Home

ମୋଦି ଥିଲେ ସବୁ ମୁସ୍କିଲ…: ଅଧିର ରଞ୍ଜନ

ନୂଆଦିଲ୍ଲୀ,୧୫।୧୨: ସଂସଦର ନିରାପତ୍ତାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ତଦନ୍ତ ଆରମ୍ଭ ହୋଇଛି। ତେବେ ସୁରକ୍ଷା ଅଭାବରୁ ବିରୋଧୀ ସରକାର କ୍ରମାଗତ ଭାବେ ଆରୋପ ପ୍ରତ୍ୟାରୋପରେ ବ୍ୟସ୍ତ ଅଛନ୍ତି। ଏହି କ୍ରମରେ…

ଇଚ୍ଛାମୃତ୍ୟୁ ମାଗିଲେ ମହିଳା ଜଜ୍‌, ଉଦ୍‌ବେଗ ପ୍ରକାଶ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୧୫।୧୨: ଉତ୍ତରପ୍ରଦେଶର ଜଣେ ମହିଳା ବିଚାରପତିଙ୍କ ଇଚ୍ଛାମୃତ୍ୟୁ ଭାଇରାଲ ଚିଠି ଉପରେ ସିଜେଆଇ ଡି.ଓ୍ବାଇ ଚନ୍ଦ୍ରଚୂଡ ଆହ୍ଲାବାଦ ହାଇକୋର୍ଟରୁ ରିପୋର୍ଟ ଆଣିବାକୁ କହିଛନ୍ତି। ସୂଚନାନୁସାରେ, ବିଳମ୍ବିତ ରାତିରେ ସିଜେଆଇ ସୁପ୍ରିମକୋର୍ଟର ସେକ୍ରେଟେରୀ ଜେନେରାଲ ଅତୁଲ ଏମ କୁରହେକରଙ୍କୁ ଆହ୍ଲାବାଦ ହାଇକୋର୍ଟ ପ୍ରଶାସନରୁ…

ପ୍ରେମିକା ହେବାକୁ ଚାକିରି, ବାର୍ଷିକ ଦରମା ଜାଣିଲେ ମୁଣ୍ଡରେ ଦେବେ ହାତ

ଆମେ ଏକବିଂଶ ଶତାବ୍ଦୀରେ ପହଞ୍ଚିଛୁ ଏବଂ ବର୍ତ୍ତମାନ ସାରା ବିଶ୍ୱରେ ମହିଳାଙ୍କ ସ୍ଥିତି ବହୁତ ବଦଳିଛି। ଝିଅମାନେ ଆଉ ପୂର୍ବପରି ନାହାନ୍ତି। ସେମାନେ ପୁଅମାନଙ୍କ ପରି ସମାନ ଭାବରେ ଅଧ୍ୟୟନ କରୁଛନ୍ତି, ବୁଲୁଛନ୍ତି, ଚାକିରି କରୁଛନ୍ତି। ଅଧିକାଂଶ ମହିଳା ମଧ୍ୟ ଆର୍ଥିକ…

୨୦୨୪ରେ ଏହି ୪ ରାଶି ପାଇଁ ଖୁସି ଖବର, ମିଳିବ ନୂଆ ନିଯୁକ୍ତି ସୁଯୋଗ

ଗ୍ରହ ଏବଂ ନକ୍ଷତ୍ରମାନଙ୍କ ସ୍ଥାନରେ ପରିବର୍ତ୍ତନ ହେତୁ ଅନେକ ଶୁଭ ଏବଂ ଅଶୁଭ ଯୋଗ ବା ରାଜଯୋଗ ସୃଷ୍ଟି ହୁଏ। ଏହା ସମସ୍ତ ରାଶିର ଲୋକଙ୍କ ଉପରେ ଏହାର ଏକ ବଡ ପ୍ରଭାବ ପଡିଥାଏ। ୨୦୨୪ରେ ଶନି ଏବଂ କେତୁ ଏକତ୍ର…

ଶପଥ ଗ୍ରହଣ ପୂର୍ବରୁ ମାତାପିତାଙ୍କ ପାଦ ଧୋଇ ଆଶୀର୍ବାଦ ନେଲେ ଭଜନଲାଲ

ଜୟପୁର,୧୫।୧୨: ଭଜନଲାଲ ଶର୍ମା ଶୁକ୍ରବାର ସକାଳ ପ୍ରାୟ ୧୧ଟା ୩୦ ମିନିଟ ସମୟରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋନୀୟତାର ଶପଥ ଗ୍ରହଣ କରିବେ। ତାଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ଏବଂ ପ୍ରେମଚାନ୍ଦ ବୈରୱା ମଧ୍ୟ ଶପଥ…

ରୋହିତ-ପାଣ୍ଡ୍ୟାଙ୍କ ଛୁଟି! ସୂର୍ଯ୍ୟଙ୍କୁ ମିଳିପାରେ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୫।୧୨:୨୦୨୪ରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଛି। ଜୁନ ମାସରେ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଏହି ବିଶ୍ୱକପ ଆୟୋଜିତ ହେବ। ଟି-୨୦ ବିଶ୍ୱକପ ପୂର୍ବରୁ ଭାରତରେ କେବଳ ଅଳ୍ପ କିଛି ଅନ୍ତର୍ଜାତୀୟ ଟି-୨୦…

