Home

ସଚିନଙ୍କ ରେକର୍ଡ ଭାଙ୍ଗି ଠିଆକଲେ ରନ୍‌ର ପାହାଡ଼, ଏମିତି ଥିଲା କିଙ୍ଗ କୋହଲିଙ୍କ ଓ୍ବାର୍ଲଡ କପ ଯାତ୍ରା

ଅହମଦାବାଦ,୧୯।୧୧: ଆଇସିସି ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହା ପରେ ବ୍ୟାଟିଂ ଦୁର୍ବଳ ଦେଖାଯାଉଥିଲା…

ନେପାଳର ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ପ୍ରବଳ ଥଣ୍ଡା, ୫ ମୃତ

କାଠମାଣ୍ଡୁ,୧୯।୧୧: ନେପାଳର ଭୂକମ୍ପ ପ୍ରଭାବିତ ଜାଜରକୋଟ ଜିଲାରେ ପ୍ରବଳ ଥଣ୍ଡା ହେତୁ ଅସ୍ଥାୟୀ ତମ୍ବୁରେ ରହୁଥିବା ଦୁଇ ମହିଳାଙ୍କ ସମେତ ୫ଜଣ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ରବିବାର ପୋଲିସ କହିଛି ଯେ ୩ଜଣ ବୃଦ୍ଧଙ୍କ ମଧ୍ୟରେ ଜଣେ ପୁରୁଷ ଏବଂ ଦୁଇଜଣ…

ମୋଦିଙ୍କ ଭାଷଣରେ କ୍ରିକେଟର ତଡକା: କହିଲେ କଂଗ୍ରେସ ନେତା ଜଣେ ଜଣଙ୍କୁ ରନଆଉଟ କରୁଛନ୍ତି

ଜୟପୁର,୧୯।୧୧: କ୍ରିକେଟ ବିଶ୍ୱକପ ଫାଇନାଲ ମ୍ୟାଚ ଦିନ ରାଜସ୍ଥାନରେ ପ୍ରଚାର କରିବାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ଭାଷଣରେ କ୍ରିକେଟ ରଙ୍ଗ ମଧ୍ୟ ଦୃଶ୍ୟମାନ ହୋଇଥିଲା। ମୋଦି ରାଜସ୍ଥାନର ଚୁରୁ ଏବଂ ଞ୍ଜୁଞ୍ଜୁନୁ ଜିଲାରେ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ।…

ସନ୍ଦିଗ୍ଧ ଡ୍ରୋନ ଦେଖିବା ପରେ ବନ୍ଦ ହେଲା ଇମ୍ଫାଲ ବିମାନ ବନ୍ଦର

ଇମ୍ଫାଲ,୧୯।୧୧: ମଣିପୁରର ରାଜଧାନୀ ଇମ୍ଫାଲର ବୀର ଟିକେନ୍ଦ୍ରଜିତ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ବନ୍ଦ କରାଯାଇଛି। ଅଜ୍ଞାତ ମାନବ ବିହୀନ ବିମାନ ଯାନ କିମ୍ବା ଡ୍ରୋନ ବାୟୁମଣ୍ଡଳରେ ନଜର ଆସିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନାନୁସାରେ, ଇମ୍ଫାଲକୁ ଆସୁଥିବା ଓ…

ଏବେ ଭାରତ ଯାହା କହୁଛି, ତାହା ବିଶ୍ୱ ଧ୍ୟାନର ସହ ଶୁଣୁଛି: ରାଜନାଥ ସିଂ

ଜୟପୁର.୧୯।୧୧: କେବଳ ସରକାର ଗଠନ ପାଇଁ ନୁହେଁ ବରଂ ସମାଜ ତଥା ଦେଶ ଗଠନ ପାଇଁ ନିର୍ବାଚନ ଲଢେଇ ହେଉଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର କହିଛନ୍ତି। ଶାହାପୁରାରେ ଏକ ନିର୍ବାଚନ ରାଲିରେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

୧୬ ଜଣଙ୍କୁ ଅସଦାଚରଣ ଅଭିଯୋଗରେ ବ୍ୟକ୍ତିଙ୍କୁ ୭୦୭ ବର୍ଷ ଜେଲ ଦଣ୍ଡାଦେଶ

ଓ୍ବାଶିଂଟନ,୧୯।୧୧: ଆମେରିକାର ଜଣେ ବ୍ୟକ୍ତିଙ୍କୁ ଶୁକ୍ରବାର ୭୦୭ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ସେ ୧୬ଜଣ ବାଳକଙ୍କୁ ଅସଦାଚରଣ କରିଥିବା ଏବଂ ଅନ୍ୟ ଜଣଙ୍କୁ ଅଶ୍ଳୀଳତା ଦେଖାଇଥିବା ଅଭିଯୋଗ ହୋଇଥିଲା। ଏକ ଖଣ୍ଡପୀଠ ତାଙ୍କୁ ୩୪ ଅପରାଧରେ ଦୋଷୀ ସାବ୍ୟସ୍ତ…

