Home

ବିଶ୍ୱସ୍ତରୀୟ ହେବ କପିଳାସ ପୀଠ

ଢେଙ୍କାନାଳ, ୨୧ା୮(ରତନ ନାୟାର):କପିଳାସ କ୍ଷେତ୍ରାଧିପତି ମହାଦେବ ଶ୍ରୀଚନ୍ଦ୍ରଶେଖର ଜୀଉଙ୍କ ପୀଠକୁ ବିଶ୍ୱସ୍ତରୀୟ ଆଧ୍ୟାତ୍ମିକ ସ୍ଥଳୀରେ ପରିଣତ କରାଯିବ। ଏଥିଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରଦ୍ଧାଳୁଙ୍କ ଆବଶ୍ୟକତାକୁ ଅଗ୍ରାଧିକାର ଦେଇ ଆବଶ୍ୟକ ଉନ୍ନତିମୂଳକ କାର୍ଯ୍ୟ କରାଯିବ। ରାଜ୍ୟ ସରକାର, ଜିଲା ପ୍ରଶାସନ ପକ୍ଷରୁ…

ରାମ୍‌କୋ ମାସନ କ୍ଲବ୍‌ର ପୁରସ୍କାର ଉତ୍ସବ

ଭୁବନେଶ୍ୱର,୨୧।୮: ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ରାମ୍‌କୋ ସିମେଣ୍ଟ ଲିମିଟେଡ୍‌ର ସାମାଜିକ ପ୍ରତିଷ୍ଠାନ ରାମ୍‌କୋ ମାସନ କ୍ଲବର ବାର୍ଷିକ ପୁରସ୍କାର ଉତ୍ସବ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କମ୍ପାନୀର ଡିଜିଏମ୍‌…

ଏମ୍‌ଆଇ ଷ୍ଟୋର୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୮: ସାଓମି ଇଣ୍ଡିଆର ଆଉ ଏକ ଏକ୍ସକ୍ଲୁସିଭ ଏମ୍‌ଆଇ ଷ୍ଟୋର ନିକଟରେ ବାଲେଶ୍ୱରଠାରେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷକରି ଚଳିତବର୍ଷର ପାର୍ବଣ କାରବାରକୁ ଆଖି ଆଗରେ ରଖି କମ୍ପାନୀ ବାଲେଶ୍ୱରରେ ଉକ୍ତ ଷ୍ଟୋରର ଆନୁଷ୍ଠାନିକ ଶୁଭାରମ୍ଭ କରିଥିବାବେଳେ ପାର୍ବଣ ପୂର୍ବରୁ ବ୍ରାଣ୍ଡର ରିଟେଲ୍‌…

ବଜାରରେ ଲର୍ଡସ୍‌ ଅଟୋମେଟିଭ୍‌ର ଇଭି ରେଞ୍ଜ

ଭୁବନେଶ୍ୱର,୨୧।୮ (ଅଭୟ ଦାଶ): ଦେଶର ପ୍ରମୁଖ ଇଲେକ୍ଟ୍ରି ଭେହିକିଲ (ଇଭି) ନିର୍ମାତା ତଥା ଲର୍ଡସ୍‌ ମାର୍କ ଇଣ୍ଡଷ୍ଟ୍ରିଜ୍‌ର ସହାୟକ କମ୍ପାନୀ ଲର୍ଡସ୍‌ ଅଟୋମେଟିଭ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଇଭି ରେଞ୍ଜକୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏପରିକି କମ୍ପାନୀ ଏକା ସାଙ୍ଗରେ…

ଆଜିଠୁ ୟୁଜି, ପିଜି ପ୍ରଥମବର୍ଷ ପାଠପଢ଼ା

ଭୁବନେଶ୍ୱର, ୨୧ା୮(ଅସମାପିକା ସାହୁ):୨୦୨୩-୨୪ ଶିକ୍ଷାବର୍ଷ ନିମନ୍ତେ ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର(ପିଜି) ପ୍ରଥମ ବର୍ଷ ପାଠପଢ଼ା ସୋମବାରଠାରୁ ଆରମ୍ଭ ହେବ। ଏପଟେ ଉଭୟ ପାଠ୍ୟକ୍ରମରେ ଏବେ ବି ନାମଲେଖା ଜାରି ରହିଛି। ତୃତୀୟ ରାଉଣ୍ଡ ନାମଲେଖା ପରେ ବି ରାଜ୍ୟରେ ଲକ୍ଷେରୁ ଊର୍ଦ୍ଧ୍ୱ…

ଦଶମ ଶ୍ରେଣୀ ଛାତ୍ରୀଙ୍କ ଫଟୋ ଭାଇରାଲ

ନୟାଗଡ଼,୨୧।୮(ଲୋକନାଥ ମିଶ୍ର):ନୟାଗଡ଼ ସଦର ଥାନା ବାଲୁଗଁା ଅଞ୍ଚଳର ଏକ ହାଇସ୍କୁଲରେ ୫ ଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କ ଫଟୋକୁ ମୁହଁ ଅସଲି ରଖି ଶରୀରକୁ ଉଲଗ୍ନ କରି ଭାଇରାଲ କରାଯାଇଛି। ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଏହା ଘୁରି ବୁଲୁଛି। ମୋବାଇଲ…

