Home

ମନ୍ଦିରରେ ପହଞ୍ଚିଲେ ସିଂହ ପଲ, ଅଡୁଆରେ ପଡିଲେ ପୁରୋହିତ , ଭିଡିଓ ଭାଇରାଲ…

ଅହମଦାବାଦ,୧୩।୧୧ : ଗୁଜରାଟର ଗିରର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ ସିଂହମାନଙ୍କର ଏକ ପଲ ଗିର ଗାଁରେ ଅବସ୍ଥିତ ଏକ ମନ୍ଦିର ପରିସରରେ ପହଞ୍ଚିଥିଲେ। ଏହା ସକାଳ ସମୟ ଥିଲା । ପୁରୋହିତ…

କାଲି ଲଘୁଚାପ, ୧୫ରୁ ବର୍ଷିବ

ଭୁବନେଶ୍ୱର,୧୩ା୧୧: ଆସନ୍ତାକାଲି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ୧୫ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ‘ଏକ୍ସ’ ଯୋଗେ ସୂଚନା ଦିଆଯାଇଛି।…

ଲାଇଟ ଟାଓ୍ବାରରେ ଚଢିଥିବା ଯୁବତୀଙ୍କୁ ତଳକୁ ଓହ୍ଲାଇବାକୁ ଅନୁରୋଧ କଲେ ମୋଦି, ଭିଡିଓ ଭାଇରାଲ

ସିକନ୍ଦରାବାଦ,୧୩।୧୧: ଦେଶର ୫ଟି ରାଜ୍ୟରେ ଏବେ ନିର୍ବାଚନ ଋତୁ ଚାଲିଛି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ଲଗାତାର ଭାବେ ନିର୍ବାଚନ ସଭାକୁ ସମ୍ବୋଧିତ କରୁଛନ୍ତି। ଏଥିରେ ସେ ଭାରତୀୟ ଜନତା ପାର୍ଟି(ଭାଜପା) ପାଇଁ ଭୋଟ ମାଗୁଛନ୍ତି। ଏହି କ୍ରମରେ ଶନିବାର ମୋଦି ତେଲଙ୍ଗାନାର…

ଦୀର୍ଘ ୭ ବର୍ଷ ପରେ ରୋହିତଙ୍କ ଏମିତି ଖେଳ ଦେଖି ନାଚି ଉଠିଲେ ପତ୍ନୀ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୩।୧୧: ଚଳିତ ବର୍ଷ ବିଶ୍ୱକପ ଟୁର୍ନାମେଣ୍ଟରେ ନେଦରଲ୍ୟାଣ୍ଡ ବିପକ୍ଷରେ ୪୮ ଓଭରରେ ବୋଲିଂ କରିବାକୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆସିଥିଲେ। ସେତେବେଳକୁ ଡଚ ଦଳର ପରାଜୟ ନିଶ୍ଚିତ ହୋଇଥିଲା। ରୋହିତ ଶର୍ମାଙ୍କ ପ୍ରଥମ ୩ବଲରେ ନେଦରଲ୍ୟାଣ୍ଡ ବ୍ୟାଟ୍ସମ୍ୟାନମାନେ ୧-୧ ରନ…

ସାବଧାନ! ଏହା ଦୁନିଆର ସବୁଠୁ ବିଷାକ୍ତ ସ୍ପାଇଡର, କାମୁଡ଼ିଲେ ଚାଲିଯିବ ଜୀବନ

ବ୍ରାଜିଲର ଓ୍ବାଇଣ୍ଡିଂ ସ୍ପାଇଡର୍‌ ଯାହା ଦୁନିଆର ସବୁଠାରୁ ବିଷାକ୍ତ। ଯାହା କାମୁଡ଼ିଲେ ବହୁତ ଯନ୍ତ୍ରଣା ହୋଇଥାଏ। ଏପରିକି ଏହି ସ୍ପାଇଡର କାମୁଡ଼ିବା ଦ୍ୱାରା ଲୋକଙ୍କ ଜୀବନ ମଧ୍ୟ ଚାଲିଯାଇଥାଏ। ତେଣୁ ଏହାକୁ ଦେଖିବା ମାତ୍ରେ ଏଥିରୁ ଦୂରେଇ ରହିବା ଉଚିତ। ଏହାର…

ଭୋଟ ପୂର୍ବରୁ ତେଲଙ୍ଗାନା ରଚିଲା ଇତିହାସ, ରାଜ୍ୟରେ ପୁରୁଷଙ୍କୁ ଟପିଲେ ମହିଳା ଭୋଟର…

ହାଇଦ୍ରାବାଦ,୧୩।୧୧ : ତେଲଙ୍ଗାନା ବିଧାନସଭା ନିବ;ାଚନ ପୂର୍ବରୁ ବଡ ଖବର ଆସିଛି। ରାଜ୍ୟରେ ଇତିହାସ ସୃଷ୍ଟି ହୋଇଛି। ତେଲଙ୍ଗାନା ଗଠନ ପରେ ପ୍ରଥମ ଥର ପାଇଁ ମହିଳା ଭୋଟର ପୁରୁଷ ଭୋଟରଙ୍କ ତୁଳନାରେ ଅଧିକ ଅଛନ୍ତି। ବିଧାନସଭା ନିର୍ବାଚନ ପାଇଁ ଭୋଟ…

ଜୀବିତ ପୁଅ ମୃତ କହି ୯୦ ଲକ୍ଷ ଠକିନେଲେ ପିତା, ଘର ଲୋକେ କଲେ ପର୍ଦ୍ଦାଫାଶ…

ଲକ୍ଷ୍ନୌ,୧୩।୧୧ : ଅହମଦାବାଦ ପୋଲିସ ଦ୍ୱାରା ଧରାଯାଇଥିବା ଦନକୌରର ପାର୍ସଲ ଗାଁର ବାସିନ୍ଦା ଅନୀଲ ମଲିକଙ୍କ ମୃତ୍ୟୁ ନାଟକ ତାଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ପର୍ଦ୍ଦାଫାଶ ହୋଇଛି। ପ୍ରାୟ ଏକ ବର୍ଷ ଧରି ଅନୀଲଙ୍କ ପିତା ବିଜୟପାଲ ଏବଂ ଅନ୍ୟ ଭାଇମାନଙ୍କ…

ଦୀପାବଳିରେ ଦିଲ୍ଲୀର ବାୟୁ ସବୁଠୁ ଭଲ ଥିଲା

ନୂଆଦିଲ୍ଲୀ,୧୩ା୧୧: ଦିଲ୍ଲୀରେ ଯେଉଁଭଳି ଭାବରେ ବାୟୁ ପ୍ରଦୂଷଣ ହେଉଛି ତାହା ପରିବେଶବିତ୍‌ଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ସବୁବର୍ଷ ଦୀପାବଳି ପରଦିନ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସର୍ବାଧିକ ରେକର୍ଡ କରାଯାଇଥାଏ। ମାତ୍ର ଚଳିତ ବର୍ଷ ପ୍ରଦୂଷଣର ମାତ୍ରା କମ୍‌ ରହିଛି। ଯାହାକି…

ସର୍କସରୁ ଖସି ରାସ୍ତାରେ ବୁଲିଲା ସିଂହ, ଘରେ ଲୁଚିଲେ ଲୋକେ, ଭିଡିଓ ଭାଇରାଲ…

ରୋମ,୧୩।୧୧ : ସିଂହ ସର୍କସରୁ ଖସିଯିବା ପରେ ଇଟାଲୀର ଲାଡିସପୋଲି ସହରରେ ଆତଙ୍କ ଖେଳିଯାଇଥିଲା। ସିଂହ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଲୋକେ ଆତଙ୍କିତ ହୋଇ ଜୀବନ ବିକଳରେ ନିଜ ଘରେ ଲୁଚିବାକୁ ବାଧ୍ୟ ହୋଇଥିଲେ। ବହୁ ପରିଶ୍ରମ ପରେ ସିଂହକୁ…

କେନାଲ ଭିତରକୁ ଖସିପଡ଼ିଲା ଅଟୋ, ଯୁବକଙ୍କ ଜୀବନ ଗଲା

ଫିରିଙ୍ଗିଆ,୧୩ା୧୧(ବିକ୍ରମ ଦିଗାଲ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ତେଲିମୁଣ୍ଡ ଶଙ୍ଖ ପାଖରେ ଏକ ଅଟୋ ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଖସିପଡ଼ିଛି। ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ରତଙ୍ଗ ପଞ୍ଚାୟତ ଡେଲରପଡ଼ା…

ସିଂହକୁ ଗେଲ କରୁଥିଲେ ବ୍ୟକ୍ତି, ସିଂହ ଯାହା କଲା ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଜଙ୍ଗଲର ରାଜା ଅର୍ଥାତ୍‌ ସିଂହ ହେଉଛି ସବୁଠାରୁ ଭୟଭୀତ ପ୍ରାଣୀ। ଯାହାକୁ ପ୍ରତ୍ୟେକ ଜୀବ ଭୟ କରନ୍ତି। କେହି ବି ସିଂହ ଆଗରେ ଠିଆ ହେବାକୁ ସାହସ କରିପାରିବେ ନାହିଁ। ମାତ୍ର ସୋସିଆଲ ମିଡିଆରେ ଆଜିକାଲି ଏମିତି ଏକ ଭିଡିଓ ଭାଇରାଲ…

ଆଣବିକ ଅସ୍ତ୍ରଶସ୍ତ୍ରର ରେଞ୍ଜ ବୃଦ୍ଧି କରୁଛି ଭାରତ, ଚାଇନାକୁ ମିଳିବ କଡ଼ା ଜବାବ…

ନୂଆଦିଲ୍ଲୀ,୧୩।୧୧ : ଆଣବିକ ଅସ୍ତ୍ର ଯେକୌଣସି ଦେଶର ଶକ୍ତି କ୍ଷେତ୍ରରେ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ଅଟେ । ବର୍ତ୍ତମାନ ଭାରତ ସମେତ ବିଶ୍ୱର ୯ ଟି ଦେଶ ପାଖରେ ଆଣବିକ ଅସ୍ତ୍ର ରହିଛି। ଗତ ବର୍ଷ, ୨୦୨୨ ସୁଦ୍ଧା, ଭାରତ ପାଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?