ଥରିଲା ପାକିସ୍ତାନ

ଇସଲାମାବାଦ,୧୫ା୧୨: ଶୁକ୍ରବାର ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି। ଯାହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୪.୨ ଥିଲା। ନ୍ୟାଶନାଲ ସେସ୍‌ମିକ୍‌ ମନିଟରିଂ ସେଣ୍ଟର (ଏନ୍‌ଏସ୍‌ଏମ୍‌ସି) ଅନୁଯାୟୀ, ଏପର୍ଯ୍ୟନ୍ତ ଧନଜୀବନ ନଷ୍ଟ ହେବାର କୌଣସି ଖବର ହସ୍ତଗତ ହୋଇନାହିଁ। ସକାଳ ପ୍ରାୟ ୯.୧୩ରେ ପାକିସ୍ତାନରେ…

ମୋ ବାପାଙ୍କର ଅଛନ୍ତି ୬ ସ୍ତ୍ରୀ,୪୫ ସନ୍ତାନ: ରହସ୍ୟ ଉନ୍ମୋଚନ କଲେ ଝିଅ

ବିବାହ ଏକ ପବିତ୍ର ବନ୍ଧନ ଭାବରେ ବିବେଚନା କରାଯାଏ। ଏହି ପବିତ୍ର ବନ୍ଧନ ବିଷୟରେ ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାରର ବିଶ୍ୱାସ ପ୍ରଚଳିତ। ଅନେକ ଲୋକ କେବଳ ଗୋଟିଏ ବିବାହରେ ଖୁସି ଥିବାବେଳେ ଅନେକ ଲୋକ ଅଛନ୍ତି ଯେଉଁମାନେ ଅନେକ ବିବାହ…

ପ୍ରେମିକଙ୍କଠାରୁ ପ୍ରତିଶୋଧ ନେବା ପାଇଁ ଯୁବତୀ କଲେ ଏମିତି କାମ: ଲୋକେ କରୁଛନ୍ତି ବାଃ ବାଃ

ଆଜିକାଲି ଶାଶ୍ୱତ ପ୍ରେମ ଖୁବ୍‌ କମ ଦେଖିବାକୁ ମିଳୁଛି। ଯଦିଓ କିଛି ଯୁବତୀ/ଯୁବକ ଅଛନ୍ତି, ଯେଉଁମାନେ ନିଜ ପ୍ରେମକୁ ବିବାହ ରୂପ ଦେଉଛନ୍ତି। କିନ୍ତୁ ଅନ୍ୟ କେତେକ ପ୍ରେମ ସମ୍ପର୍କ ଟାଇମ୍‌ପାସ୍‌ ଭଳି ହୋଇଯାଇଛି। ଅନେକ ସମୟରେ ଏପରି ହୋଇଥାଏ, ଯଦି…

ଜାଡ଼ରେ ଥରୁଛି ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେବା ସହ ପାରଦ ତଳମୁହାଁ ହୋଇଛି। ୧୦ ଡିଗ୍ରୀ ତଳେ ପାରଦ ରହୁଥିବା ବେଳେ ଆଭ୍ୟନ୍ତରୀଣ ଅଞ୍ଚଳରେ ଅସହ୍ୟ ଶୀତ ଅନୁଭୂତ ହେଉଛି। ଶୁକ୍ରବାର ସକାଳ…

ଜନ୍ମଦିନରେ ଶପଥ ନେବେ ଭଜନଲାଲ

ଜୟପୁର,୧୫ା୧୨: ଶୁକ୍ରବାର ଭଜନଲାଲ ଶର୍ମାଙ୍କ ପାଇଁ ଏକ ବିଶେଷ ଦିନ। ଆଜି ତାଙ୍କର ଜନ୍ମଦିନ ଏବଂ ଆଜିର ଏହି ଖାସ୍‌ ଦିନରେ ସେ ରାଜସ୍ଥାନର ୧୪ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଜୟପୁରର ଐତିହାସିକ ଆଲବର୍ଟ ହଲ୍‌ ବାହାରେ ଏହି…

ଆକ୍ସନ ମୁଡ୍‌ରେ ନୂଆ ମୁଖ୍ୟମନ୍ତ୍ରୀ: ଭାଜପା କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ଘର ଉପରେ ଚଢିଲା ବୁଲଡୋଜର

ଭୋପାଳ,୧୫।୧୨: ମଧ୍ୟପ୍ରଦେଶର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଆରମ୍ଭରୁ ଆକ୍ସନ ମୁଡ୍‌ରେ ଅଛନ୍ତି। କ୍ଷମତାକୁ ଆସିବାର ଗୋଟିଏ ଦିନ ମଧ୍ୟରେ ପ୍ରଥମ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭାଜପା କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ଘର ବୁଲ୍‌ଡୋଜର ଦ୍ୱାରା ଭଙ୍ଗାଯାଇଛି। ଅପରାଧକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?