କମିଲା ବର୍ଷା, ବଢ଼ିବ ତାତି

ଭୁବନେଶ୍ୱର,୨୧ା୮(ଅନୁରାଧା ମହାରଣା):ରାଜ୍ୟର ବହୁ ଜିଲାରେ ନିଅଣ୍ଟିଆ ବର୍ଷା ଲାଗିରହିଛି। ଚଳିତ ବର୍ଷ ମୌସୁମୀ ଋତୁରେ ଜୁନ୍‌ ୧ରୁ ଅଗଷ୍ଟ ୨୦ ମଧ୍ୟରେ ୭୩୭.୩ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ସ୍ବାଭାବିକ ବର୍ଷା ୮୦୧.୫ ମିମିଠାରୁ ୮.୧୩ ପ୍ରତିଶତ କମ୍‌ ରହିଛି।…

୫-ଟି ସଚିବ ସମସ୍ୟା ବୁଝି ଛାଡ଼ି ଦେଇଥିବାରୁ ଧନ୍ୟବାଦ: ଭାସ୍କର

କଣାସ,୨୧ା୮(ବିଭୂତି ଭୂଷଣ ତ୍ରିପାଠୀ):ପୁରୀ ଜିଲା ସତ୍ୟବାଦୀସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ (ୟୁଜିଏସ୍‌ଏମ୍‌) ଖେଳ ପଡ଼ିଆରେ ଶନିବାର ଅନୁଷ୍ଠିତ ଏକ ସମାବେଶରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ଯୋଗଦେବାକୁ ଯାଉଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ କାଳିମାଡ଼ କରିଥିଲେ। କାଳିମାଡ଼ କରିଥିବା…

ଅନ୍ଧବିଶ୍ୱାସରୁ ଯାଉଛି ଜୀବନ

ଭୁବନେଶ୍ୱର,୨୧ା୮(ସତ୍ୟଜିତ୍‌ ରାଉତ):ପ୍ରାଚୀନ ଯୁଗରେ ଗୁଣିଗାରେଡ଼ି, ଯାଦୁବିଦ୍ୟା, ତନ୍ତ୍ରସାଧନ, ଝଡ଼ାଫୁଙ୍କା ଆଦି ଅନ୍ଧବିଶ୍ୱାସ ଉପରେ ଲୋକମାନେ ଅଧିକ ବିଶ୍ୱାସ କରୁଥିଲେ। ଏବେ ବିଜ୍ଞାନର ଅଗ୍ରଗତି ପରେ ମଧ୍ୟ କେତେ ଲୋକଙ୍କ ମନରୁ ଏହି ଅନ୍ଧବିଶ୍ୱାସ ଦୂର ହୋଇପାରୁନାହିଁ। ଫଳରେ ଏହାକୁ ନେଇ ବିଭିନ୍ନ…

୨ ଆତଙ୍କବାଦୀ ନିହତ

ଶ୍ରୀନଗର,୨୧।୮: ଜମ୍ମୁ କଶ୍ମୀରର ପୁଲୱାମା ଲାଏରୋ-ପ୍ୟାରିଗାମ ଅଞ୍ଚଳରେ ସୁରକ୍ଷା ବାହିନୀକୁ ସଫଳତା ମିଳିଛି। ଏଠାରେ ମିଳିତ ଅପରେଶନରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। କଶ୍ମୀର ଜୋନ ପୋଲିସ ଏକ୍ସ (ଟୁଇଟର୍‌) ରେ ପୋଷ୍ଟ କରି ଏହି ସୂଚନା ଦେଇଛି। ଏହାପୂର୍ବରୁ ଅଗଷ୍ଟ…

ଆଖି ବୁଜିଲା ସବୁଠୁ ବୟସ୍କ କିଲର୍‌ ହ୍ବେଲ୍‌

ମିଆମି,୨୧ା୮: ଆମେରିକାର ଫ୍ଲୋରିଡାସ୍ଥିତ ମିଆମି ସିକ୍ୱାରିୟମ୍‌ରେ ୫ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ରହିଥିବା ବିଶ୍ୱର ସବୁଠୁ ବୟସ୍କ କିଲର ହ୍ବେଲ ଲୋଲିତାର ମୃତ୍ୟୁ ଘଟିଛି। ୫୭ ବର୍ଷୀୟ ଏହି ବିଶାଳକାୟ ମାଈ ତିମିର ଓଜନ ୨୨୬୮ କେ.ଜି. ଥିଲା। ଟୋକି…

‘ଚନ୍ଦ୍ରୟାନ-୩’ ଉପରେ ନଜର

ବେଙ୍ଗାଲୁରୁ,୨୧ା୮(ପି.ଟି.) : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଚନ୍ଦ୍ରୟାନ-୩ ମିଶନର ଲ୍ୟାଣ୍ଡର ମଡ୍ୟୁଲ୍‌ ସଫଳତାର ସହ ଏହାର କକ୍ଷ ହ୍ରାସ କରିଚାଲିଛି। ଆସନ୍ତା ୨୩ ତାରିଖ ବୁଧବାର ସନ୍ଧ୍ୟା ୬ଟା ୪ ମିନିଟ୍‌ ସମୟରେ ଚନ୍ଦ୍ରର ଦକ୍ଷିଣ ପାର୍ଶ୍ୱରେ ଏହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri