Home

ମାସେ ଯାଏଁ ରହିଲା ବିଅରର ହ୍ୟାଙ୍ଗଓଭର, ସୃଷ୍ଟି କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୩।୧୧: ମଦ୍ୟପାନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ସ୍ବାସ୍ଥ୍ୟ ବିଶେଷଜ୍ଞ ଅନୁସାରେ ଅତ୍ୟଧିକ ମଦ୍ୟପାନ କରିବା ଦ୍ୱାରା କ୍ୟାନସର, ଯକୃତ ରୋଗ, ଷ୍ଟ୍ରୋକ ଏବଂ ହୃଦରୋଗ ହେବାର ଆଶଙ୍କା ବଢିଥାଏ। କିନ୍ତୁ ଅତ୍ୟଧିକ ମଦ୍ୟପାନ କରୁଥିବା ମଦ୍ୟପମାନେ ଏହି ସତର୍କ ବାଣୀକୁ ଅଣଦେଖା…

ବିନା ପୋଷାକରେ ଫଟୋ ସୁଟ କଲେ ପାକିସ୍ତାନୀ ଅଭିନେତା, ଭିଡିଓ ଭାଇରାଲ…

ଇସଲାମାବାଦ : ପାକିସ୍ତାନୀ ଅଭିନେତା ୱାହାଜ ଅଲୀ ନିଜର ଅଭିନୟ ପାଇଁ ପାକିସ୍ତାନରେ ପ୍ରସିଦ୍ଧ। ସମ୍ପ୍ରତି ଅଭିନେତା ହେଡଲାଇନରେ ରହିଛନ୍ତି। ବଲିଉଡ ଅଭିନେତା ରଣବୀର ସିଂଙ୍କ ପଥ ଅନୁସରଣ କରି ବର୍ତ୍ତମାନ ୱାହାଜ ଅଲୀ ମଧ୍ୟ ବିନା ପୋଷାକରେ ଫଟୋ ସୁଟ…

କୋଚ ଭାବେ ଆଉ ରହିବାକୁ ଚାହୁନାହାନ୍ତି ରାହୁଲ ଦ୍ରାବିଡ: ଏହି ପ୍ରସିଦ୍ଧ କ୍ରିକେଟର ହୋଇପାରନ୍ତି ଭାରତର କୋଚ

ନୂଆଦିଲ୍ଳୀ,୨୩।୧୧: ବିଶ୍ୱକପ ପରେ ଟିମ ଇଣ୍ଡିଆ କୋଚ ରାହୁଲ ଦ୍ରାବିଡଙ୍କ କୋଚ ଭାବରେ କାର୍ଯ୍ୟକାଳ ଶେଷ ହୋଇଛି। ବର୍ତ୍ତମାନ ଭିଭିଏସ ଲକ୍ଷ୍ମଣ ତାଙ୍କ ସ୍ଥାନରେ ଟିମ ଇଣ୍ଡିଆ ପାଇଁ କୋଚିଂ ଦାୟିତ୍ୱ ଗ୍ରହଣ କରିପାରନ୍ତି। ରିପୋର୍ଟ ଅନୁଯାୟୀ, ରାହୁଲ ଦ୍ରାବିଡଙ୍କ ନିଜ…

ପିକାଚୁ ହୋଇ ବାଇକରେ ବୁଲୁଥିଲେ ଯୁବକ, ତାପରେ ହେଲା ଏପରି, ଭିଡିଓ ଭାଇରାଲ…

ନୋଏଡା,୨୩।୧୧ : ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଯୁବକ ପିକାଚୁ ଥିମ ହେଲମେଟ ପିନ୍ଧିଥିବାର ଦେଖାଯାଉଛି। ତେବେ ତାଙ୍କୁ ପୋଲିସ ଧରିଥିଲା। ଯୁବକନ ଏପରି ହେଲମେଟ ପିନ୍ଧି ବାଇକ ଚଳାଉଥିବାର ଦେଖି ପୋଲିସ…

ବନ୍ଦେ ଭାରତ ଟ୍ରେନରେ ଛୋଟ ପିଲା ଯାତ୍ରା କରିବା ନେଇ ଅସନ୍ତୋଷ ଝାଡିଲେ ରେଳ ଅଧିକାରୀ, ଏକ୍ସରେ ଜାରି କଲେ ଫଟୋ

ଚେନ୍ନାଇ,୨୩।୧୧: ସେମି ହାଇସ୍ପିଡ ବନ୍ଦେ ଭାରତ ଟ୍ରେନ ଯାତ୍ରା ସେବା ସବୁ ଯାତ୍ରୀ ଉପଭୋଗ କରୁଛନ୍ତି। କିନ୍ତୁ ଯାତ୍ରା ଅନ୍ତରାଳରେ ରେଳ ସମ୍ପତ୍ତିକୁ ମଧ୍ୟ ନଷ୍ଟ କରାଯାଉଥିବା ଅଭିଯୋଗ ହୋଇଛି। ନିକଟରେ ସୋସିଆଲ ମିଡିଆରେ କିଛି ଛୋଟ ପିଲାଙ୍କର ଫଟୋ ଜାରି…

ଆକାଶରେ ଉଡିଲା ସ୍କୁଟି, ତାପରେ ଯାହା ହେଲା, ଦେଖନ୍ତୁ ଭିଡିଓ…

ମୁମ୍ବାଇ,୨୩।୧୧ : ସ୍କୁଟର, ବାଇକ ଏବଂ କାର୍‌ ରାସ୍ତାରେ ଯାଉଥିବାର ଆମେ ଦେଖୁଛେ, କିନ୍ତୁ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ଝିଅ ନିଜ ସ୍କୁଟିକୁ ଆକାଶରେ ଉଡାଉଛନ୍ତି। ଏହି ଭିଡିଓ ଦେଖିବା ପରେ ୟୁଜର…

୪୮ ବର୍ଷ ରେକର୍ଡ ଭାଙ୍ଗିଲା: ବିଶ୍ୱକପ ୨୦୨୩ରେ ଛକା-ଶତକ ବର୍ଷା

ନୂଆଦିଲ୍ଳୀ,୨୩।୧୧: ଦିନିକିଆ ବିଶ୍ୱକପ ୨୦୨୩ ବ୍ୟାଟ୍ସମ୍ୟାନଙ୍କ ପାଇଁ ସର୍ବଶ୍ରେଷ୍ଠ ଥିଲା। କାରଣ ଟୁର୍ନାମେଣ୍ଟର ଏହି ସଂସ୍କରଣରେ ସର୍ବାଧିକ ଛକା ଓ ଶତକ ଦେଖାଯାଇଥିଲା। ୧୯୭୫ରେ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟର ୧୩ତମ ସଂସ୍କରଣ ଭାରତୀୟ ମାଟିରେ ଖେଳାଯାଇଥିଲା। ଏଥିରେ ଅଷ୍ଟ୍ରେଲିଆ ଚାମ୍ପିୟନ…

ଉତ୍ତର କୋରିଆକୁ କଡ଼ା ଜବାବ ଦେବା ପାଇଁ ଦକ୍ଷିଣ କୋରିଆ ପ୍ରସ୍ତୁତ

ସିଓଲ,୨୩ା୧୧: ଦକ୍ଷିଣ କୋରିଆର ଯୁଗ୍ମ କର୍ମଚାରୀମାନେ ଗୁରୁବାର ଏକ ବିବୃତ୍ତିରେ କହିଛନ୍ତି, ଉତ୍ତରର ରାଜଧାନୀରୁ ଉତ୍ତର ପୂର୍ବ ସମୁଦ୍ରରେ ଏକ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରାଯାଇଛି କିନ୍ତୁ ଏହି ଉତ୍‌କ୍ଷେପଣ ବିଫଳ ହୋଇଛି ବୋଲି ଜଣାପଡ଼ିଛି। କେଉଁ ପ୍ରକାରର କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା…

ହଠାତ ୨୪ ହଜାର ଫୁଟ ଉପରେ ଉଡୁଥିବା ବିମାନ ହେଲା ଦୁଇଖଣ୍ଡ, କିଭଳି ବଞ୍ଚିଲେ ୯୪ ଯାତ୍ରୀ ଦେଖନ୍ତୁ ଭିଡିଓ…

ଓ୍ବାଶିଂଟନ,୨୩।୧୧ : ସାଇକେଲରୁ ବିମାନକୁ ପରିବହନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସୁରକ୍ଷା ହିଁ ଗୁରୁତ୍ୱପୂର୍ଣ୍ଣ। ଏସବୁକୁ ଚଳାଇବାରେ କେବଳ ପାରଦର୍ଶିତା ଯଥେଷ୍ଟ ନୁହେଁ। ବଡ କଥା ହେଉଛି ଯଦି ଏକ ଜଟିଳ ପରିସ୍ଥିତି ଉପୁଜେ ଏବଂ ଜୀବନ ମୃତ୍ୟୁର ସ୍ଥିତିର ସମ୍ମୁଖୀନ…

ଅଦ୍ଭୁତ ପାଣି, ଲାଭ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସମସ୍ତେ ବିଶୁଦ୍ଧ ପାଣି ପିଇବାକୁ ଚାହାନ୍ତି। ଏହା ଅନେକ ଲୋକଙ୍କ ପାଇଁ ମଧ୍ୟ ଉପଲବ୍ଧ। କିନ୍ତୁ ଧନୀ ଲୋକମାନେ ଅନ୍ୟ କିଛି ଚାହାନ୍ତି। ସେମାନେ କିଛି ବିଶେଷ ପାଣି ପିଇବାକୁ ପସନ୍ଦ କରନ୍ତି, ଯେଉଁଥିରେ ଅଧିକ ପରିମାଣର ଖଣିଜ ପଦାର୍ଥ ରହିଥାଏ…

ଡେଙ୍ଗୁର ୬୦ପ୍ରତିଶତ ରୋଗୀଙ୍କ ଠାରେ ରହିଛି ଡେନ-୨ର ଲକ୍ଷଣ, ପିଜିଆଇର ସେରୋ ସର୍ଭେ

ନୂଆଦିଲ୍ଲୀ,୨୩।୧୧: ପୂର୍ବ ବର୍ଷ ଅପେକ୍ଷା ଡେଙ୍ଗୁ ବେଶୀ ଡରେଇବାରେ ଲାଗିଛି। ଡେଙ୍ଗୁର ପ୍ରାୟ ୬୦ପ୍ରତିଶତ ରୋଗୀଙ୍କ ମଧ୍ୟରେ ଡେନ-୨ର ଷ୍ଟ୍ରେନ ଦେଖିବାକୁ ମିଳିଛି। ବାକି ୪୦ପ୍ରତିଶତରେ ଡେନ ୧ ଓ ଡେନ-୩ ଷ୍ଟ୍ରେନ ମିଳିଛି। ଡେନ-୧ ଓ ୩ ଅପେକ୍ଷା ଡେନ…

କ୍ଷତ ଭରିବାକୁ ସମୟ ଲାଗିବ: କୁଲଦୀପ

ନୂଆଦିଲ୍ଲୀ,୨୩।୧୧: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ ଫାଇନାଲ ମୁକାବିଲାରେ ପ୍ରବେଶ କରିଥିଲା। ହେଲେ ଟୁର୍ନାମେଣ୍ଟରେ ବିଜେତା ହେବାର ସ୍ବପ୍ନ ଆଶାରେ ରହିଯାଇଥିଲା। ଏହି ପରାଜୟକୁ ନେଇ କୋଟି କୋଟି କ୍ରିକେଟ ପ୍ରଶଂସକ ନିରାଶ ହୋଇଥିଲେ। ସେହିଭଳି ଭାରତୀୟ ଖେଳାଳିମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?