷ୍ଟର ଯୁଦ୍ଧ, କଂଗ୍ରେସ କହିଲା ରାହୁଲ, ଏସପି କହିଲା ଅଖିଳେଶ, ଦେଖନ୍ତୁ ଭାଇରାଲ ଭିଡିଓ…

ଲକ୍ଷ୍ନୌ,୨୬।୧୦ : ଇଣ୍ଡିଆ ମେଣ୍ଟର ଦୁଇ ପ୍ରମୁଖ ସହଯୋଗୀ ଦଳ ମଧ୍ୟରେ ମତଭେଦ ବଢ଼ିବାରେ ଲାଗିଛି। ସମାଜବାଦୀ ପାର୍ଟି (ଏସପି) ଏବଂ କଂଗ୍ରେସ ମଧ୍ୟରେ ମତଭେଦକୁ ରୋକିବା ପାଇଁ ଅଖିଳେଶ ଯାଦବ ଚେଷ୍ଟା କରୁଛନ୍ତି। ସେମାନଙ୍କ ମଧ୍ୟରେ ସବୁକିଛି ଠିକ ଅଛି…

ମଦ ପିଇ ଚଳାଉଥିଲେ ଗାଡ଼ି, ୨୧ ଜଣଙ୍କୁ ବାନ୍ଧିଲା ପୋଲିସ

ଛତ୍ରପୁର,୨୬ା୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ମଦ୍ୟପାନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ଉପରେ ଗଞ୍ଜାମ ପୋଲିସ ପକ୍ଷରୁ କଡ଼ା ନଜର ରଖାଯାଇଥିବା ବେଳେ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ମଦ୍ୟପ ଚାଳକଙ୍କ ଉପରେ ସ୍ବତନ୍ତ୍ର ନଜର ରଖିଛି ପୋଲିସ। ଗଞ୍ଜାମ ଏସ୍‌ପି ଜଗମୋହନ…

ଅନଲାଇନରୁ ଅର୍ଡର କଲେ ଲକ୍ଷେ ଟଙ୍କାର ସୋନି ଟିଭି ହେଲେ ପ୍ୟାକେଟ ଦେଖି ଉଡିଗଲା ହୋସ୍‌

ନୂଆଦିଲ୍ଲୀ, ୨୬।୧୦: ଅନଲାଇନ ସପିଂବେଳେ ଆପଣଙ୍କୁ ବିଭିନ୍ନ ପ୍ରକାର ଅସୁବିଧାର ସାମ୍ନା କରିବାକୁ ପଡୁଥିବ। କତେବେଳେ ଡିଫେକ୍ଟ ପ୍ରଡକ୍ଟ ମିଳୁଥିବ ତ କେତେବେଳେ ଅର୍ଡର କରୁଥିବା ଜିନିଷ ହିଁ ପ୍ୟାକେଟରେ ନ ଥିବ। ତେବେ ନିକଟରେ ଜଣେ ବ୍ୟକ୍ତି ଅନଲାଇନରେ ଟିଭି…

ଆକାଶରୁ ନୋଟ ବର୍ଷା କଲା ହେଲିକପ୍ଟର, ଲୋକ ହେଲେ ଦଳଚକଟା, ଭାଇରାଲ ଭିଡିଓ ଦେଖନ୍ତୁ…

ପ୍ରାଗ,୨୬।୧୦ : ଚେକ ରିପବ୍ଲିକର ଜଣାଶୁଣା ବ୍ୟକ୍ତିତ୍ୱ ତଥା ଟେଲିଭିଜନ ହୋଷ୍ଟ କାମିଲ ବାର୍ଟୋଶେକ ହେଲିକପ୍ଟରରୁ କୋଟି ନୋଟ ବର୍ଷା କରିଛନ୍ତି। କାମିଲ ଲିସା ନାଡ ଲାବେମ ଅଞ୍ଚଳ ନିକଟରେ ସେ ଏହା କରିଥିଲେ। ବାର୍ଟୋଶେକ, କାଜମା ନାମରେ ଜଣାଶୁଣା, ଏକ…

କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ୨ ଗୁରୁତର

ଗଞ୍ଜାମ/ଛତ୍ରପୁର,୨୬ା୧୦(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ): ଗଞ୍ଜାମ ଥାନା ସମ୍ମୁଖ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗୁରୁବାର ଏକ କାର୍‌ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୩ ଜଣ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ…

ଲାଇଭ ବିତର୍କ ଶୋରେ ଭାଜପା ନେତାଙ୍କ ସହ ହାତାହାତି ହେଲେ ବିଆରଏସ ବିଧାୟକ, ଦେଖନ୍ତୁ ଭାଇରାଲ ଭିଡିଓ…

ହାଇଦ୍ରାବାଦ,୨୬।୧୦ : ତେଲେଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏକ ନ୍ୟୁଜ ଚ୍ୟାନେଲରେ ଲାଇଭ ବିତର୍କ ଶୋ ସମୟରେ ବିଆରଏସ ବିଧାୟକ ନିଜର ନିୟନ୍ତ୍ରଣ ହରାଇଥିଲେ। ମୁଖ୍ୟମନ୍ତ୍ରୀ କେସିଆର ଦଳର ଭାରତ ରାଷ୍ଟ୍ର ସମିତି (ବିଆରଏସ) ବିଧାୟକ ବିବେକାନନ୍ଦ ଗୌଡ…

ରେଷ୍ଟୁରାଣ୍ଟରେ ପିଲା ଦୁଷ୍ଟାମୀ କଲେ ଦେବାକୁ ପଡିବ ଏକ୍ସଟ୍ରା ଚାର୍ଜ

ଓ୍ବାଶିଂଟନ୍‌,୨୬।୧୦: ପିଲାମାନେ ଖୁଦ୍‌ ଖୁସି ମିଜାଜର ହୋଇଥା’ନ୍ତି। କିନ୍ତୁ ସେମାନଙ୍କର ବଦମାସି ପାଇଁ ଅଭିଭାବକଙ୍କୁ ସବୁଠି ହଇରାଣ ହେବାକୁ ପଡିଥାଏ। ବାହାରକୁ ବୁଲିବାକୁ ଗଲା ମାନେ ସେମାନେ ଟିକେ ଅଧିକ ଦୁଷ୍ଟ ହୋଇଥା’ନ୍ତି। ଫ୍ୟାମିଲି ସହ ଟ୍ରିପ କରିବା ସମୟର ଆପଣ…

ଆମେରିକାକୁ ବ୍ୟାପିଲା ଇସ୍ରାଏଲ-ହମାସ ଯୁଦ୍ଧର ନିଆଁ

ନ୍ୟୁୟର୍କ,୨୬।୧୦: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଥମି ନ ଥିବାବେଳେ ଯୁଦ୍ଧର ପ୍ରଭାବ ଆମେରିକାରେ ଦେଖିବାକୁ ମିଳିଛି। ଇସ୍ରାଏଲକୁ ହମାସ ଅକ୍ରମଣ କରିବା ପରେ ଇସ୍ରାଏଲକୁ ସମର୍ଥନ କରିଛି ଆମେରିକା। ସେହି ଯୁଦ୍ଧର ନିଆଁ ବର୍ତ୍ତମାନ ଆମେରିକାରେ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?