Home

ବିଏମ୍‌ଡବ୍ଲ୍ୟୁରେ ଘାସ ବହୁଛନ୍ତି ଚାଷୀ, ଭିଡିଓ ଦେଖିଲେ…

ଆମ ଦେଶ ଏକ କୃଷିପ୍ରଧାନ ଦେଶ। କେଉଁ ପ୍ରାଚୀନ କାଳରୁ ଆମ ଦେଶରେ ଚାଷୀମାନେ ଚାଷ କରିଆସୁଛନ୍ତି। ଏହା ସତ୍ତ୍ୱେ ଦେଶରେ କୃଷକ ଏବଂ ପଶୁପାଳକଙ୍କ ଅବସ୍ଥା ଭଲ ନୁହେଁ। ଏପରି ପରିସ୍ଥିତିରେ ଯଦି ଆପଣଙ୍କୁ ବିଏମ୍‌ଡବ୍ଲ୍ୟୁ ଭଳି ବିଳାସପୂର୍ଣ୍ଣ କାର୍‌ରେ…

ଆମେରିକା ବୈଦେଶିକ ମନ୍ତ୍ରୀଙ୍କ କିଭ୍‌ ଗସ୍ତବେଳେ ଗୁଳିମାଡ କଲା ଋଷିଆ, ୧୭ମୃତ

କିଭ୍‌,୭।୯: ପୂର୍ବ ୟୁକ୍ରେନର ଏକ ସହରର ବଜାରରେ ଋଷିଆ ଗୁଳିମାଡ କରିଛି। ସାନି ଗୁଳିମାଡରେ ୧୭ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଅନେକ ଲୋକ ଆହତ ହୋଇଛନ୍ତି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଋଷିଆ ବିରୋଧରେ ୟୁକ୍ରେନ ଯବାନଙ୍କୁ ସମର୍ଥନ କରିବାକୁ…

ମୋତେ ଜଣେ କ୍ରିକେଟର ହେବାର ନ ଥିଲା:ଗମ୍ଭୀର

ନୂଆଦିଲ୍ଲୀ,୭।୮: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଅନ୍ତର୍ଜାତୀୟ କ୍ରିକେଟ୍‌ କ୍ୟାରିୟରରେ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଆସିଛନ୍ତି। ସେ ଅନେକ ଥର ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି। ୨୦୦୭ ଟି-୨୦ ବିଶ୍ୱକପ ଏବଂ ୨୦୧୧ ଦିନିକିଆ ବିଶ୍ୱକପ ଫାଇନାଲରେ…

ବାଲୁଗାଁ ଅବକାରୀ ଏଏସ୍‌ଆଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ନୟାଗଡ଼,୭।୯ (ଲୋକନାଥ ମିଶ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲା ବାଲୁଗାଁ ଅବକାରୀ ଏଏସ୍‌ଆଇଙ୍କ ନୟାଗଡ଼ ପୁରୁଣା ସହର ଶଗଡିଆ ସାହିସ୍ଥ ବାସଭବନ, ବାଲୁଗାଁ ଭଡ଼ା ଘର ସମେତ କାର୍ଯ୍ୟାଳୟରେ ଗୁରୁବାର ଚଢ଼ାଉ…

ଶାଶୁ ଶ୍ୱଶୁରଙ୍କୁ ନେଇ ଗର୍ବ କରେ: ଋଷି ସୁନକ

ଇଂଲଣ୍ଡ,୭।୯: ଭାରତୀୟ ଭାବେ ନିଜକୁ ଗର୍ବିତ ଅନୁଭବ କରେ ବୋଲି କହିଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ। ସେ କହିଛନ୍ତ, ଯେତେବେଳେ ସେ ତାଙ୍କ ଶାଶୁ ଶ୍ୱଶୁରଙ୍କୁ ଭେଟନ୍ତି କିମ୍ବା ତାଙ୍କ ସହ ଡିନର କରନ୍ତି ସେମାନେ କେବେ ରାଜନୀତି କିମ୍ବା…

ସନାତନ ବିରୋଧି ମନ୍ତବ୍ୟକୁ ଆମେ ସମର୍ଥନ କରୁନୁ, ଇଣ୍ଡିଆ ମେଣ୍ଟର ସ୍ବାର୍ଥ ପାଇଁ ଏଭଳି ମନ୍ତବ୍ୟରୁ ଦୂରେଇ ରହବା ଜରୁରୀ…

ମୁମ୍ବାଇ,୭।୯ : ତାମିଲନାଡୁର ସିଏମ ଏମ.କେ ଷ୍ଟାଲିନଙ୍କ ସନାତନ ଧର୍ମକୁ ସମାପ୍ତ କରିବା ବିବୃତ୍ତି ଉପରେ ବିବାଦ ଜାରି ରହିଛି। ବର୍ତ୍ତମାନ ଉଦୟ ବାଲା ସାହେବ ଠାକରେ ଏବଂ ଇଣ୍ଡିଆ ଆଲାଇନ୍ସର ଶିବସେନା ପକ୍ଷରୁ ମଧ୍ୟ ଏହାକୁ ସମାଲୋଚନା କରାଯାଇଛି। ଶିବସେନା…

୯୦ କୋଟି ଲୋକଙ୍କ ଭାବନାକୁ ଆଘାତ ଦେଇପାରିବେ ନାହିଁ ଉଦୟନିଧି: ସଞ୍ଜୟ ରାଉତ

ନୂଆଦିଲ୍ଲୀ,୭।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ସନାତନ ଧର୍ମକୁ ରଦ୍ଦ କରିବାର ବିବୃତ୍ତି ଉପରେ ବିବାଦ ଥମିବାର ନାଁ ନେଉନାହିଁ। ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ସଦସ୍ୟ ତଥା ଶିବସେନା(ୟୁବିଟି)ମଧ୍ୟ ଏହାକୁ ସମାଲୋଚନା କରିଛି। ଉଦୟନିଧି ଏହି ଦେଶରେ ରହୁଥିବା…

ବିବାଦ ଉଗ୍ରରୂପ ନେବା ପରେ ସନାତନ ନେଇ ମତ ରଖିଲେ ଉଦୟାନିଧି: ମୋ ମନ୍ତବ୍ୟର ଭୁଲ ଅର୍ଥ ବାହାର କରାଯାଇଛି…

ଚେନ୍ନାଇ,୭।୯ : ତାମିଲନାଡୁର କ୍ରୀଡା ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ ସନାତନ ଧର୍ମ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଉଗ୍ରରୂପ ନେବା ପରେ ଦେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ସେ କହିଛନ୍ତି ମୋର ବିବୃତ୍ତିକୁ ଭୁଲ ବ୍ୟାଖ୍ୟା କରାଯାଇଛି ଏବଂ…

ଯେ ପର୍ଯ୍ୟନ୍ତ ଘୃଣା ଶେଷ ନ ହୋଇଛି ଯାତ୍ରା ରହିବ ଜାରି: ରାହୁଲ…

ନୂଆଦିଲ୍ଲୀ,୭।୯ : ଗୁରୁବାର ଭାରତ ଯୋଡୋ ଯାତ୍ରା ଆରମ୍ଭ ହେବାର ପ୍ରଥମ ବାର୍ଷିକୀ । ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଦେଶରେ ଘୃଣା ଶେଷ ନହେବା ପର୍ଯ୍ୟନ୍ତ ଏହି ଯାତ୍ରା ଜାରି ରହିବ। ଭାରତ ଯୋଡୋ ଯାତ୍ରା…

ଧରାପଡ଼ିଲା ଚାଇନା ଚାଲାକି, ଶେଷରେ ମାଗିଲା କ୍ଷମା

ବେଜିଂ,୭ା୯: କମଳା ଜୁସ୍‌ ସମଗ୍ର ବିଶ୍ୱରେ ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ପାନୀୟ ମଧ୍ୟରୁ ଅନ୍ୟତମ। କିନ୍ତୁ ଆଜିକାଲ ଏଥିରେ ରଙ୍ଗ ଏବଂ କେମିକାଲ ମିଶାଯାଉଥିବାରୁ ଏହାକୁ ନେଇ ଲୋକେ ଚିନ୍ତାରେ ପଡିଛନ୍ତି। ବାସ୍ତବରେ ଚାଇନା ରେଷ୍ଟୁରାଣ୍ଟର ଏକ ଭିଡିଓ ଭାଇରାଲ…

ଭାରତର ଚିନ୍ତାଧାରା ‘ବସୁଧୈବ କୁଟୁମ୍ବକମ୍‌’: ମୋଦି

ଜାକର୍ତ୍ତା/ନୂଆଦିଲ୍ଲୀ,୭।୯: ଏସିଆନ୍‌ ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାକର୍ତ୍ତାରେ ପହଞ୍ଚିଛନ୍ତି। ଏସିଆନ୍‌ରେ ସମସ୍ତ ଦେଶର ସ୍ବର ଶୁଣାଯାଉଛି ଏବଂ ଆମେ ସମଗ୍ର ବିଶ୍ୱରେ ଗ୍ଲୋବାଲ ସାଉଥର ସ୍ବର ଉତ୍ତୋଳନ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଏଠାରେ ସେ କହିଛନ୍ତି। ପ୍ରଧାନମନ୍ତ୍ରୀ…

ଦେଶବାସୀଙ୍କୁ ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୭।୯ : ଜନ୍ମାଷ୍ଟମୀ ପର୍ବ ସାରା ଦେଶରେ ବଡ଼ ଉତ୍ସବରେ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଜନମାଷ୍ଟମୀର ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଟୁଇଟରରେ ଲେଖିଛନ୍ତି, “ମୁଁ ଜନ୍ମାଷ୍ଟମୀର ପବିତ୍ର ପର୍ବ ଅବସରରେ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri