ଚଳିତ ସିଜିନ୍ର ସବୁଠୁ ଥଣ୍ଡା ଦିନ: -୪ ଡିଗ୍ରୀ ଛୁଇଁଲା ତାପମାତ୍ରା
ନୂଆଦିଲ୍ଲୀ,୧୨।୧୨: ଦେଶର ଅନେକ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଫଳରେ ଥଣ୍ଡା ଆହୁରି ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ମଧ୍ୟ ପରିସ୍ଥିତି ସମାନ ରହିଛି। ଏଠାରେ ଗତକାଲି ଆର୍ଥାତ୍ ଡିସେମ୍ବର ୧୧ ସବୁଠାରୁ ଶୀତ ଦିନ ଥିଲା। ଜମ୍ମୁ କଶ୍ମୀରରେ ପାରା…
ବଜାରରେ ସ୍କୋଡା ସ୍ଲାଭିଆର ଏଲିଗାନ୍ସ ଏଡିଶନ
ଭୁବନେଶ୍ୱର,୧୨।୧୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ସ୍କୋଡା ଅଟୋ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ସ୍କୋଡା ସ୍ଲାଭିଆର ଏଲିଗାନ୍ସ ଏଡିଶନ’କୁ ନିକଟରେ ସର୍ବଭାରତୀୟସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି କମ୍ପାନୀର ଅଗ୍ରଣୀ…
ତନିସ୍କର ସ୍ବତନ୍ତ୍ର ଅଭିଯାନ
ଭୁବନେଶ୍ୱର,୧୨।୧୨: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଟାଟା ଗ୍ରୁପ୍ର ସହଯୋଗୀ ସଂସ୍ଥା ତନିସ୍କ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ଅଭିଯାନ ‘ଗୋଲ୍ଡ ଏକ୍ସଚେଞ୍ଜ ପଲିସି’ର ଶୁଭାରମ୍ଭ କରାଯାଇଛି। ବିଶେଷକରି ଚଳିତ ବର୍ଷର ବିବାହଋତୁରେ ତନିସ୍କର ନୂତନ ‘ଗୋଲ୍ଡ ଏକ୍ସଚେଞ୍ଜ ପଲିସି’…
କପ୍-୨୮ରେ ବେଦାନ୍ତ ଆଲୁମିନିୟମ ସାମିଲ
ଭୁବନେଶ୍ୱର,୧୨।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍ର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ଜାତିସଂଘ ପକ୍ଷରୁ ଦୁବାଇଠାରେ ଆୟୋଜିତ କପ୍-୨୮ରେ ସାମିଲ ହୋଇଛି। ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ଜନ ସ୍ଲାଭେନ କହିଛନ୍ତି, ଆମେ ନିର୍ଗମନକୁ ହ୍ରାସ…
ସର୍ବୋଚ୍ଚ ସ୍ତରରେ ସେନ୍ସେକ୍ସ
ଭୁବନେଶ୍ୱର,୧୨।୧୨ (ଅଭୟ ଦାଶ): ଗତ କିଛି ସପ୍ତାହ ହେବ ଘରୋଇ ଶେୟାର ବଜାର କାରବାରରେ କ୍ରମାଗତ ବୃଦ୍ଧି ଘଟୁଛି। ଏପରିକି ପ୍ରଥମ ଥର ପାଇଁ ସେନ୍ସେକ୍ସ ସର୍ବୋଚ୍ଚ ସ୍ତର ସହ ସେନ୍ସେକ୍ସ-୩୦ ଶେୟାର ୭୦,୦୦୦ ଅଙ୍କ ନିକଟବର୍ତ୍ତୀ ହୋଇଛି। ଉଲ୍ଲେଖଯୋଗ୍ୟ, ଚଳିତ…
ଫେରିବେ ପନ୍ଥ
ନୂଆଦିଲ୍ଲୀ,୧୨।୧୨: ଋଷଭ ପନ୍ଥ ଆଇପିଏଲ ୨୦୨୪ରୁ କ୍ରିକେଟ ମଇଦାନକୁ ଫେରିବେ। ସେ ପୁଣି ଥରେ ଦିଲ୍ଲୀ କ୍ୟାପିଟାଲ୍ସର କମାଣ୍ଡ ନେଉଥିବାର ନଜର ଆସିବେ। ଦିଲ୍ଲୀ କ୍ୟାପିଟାଲ୍ସ ନିଜେ ଏହା କହିଛି। ଡିସି ମ୍ୟାନେଜମେଣ୍ଟ କହିଛି ଯେ ପ୍ରାୟ ଏକ ବର୍ଷ ଧରି…
ଅଜିମ ପ୍ରେମଜୀଙ୍କୁ ପଛରେ ପକାଇଲେ ଦେଶର ସବୁଠୁ ଧନୀ ମହିଳା; ଦେଶର ଶ୍ରେଷ୍ଠ ୫ ଧନୀ ବ୍ୟକ୍ତିଙ୍କ ତାଲିକାରେ ପାଇଲେ ସ୍ଥାନ
