ତଥ୍ୟ ସଂଗ୍ରହ କଲା ଆଦିତ୍ୟ-ଏଲ୍୧
ବେଙ୍ଗାଲୁରୁ,୧୯ା୯: ଭାରତର ପ୍ରଥମ ସୌର ଅଭିଯାନରେ ଯାଇଥିବା ମହାକାଶ ଯାନ ଆଦିତ୍ୟ-ଏଲ୍୧ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଦେଇଛି। ଏହା ପୃଥିବୀ ଚତୁଃପାର୍ଶ୍ୱରେ ଥିବା କଣିକାଗୁଡ଼ିକର ଗୁଣ ସମ୍ପର୍କରେ ଅନୁଶୀଳନ କରିବାରେ ବୈଜ୍ଞାନିକମାନଙ୍କୁ ସହାୟକ ହେବ ବୋଲି ଇସ୍ରୋ କହିଛି। ଆଦିତ୍ୟ-ଏଲ୍୧ରେ ଲାଗିଥିବା…
ବାଘଙ୍କ ଗତିବିଧି ଉପରେ ନଜର ରଖିବ ଏଆଇ କ୍ୟାମେରା
ନାଗପୁର,୧୯।୯: ବାଘର ଗତିବଧି ସମ୍ପର୍କରେ ତ୍ୱରିତ ସୂଚନା ଦେବା ଲାଗି ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ୟାମେରା ବିକଶିତ ହୋଇଛି। ଏହି ଟେକ୍ନୋଲଜିକୁ ଟ୍ରାଏଲ୍ଗାର୍ଡ ଏଆଇ କମ୍ପାନୀ ପକ୍ଷରୁ ବିକଶିତ କରାଯାଇଛି। ଏହି ଏଆଇ କ୍ୟାମେରା ବାଘଙ୍କୁ ଖୋଜି ବାହାର କରିବା…
ତାଇଓ୍ବାନ୍କୁ ୧୦୩ ଯୁଦ୍ଧ ବିମାନ ପଠାଇଲା ଚାଇନା
ତାଇପେଇ,୧୯ା୯: ଚାଇନା ସୈନ୍ୟବାହିନୀ ୨୪ ଘଣ୍ଟା ମଧ୍ୟରେ ତାଇଓ୍ବାନ୍କୁ ୧୦୩ ଯୁଦ୍ଧବିମାନ ପଠାଇ ଭୟର ବାତାବରଣ ସୃଷ୍ଟି କରିଥିବା ତାଇପେଇ ପକ୍ଷରୁ କୁହାଯାଇଛି। ରବିବାର ସକାଳ ୬ରୁ ସୋମବାର ସକାଳ ୬ ମଧ୍ୟରେ ଏହି ବିମାନଗୁଡ଼ିକୁ ଦେଖିବାକୁ ମିଳିଥିଲା ବୋଲି ତାଇଓ୍ବାନ…
୨୦୨୪ ପରେ ଦେଶରେ ହୋଇ ନ ପାରେ କୌଣସି ନିର୍ବାଚନ: ମନୋଜ ଝା
ନୂଆଦିଲ୍ଲୀ,୧୯।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ମଧ୍ୟରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏମ୍ପି ମନୋଜ ଝା ଏକ ବଡ଼ ଦାବି କରିଛନ୍ତି। ୨୦୨୪ ପରେ ଦେଶରେ କୌଣସି ନିର୍ବାଚନ ହେବ ନାହିଁ ବୋଲି ମନୋଜ ସମ୍ଭାବନା ପ୍ରକାଶ କରିଛନ୍ତି। ସେ କହିଛନ୍ତି…
ପ୍ରିୟଙ୍କା-ମାୟାବତୀଙ୍କ ମଧ୍ୟରେ ସାକ୍ଷାତ: ବଢୁଛି ଚର୍ଚ୍ଚା
ନୂଆଦିଲ୍ଲୀ,୧୯।୯: ବିରୋଧୀ ମିଳିତ ମେଣ୍ଟ ‘ଇଣ୍ଡିଆ’ରେ ବିଏସପିକୁ ଆଣିବା ପାଇଁ ଆଭ୍ୟନ୍ତରୀଣ ପ୍ରୟାସ କରାଯାଉଛି। ଏଥିରେ କଂଗ୍ରେସ ସୁତ୍ରଧାର ଭୂମିକା ଗ୍ରହଣ କରୁଛି। ଯଦି ସବୁକିଛି ଏହିପରି ଚାଲିଥାଏ ତେବେ ପାଞ୍ଚଟି ରାଜ୍ୟରେ ନିର୍ବାଚନ ପରେ ଏହାର ସରକାରୀ ଘୋଷଣା କରାଯାଇପାରେ।…
ପଞ୍ଚମ ଥର ସଫଳତାର ସହ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ-ଏଲ୍୧
ନୂଆଦିଲ୍ଲୀ,୧୯।୯: ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ- ଏଲ୍୧ ପଞ୍ଚମ ଥର ପାଇଁ କକ୍ଷପଥ ପରିବର୍ତ୍ତନ ପ୍ରକ୍ରିୟାକୁ ସଫଳତାର ସହ ଶେଷ କରିଛି। ଭାରତୀୟ ସ୍ପେସ ଏଜେନ୍ସି ଇସ୍ରୋ ଏହି ସୂଚନା ଦେଇଛି। ଆଦିତ୍ୟ-ଏଲ୍୧ ବର୍ତ୍ତମାନ ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ…
ଭାଜପାକୁ ପୁଣି ଝଟ୍କା
ଭୋପାଳ,୧୯।୯: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ଭାଜପା) ଆଉ ଏକ ଝଟ୍କା ଲାଗିଛି। ଇନ୍ଦୋର ଭାଜପା ନେତା ଦୀନେଶ ମାଲହର ଏବଂ ପ୍ରମୋଦ ଟଣ୍ଡନଙ୍କ ପରେ ପୂର୍ବତନ ଚାଚୌଡା ବିଧାୟକ ମମତା ମୀନା ମଧ୍ୟ ଦଳରୁ ଇସ୍ତଫା…
ଅନୁଷ୍କାଙ୍କୁ ସ୍ନେହରେ ଏହି ନାମରେ ଡାକନ୍ତି କୋହଲି; ଜାଣନ୍ତୁ ଏହି ଯୋଡ଼ିଙ୍କ ଅନେକ ସିକ୍ରେଟ୍…
ନୂଆଦିଲ୍ଲୀ,୧୮।୯: ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ହେଉଛନ୍ତି ବିରାଟ କୋହଲି। ବ୍ୟକ୍ତିଗତ ଜୀବନ ସହ ଖେଳ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବିରାଟ ନିଜର ପ୍ରେମ ସମ୍ପର୍କକୁ ନେଇ ପ୍ରାୟ ଚର୍ଚ୍ଚାରେ ରହିଥାନ୍ତି। ବିବାହ ପରେ ଏହା କିଛିଟା କମିଥିଲେ…
ମିକା-ଆକାଂକ୍ଷାଙ୍କ ବ୍ରେକ୍ଅପ୍, ଗାୟକ କହିଲେ ବିବାହ ନ କରିବାର କାରଣ
ବମ୍ବେ: ନିଜର ଲଭ୍ଲାଇଫ୍କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଆକାଂକ୍ଷା ପୁରୀ। କିଛି ମାସ ତଳେ ସେ ‘ସ୍ବୟମ୍ବର:ମିକା ଦି ବୋଟି’ ଶୋ’ ଜିତି ସମସ୍ତଙ୍କୁ ଚକିତ କରିଥିଲେ। ଶୋ’ ପୂର୍ବରୁ ଉଭୟ ପରସ୍ପରକୁ ଜାଣିଥିଲେ। ପରେ ଦୁହେଁ ପରସ୍ପରକୁ…
ପ୍ରଥମ ମିସ୍ ୟୁନିଭର୍ସ ପାକିସ୍ତାନ ହେଲେ ଏରିକା ରବିନ, ଉପଲବ୍ଧିକୁ ନେଇ ଉତ୍ସବ ବଦଳରେ କରାଯାଉଛି ସମାଲୋଚନା
ଇସଲାମାବାଦ,୧୮।୯: ପାକିସ୍ତାନର କରାଚିରେ ରହୁଥିବା ଏରିକା ରବିନ ‘ମିସ୍ ୟୁନିଭର୍ସ ପାକିସ୍ତାନ ୨୦୨୩’ର ଟାଇଟଲ ଜିତିଛନ୍ତି । ସେ ଏହି ଟାଇଟଲ ଜିତିଥିବା ଦେଶର ପ୍ରଥମ ମହିଳା ହୋଇପାରିଛନ୍ତି। ତେବେ ଏରିକାଙ୍କ ବିଜୟକୁ ନେଇ ଘରେ ଉତ୍ସବ ନୁହେଁ, ବରଂ ଝିଅଙ୍କୁ…
ଇମ୍ରାନ୍ଙ୍କ ଜାମିନ ଆବେଦନ ଉପରେ ଏଫ୍ଆଇଏକୁ ହାଇକୋର୍ଟଙ୍କ ନୋଟିସ, ଜବାବ ଦାଖଲ କରିବାକୁ ଦେଲେ ନିର୍ଦ୍ଦେଶ
ଇସଲାମାବାଦ,୧୮।୯: ଇସଲାମାବାଦ ହାଇକୋର୍ଟ ସୋମବାର ପାକିସ୍ତାନର ଶୀର୍ଷ ଅନୁସନ୍ଧାନକାରୀ ସଂସ୍ଥାକୁ ନୋଟିସ ଜାରି କରି ଗିରଫ ହୋଇ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଜାମିନ ଆବେଦନ ଉପରେ ଜବାବ ମାଗିଛନ୍ତି। ଇମ୍ରାନ୍ ଶନିବାର ତାଙ୍କ ଓକିଲ ସଲମାନ ସଫଦରଙ୍କ…
ମଙ୍ଗଳବାର ଅପରାହ୍ନ ପର୍ଯ୍ୟନ୍ତ ରାଜ୍ୟ ସଭା, ଲୋକ ସଭା ସ୍ଥଗିତ
ନୂଆଦିଲ୍ଲୀ,୧୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ସମୟରେ ରାଜ୍ୟ ସଭାର ପ୍ରକ୍ରିୟା ମଙ୍ଗଳବାର ଅପରାହ୍ନ ୨.୧୫ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ବେଳେ ଲୋକ ସଭା ଅପରାହ୍ନ ୧.୧୫ ଯାଏ ସ୍ଥଗିତ ରଖାଯାଇଛି। ସୂଚନାଯୋଗ୍ୟ, ସୋମବାରଠାରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ଅନ୍ୟପଟେ,…
Archives


