ୟୁବିଆଇର ମେଗା ସଂଯୋଗୀକରଣ ଅଭିଯାନ
ଭୁବନେଶ୍ୱର,୨୮।୧୦ :ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ(ୟୁବିଆଇ)ର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ନିକଟରେ ଏକ ମେଗା ସଂଯୋଗୀକରଣ ଅଭିଯାନର ଶୁଭାରମ୍ଭ କରାଯାଇଛି। ବିଶେଷକରି ଆସ୍ପିରେଶନାଲ ଜିଲା ଖୋର୍ଦ୍ଧା ପାଇଁ ଏହି ଅଭିଯାନ ୟୁବିଆଇ ପକ୍ଷରୁ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ୟୁବିଆଇ…
ଲାଲ୍ଚାନ୍ଦ ଷ୍ଟୋରରେ ଏକାନୀ ବ୍ରାଣ୍ଡ୍ର ସ୍ବତନ୍ତ୍ର ପ୍ରଦର୍ଶନୀ
ଭୁବନେଶ୍ୱର,୨୮।୧୦, (ଅନୁରାଧା ମହାରଣା): ଧନ୍ତେରସ ଏବଂ ଦୀପାବଳିକୁ ଦୃଷ୍ଟିରେ ରଖି ଲାଲ୍ଚାନ୍ଦ ଜୁଏଲର୍ସ ପକ୍ଷରୁ ଗ୍ରାହକଙ୍କ ପାଇଁ ନୂଆ ନୂଆ ଯୋଜନା କରାଯାଉଛି। ଏହି କ୍ରମରେ କଟକ କ୍ୟାଣ୍ଟେନମେଣ୍ଟ ରୋଡ୍ରେ ଥିବା ଲାଲ୍ଚାନ୍ଦ ଷ୍ଟୋରରେ ଲକ୍ଜୁରି ଲାଇଫ୍ଷ୍ଟାଇଲ୍ ପ୍ରଦର୍ଶନୀ ଆରମ୍ଭ ହୋଇଯାଇଛି।…
ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ୯ ପାଠ୍ୟକ୍ରମକୁ ଏବିଇଟି ମାନ୍ୟତା
ଭୁବନେଶ୍ୱର,୨୮।୧୦, (ଅନୁରାଧା ମହାରଣା): ଶିକ୍ଷା, କ୍ରୀଡ଼ା, ଅନୁସନ୍ଧାନ, ସହ-ପାଠ୍ୟକ୍ରମ ଏବଂ ଅତିରିକ୍ତ ପାଠ୍ୟକ୍ରମ ଆଦିରେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ(ସିୟୁ) ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ନିକଟରେ ଏହାର କୁଳପତି ସତ୍ନାମ ସିଂ ସାନ୍ଧୁ ଘୋଷଣା କରିଛନ୍ତି, ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ସେହି ୯ଟି…
ସିରିଆରେ ଥିବା ୨ ସାମରିକ ଘାଟି ଉପରେ ଆମେରିକାର ଆକ୍ରମଣ
ଓ୍ବାଶିଂଟନ,୨୮ା୧୦: ଇରାନର ଇସ୍ଲାମିକ ରେଭଲ୍ୟୁଶନାରି ଗାର୍ଡ କର୍ପସ (ଆଇଆର୍ଜିସି) ବ୍ୟବହାର କରୁଥବା ପୂର୍ବ ସିରିଆର ଦୁଇଟି ଘାଟି ଉପରେ ଆମେରିକା ସେନା ଆକ୍ରମଣ କରିଛି। ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ୍ ଏହି ସୂଚନା ଦେଇଛନ୍ତି। ଗତ ୧୭ ତାରିଖରୁ ଇରାକ…
ହମାସ୍କୁ ପାଣ୍ଠି ଯୋଗାଣ ଉପରେ କଟକଣା ଲଗାଇଲା ଆମେରିକା
ଲଣ୍ଡନ,୨୮ା୧୦: ଗାଜାର ହମାସ୍ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ କରିବା ଲାଗି ଆମେରିକା ଏହାର ଉଦ୍ୟମକୁ ଶୁକ୍ରବାର ଜୋର୍ଦାର କରିଛି। ଏହି ଗ୍ରୁପ୍ ସହ ସମ୍ପୃକ୍ତ ବ୍ୟକ୍ତିବିଶେଷ ଓ ସଂଗଠନ ଉପରେ ଯୁକ୍ତରାଷ୍ଟ୍ର ଦ୍ୱିତୀୟ କଟକଣା ଲଗାଯାଇଛି। ଇସ୍ରାଏଲ୍ ଉପରେ ହମାସ୍ର…
ହମାସ୍ର ସୁଡ଼ଙ୍ଗ ଧ୍ୱଂସକରିବା ସହଜ ନୁହେଁ
ଜେରୁଜେଲମ୍,୨୮ା୧୦: ହମାସ୍ ଶାସିତ ଗାଜା ଷ୍ଟ୍ରିପ୍ରେ ବଡ଼ ଧରଣର ସ୍ଥଳଯୁଦ୍ଧ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଥିବା ଇସ୍ରାଏଲୀ ସେନା ଦୁଇଦିନ ହେଲା ସଂକ୍ଷିପ୍ତ ଗ୍ରାଉଣ୍ଡ ରେଡ୍ ଚଳାଇଛି। ତେବେ ଗାଜାରେ ଥିବା ହମାସ୍ର ଗୁପ୍ତ ଟନେଲଗୁଡ଼ିକୁ ଧ୍ୱଂସ କରିବା କଷ୍ଟକର ହେବ…
ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରେ ଭାରତ ସଜାଗ, ଏବେ ସୀମାରେ ଏହି କୌଶଳ ଦ୍ୱାରା ରଖାଯିବ ନଜର
ନୂଆଦିଲ୍ଲୀ,୨୮।୧୦: ୨୧ ଦିନ ପୂର୍ବେ ହମାସ ଇସ୍ରାଏଲ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲା। ଆକ୍ରମଣରେ, ହମାସ ସୀମା ପାର କରିବା ପାଇଁ ପାରା ଗ୍ଲାଇଡର୍ ବ୍ୟବହାର କରିଥିଲା। ଏହି ଆକ୍ରମଣ ସୀମାରେ ଭାରତର ଚିନ୍ତାକୁ ମଧ୍ୟ ବଢାଇ ଦେଇଛି। ତେଣୁ, ଭବିଷ୍ୟତରେ…
ଶାହିଦ ଆଫ୍ରିଦି ମୋତେ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିଲେ: ଦାନିଶ
ଇସଲାମାବାଦ,୨୭।୧୦: ପାକିସ୍ତାନର ପୂର୍ବତନ କ୍ରିକେଟର ଦାନିଶ କାନେରିଆ ଏକ ଚମକାଇବା ଭଳି ଖୁଲାସା କରିଛନ୍ତି। ଦଳର ଖେଳାଳିମାନେ ତାଙ୍କୁ ନିଜର ଧର୍ମ ପରିବର୍ତ୍ତନ କରିବା ଲାଗି ବାଧ୍ୟ କରିଥିବା ସେ କହିଛନ୍ତି। ଖେଳାଳିମାନଙ୍କ ମଧ୍ୟରେ ସର୍ବପ୍ରଥମେ ସେ ପୂର୍ବତନ ଅଧିନାୟକ ଶାହିଦ…
ରୋମାଞ୍ଚକର ମ୍ୟାଚ୍ରେ ପାକିସ୍ତାନକୁ ହରାଇଲା ଦକ୍ଷିଣ ଆଫ୍ରିକା
ଚେନ୍ନାଇ,୨୭।୧୦: ବିଶ୍ୱକପ୍ କ୍ରିକେଟ ୨୦୨୩ରେ ପାକିସ୍ତାନକୁ ପରାଜିତ କରିଛି ଦକ୍ଷିଣ ଆଫ୍ରିକା। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ବିଜୟ ଲାଗି ୨୭୧ ରନ୍ର ଟାର୍ଗେଟ ମିଳିଥିଲା। ଏହାକୁ ଦଳ ୪୭.୨ ଓଭରରେ ହାସଲ କରିନେଇଛି।…
ତେଲଙ୍ଗାନାରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ ଅଜହରୁଦ୍ଦିନଙ୍କୁ ଟିକେଟ୍ ଦେଲା କଂଗ୍ରେସ
ନୂଆଦିଲ୍ଲୀ: ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଶୁକ୍ରବାର ଦ୍ୱିତୀୟ ତାଲିକା ପ୍ରକାଶ କରିଛି । ଏଥିରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ ଅଜହରୁଦ୍ଦିନଙ୍କ ସମେତ ୪୫ ଜଣଙ୍କୁ ଟିକେଟ ଦିଆଯାଇଛି । ମହମ୍ମଦ ଅଜହରୁଦ୍ଦିନଙ୍କୁ ହାଇଦ୍ରାବାଦ ସହରର ଜୁବୁଲି ହିଲ୍ସ…
କମ୍ବଳରେ ମୁଁହ ଢାଙ୍କି ଶୋଇବା କ୍ଷତିକାରକ
ପର୍ଯ୍ୟାପ୍ତ ନିଦ ଶରୀର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଏହା ଦିନର ପରିଶ୍ରମକୁ ଲାଘବ କରିବା ସହ ଶରୀରକୁ ମଧ୍ୟ କିଛି ସମୟ ପାଇଁ ଆରାମ ମିଳିଥାଏ। ଶୋଇବା ସମୟରେ ନିଜର କର୍ମ୍ଫଟ ଅନୁସାରେ ଆପଣ ଶୋଇଥାନ୍ତି। ତେବେ ଶୀତଦିନେ…
ବନ୍ଦ ହୋଇଯିବ ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସ , ବାତିଲ କଲା ୫୦୦ରୁ ଅଧିକ ବିମାନ ଉଡାଣ
ଇସଲାମବାଦ,୨୭।୧୦: ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସ (ପିଆଇଏ) ବର୍ତ୍ତମାନ ବନ୍ଦ ହେବା ସମୟରେ ଆସି ପହଞ୍ଚିଛି। ଦେଶରେ ଅର୍ଥନୈତିକ ଅଚଳାବସ୍ଥା ଜାରି ରହିଥିବାବେଳେ ଟଙ୍କl ଅଭାବରୁ କମ୍ପାନୀ ମଧ୍ୟ ବନ୍ଦ ହେବା ସ୍ଥିତିରେ ପହଞ୍ଚିଛି। ଇନ୍ଧନ ଅଭାବରୁ କମ୍ପାନୀ ଗତ ୧୧ଦିନ ମଧ୍ୟରେ…
Archives


