Home

ଆଭାଡା ଗ୍ରୁପ୍‌ ସହ ଜିପିଏଲ୍‌ର ବୁଝାମଣା

ଭୁବନେଶ୍ୱର, ୨୩।୧୦: ଦେଶର ଅଗ୍ରଣୀ ଶକ୍ତି କମ୍ପାନି ଆଭାଡା ଗ୍ରୁପ୍‌ ଏବଂ ଗୋପାଳପୁର ବନ୍ଦର ଲିମିଟେଡ୍‌ (ଜିପିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ଏହି ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ମାଧ୍ୟମରେ ଗୋପାଳପୁର ବନ୍ଦରଠାରେ ଏକ ଗ୍ରୀନ୍‌ ଆମୋନିଆ ସଂରକ୍ଷଣ…

ଛତର ଯାତ୍ରା ରକ୍ତରଞ୍ଜିତ

ଭବାନୀପାଟଣା,୨୩।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ରବିବାର ମହାସମାରୋହରେ ପାଳିତ ହୋଇଯାଇଛି। କଳାହାଣ୍ଡିର ଆଦିବାସୀ ଓ ଆର୍ଯ୍ୟ ସଂସ୍କୃତିର ମିଶ୍ରଣରେ ସୃଷ୍ଟି ହୋଇଛି ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ପ୍ରତିବର୍ଷ ଭଳି…

ଏସ୍‌ବିଆଇ କାର୍ଡର ଫେଷ୍ଟିଭ୍‌ ଅଫର

ଭୁବନେଶ୍ୱର, ୨୩।୧୦: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏସ୍‌ବିଆଇ କାର୍ଡ ପକ୍ଷରୁ ଫେଷ୍ଟିଭ ଅଫର-୨୦୨୩ ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଦେଶର ଲକ୍ଷ ଲକ୍ଷ ଏସ୍‌ବିଆଇ କାର୍ଡଧାରୀ ୨୨୦୦ ମର୍ଚ୍ଚାଣ୍ଟ ଫଣ୍ଡେଡ୍‌ ଓ କ୍ୟାଶବ୍ୟାକ ଅଫରର…

ହିନ୍ଦୁ ଓ ମୁସଲମାନ ଏକାଠି ପାଳନ୍ତି

ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକର ମାଣିକଗୋଡ଼ା ଗ୍ରାମ। ଏଠାରେ ନିଆରା ଢଙ୍ଗରେ ପାଳିତ ହୁଏ ଦଶହରା। ହିନ୍ଦୁ ଓ ମୁସଲମାନ ମିଳିତ ଭାବେ ଏଠି ପାଳନ କରି ଆସୁଛନ୍ତି ଦଶହରା ପର୍ବ। ସମନ୍ବୟର ବାର୍ତ୍ତା: ବିଜୟାଦଶମୀ ଉତ୍ସବରେ ବ୍ରାହ୍ମଣ ପୂଜା କରୁଥିବା…

ଆକୃଷ୍ଟ କରୁଛି ଆକର୍ଷଣୀୟ ରିହାତି

ଭୁବନେଶ୍ୱର,୨୩।୧୦ (ଅଭୟ ଦାଶ): ଚଳିତ ବର୍ଷ ପାର୍ବଣ ସମୟରେ ହ୍ୟାଣ୍ଡଲୁମ୍‌ ଆଣ୍ଡ ହାଣ୍ଡିକ୍ରାଫ୍ଟ ମେଳା (ଏକ୍ସପୋ)ର ଆୟୋଜନ ଭୁବନେଶ୍ୱରର ପ୍ରଦଶର୍ନୀ ପଡିଆଠାରେ କରାଯାଇଛି। ବିଶେଷକରି ଶାରଦୀୟ ପୂଜା ବୁଲା ସାଙ୍ଗକୁ ସାରା ଦେଶର ଭଳିକି ଭଳି ପୋଷାକ ଓ ହସ୍ତଶିଳ୍ପ ସାମଗ୍ରୀର…

ତାରାଙ୍କ ପ୍ରେମରେ କାର୍ତ୍ତିକ

ମୁମ୍ବାଇ: ବଲିଉଡ୍‌ରେ ପ୍ରତିଦିନ ଅନେକ ସମ୍ପର୍କ ଗଢିଉଠିବା ସହ କିଛି ସମ୍ପର୍କ ଭାଙ୍ଗିଥାଏ। ତେବେ ବି-ଟାଉନରେ ଆଉ ୨ କଳାକାରଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିବା ଜଣାପଡ଼ିଛି। ବଲିଉଡ୍‌ରେ ୨ ଲୋକପ୍ରିୟ କଳାକାର ଏବେ ପରସ୍ପରକୁ ଡେଟ୍‌ କରିବା ଆରମ୍ଭ କରିଛନ୍ତି।…

ଆଜି ମହାନବମୀ, ପୂଜା ପାଉଛନ୍ତି ମା’ ଦଶଭୁଜା

ଭୁବନେଶ୍ୱର,୨୩ା୧୦: ଆଜି ଅର୍ଥାତ୍‌ ସୋମବାର ମା’ ଦୁର୍ଗାଙ୍କ ମହାନବମୀ ପୂଜା। ରାଜ୍ୟର ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କ ନବମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ସକାଳୁ ସକାଳୁ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼ ଲାଗିଲାଣି। ରସୁଲଗଡ଼, ବମିଖାଲ, ଶହୀଦନଗର, ନୟାପଲ୍ଲୀ…

ହିଜାବକୁ ବିରୋଧ କରିଥିବା ଇରାନୀୟ ଛାତ୍ରୀ ବ୍ରେନ୍‌ ଡେଡ୍‌

ତେହରାନ,୨୩ା୧୦: ଚଳିତ ମାସ ଆରମ୍ଭରେ ଇରାନର ହିଜାବ ଆଇନକୁ ଉଲ୍ଲଂଘନ କରିଥିବା ଜଣେ ନାବାଳିକାଙ୍କୁ ମହିଳା ପୋଲିସ ଠେଲିଦେବାରୁ ସେ କୋମାକୁ ଚାଲିଯାଇଥିବା ଅଭିଯୋଗ ହୋଇଥିଲା। ଏବେ ଡାକ୍ତର ତାଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରିଛନ୍ତି। ଡାକ୍ତରମାନଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ…

ଗାଜା, ସିରିଆରେ ଇସ୍ରାଏଲ୍‌ର ବୋମାମାଡ଼

ରାଫାହ(ଗାଜା ଷ୍ଟ୍ରିପ୍‌)/ତେଲ୍‌ ଆଭିଭ୍‌,୨୩ା୧୦: ଇସ୍ରାଏଲ୍‌ ଯୁଦ୍ଧବିମାନଗୁଡ଼ିକ ଶନିବାର ରାତିରୁ ଗାଜା ଉପରେ ବୋମାମାଡ଼ ଜାରି ରଖିଥିବାବେଳେ ରବିବାର ସିରିଆର ଦୁଇଟି ବିମାନବନ୍ଦର ଏବଂ ଅଧିକୃତ ଓ୍ବେଷ୍ଟ ବ୍ୟାଙ୍କ୍‌ର ଏକ ମସ୍‌ଜିଦ ଉପରେ ଆକ୍ରମଣ କରିଛି। ଫଳରେ ଯୁଦ୍ଧ କେବଳ ଇସ୍ରାଏଲ୍‌ ଏବଂ…

ଅପରେଶନ ଅଜୟ: ୬ ନମ୍ବର ବିମାନରେ ଇସ୍ରାଏଲରୁ ଦିଲ୍ଲୀ ପହଞ୍ଚିଲେ ୧୪୩ ନାଗରିକ, ଅଛନ୍ତି ୨ ନେପାଳି ନାଗରିକ

ନୂଆଦିଲ୍ଲୀ/ତେଲ ଆଭିବ,୨୩।୧୦: ଇସ୍ରାଏଲ-ହମାସ ବିବାଦ ମଧ୍ୟରେ ‘ଅପରେସନ ଅଜୟ’ ଅଧୀନରେ ନେପାଳର ଦୁଇ ନାଗରିକଙ୍କ ସମେତ ୧୪୩ ଜଣ ବ୍ୟକ୍ତି ଏକ ସ୍ବତନ୍ତ୍ର ବିମାନ ଯୋଗେ ରବିବାର ଭାରତ ଫେରିଛନ୍ତି। ଏକ୍ସରେ ପୋଷ୍ଟ କରିବାବେଳେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ…

ଯୁଦ୍ଧର ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତର ଉଦାହରଣ ଦେଲେ ସାଉଦି ପ୍ରିନ୍ସ, ଭାଇରାଲ ହେଉଛି ଭାଷଣର ଭିଡିଓ…

ଓ୍ବାଶିଂଟନ,୨୩ା୧୦: ହମାସ୍‌-ଇସ୍ରାଏଲ୍‌ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି। ଗାଜା ଉପରେ ହେଉଥିବା ଆକ୍ରମଣକୁ ନେଇ ସାଉଦି ଆରବର ପ୍ରିନ୍ସ ତୁର୍କି ଅଲ୍‌ ଫୈଜଲ ଉଭୟ ହମାସ୍‌ ଓ ଇସ୍ରାଏଲକୁ ଦାୟୀ କରିଛନ୍ତି। ଉଭୟ ପକ୍ଷକୁ ସମାଲୋଚନା କରିବା ସହିତ ସେ କହିଛନ୍ତି,…

ଫୋନ ଯୋଗେ ନେତାନ୍ୟାହୁଙ୍କ ସହ କଥା ହେଲେ ଜୋ ବାଇଡେନ

ଓ୍ବାଶିଂଟନ,୨୩।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି, ଯେଉଁଥିରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଇତିମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ଫୋନ ଯୋଗେ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri