ଉତ୍କଳ ପ୍ରଦେଶ କ୍ରାନ୍ତିତୀର୍ଥକୁ ରକ୍ତତୀର୍ଥରେ ପରିଣତ କରିଥିଲା: ରାଜ୍ୟପାଳ
ଭୁବନେଶ୍ୱର,୯ା୮(ଅସମାପିକା ସାହୁ): ଅଗ୍ନିବର୍ଷାର ମନ୍ତ୍ରଦାତା ମହାତ୍ମାଗାନ୍ଧୀ ୧୯୪୨ ଅଗଷ୍ଟ ୯ରେ ‘କର ବା ମର’ ଆହ୍ବାନ ଦେଇଥିଲେ। ସେହି ଆହ୍ବାନ ଇଂରେଜଙ୍କୁ ଭାରତ ଛାଡ଼ିବାକୁ ସାବଧାନ କରିଥିଲା। ଉତ୍କଳ ପ୍ରଦେଶରେ ସେହି ଆହ୍ବାନରେ କ୍ରାନ୍ତିତୀର୍ଥ ରକ୍ତତୀର୍ଥରେ ପରିଣତ ହୋଇଥିଲା। ଭାରତ ଛାଡ଼…
୬ବର୍ଷ ଧରି ସହମତିରେ ଶାରୀରିକ ସମ୍ପର୍କ ରଖିବା ପରେ କରିପାରିବେନି ବଳ।ତ୍କାର ଅଭିଯୋଗ
ବେଙ୍ଗାଲୁର,୯।୮: ୬ବର୍ଷ ଧରି ସହମତିରେ ଶାରୀରିକ ସମ୍ପର୍କ ରଖିବା ପରେ ବଳତ୍କାର ହୋଇଥିବା ଅଭିଯୋଗ ଆଣିପାରିବେ ନାହିଁ। ଅଭିଯୋଗ ଆଣିଲେ ଅଭିଯୋଗକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏକ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି କର୍ନାଟକ ହାଇକୋର୍ଟ।…
‘ଧୋନୀଙ୍କଠାରୁ କିଛି ଶିଖ’
ନୂଆଦିଲ୍ଲୀ,୯।୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟି୨୦ ମ୍ୟାଚ୍ରେ ହାର୍ଦ୍ଦିକ ପାଣ୍ଡ୍ୟା ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ବାଜିମାତ କରିଛି। ଗୁଏନାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତକୁ ୧୬୦ ରନ୍ର ବିଜୟଲକ୍ଷ୍ୟ ମିଳିଥିଲା। ସୂର୍ଯ୍ୟକୁମାର ଯାଦବ ଏବଂ ତିଳକ ବର୍ମାଙ୍କ ସ୍ମରଣୀୟ ଇନିଂସ…
୪୨ ପ୍ରତିଶତ ଜାପାନୀ ମହିଳାଙ୍କର ହେବେନି କୌଣସି ସନ୍ତାନ…
ଟୋକିଓ,୯।୮ : ସରକାରୀ ଅନୁସନ୍ଧାନ ଗୋଷ୍ଠୀ ଦ୍ୱାରା ପ୍ରକାଶିତ ଆକଳନକୁ ଦର୍ଶାଇ ନିକ୍କି ଖବରକାଗଜ ରିପୋର୍ଟ କରିଛି ପ୍ରାୟ ୪୨ ପ୍ରତିଶତ ବୟସ୍କ ଜାପାନୀ ମହିଳା ଭବିଷ୍ୟତରେ କଦାପି ସନ୍ତାନ ଜନ୍ମ କରି ନ ପାରନ୍ତି। ୨୦୦୫ରେ ଜନ୍ମ ହୋଇଥିବା ଏକ…
କେରଳ ନାଁକୁ ‘କେରଳମ୍’ ପରିବର୍ତ୍ତନ କରିବାର ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାରିତ
ଥିରୁଭାନନ୍ତପୁରମ,୯।୮: କେରଳ ନାଁକୁ ‘କେରଳମ୍’ ପରିବର୍ତ୍ତନ କରିବାର ପ୍ରସ୍ତାବ ସର୍ବସମ୍ମତି କ୍ରମେ କେରଳ ବିଧାନସଭାରେ ପାରିତ ହୋଇଛି। ଏହି ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟଙ୍କ ଦ୍ୱାରା ବିଧାନସଭାରେ ଉପସ୍ଥାପିତ ହୋଇଥିଲା। ଭାରତର ସମ୍ବିଧାନର ଅଷ୍ଟମ ସୂଚୀରେ ଅନ୍ତର୍ଭୁକ୍ତ ସମସ୍ତ ଭାଷାରେ ରାଜ୍ୟର…
ସ୍ମୃତି ଇରାନୀଙ୍କ ଅଭିଯୋଗ: ମହିଳା ଏମ୍ପିମାନଙ୍କୁ ଇସାରାରେ ‘ଫ୍ଲାଇଙ୍ଗ କିସ’ ଦେଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୯।୮: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଭାଷଣ ଶେଷ କରି ସଂସଦ ବାହାରକୁ ଯିବାବେଳେ ରାହୁଲ ଗାନ୍ଧୀ ମହିଳା ଏମ୍ପିମାନଙ୍କୁ ଟାର୍ଗେଟ କରି ଇସାରାରେ ଫ୍ଲାଇଙ୍ଗ…
ଭାରତରୁ ୩ ଅଭିଶାପ ହଟାଇବାକୁ ଆହ୍ବାନ କଲେ ରବି ଶଙ୍କର ପ୍ରସାଦ