ନୂଆଦିଲ୍ଲୀ,୧୨।୧୨: ଦେଶର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ ବର୍ତ୍ତମାନ ୱିପ୍ରୋ ମାଲିକ ଅଜିମ ପ୍ରେମଜୀଙ୍କ ଅପେକ୍ଷା ଅଧିକ ଧନୀ ହୋଇଛନ୍ତି। ଏହା ସହ ସେ ଦେଶର ଶ୍ରେଷ୍ଠ ୫ ଧନୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ବର୍ତ୍ତମାନ ଜେଏସଡବ୍ଲୁ ଚେୟାରମ୍ୟାନ…
ପ୍ରବାସୀଙ୍କ ପାଇଁ ଅଷ୍ଟ୍ରେଲିଆ କରୁଛି ନୂଆ ନିୟମ
ନୂଆଦିଲ୍ଲୀ,୧୨।୧୨: ଅଷ୍ଟ୍ରେଲିଆ ମାଇଗ୍ରେଶନ ପାଇଁ ନୂତନ ନିୟମ ପ୍ରସ୍ତୁତ କରିବ। ଏହା ଅଧୀନରେ ଅଷ୍ଟ୍ରେଲିଆ ଯିବାକୁ ଆବେଦନ କରୁଥିବା ଛାତ୍ରମାନଙ୍କ ଇଂରାଜୀ ଭାଷାରେ ପାରଦର୍ଶିତା ପରୀକ୍ଷା ଅନ୍ତର୍ଭୂକ୍ତ କରାଯିବ। ସୋମବାର ଏହି ବିଷୟରେ ପରିଚିତ ଲୋକମାନେ କହିଛନ୍ତି ଯେ ଏହା ଭାରତୀୟ…
ହିଣ୍ଡନ ଏୟାରବେସ୍ ପାଚେରି ତଳେ ସୁଡ଼ଙ୍ଗ
ନୂଆଦିଲ୍ଲୀ,୧୨ା୧୨: ଦିଲ୍ଲୀଠାରୁ ୧୦ କିଲୋମିଟର ଦୂରରେ ଅବସ୍ଥିତ ରଣନୀତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହିଣ୍ଡନ ଏୟାରବେସ୍ ମଧ୍ୟକୁ ଏକ ସୁଡ଼ଙ୍ଗ ଖୋଳାଯିବାକୁ ଉଦ୍ୟମ ହୋଇଥିବା ସନ୍ଦେହ କରାଯାଉଛି। ଫଳରେ ଏୟାରବେସ୍ର ସୁରକ୍ଷାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। ଗାଜିଆବାଦରେ ଥିବା ଉକ୍ତ ଏୟାରବେସ୍…
ଜମ୍ମୁ-କଶ୍ମୀର ସହ ଜଡିତ ୨ଟି ବିଲ୍ ରାଜ୍ୟ ସଭାରେ ପାରିତ
ନୂଆଦିଲ୍ଲୀ,୧୧।୧୨: ରାଜ୍ୟ ସଭାରେ ସୋମବାର ଜମ୍ମୁ-କଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍, ୨୦୨୩ ଏବଂ ଜମ୍ମୁ-କଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍ ୨୦୨୩ ପାରିତ ହୋଇଛି। ଆଲୋଚନା ପରେ ଭଏସ ଭୋଟ ଦ୍ୱାରା ଏହି ବିଲ୍କୁ ଅନୁମୋଦନ କରାଯାଇଛି। ଶେଷରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ…
ଡିସେମ୍ବର ୧୩ରେ ଶପଥ ନେବେ ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ
ରାୟପୁର,୧୧।୧୨: ଛତିଶଗଡର ଆଦିବାସୀ ନେତା ବିଷ୍ଣୁ ଦେଓ ସାଏ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଡିସେମ୍ବର ୧୩ ଅର୍ଥାତ୍ ବୁଧବାର ଶପଥ ଗ୍ରହଣ କରିବେ। ଅପରାହ୍ନ ୨ଟାରେ ରାୟପୁରରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ସୋମବାର ଭାଜପା ଏହି ଘୋଷଣା…
ରାଜସ୍ଥାନରେ ଘୁଞ୍ଚିଲା ବିଧାୟକ ଦଳ ବୈଠକ, ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ମିଳିବ କି ନୂଆ ଚେହେରାଙ୍କୁ ସୁଯୋଗ
ଜୟପୁର,୧୧।୧୨: ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଚୟନ ନେଇ ଭାଜପାରେ କସରତ ଜାରି ରହିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଦଳରେ ଅଡୁଆ ବଢାଇଦେଇଛନ୍ତି। ବିଶେଷ ସୂତ୍ରରୁ ପ୍ରକାଶ ଯେ, ଏକ ବର୍ଷ ପାଇଁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବା ପାଇଁ ବସୁନ୍ଧରା…

