ଆମରଣ ଅନଶନରୁ ଲୋକଙ୍କୁ ଉଠାଇନେଲା ପୋଲିସ
ଛତ୍ରପୁର,୧ା୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ତହସିଲ ଅଧୀନ ଆର୍ଯ୍ୟପଲ୍ଲୀ ରାଜସ୍ବ ଗ୍ରାମର ଲୋକେ ପଟ୍ଟା ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ୨୧ ଦିନରେ ପହଞ୍ଚିଛି। ତେବେ ଅନଶନରେ ବସିଥିବା ଲୋକଙ୍କୁ ଛତ୍ରପୁର ଥାନା ପୋଲିସ ଉଠାଇ…
ଜେଏନ୍ୟୁ କ୍ୟାମ୍ପସ୍ରେ ପୁଣି ଲେଖାଗଲା ବିବାଦୀୟ ସ୍ଲୋଗାନ୍; ପ୍ରଧାନମନ୍ତ୍ରୀ ମୋଦି ଏବଂ କଶ୍ମୀରକୁ ନେଇ ଟିପ୍ପଣୀ
ନୂଆଦିଲ୍ଲୀ,୧।୧୦: ପୁଣି ଚର୍ଚ୍ଚାରେ ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍ୟୁ)। ରବିବାର ସକାଳେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ର କିଛି ସ୍ଥାନରେ ଆପତ୍ତିଜନକ ସ୍ଲୋଗାନ ଲେଖାଯାଇଥିବା ଦେଖାଯାଇଥିଲା। ଏହା ଉପରେ ଛାତ୍ରୀଛାତ୍ରୀଙ୍କ ନଜର ପଡ଼ିବା କ୍ଷଣି ସେମାନେ ଚକିତ ହୋଇଥିଲେ। ତେବେ ଉକ୍ତ ସ୍ଲୋଗାନ ପ୍ରଧାନମନ୍ତ୍ରୀ…
ମୋଦିଙ୍କ ତେଲଙ୍ଗାନା ଗସ୍ତ ପୂର୍ବରୁ ଭାଜପା-ବିଆର୍ଏସ୍ ମଧ୍ୟରେ ପୋଷ୍ଟର ଓ୍ବାର
ହାଇଦ୍ରାବାଦ,୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତେଲଙ୍ଗାନା ଗସ୍ତ କରିବାକୁ ଯାଉଛନ୍ତି, କିନ୍ତୁ ଏହାପୂର୍ବରୁ ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍) ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ମଧ୍ୟରେ ପୋଷ୍ଟର ଓ୍ବାର ଆରମ୍ଭ ହୋଇଛି। ପୋଷ୍ଟର ମାଧ୍ୟମରେ ଉଭୟ ଦଳ ପରସ୍ପରକୁ…
ଅଦିତି ଅଶୋକ ଏସୀୟ ଗେମ୍ସରେ ଇତିହାସ ସୃଷ୍ଟି କଲେ ଇତିହାସ: ପାଲଟିଲେ ଗଲ୍ଫରେ ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା…
ହାଙ୍ଗଝୋ,୧।୧୦ : ଭାରତର ତାରକା ମହିଳା ଗଲ୍ଫର୍ ଅଦିତି ଅଶୋକ ଏସୀୟ ଗେମ୍ସରେ ଇତିହାସ ସୃଷ୍ଟି କରିଛନ୍ତି। ରବିବାର ସେ ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି। ଅଦିତି ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଖେଳାଳି ଯିଏକି ଏସୀୟ ଖେଳ…
ରାହୁଲଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଲେ ଭାଜପା ନେତା
ନୂଆଦିଲ୍ଲୀ,୧।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ସତ୍ୟମ, ଶିବମ୍ ସୁନ୍ଦରମଙ୍କ ନାମରେ ହିନ୍ଦୁତ୍ୱକୁ ନେଇ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ହିନ୍ଦୁ ଧର୍ମର ସମଗ୍ରତା, ଦୟା ଏବଂ କରୁଣା ବିଷୟରେ ଉଲ୍ଲେଖ କରିଥିଲେ। ଭାଜପା ନେତା ମନଜିନ୍ଦର…
ସମୁଦ୍ରକୂଳରେ ଛିଡ଼ା ହୋଇ ଲହଡ଼ିର ମଜା ନେଉଛି ଜଙ୍ଗଲର ରାଜା, ମନେ ପଡ଼ିଲା ‘ନାର୍ନିଆ’; ଦେଖନ୍ତୁ ଅଦ୍ଭୁତ ଦୃଶ୍ୟ