ନୂଆଦିଲ୍ଲୀ,୯।୮: ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ବଂଶବାଦ, ଦୁର୍ନୀତି ଏବଂ ତୁଷ୍ଟୀକରଣ ରାଜନୀତି ବିରୋଧରେ ଭାଜପାର ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ। ଏହି ଅବସରରେ ରବି ଶଙ୍କର କହିଛନ୍ତି, ଭାଜପା ଦୁର୍ନୀତି ଏବଂ ବଂଶବାଦ…
ନିୟମିତ ଆସୁନାହାନ୍ତି ଅଙ୍ଗନବାଡି କର୍ମୀ, ଶିକ୍ଷାଦାନରେ ଅବ୍ୟବସ୍ଥାକୁ ନେଇ ଜନ ଅସନ୍ତୋଷ
ଦାରିଙ୍ଗବାଡି, ୯।୮(ଅରୁଣ ସାହୁ ): ଶିଶୁଙ୍କ ଶିକ୍ଷା ସହ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ଅପପୁଷ୍ଟି ରୋକିବା ଦିଗରେ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କରାଯିବା ସହ ସେମାନଙ୍କ ପାଇଁ ମାଗଣା ଛତୁଆ, ଅଣ୍ଡା ସହ ବିଭିନ୍ନ ପୁଷ୍ଟିକର ଖାଦ୍ୟ ଯୋଗାଇଦିଆଯାଉଛି। ଏହି…
ଜଙ୍ଗଲ ଭିତରେ ଲୁଚାଇ ରଖିଥିବା ୭ଟି ଦେଶୀ ବନ୍ଧୁକକୁ ଉଦ୍ଧାର କଲା ବନ ବିଭାଗ
ଠାକୁରମୁଣ୍ଡା,୯।୮(ତାରାକାନ୍ତ ପଟ୍ଟନାୟକ) କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରୁ ଶିକାରୀମାନେ ଜଙ୍ଗଲରେ ଲୁଚାଇ ରଖିଥିବା ୭ ଟି ଦେଶୀ ବନ୍ଧୁକକୁ ଉଦ୍ଧାର କରିଛି ବନ ବିଭାଗ। ବୁଧବାର ସ୍ଥାନୀୟ ଲୋକ ପ୍ରତିନିଧି ଓ ବନକର୍ମଚାରୀ ମାନେ ବନ୍ଧୁକକୁ ଉଦ୍ଧାର କରି ଠାକୁରମୁଣ୍ଡା…
ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟ ଶୁଣିବାକୁ କରିଛୁ ଅପେକ୍ଷା: ପ୍ରିୟଙ୍କା
ନୂଆଦିଲ୍ଲୀ,୯।୮: ଶିବସେନା (ୟୁବିଟି) ଏମ୍ପି ପ୍ରିୟଙ୍କା ଚତୁର୍ବେଦୀ ମଣିପୁର ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ସରକାରକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀ ଏତେ ଆଶ୍ୱସ୍ତ ଅଛନ୍ତି ତେବେ ସେ ଆଲୋଚନାର ପ୍ରଥମ ଦିନରେ…
ବିସିସିଆଇ ଦେଇଛି ୧୧୫୯ କୋଟି ଟିକସ, କୋହଲିଙ୍କ ମୋଟ ସମ୍ପତ୍ତିଠାରୁ ଅଧିକ…
କୋଲକାତା,୯।୮ : ଭାରତୀୟ କ୍ରିକେଟ ବୋର୍ଡ ବିସିସିଆଇ ହେଉଛି ବିଶ୍ୱର ସବୁଠାରୁ ଧନୀ ବୋର୍ଡ। ୨୦୦୮ ରେ ଇଣ୍ଡିଆନ ପ୍ରିମିୟର ଲିଗ ଆରମ୍ଭ ହେବା ପରେ ବୋର୍ଡର ରୋଜଗାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ୨୦୨୧-୨୨ ବର୍ଷ ବିଷୟରେ କହିବାକୁ ଗଲେ, ବିସିସିଆଇ…
ଶିମିଳିପାଳ ସୁରକ୍ଷା ନେଇ ପୋଲିସ ଡିଜିଙ୍କ ସମୀକ୍ଷା, ୧୬୫ଟି ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଜବତ
ବାରିପଦା,୯।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ) କ୍ଲିନ ଶିମିଳିପାଳ ଅପରେଶନ ସମ୍ପର୍କରେ ବୁଧବାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଡିଜି ସୁନୀଲ କୁମାର ବଂସାଲ ସମୀକ୍ଷା କରିଛନ୍ତି । ମୟୂରଭଞ୍ଜ ଜିଲା ଗସ୍ତରେ ଆସି ସେ ପୂର୍ବାହ୍ନ ୧୦ଟାରେ ଜିଲା ପୋଲିସ ମୁଖ୍ୟାଳୟରେ ପୋଲିସ ଓ…
Archives


