ଶୃଙ୍ଖଳିତ, ସୌନ୍ଦର୍ଯ୍ୟକରଣ ହେବ ଆନନ୍ଦ ବଜାର
ପୁରୀ, ୧୪ା୯(ଅଜିତ ମହାନ୍ତି)ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୁଧବାର ଶୃଙ୍ଖଳା କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଆନନ୍ଦବଜାର ଶୃଙ୍ଖଳା ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି। ତେବେ ବୈଠକରେ ଭକ୍ତଙ୍କ ପାଇଁ…
ଆମେରିକା-ତାଲିବାନ ସମ୍ପର୍କ ସୁଧାର ଉପରେ ଗୁରୁତ୍ୱାରୋପ, ମହିଳାଙ୍କ ସୁରକ୍ଷାକୁ ପ୍ରାଧାନ୍ୟ…
ଓ୍ବାଶିଂଟନ/କାବୁଲ,୧୪।୯ : ବର୍ତ୍ତମାନ ଆଫଗାନିସ୍ତାନରେ ତାଲିବାନ ଶାସନ ଚାଲିଛି। ଆମେରିକାର ସ୍ବତନ୍ତ୍ର ଦୂତ ଥୋମାସ ୱେଷ୍ଟ ଏକ ରିପୋର୍ଟ ଉପସ୍ଥାପନ କରି ଅନ୍ତର୍ଜାତୀୟ ସମ୍ପ୍ରଦାୟ ସହ ସମ୍ପର୍କ ଗଢ଼ିବାରେ ବାଧା ସୃଷ୍ଟି କରୁଥିବା ଗୁରୁତର ଆହ୍ବାନକୁ ଦର୍ଶାଇଛନ୍ତି। ସ୍ବତନ୍ତ୍ର ଦୂତଙ୍କ ରିପୋର୍ଟ…
ନିଶାଦ୍ରବ୍ୟ ଚାଲାଣ ରୋକିବାକୁ ବସ୍ରେ ହେବ ଯାଞ୍ଚ
ଭୁବନେଶ୍ୱର,୧୪।୯(ସୂର୍ଯ୍ୟକାନ୍ତ ବେହେରା)ରାଜ୍ୟରେ ଦିନକୁ ଦିନ ନିଶାଦ୍ରବ୍ୟ ଚୋରା ଚାଲାଣ ବଢିବାରେ ଲାଗିଛି। ଅପରାଧୀମାନେ ପୋଲିସକୁ ଚ୍ୟାଲେଞ୍ଜ କରି ବିଭିନ୍ନ ଗଳାବାଟ ଦେଇ ଗୋଟିଏ ସ୍ଥାନରୁ ଅନ୍ୟଏକ ସ୍ଥାନକୁ ଗଞ୍ଜେଇ, ବ୍ରାଉନସୁଗାର, କଫ ସିରଫ ଆଦି ଚାଲାଣ କରୁଛନ୍ତି। କେତେଜଣ ନିଶା ବେପାରୀ…
ଭାରତ ଆମେରିକା ପାରସ୍ପରିକ ସହଯୋଗ ହୋଇଛି ଗତିଶୀଳ: ଆଣ୍ଟୋନି ବ୍ଲିଙ୍କେନ…
ଓ୍ବାଶିଂଟନ,୧୪।୯ : ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଜନ ହପକିନ୍ସ ସ୍କୁଲ ଅଫ ଆଡଭାନ୍ସ ଇଣ୍ଟରନ୍ୟାଶନାଲ ଷ୍ଟଡିଜରେ ପହଞ୍ଚିଛନ୍ତି। ଏହି ସମୟରେ ସେ କହିଥିଲେ ଆମ ସମୟର କଠିନ ଆହ୍ବାନର ମୁକାବିଲା ପାଇଁ ଆମେ ଏକ ନୂତନ ମିଳିତ ମଞ୍ଚ…
୩ ଦିବ୍ୟାଙ୍ଗଙ୍କ ଓଠରେ ଫୁଟିଲା ହସ
ଖୋର୍ଦ୍ଧା,୧୪ା୯(ପ୍ରଭାତ ପାଣିଗ୍ରାହୀ)ମାନବିକତା ଦେଖାଇଛନ୍ତି ଖୋର୍ଦ୍ଧା ଉପଜିଲାପାଳ ଦିପ୍ତୀରଞ୍ଜନ ସେଠୀ। ସେ ୩ ଦିବ୍ୟାଙ୍ଗଙ୍କୁ ସହଯୋଗ ଯୋଗାଇଦେଇଛନ୍ତି। ଫଳରେ ସେମାନଙ୍କ ମୁହଁରେ ହସ ଫୁଟିଛି। ପେଟ ପୋଷିବା ପାଇଁ ରାସ୍ତାରେ ଗଡ଼ିି ଭିକ୍ଷା ମାଗୁଥିଲେ ଏହି ୩ ଦିବ୍ୟାଙ୍ଗ। ଜଣେ ଦୁଇଗୋଡ଼ ଏବଂ…
ଏଥର କୈଳାସ ପର୍ବତ, ହାଓଡା ଷ୍ଟେଶନ ତୋରଣ
କଟକ,୧୪।୯(ସୁପ୍ରିୟା ପ୍ରିୟଦର୍ଶିନୀ)ଆସନ୍ତା ୧୯ରେ ଗଣେଶ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇଛି କଟକ ସହର। ବିଭିନ୍ନ କ୍ଲବ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଜୋର୍ସୋର୍ରେ ଆଗେଇ ଚାଲିଛି। ସହରରେ ନୂଆପଡାର ଗଣେଶ ପୂଜା ବେଶ୍ ପ୍ରସିଦ୍ଧ। ଏଠାକାର ତୋରଣ ଦେଖିବାକୁ ଲୋକଙ୍କ ଭିଡ ଜମିଥାଏ।…
ୟୁକ୍ରେନ ଆକ୍ରମଣରେ ୨ ରୁଷିଆ ଯୁଦ୍ଧପୋତ କ୍ଷତିଗ୍ରସ୍ତ…
କିଭ୍/ମସ୍କୋ,୧୪।୯ : ବୁଧବାର, ୟୁକ୍ରେନ ରୁଷିଆର କ୍ରାଇମବ୍ରାଞ୍ଚର ଏକ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଜାହାଜ ଘର ଉପରେ ଆକ୍ରମଣ କରିଛି। ଏଥିରେ ୨୪ ଜଣ ଆହତ ହୋଇଛନ୍ତି। ମରାମତି ପାଇଁ ଅଣାଯାଇଥିବା ଦୁଇଟି ଜାହାଜ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସେଭାଷ୍ଟୋପୋଲ ଜାହାଜ କାରଖାନା…
କିମ୍-ପୁଟିନ ଭେଟ ନେଇ ଚିନ୍ତାରେ ଆମେରିକା…
ଓ୍ବାଶିଂଟନ,୧୪।୯: ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନ ଏବଂ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକୁ ନେଇ ଆମେରିକା ନିନ୍ଦା କରିଛି। ଚିନ୍ତାଗ୍ରସ୍ତ ଆମେରିକା ଉଭୟ ଦେଶକୁ ଚେତାବନୀ ଦେଇଛି। ଆମେରିକା ବୈଦେଶିକ ବିଭାଗ କହିଛି ଯଦି…
ଲଗାଣ ବର୍ଷା: କୋରାପୁଟ ଜିଲାରେ ଭାଙ୍ଗିଛି ୩୦ ଘର
ନନ୍ଦପୁର/କୋରାପୁଟ,୧୪ା୯(ଶଙ୍କର ପୂଜାରୀ/ଅମିତାଭ ବେହେରା)କୋରାପୁଟ ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ୨ଦିନ ଧରି ଲଗାଣ ବର୍ଷାରେ କୋରାପୁଟ ଜିଲାର ବିଭିନ୍ନ ବ୍ଲକରେ ୩୦ ଘର ଭାଙ୍ଗିଛି। ସେଥିରୁ କୋରାପୁଟ ବ୍ଲକରେ ୩ଟି, ନନ୍ଦପୁର ବ୍ଲକରେ ୮ଟି, ପଟ୍ଟାଙ୍ଗି ବ୍ଲକରେ ୨ଟି, ସେମିଳିଗୁଡା…
ଜିଲାରେ ଖାଲି ପଡ଼ିଛି ୧୫୦ ଡାକ୍ତର ପଦବୀ
ରାୟଗଡ଼ା,୧୪।୯ (ଆଶିଷ ରଞ୍ଜନ ପଣ୍ଡା)ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ ଚିକିତ୍ସା ସେବାକୁ ଉନ୍ନତମାନର ଓ ତ୍ୱରାନ୍ବିତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ହେଲେ ବାସ୍ତବ ଚିତ୍ର କିଛି ଭିନ୍ନ ଦେଖିବାକୁ ମିଳିଛ। ଜିଲାରେ ୧୫୦ ଡାକ୍ତର…
ଅଲ୍ ଓଡ଼ିଶା ସ୍ନୁକର ଆରମ୍ଭ
ଭୁବନେଶ୍ୱର,୧୪ା୯(ସରୋଜ ଜେନା): ଆଶିଷ ପଣ୍ଡା ମେମୋରିଆଲ ଅଲ ଓଡ଼ିଶା ସ୍ନୁକରର ଦ୍ୱିତୀୟ ସଂସ୍କରଣ ବୁଧବାର ଆରମ୍ଭ ହୋଇଛି। ଭୁବନେଶ୍ୱର ସ୍ଥିତ ଭିଣ୍ଟେଜ୍ କ୍ଲବରେ ପ୍ରଥମ ଦିନରେ ୯ ମ୍ୟାଚ୍ ଖେଳା ଯାଇଛି। ପ୍ଲେୟର ଅଫ୍ ଦ ଡେ ବିବେଚିତ ହୋଇଥିବା ଜଗଦୀଶ…
ବେଙ୍ଗଲ-ଉତ୍ତର ପ୍ରଦେଶ ଫାଇନାଲ
ଭୁବନେଶ୍ୱର, ୧୪।୯(ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଫୁଟ୍ବଲ ଆସୋସିଏଶନ ଅଫ୍ ଓଡ଼ିଶା(ଫାଓ) ଆନୁକୂଲ୍ୟରେ ଚାଲିଥିବା ବି.ସି. ରୟ ଟ୍ରଫି ଜାତୀୟ ଜୁନିୟର ଫୁଟ୍ବଲ ଟୁର୍ନାମେଣ୍ଟର ୨ଟି ସେମିଫାଇନାଲ ବୁଧବାର ଅନୁଷ୍ଠିତ ହୋଇଛି। ଏଥିରେ ବେଙ୍ଗଲ ଓ ଉତ୍ତର…
Archives


