Home

୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ୍‌ ସାମିଲ ହେବା ନେଇ ପଥ ପରିଷ୍କାର

ନୂଆଦିଲ୍ଲୀ,୧୦।୧୦: ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତୁତି ଚାଲିଛି। ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହେବ। ଏହି ଅଲିମ୍ପିକ୍ସରେ କ୍ରିକେଟ, ଫ୍ଲାଗ ଫୁଟବଲ, ବେସବଲ, ସଫ୍ଟବଲ ମଧ୍ୟ ଏଥିରେ ସାମିଲ ହେବ। ଅକ୍ଟୋବର ୧୫…

ଅନ୍ୟ ଆଡକୁ ବ୍ୟାପିପାରେ ଯୁଦ୍ଧ, ମିଶ୍ର-କତାର ମଧ୍ୟସ୍ଥତା ପାଇଁ କଲେଣି ପ୍ରୟାସ

ଜେରୁଜେଲମ,୧୦।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଗାଜା ବ୍ୟତୀତ ଅନ୍ୟ ଅଞ୍ଚଳରେ ବ୍ୟାପିବାର ଆଶଙ୍କା ବଢିଛି। ଲେବାନନରୁ ଇସ୍ରାଏଲ ଅଞ୍ଚଳରେ ଅନୁପ୍ରବେଶ ପାଇଁ ପ୍ରୟାସ କରାଯାଉଛି। ସୋମବାର ଇସ୍ରାଏଲର ସେନା ଲେବାନନରୁ ଏହାର ଅଞ୍ଚଳରେ ପ୍ରବେଶ କରୁଥିବା ସଶସ୍ତ୍ର…

‘ଯୁଦ୍ଧରେ ଇରାନ ସାମିଲ, ହେଲେ ଆମ ପାଖରେ ପ୍ରମାଣ ନାହିଁ’, ଆମେରିକା

ଓ୍ବାଶିଂଟନ,୧୦।୧୦: ସେପ୍ଟେମ୍ବର ୭ରେ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ହଠାତ୍‌ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଉତ୍ତେଜନା ବୃଦ୍ଧି ପାଉଛି। କେତେକ ଲୋକ ବିଶ୍ୱାସ କରୁଥିଲେ ଯେ ଏହି ଆକ୍ରମଣରେ ଇରାନ ସମ୍ପୃକ୍ତ ଥାଇପାରେ। ତେବେ ଆମେରିକା ବର୍ତ୍ତମାନ ସ୍ପଷ୍ଟ…

ଇସ୍ରାଏଲ୍‌ର ଘେରାବନ୍ଦୀ ଦେଖି ବିବ୍ରତ ହମାସ: ଯୁଦ୍ଧବିରତି ପାଇଁ ଦେଲା ପ୍ରସ୍ତାବ

ଜେରୁଜେଲମ,୧୦।୧୦: ହମାସ ବିରୋଧରେ ଚାଲିଥିବା ଯୁଦ୍ଧରେ ଇସ୍ରାଏଲ ଆକ୍ରମଣକୁ ତୀବ୍ର କରିଛି। ତୃତୀୟ ଦିନ ପାଇଁ ଗାଜା ଅଞ୍ଚଳରେ ଅବରୋଧ ଯୋଗୁ ବିଦ୍ୟୁତ, ଇନ୍ଧନ ଏବଂ ଖାଦ୍ୟ ସାମଗ୍ରୀ ଯୋଗାଣ ବନ୍ଦ କରି ଦେଇଛି। ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ବିରୋଧରେ ନିର୍ଣ୍ଣାୟକ…

ହସ୍ପିଟାଲରେ ଶେହନାଜ

ଅଭିନେତ୍ରୀ ଶେହନାଜ ଗିଲ ଆଜିକାଲି ତାଙ୍କ ଫିଲ୍ମ ‘ଥ୍ୟାଙ୍କ୍‌ ୟୁ ଫର୍‌ କମିଙ୍ଗ୍‌’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମରେ ଶେହନାଜଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି। ଏହି ଫିଲ୍ମ ସହ ସେ ବଲିଉଡରେ ନିଜର ସ୍ଥାନ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି।…

‘ମାନସିକ ସ୍ବାସ୍ଥ୍ୟ ହିଁ ବିଶ୍ୱ ମାନବାଧିକାର’

ସୁସ୍ଥ ମଣିଷଟିଏ କହିଲେ ଉଭୟ ଶାରୀରିକ ଓ ମାନସିକ ସୁସ୍ଥତାକୁ ବୁଝାଏ। ମାତ୍ର ସୁନ୍ଦର ସ୍ବାସ୍ଥ୍ୟ ନିମନ୍ତେ ଲୋକମାନେ ମୁଖ୍ୟତଃ ଶରୀର ଉପରେ ହିଁ ବେଶି ଧ୍ୟାନ ଦେଇଥାନ୍ତି। ମାନସିକ ସୁସ୍ଥତା ଓ ମାନସିକ ରୋଗ ସମ୍ବନ୍ଧରେ ଆମ ଦେଶର ଲୋକମାନଙ୍କ…

ଥିଲେ ଭଉଣୀ, ଏବେ ଭାଇ-ଭଉଣୀ

ୱାଶିଂଟନ: ସୁଚିତା ଏବଂ ସବିତା ନାଇଡୁ ଦୁହେଁ ଜନ୍ମରୁ ଯାଅଁାଳା ଭଉଣୀ ଥିଲେ, ହେଲେ ବଡ଼ ହେବା ସହ ସେମାନଙ୍କ ମଧ୍ୟରେ ସମ୍ପର୍କ ବଦଳିଗଲା। ଏବେ ସେମାନେ ଭାଇ-ଭଉଣୀ। ଦୁହିଁଙ୍କ ମଧ୍ୟରୁ ସବିତା ହେଉଛନ୍ତି ଟ୍ରାନ୍ସଜେଣ୍ଡର। ସେ ନିଜକୁ ପୁରୁଷ ବୋଲି…

ବିଜିୟୁ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ

ଭୁବନେଶ୍ୱର,୧୦।୧୦: ନ୍ୟାଶନାଲ ସର୍ଭିସ୍‌ ସ୍କିମ୍‌ (ଏନ୍‌ଏସ୍‌ଏସ୍‌), ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ଏବଂ କମିଶନେରେଟ ପୋଲିସର ମିଳିତ ସହଯୋଗରେ ଏକ ସାଇବର ସୁରକ୍ଷା ଅଭିଯାନ ବିଶ୍ୱବିଦ୍ୟାଳୟର ଗୋଠପାଟଣାସ୍ଥିତ କ୍ୟାମ୍ପସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସାଇବର ରଥ ଏବଂ ସାଇବର ସାଏରା-ସାଇବର…

ଆଜିଠୁ ୨ ଦିନିଆ ହାଇଲାଇଫ୍‌ ଏକ୍‌ଜିବିଶନ

ଭୁବନେଶ୍ୱର,୧୦।୧୦: ହାଇଲାଇଫ୍‌ ଏକ୍‌ଜିବିଶନ ପକ୍ଷରୁ ମଙ୍ଗଳବାରଠାରୁ ଭୁବନେଶ୍ୱର ମେ ଫେୟାର କନ୍‌ଭେନଶନ ସେଣ୍ଟରଠାରେ ୨ଦିନିଆ ସ୍ବତନ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଉଛି। ଉଲ୍ଲେଖଯୋଗ୍ୟ, ୨୦୨୩ ଅକ୍ଟୋବର ୧୦ ଓ ୧୧ ତାରିଖ ଉକ୍ତ ପ୍ରଦର୍ଶନୀ ଜାରି ରହିବ। ଏପରିକି ୧୦୦ରୁ ଅଧିକ ଟପ୍‌…

ଅଟୋ ରିଟେଲ ସେଲିଂରେ ଉତ୍ସାହ

ନୂଆଦିଲ୍ଲୀ,୧୦।୧୦ (ଅଭୟ ଦାଶ): ଗତ କିଛି ମାସ ହେଲା ଅଟୋ ରିଟେଲ ସେଲିଂରେ କ୍ରମାଗତ ଭାବେ ଅଭିବୃଦ୍ଧି ଘଟୁଛି। ଏପରିକି ପାର୍ବଣ ପୂର୍ବରୁ ଅଟୋ ରିଟେଲ ସେଲିଂରେ ଉତ୍ସାହ ପରିଲକ୍ଷିତ ହୋଇଛି। ବିଶେଷକରି ୨୦୨୩ ସେପ୍ଟେମ୍ବର ମାସର ରିଟେଲ ସେଲିଂ ୨୦%…

ପାଲେଷ୍ଟାଇନକୁ ସମର୍ଥନ କଲା କଂଗ୍ରେସ

ନୂଆଦିଲ୍ଲୀ,୧୦।୧୦: ମଧ୍ୟ ପୂର୍ବ ଦେଶ ଇସ୍ରାଏଲରେ ପାଲେଷ୍ଟାଇନ ଉଗ୍ରବାଦୀ ସଂଗଠନ ହମାସର ବର୍ବର ଆକ୍ରମଣ ପରେ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଛି। ଭାରତ ଆନୁଷ୍ଠାନିକ ଭାବେ ଏହାର ରଣନୈତିକ ସହଯୋଗୀ ଇସ୍ରାଏଲ ସହିତ ଏକତା ପ୍ରକାଶ କରିଥିବାବେଳେ କଂଗ୍ରେସ ସାଧାରଣ…

ୟୁକୋ ବ୍ୟାଙ୍କ ପକ୍ଷରୁ ହିନ୍ଦୀ ପକ୍ଷ

ଭୁବନେଶ୍ୱର,୧୦।୧୦: ୟୁକୋ ବ୍ୟାଙ୍କର ବାଲେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ହିନ୍ଦୀ ପକ୍ଷ-୨୦୨୩ ସମାରୋହ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାଲେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ମୁଖ୍ୟ ଦେବବ୍ରତ ମହାନ୍ତି ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତ୍ୟେକ ଭାରତୀୟ ଭାଷାକୁ ସମ୍ମାନ କରିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri