Home

ଏକ ଦେଶ ଏକ ନିର୍ବାଚନ କମିଟିକୁ ଜୟରାମ ରମେଶ କହିଲେ ‘କର୍ମକାଣ୍ଡିୟ’

ନୂଆଦିଲ୍ଲୀ,୩।୯: ଏକ ଦେଶ, ଏକ ନିର୍ବାଚନର ସମ୍ଭାବନାକୁ ଅନୁଧ୍ୟାନ କରିବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଥିପାଇଁ ଓକିଲାତି କରିଥିଲେ।…

ପ୍ରସିଦ୍ଧ କ୍ରିକେଟର୍‌ ହିଥ୍‌ ଷ୍ଟ୍ରିକଙ୍କ ପରଲୋକ

ହରାରେ,୩।୯: ଜିମ୍ବାୱେର ପୂର୍ବତନ କ୍ରିକେଟର ହିଥ୍‌ ଷ୍ଟ୍ରିକଙ୍କ ପରଲୋକ ଘଟିଛି। ୪୯ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ଦେଇଛନ୍ତି। ଏଥର ତାଙ୍କ ଦେହାନ୍ତ ଖବର ସମ୍ପୂର୍ଣ୍ଣ ସଠିକ। କାରଣ ମୃତ୍ୟୁ ଖବର ତାଙ୍କ ପରିବାର ପରିବାର ଦ୍ୱାରା ନିଶ୍ଚିତ ହୋଇଛି।…

ବ୍ୟାଗ୍‌ରୁ ଏମିତି ପର୍ସ ଚୋରି କରୁଛି ବିଲେଇ, ଭିଡିଓ ଦେଖିଲେ…

ମଣିଷ ଚୋରି କରିବା ଶୁଣିଥିବେ। କିନ୍ତୁ ଏକ ବିଲେଇ ଯେ, ଚୋରି କରେ ତାହା ଜାଣି ଆଶ୍ଚର୍ଯ୍ୟ ହେବେ। ମାତ୍ର ଭାଇରାଲ ହେଉଥିବା ଭିଡିଓ ଦେଖିଲେ ବିଶ୍ୱାସ କରିବେ। ଗୋଟିଏ ବିଲେଇ ବ୍ୟାଗ୍‌ରୁ କିପରି ଢଙ୍ଗରେ ପର୍ସ ଚୋରି କରୁଛି ତାହା…

କୋହଲି-ରୋହିତଙ୍କୁ ଅପମାନିତ କଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩ା୯: ଏସିଆ କପ୍‌ରେ ଭାରତ ବନାମ ପାକିସ୍ତାନ ମ୍ୟାଚ ବର୍ଷା ଯୋଗୁ ରଦ୍ଦ ହୋଇଛି। ବର୍ଷା ହେତୁ ମ୍ୟାଚ ଶେଷ ହୋଇପାରି ନ ଥିଲା, କିନ୍ତୁ ପାକିସ୍ତାନର ଶାହିନ ଆଫ୍ରିଦି, ନସିମ ଶାହା ଏବଂ ହରିସ ରୌଫ ଚମତ୍କାର ପ୍ରଦର୍ଶନ କରିଥିଲେ।…

‘ଆଗାମୀ ଦିନରେ ଭାରତ ଟପ ଅର୍ଥ ବ୍ୟବସ୍ଥାରେ ସାମିଲ ହେବ’,ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩।୯: ଏକ ଦଶନ୍ଧିରୁ କମ ସମୟ ମଧ୍ୟରେ ଦେଶ ପାଞ୍ଚଟି ସ୍ଥାନକୁ ଡେଇଁବା ରେକର୍ଡକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ନିକଟ ଭବିଷ୍ୟତରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବ। ପ୍ରଧାନମନ୍ତ୍ରୀ କହିଛନ୍ତି, ସବକା…

ତିରିଶ ବର୍ଷର ମନୋମାଳିନ୍ୟ ଭୁଲି ଏକାଠି ହେଲେ ସନ୍ନି-ଶାହାରୁଖ

ବମ୍ବେ: ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ତିରିଶ ବର୍ଷର ମନୋମାଳିନ୍ୟ ଭୁଲିଛନ୍ତି ଶାହାରୁଖ ଖାନ୍‌ ଏବଂ ସନ୍ନି ଦେଓଲ। ଉଭୟ ଅଭିନେତା ଏକାଠି ହେବା ସହ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି। ଏହାର ଝଲକ ‘ଗଦର ୨’ର ସଫଳତାକୁ ନେଇ…

୯ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ କୌଣସି ପ୍ରଶ୍ନର ଉତ୍ତର ପ୍ରଦାନ କରି ନାହାନ୍ତି: କଂଗ୍ରେସ…

ନୂଆଦିଲ୍ଲୀ,୩।୯ : ତାଙ୍କ କାର୍ଯ୍ୟକାଳର ଗତ ନଅ ବର୍ଷ ମଧ୍ୟରେ ସେ କୌଣସି ପ୍ରଶ୍ନର ଉତ୍ତର ଦେଇ ନ ଥିବା ଦାବି କରି ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ କଡ଼ା ସମାଲୋଚନା କରିଛି। କଂଗ୍ରେସ ନେତା ମାଣିକାମ ଟାଗୋର ସୋସିଆଲ…

‘ଭାରତର ଜି-୨୦ ଅଧ୍ୟକ୍ଷତାରୁ ଅନେକ ସକରାତ୍ମକ ପ୍ରଭାବ, କିଛି ମୋ ହୃଦୟର ବହୁତ ନିକଟତର’, ମୋଦି

ନୂଆଦିଲ୍ଲୀ,୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଚାର ଏଜେନ୍ସି ପିଟିଆଇକୁ ଏକ ଏକ୍ସକ୍ଲୁସିଭ ଇଣ୍ଟରଭ୍ୟୁ ଦେଇଛନ୍ତି। ଏହା ଏମିତି ସମୟରେ ଆସିଛି, ଯେତେବେଳେ ଅଗାମୀ ୯-୧୦ ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ଜି-୨୦ ଦେଶର ବୈଠକ ହେବାକୁ ଯାଉଛି। ଏହା ବ୍ୟତୀତ କେନ୍ଦ୍ର ୧୮-୨୨ସେପ୍ଟେମ୍ବର ମଧ୍ୟରେ…

ଏହି ଗାଁରେ ସ୍ମାର୍ଟଫୋନକୁ ନେଇ ରହିଛି କଡ଼ା ନିୟମ, ରିଲ୍‌ କଲେ ବି କାର୍ଯ୍ୟାନୁଷ୍ଠାନ, କାରଣ ଜାଣିଲେ…

ଆପଣ ନିଶ୍ଚିତ ଭାବରେ ଅନେକ ସମୟରେ ମାତାପିତାଙ୍କୁ ବିବ୍ରତ କରୁଥିବା ଦେଖିଥିବେ ଯେ, ପିଲାମାନେ ଫୋନ୍‌ ସ୍କ୍ରିନ୍‌କୁ ନ ଦେଖିଲେ ଖାଦ୍ୟ ଖାଆନ୍ତି ନାହିଁ, ଘର ବାହାରେ ଖେଳିବା ପରିବର୍ତ୍ତେ ସେମାନେ ଫୋନ୍‌ରେ ଖେଳ ଖେଳନ୍ତି। ଏଥି ସହିତ କିଛି ପିଲା…

ଟିଫିନ ବାକ୍ସରୁ ମିଳିଲା ଆଇଇଡି…

ଶ୍ରୀନଗର,୩।୯ : ରବିବାର ଜମ୍ମୁ-କଶ୍ମୀରର ରାଜୌରୀ ଜିଲାରେ ଏକ ଟିଫିନ ବାକ୍ସ ଭିତରେ ରଖାଯାଇଥିବା ଏକ ସନ୍ଦିଗ୍ଧ ବିସ୍ଫୋରକ ଉପକରଣ (ଆଇଇଡି) ମିଳିଛି। ଟିଫିନ ବାକ୍ସ ଭିତରେ ଲଗାଯାଇଥିବା ସନ୍ଦିଗ୍ଧ ଆଇଏଡି ରବିବାର ସକାଳେ ଜିଲାର ଚିଙ୍ଗିସ ଅଞ୍ଚଳର ସାଙ୍ଗପୁର ଗାଁର…

ଭାରତୀୟ ମୂଳ ବାସିନ୍ଦା ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଭାଇଙ୍କ ନାଁରେ କଲେ ମାନହାନି ମାମଲା

ସିଙ୍ଗାପୁର,୩।୯: ସିଙ୍ଗାପୁରରେ ଭାରତୀୟ ମୂଳ ବାସିନ୍ଦା ଦୁଇଜଣ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ଲି ସିନ ଲୁଙ୍ଗଙ୍କ ସାନଭାଇ ଲି ସିନ ୟାଙ୍ଗଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ସୂଚନାଯୋଗ୍ୟ, ଏହି ମାମଲା ସରକାରୀ ବଙ୍ଗଳାର ଭଡା ବିବାଦ ସହିତ ଜଡିତ। ଗଣମାଧ୍ୟମ…

ମାଗଣା ସୁବିଧା ପ୍ରତିଶ୍ରୁତି ସହିତ ରାଜସ୍ଥାନରେ କ୍ଷମତା ଦଖଲ କଂଗ୍ରେସର ଲକ୍ଷ୍ୟ…

ଜୟପୁର,୩।୯ : ମାଗଣା ମୋବାଇଲ, ମାଗଣା ରାଶନ କିଟ ଏବଂ ୧୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଲୋକଙ୍କୁ ପ୍ରଦାନ କରିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଘୋଷଣା କରିଛନ୍ତି। କଂଗ୍ରେସର ଲକ୍ଷ୍ୟ ହେଉଛି ରାଜ୍ୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri