ପ୍ରବଳ ବର୍ଷାରେ ନାଗପୁର ଜଳାର୍ଣ୍ଣବ
ନାଗୁପର,୨୪।୯: ମୁଷଳଧାରାରେ ବର୍ଷା ଯୋଗୁ ନାଗପୁରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହର ମଧ୍ୟରେ ୩ ଫୁଟରୁ ଅଧିକ ପାଣି ଭରି ରହିଛି। ଶୁକ୍ରବାର ରାତିରୁ ଆରମ୍ଭ ହୋଇଥିବା ମୁଷଳଧାରା ବର୍ଷା ନାଗପୁରବାସୀଙ୍କ ନିଦ ହଜାଇ ଦେଇଛି। ବର୍ଷା ଯୋଗୁ ରାସ୍ତା ଉପରେ…
ଏକସଙ୍ଗେ ନିର୍ବାଚନ ଲାଗି କମିଟିର ପ୍ରଥମ ବୈଠକ
ନୂଆଦିଲ୍ଲୀ,୨୪୯: ଦେଶରେ ଏକସଙ୍ଗେ ସମସ୍ତ ନିର୍ବାଚନ କରାଇବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ରାଜନୈତିକ ଦଳଗୁଡ଼ିକୁ ଆମନ୍ତ୍ରଣ କରି ଏକସଙ୍ଗେ ନିର୍ବାଚନ ନେଇ ନ୍ୟାୟିକ ଆୟୋଗ ସେମାନଙ୍କ ମତାମତ…
ହମ୍ସଫର ଏକ୍ସପ୍ରେସ୍ରେ ନିଆଁ
ଅହମଦାବାଦ,୨୪ା୯: ଗୁଜରାଟର ଭାଲସାଦ ଷ୍ଟେଶନ ନିକଟରେ ତିରୁଚିରାପଲ୍ଲୀ- ଶ୍ରୀଗଙ୍ଗାନଗର ହମ୍ସଫର ଏକ୍ସପ୍ରେସ୍ ଟ୍ରେନ୍ରେ ନିଆଁ ଲାଗିଯାଇଥିଲା। ଶନିବାର ଅପରାହ୍ନରେ ଟ୍ରେନ୍ଟି ଭାଲସାଦ ଷ୍ଟେଶନ ଛାଡ଼ିବା ପରେ ଜେନେରେଟର କୋଚ୍ରୁ ନିଆଁ ବାହାରି ପାଖ ବଗିରେ ଲାଗିଯାଇଥିଲା। ଟ୍ରେନ୍କୁ ଅଟକାଯିବା ପରେ ସମସ୍ତ…
କଂଗ୍ରେସ ଏମ୍ପିଙ୍କ ବିରୋଧରେ ମାନହାନି ମକଦ୍ଦମା
ଗୁଆହାଟୀ,୨୪।୯: କଂଗ୍ରେସ ଏମ୍ପି ଗୌରବ ଗୋଗଇଙ୍କ ବିରୋଧରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସ୍ତ୍ରୀ ରିଙ୍କି ଭୁୟାଁ ଶର୍ମା ୧୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିଛନ୍ତି। ଖାଦ୍ୟ ପ୍ରକ୍ରିୟାକରଣ ପ୍ରୋଜେକ୍ଟରେ ଅନିୟମିତତା ହୋଇଥିବା ନେଇ ସେ ମିଥ୍ୟା ଅଭିଯୋଗ କରିଥିବା…
ସୌରଶକ୍ତି ଦ୍ୱାରା ପୁଣି ଜାଗ୍ରତ ହେବେ ବିକ୍ରମ ଲ୍ୟାଣ୍ଡର-ପ୍ରଜ୍ଞାନ ରୋଭର: ଇସ୍ରୋ…
ହାଇଦ୍ରାବାଦ,୨୩।୯ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ସଫଳତାର ସହିତ ଅଗଷ୍ଟ ୨୩ ରେ ଚନ୍ଦ୍ରର ଦକ୍ଷିଣ ପୋଲ ଉପରେ ଚନ୍ଦ୍ରୟାନ -୩ ର ଏକ ସଫ୍ଟ ଅବତରଣ କରିଥିଲା। ଏହା ପରେ ଉଭୟ ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭର…
ଏକ ଦେଶ ଏକ ନିର୍ବାଚନ: ସମସ୍ତ ରାଜନୈତିକ ଦଳଙ୍କ ମତାମତ ଗ୍ରହଣ କରାଯିବ, କମିଟିର ନିଷ୍ପତ୍ତି…
ନୂଆଦିଲ୍ଲୀ,୨୩।୯ : ଏକ ଦେଶ ଏକ ନିର୍ବାଚନ ନେଇ ଶନିବାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ହୋଇଥିବା ପ୍ରଥମ ବୈଠକରେ ଏହି ପ୍ରସଙ୍ଗରେ ସମସ୍ତ ରାଜନୈତିକ ଦଳଙ୍କ ମତାମତ ନେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ…
ଚାଇନାର ସମରାଭ୍ୟାସ ନେଇ ଆପତ୍ତି ଜଣାଇଲା ଫିଲିପାଇନ୍ସ…
ବେଜିଂ,୨୩।୯ : ବିବାଦୀୟ ଦକ୍ଷିଣ ଚାଇନା ସାଗର ଅଞ୍ଚଳରେ ଚାଇନା ଜାହାଜଗୁଡିକର ସମରାଭ୍ୟାସ ନେଇ ଫିଲିପାଇନ ଆପତ୍ତି ଜଣାଇଛି। ଏହା ଯୁଦ୍ଧକୁ ଉସୁକାଇବା କାର୍ଯ୍ୟ ବୋଲି ଫିଲିପାଇନ ଅଭିଯୋଗ ଆଣିଛି। ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଘଟଣା ଦୁଇ ପଡୋଶୀ…
ରୁଷିଆର ନୌସେନା ମୁଖ୍ୟାଳୟରେ ୟୁକ୍ରେନର କ୍ଷେପଣାସ୍ତ୍ର ମାଡ଼, ୯ ଋଷିଆ ଅଧିକାରୀ ମୃତ
ମସ୍କୋ/କିଭ୍,୨୩।୯: କ୍ରିମିଆର ସେଭାଷ୍ଟୋପୋଲ ବନ୍ଦରରେ ଥିବା ରୁଷିଆର କୃଷ୍ଣସାଗର ନୌସେନା ଘାଟିରେ ଶୁକ୍ରବାର ୟୁକ୍ରେନ କ୍ଷେପଣାସ୍ତ୍ର ମାଡ଼ କରିଛି। ଅର୍ନ୍ତଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏହି ଆକ୍ରମଣରେ ଋଷିଆର ୯ ଜଣ ଅଧିକାରୀଙ୍କ ମୃତ୍ୟୁ ଘଟିଛି ବୋଲି ଶନିବାର ୟୁକ୍ରେନ ପ୍ରତିରକ୍ଷା…
ଭାରତ-କାନାଡା ବିବାଦ: ମହିନ୍ଦ୍ରା ପରେ ଜିନ୍ଦଲ ଦେଲା କାନାଡାକୁ ବଡ ଝଟକା
ନୂଆଦିଲ୍ଲୀ,୨୩।୯: କାନାଡା ଓ ଭାରତ ବିବାଦ ଚରମରେ ପହଞ୍ଚିଛି। ଉଭୟ ଦେଶ ମଧ୍ୟରେ ତିକ୍ତତାର ପ୍ରଭାବ ବ୍ୟବସାୟରେ ମଧ୍ୟ ପ୍ରଭାବିତ କରିବା ଆରମ୍ଭ କଲାଣି। ବିବାଦ ଭିତରେ ଭାରତୀୟ କମ୍ପାନୀଗୁଡିକ କାନାଡାରେ ସେମାନଙ୍କର ବ୍ୟବସାୟ ବନ୍ଦ କରୁଛନ୍ତି। ଯାହା କାନାଡା ଅର୍ଥନୀତିରେ…
ଆମେ ସେମାନଙ୍କୁ ହୋଲ ସେଲରେ ଆଣିଥିଲୁ: ଭାଜପା ଛାଡୁଥିବା ନେତାଙ୍କ ଉଦ୍ଦେଶ୍ୟରେ କହିଲେ ବିଜୟଭର୍ଗୀୟ…
ଭୋପାଳ,୨୩।୯ : ଆଗକୁ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଏହାକୁ ଦୃଷ୍ଟିରେ ରଖି ବହୁ ନେତା ଭାଜପା କଂଗ୍ରେସରେ ଯୋଗ ଦେଉଛନ୍ତି। ସେଥିମଧ୍ୟରୁ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିିଆଙ୍କର ଅଧିକ ସମର୍ଥକ ଅଛନ୍ତି। ସେମାନଙ୍କ ଦଳ ଛାଡିବା ପ୍ରଶ୍ନରେ ଭାଜପାର ରାଷ୍ଟ୍ରୀୟ ମହାସଚିବ…
ଶିକ୍ଷକ ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ବର,୨୩।୯(ଅସମାପିକା ସାହୁ) ସରକାରଙ୍କ ସହ ଆଲୋଚନା ପରେ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ସ୍ଥଗିତ କରାଯାଇଛି। ୯ଟି ପ୍ରାଥମିକ ଶିକ୍ଷକ ସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହେବା ପରେ ଆନ୍ଦୋଳନରୁ ଓହରିଛନ୍ତି ଶିକ୍ଷକ ସଂଘ। ଶିକ୍ଷକଙ୍କ ଦାବିକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ…
ଭାତହାଣ୍ଡି ଓଲଟି ଶିଶୁ ଗୁରୁତର
ଦିଗପହଣ୍ଡି,୨୩।୯(ସଞ୍ଜୀବ କୁମାର ପାତ୍ର) ଦିଗପହଣ୍ଡି ଥାନା ବାସୁଦେବପୁର ପଞ୍ଚାୟତ ଅନ୍ତର୍ଗତ ଖଜୁରୀପଲ୍ଲୀ ଗ୍ରାମରେ ଜଣେ ଶିଶୁ ଉପରେ ଭାତ ହାଣ୍ଡିରୁ ପେଜ ପଡି ଗୁରୁତର ଆହତ ହୋଇଛି। ଘଟଣାସ୍ଥଳରୁ ଶିଶୁକୁ ଉଦ୍ଧାରକରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ…
Archives


