ଚଳନ୍ତା ଟ୍ରେନରୁ ଯାତ୍ରୀଙ୍କୁ ଠେଲିଦେଲେ କିନ୍ନର
ବାଲେଶ୍ୱର, ୧୦ା୯(ମାନସ ବିଶ୍ୱାଳ)ଟ୍ରେନରେ ଯାତ୍ରୀଙ୍କୁ ଦୁର୍ବ୍ୟବହାର ସହ ଟଙ୍କା ନ ଦେବାରୁ ଚଳନ୍ତା ଟ୍ରେନରୁ ଠେଲି ଦେବା ଅଭିଯୋଗରେ ଜଣେ କିନ୍ନରଙ୍କୁ ବାଲେଶ୍ୱର ଜିଆରପି ଗିରଫ କରିଛି। ସେ ହେଲେ ଜଳେଶ୍ୱରର ସଲମା ବେଗମ(୨୦)। ଶନିବାର ସକାଳେ ସାନ୍ତାରାଗାଛିରୁ ହାଇଦ୍ରାବାଦ ଯାଉଥିବା…
ସାପକାମୁଡ଼ା ମୃତ୍ୟୁ ପାଇଁ ୬ ଲକ୍ଷ ଟଙ୍କା ଅନୁକମ୍ପା ମିଳୁ
ଭୁବନେଶ୍ୱର,୧୦ା୯(ଅସମାପିକା ସାହୁ)ରାଜ୍ୟରେ ସାପ କାମୁଡ଼ା ମୃତ୍ୟୁ ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଏପରିସ୍ଥିତିରେ ସାପ କାମୁଡ଼ାରେ ମୃତ୍ୟୁ ହେଲେ ମିଳୁଥିବା ଅନୁକମ୍ପା ରାଶିରେ ମଧ୍ୟ ଦ୍ୱନ୍ଦ୍ୱ ଦେଖାଦେଇଛି। ପୂର୍ବରୁ ବାଘ, ଭାଲୁ, ହାତୀ ଆଦି ବନ୍ୟପ୍ରାଣୀଙ୍କ ଦ୍ୱାରା ମୃତ୍ୟୁ ଘଟିଲେ…
୧୨ କେରାଣ୍ଡି ପାଇଁ କଙ୍ଗାରୁ କୋର୍ଟରେ ମାଡ଼: ବିଷପିଇ ଯୁବକଙ୍କ ଆତ୍ମହତ୍ୟା
ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ଠାକୁରମୁଣ୍ଡା (ତାରାକାନ୍ତ ପଟ୍ଟନାୟକ),୧୦ା୯ସାମାନ୍ୟ ମାଛ ଚୋରି ପାଇଁ କଙ୍ଗାରୁକୋର୍ଟରେ ମାଡ଼ ମାରି ଦଣ୍ଡିତ କରିଥିବାରୁ ଲୋକଲଜ୍ୟା ସହି ନ ପାରି ବିଷ ପିଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଠାକୁରମୁଣ୍ଡା ଥାନା ଅଧୀନ…
ସମୁଦ୍ର ପାଣିରେ ତୈଳଯୁକ୍ତ ପ୍ରଦୂଷଣ ଆସ୍ତରଣ
ପାରାଦୀପ,୧୦ା୯(ଶରତ ରାଉତ)ପାରାଦୀପଠାରୁ କେନ୍ଦ୍ରାପଡ଼ା ଜିଲା ଗହୀରମଥା ପର୍ଯ୍ୟନ୍ତ ବେଳାଭୂମିରେ ଶନିବାର ସମୁଦ୍ର ପାଣିରେ ତୈଳଯୁକ୍ତ ପ୍ରଦୂଷଣ ଆସ୍ତରଣ ଦେଖାଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପ୍ରଘଟ ହେବା ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍ପିସିବି) ପାରାଦୀପ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ…
୬ ଶିକାରୀ ଗିରଫ, ୫୦ ପକ୍ଷୀ ଉଦ୍ଧାର
ଭୋଗରାଇ , ୧୦ା୯( ପ୍ରଦୀପ ଦାସ)ବାଲେଶ୍ୱର ଜିଲା ଜଳେଶ୍ବର ରେଞ୍ଜ ଅନ୍ତର୍ଗତ ଭୋଗରାଇ ଉଦୟପୁର ବନପାଳ କାର୍ଯ୍ୟାଳୟ ଅଧୀନ ଏନଏମ ପଡ଼ିଆ ପକ୍ଷୀ ସୁରକ୍ଷା କ୍ୟାମ୍ପ ନିକଟରୁ ୬ ପକ୍ଷୀ ଶିକାରୀଙ୍କୁ ବନବିଭାଗ ଗିରଫ କରିଛି। ସେମାନଙ୍କ ନିକଟରୁ ଜାଲ, ଫାଶ…
ଅନନ୍ତ ମହାପାତ୍ର ପାଇଲେ ‘ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର’
ଭୁବନେଶ୍ୱର,୧୦।୯(ଶର୍ମିଷ୍ଠା ପାଣିଗ୍ରାହୀ)ସୃଜନ ଓ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଚାଲିଥିବା ୨୯ତମ ଓଏମ୍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଶନିବାର ଉଦ୍ଯାପିତ ହୋଇଯାଇଛି। ଏହି ଅବସରରେ ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଜୀବନବ୍ୟାପୀ ସାଧନା ପାଇଁ ଅନନ୍ତ ମହାପାତ୍ରଙ୍କୁ ‘ଗୁରୁ…
ଜି-୨୦ ନୈଶ ଭୋଜିରେ ଯୋଗ ଦେଲେନି ନବୀନ
ଭୁବନେଶ୍ୱର,୧୦ା୯(ଅନିଲ ଦାସ)ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ସନ୍ଧ୍ୟାରେ ଡାକିଥିବା ଜି-୨୦ ନୈଶ ଭୋଜିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇପାରିନାହାନ୍ତି। ମୁଖ୍ୟମନ୍ତ୍ରୀ କାର୍ଯ୍ୟବ୍ୟସ୍ତତା ଯୋଗୁ ରାଷ୍ଟ୍ରପତିଙ୍କ ଦ୍ୱାରା ଆହୂତ ଭୋଜିରେ ଯୋଗଦେଇ ନ ଥିବା କୁହାଯାଉଛି। ଆଉ କିଛିମାସ ପରେ ସାଧାରଣ…
ହରିକେନ ଲି ଆମେରିକାର ଲିଓ୍ବାର୍ଡ ଦ୍ୱୀପ ମୁହାଁ…
ଓ୍ବାଶିଂଟନ,୯।୯ : ହରିକେନ ଲି ଚତୁର୍ଥ ବିପଜ୍ଜନକ ମାନ୍ୟତା ହାସଲ କରି ଆମେରିକାର ଲିଓ୍ବାର୍ଡ ଦ୍ୱୀପ ମୁହାଁ ହୋଇଛି। ଆଟଲାଣ୍ଟିକ ମହାସାଗରର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଏହା ୫୦୦ ମାଇଲ ଦୂରରେ ରହିଛି। ଏହାଯୋଗୁ ଘଣ୍ଟାପ୍ରତି ୧୫୦ ମାଇଲ ବେଗରେ ପବନ ବହିବାର…
ଅତିଥିଙ୍କୁ ସତ୍ୟ ଲୁଚାଇବାର ଆବଶ୍ୟକତା ନାହିଁ: ରାହୁଲ…
ନୂଆଦିଲ୍ଲୀ,୯।୯ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜି-୨୦ ଶିଖର ସମ୍ମିଳନୀରେ ବିଦେଶରୁ ଭାରତ ଆଦିଥିବା ଅତିଥିଙ୍କୁ ସରକାର ସତ୍ୟ ଲୁଚାଇଥିବା ଅଭିଯୋଗ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏନେଇ ପୋଷ୍ଟ ମଧ୍ୟ କରିଛନ୍ତି। ସୂଚନାଯୋଗ୍ୟ ରାହୁଲ ଗାନ୍ଧୀ ଏହି…
ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବ ଟ୍ରମା କେୟାର
ଭୁବନେଶ୍ୱର,୯ା୯(ଅଭିଜିତ ଦାସ): କ୍ୟାପିଟାଲ ହସ୍ପିଟାଲରେ ଟ୍ରମା କେୟାର ସେଣ୍ଚର ଆଣ୍ଡ୍ ସର୍ଜରୀ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ପୂର୍ତ୍ତ ବିଭାଗ ପକ୍ଷରୁ ଟ୍ରମା କେୟାର ସେଣ୍ଟର ଆଣ୍ଡ୍ ସର୍ଜରୀ ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ସାରିବାକୁ…
ଜିତେନ୍ଦ୍ର ରଣସିଂହ ନୟାଗଡ଼ ଜିଲା ବିଜେଡି କମିଟି ସମ୍ପାଦକ
ଭୁବନେଶ୍ୱର,୯ା୯(ଅନିଲ ଦାସ): ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ ଜିଲାରେ ବିଜେଡି କର୍ମକର୍ତ୍ତା ନିଯୁକ୍ତି କରିଛନ୍ତି। ଜିତେନ୍ଦ୍ର କୁମାର ରଣସିଂହଙ୍କୁ ବିଜେଡି ଜିଲା କମିଟି ସମ୍ପାଦକ ଭାବେ ନିଯୁକ୍ତି କରାଯାଇଥିବା ବେଳେ ଭାପୁର ବ୍ଲକ ବିଜେଡି…
ଆଖିରେ ଲୁହ ମନରେ କୋହ: ମୋରୋକୋ ମୃତ୍ୟୁ ସଂଖ୍ୟା ଟପିଲା ୧୦୦୦, ଆହତଙ୍କ ସଂଖ୍ୟା ୧୨ ୦୦ ଉପରେ…
ରାବାତ,୯।୯ : ଶୁକ୍ରବାର ବିଳମ୍ବିତ ରାତିରେ ମୋରୋକୋରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର ତୀବ୍ରତା ରିଚ୍ଟର ସ୍କେଲରେ ୬.୮ଥିଲା। ମୋରୋକୋର ଆଭ୍ୟନ୍ତରୀଣ ମନ୍ତ୍ରୀ କହିଛନ୍ତି ଏହି ଭୂକମ୍ପରେ ମୃତ୍ୟୁସଂଖ୍ୟା ୧୦୦୦ ଟପିଛି। ସେହିପରି ଆହତଙ୍କ ସଂଖ୍ୟା ୧୨୦୦ ଟପିଛି।…
Archives