ପୁଣି ହୃଦୟ ଜିତିଲେ ଶାହରୁଖ

ଅହମ୍ମଦାବାଦ୍‌,୧୯।୧୧: ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ ଦେଖିବାକୁ ଆଜି ବଲିଉଡର ଅନେକ ତାରକା ଅହମ୍ମଦାବାଦରେ ପହଞ୍ଚିଛନ୍ତି। ଦୀପିକା ପାଦୁକୋନ ତାଙ୍କ ଭଉଣୀ ଅନିଶା ଏବଂ ପିତା ପ୍ରକାଶ ପାଦୁକୋନ ରଣବୀର ସିଂଙ୍କ ସହ ମ୍ୟାଚ ଦେଖିବା ପାଇଁ ଅହମ୍ମଦାବାଦର ନରେନ୍ଦ୍ର ମୋଦି…

ବିଶ୍ୱକପ୍‌ ମ୍ୟାଚ୍‌ ଉପରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଏହି ଅଭିନେତ୍ରୀ

ମୁମ୍ବାଇ: ଆଇସିସି ବିଶ୍ୱକପ୍‌ ୨୦୨୩ରେ ଫାଇନାଲରେ ଦେଶ ତଥା ବିଶ୍ୱରେ କ୍ରିକେଟ ପ୍ରଶଂସକଙ୍କ ନଜର ରହିଛି। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଟିମ୍‌ ଇଣ୍ଡିଆ ଜିତୁ ବୋଲି ଲକ୍ଷ ଲକ୍ଷ ଲୋକ ଆଶା କରୁଛନ୍ତି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ ସ୍ବତନ୍ତ୍ର…

ଓ୍ବାର୍ଲଡ କପ ଫାଇନାଲ ଦେଖିବାକୁ କପିଲ ଦେବଙ୍କୁ ମିଳିନାହିଁ ନିମନ୍ତ୍ରଣ

ଅହମଦାବାଦ,୧୯।୧୧: ବିଶ୍ୱକପର ଅନ୍ତିମ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଟସ ହରାଇବା ପରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିଛି। ଏଥି ସହିତ ସୋସିଆଲ ମିଡିଆରେ ଏକ…

ସାଇବେରିଆରେ ପ୍ରବଳ ଝଡ଼ତୋଫାନ: ୨ ମୃତ, ଜରୁରିକାଳୀନ ପରିସ୍ଥିତି ଘୋଷଣା

ମସ୍କୋ,୧୯ା୧୧: ରୁଷିଆର ସାଇବେରିଆରେ ରବିବାର ପ୍ରବଳ ଝଡ଼ତୋଫାନ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ଝଡ଼ରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସହରରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଆଜି ସାଇବେରିଆର ଅନେକ ଅଞ୍ଚଳରେ ସେକେଣ୍ଡରେ ୩୮ ମିଟର ବେଗରେ ପବନ…

ଫାଇନାଲ୍‌ରେ ଚାଲିଲାନି ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଯାଦୁ: ଅଷ୍ଟ୍ରେଲିଆକୁ ୨୪୧ ରନ୍‌ର ଟାର୍ଗେଟ୍‌

ଅହମ୍ମଦାବାଦ୍‌,୧୯।୧୧: ଦିନିକିଆ ବିଶ୍ୱକପ୍‌ ଫାଇନାଲ୍‌ରେ ଅଷ୍ଟ୍ରେଲିଆକୁ ୨୪୧ ରନ୍‌ର ଟାର୍ଗେଟ୍‌ ଦେଇଛି ଭାରତ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୨୪୦ ରନ୍‌ରେ ଅଲଆଉଟ୍‌ ହୋଇଛି। ଭାରତ ପକ୍ଷରୁ କେଏଲ୍‌ ରାହୁଲ ସର୍ବାଧିକ ୬୬ ରନ୍‌ କରିଥିଲେ।…

ଡୁପ୍ଲିକେଟ୍‌ କୋହଲିଙ୍କୁ ଦେଖିବାକୁ ପାଇଁ ପ୍ରବଳ ଭିଡ଼: ଦେଖିଲେ ଆଖି ଖାଇଯିବ ଧୋକା

ଅହମ୍ମଦାବାଦ୍‌,୧୯।୧୧: ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ର ଫାଇନାଲ୍‌ ମ୍ୟାଚ ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଏହାପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ବିରାଟ କୋହଲି ନିଜର ୫୦ତମ ଶତକ ହାସଲ କରି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଥିଲେ। ବର୍ତ୍ତମାନ ସମଗ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?