ନିକଟରେ ଗୁଜରାଟ ସମୁଦ୍ରକୂଳରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକି ପ୍ରକୃତିକୁ ଭଲ ପାଉଥିବା ଏବଂ ପଶୁପ୍ରେମୀଙ୍କ ହୃଦୟ ଜିତିଛି। ଭାରତୀୟ ବନ ସେବା(ଆଇଏଫ୍ଏସ୍) ଅଧିକାରୀ ପରବୀନ କାଶଓ୍ବାନ ଏକ ପୋଷ୍ଟ ଶେୟାର କରିଥିଲେ। ଏଥିରେ ସମୁଦ୍ରକୂଳରେ ଜଙ୍ଗଲର ରାଜା…
ଦେଶ ପାଇଁ ବାପା ଜିତିଥିଲେ ସୁନା, ଏବେ ଝିଅ ବି ଆଣିଲେ ପଦକ
ହାଙ୍ଗଝୋ,୧।୧୦: ଏସିଆନ ଗେମ୍ସ ୨୦୨୩ରେ ଭାରତ ପାଇଁ ରବିବାର ଏକ ଭଲ ଦିନ ଥିଲା। ଟିମ ଇଣ୍ଡିଆ ଆଜି ଗୋଟିଏ ସ୍ବର୍ଣ୍ଣ ଏବଂ ଦୁଇଟି ରୌପ୍ୟ ପଦକ ଜିତିଛି। ଶୁଟିଂରେ ଭାରତ ସ୍ବର୍ଣ୍ଣ ଓ ରୌପ୍ୟ ଜିତିଛି। ମହିଳା ଦଳ ଇଭେଣ୍ଟରେ…
ଅଙ୍କିତଙ୍କ ସହ ଅଳିଆ ସଫା କଲେ ମୋଦି
ନୂଆଦିଲ୍ଲୀ,୧।୧୦:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି ସାରା ଦେଶରେ ସ୍ବଚ୍ଛତା ଅଭିଯାନ ଆରମ୍ଭ ହୋଇଛି। ଆଜି ଦେଶର ହଜାର ହଜାର ଲୋକ ଏହି ସ୍ବଚ୍ଛତା ଅଭିଯାନରେ ଭାଗ ନେଇଥିଲେ। ଦେଶବ୍ୟାପୀ ସ୍ବଚ୍ଛତା ଅଭିଯାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍ ଉପରେ, ନେତାଙ୍କଠାରୁ ଆରମ୍ଭ…
ଝିଅର ନାମ ରଖିବା ନେଇ ହାଇକୋର୍ଟରେ ମାତାପିତା…
ଥିରୁଭାନନ୍ତପୁରମ,୧।୧୦ : କେରଳ ହାଇକୋର୍ଟରେ ଏକ ନିଆରା ମାମଲା ପହଞ୍ଚିଛି। ଝିଅର ନାମ ରଖିବାକୁ ନେଇ ତାଙ୍କ ମାତାପିତା ନିଜ ନିଜ ମଧ୍ୟରେ ଝଗଡା କରିଥିଲେ। ଦୁହେଁ ନିଜ ନିଜ ଅନୁସାରେ ନାମକରଣ କରିବାକୁ ଚାହୁଁଥିଲେ, କିନ୍ତୁ ପରସ୍ପର କଥା ଶୁଣିବାକୁ…
ସଂସଦରେ ଶଟଡାଉନ ଉପରେ ଭୋଟିଂ ପୂର୍ବରୁ ସାଂସଦ ଦବାଇଲେ ଫାୟାର ଆଲାର୍ମ, ସୃଷ୍ଟି ହେଲା ଭୟର ବାତାବରଣ
ଓ୍ବାଶିଂଟନ,୧।୧୦: ଆମେରିକାର ପ୍ରତିନିଧି ସଭାର ସଦସ୍ୟ ତଥା ଡେମୋକ୍ରାଟିକ ସାଂସଦ ଜମାଲ ବୋମନ ଶନିବାର ସରକାରୀ ଅର୍ଥ ବିଲ ଉପରେ ଭୋଟ ଦେବାର କିଛି ସମୟ ପୂର୍ବରୁ କାନନ ହାଉସ ଅଫିସ ବିଲ୍ଡିଂରେ ଫାୟାର ଆଲାର୍ମ ବଜାଇଥିଲେ, ଏହାପରେ ବୋମନଙ୍କ ଏହି…
ଦମ୍ପତିଙ୍କ ଉପରେ କାର୍ ଚଢାଇଦେଲେ ପ୍ରସିଦ୍ଧ ଅଭିନେତା
କନ୍ନଡ ସିନେମାର ପ୍ରସିଦ୍ଧ ଅଭିନେତା ନାଗଭୂଷଣ ଜଣେ ଦମ୍ପତିଙ୍କ ଉପରେ କାର୍ ଚଢାଇ ଦେଇଛନ୍ତି। ବେଙ୍ଗାଲୁରୁରେ ଏହି ଦମ୍ପତି ରାସ୍ତାରେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି। ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ପୁରୁଷ ଏବେ ବି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ପ୍ରସଙ୍ଗରେ…
ଭାରତ-ବାଂଲାଦେଶ ମଧ୍ୟରେ ଜେଡବ୍ଲ୍ୟୁଜିର ୧୫ତମ ବୈଠକ
ନୂଆଦିଲ୍ଲୀ/ଢାକା,୧ା୧୦: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୧୫ତମ ଜେଡବ୍ଲ୍ୟୁଜି ବୈଠକ ବନ୍ଦର ପ୍ରତିବନ୍ଧକକୁ ହଟାଇବା, ବିସ୍ତୃତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା (ସିଇପିଏ)ର ଶୁଭାରମ୍ଭ, ମାନାଙ୍କ ପାରସ୍ପରିକ ସ୍ବୀକୃତି, ବାଂଲାଦେଶକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ, ସଡ଼କ ଏବଂ ରେଳ ଭିତ୍ତିଭୂମି ବିକାଶ ତଥା…
Archives


