କ୍ରମାଗତ ନବମ ବିଜୟ ସହ ରେକର୍ଡ ସୃଷ୍ଟି କଲା ଭାରତ
ବେଙ୍ଗାଲୁରୁ,୧୨।୧୧: ବେଙ୍ଗାଲୁରୁ ଏମ୍ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ରବିବାର ଖେଳାଯାଇଥିବା ୨୦୨୩ ବିଶ୍ୱକପ୍ର ଅନ୍ତିମ ଲିଗ୍ ତଥା ୪୫ତମ ମ୍ୟାଚ୍ରେ ଭାରତ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଦମ୍ଦାର ପ୍ରଦର୍ଶନ କରି ୧୬୦ ରନ୍ ବ୍ୟବଧାନରେ ବିଜୟ ହାସଲ କରିଛି। ଫଳରେ ଟିମ୍…
ସାଇ ମନ୍ଦିର ଛାତରେ ଲାଗିଲା ନିଆଁ
ଚେନ୍ନାଇ,୧୨।୧୧: ରବିବାର ସାରେ ତାମିଲନାଡୁର ରାଜଧାନୀ ଚେନ୍ନାଇର ମିଲାପୋର ସାଇ ବାବା ମନ୍ଦିର ଛାତରେ ଅଗ୍ନିକାଣ୍ଡ ଘଟିଛି। ତିନୋଟି ଅଗ୍ନିଶମ କେନ୍ଦ୍ରରୁ ୨୦ ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବାରେ ବ୍ୟସ୍ତ ଅଛନ୍ତି। ପୋଲିସ କହିଛି ଯେ ମନ୍ଦିରର ଛାତ…
‘ଜନତାଙ୍କ ଶକ୍ତି ଆଗରେ କିଛି କାମ କରିବ ନାହିଁ’, ଉଦ୍ଧବଙ୍କୁ ଟାର୍ଗେଟ କଲେ ଶିନ୍ଦେ
ମୁମ୍ବାଇ,୧୨।୧୧: ମହାରାଷ୍ଟ୍ରର ଥାନେ ଜିଲାରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରବିବାର ଶିବସେନା (ୟୁବିଟି) ର ଶାଖା ଭାଙ୍ଗିବା ନେଇ ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କ ଚେତାବନୀକୁ ‘ଫାଙ୍କା ଧମକ’ ବୋଲି କହିଛନ୍ତି। ଏକ ଦୀପାବଳି କାର୍ଯ୍ୟକ୍ରମରେ ଯୋଗଦେବା ପରେ ସାମ୍ବାଦିକମାନଙ୍କ ସହ…
ରାଷ୍ଟ୍ରପତି ଭବନରେ ପାଳନ ହେଲା ଦୀପାବଳି
ନୂଆଦିଲ୍ଲୀ,୧୨।୧୧: ସାରା ଦେଶରେ ରବିବାର ଆଲୋକର ପର୍ବ ଦିପାବଳୀ ପାଳନ କରାଯାଉଛି। ଦେଶର ପ୍ରତ୍ୟେକ ପ୍ରାନ୍ତର ଲୋକମାନେ ଦୀପାବଳି ଉତ୍ସବରେ ଖୁସି ମନାଉଛନ୍ତି। ସାଧାରଣ ଲୋକମାନେ ଦିପାବଳୀ ପର୍ବ ପାଳନ କରୁଥିବାବେଳେ ଆମ ଦେଶରେ ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ ରାଜନେତାମାନେ ମଧ୍ୟ…
ନେଦରଲାଣ୍ଡ୍ସ ଆଗରେ ୪୧୧ ରନ୍ର ବିଶାଳ ଲକ୍ଷ୍ୟ
ବେଙ୍ଗାଲୁରୁ,୧୨।୧୧: ଏମ୍ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ରବିବାର ଖେଳାଯାଉଥିବା ୨୦୨୩ ବିଶ୍ୱକପ୍ର ଅନ୍ତିମ ଲିଗ୍ ତଥା ୪୫ତମ ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଶ୍ରେୟାସ ଆୟାର ଏବଂ କେ.ଏଲ୍ ରାହୁଲଙ୍କ ଦମ୍ଦାର ଶତକୀୟ ଇନିଂସ ଏବଂ…
ଚାକିରି ଛାଡ଼ି ଘର ବିକିଥିଲେ, ଏବେ ଲୋକେ କହୁଛନ୍ତି ‘ସମୋସା କିଙ୍ଗ’; ବର୍ଷକୁ କରୁଛନ୍ତି ୪୫ କୋଟି ରୋଜଗାର…
ଚାକିରି ଛାଡ଼ି ବ୍ୟବସାୟ କରିବା ସହଜ ନୁହେଁ। ପ୍ରାୟତଃ ଲୋକଙ୍କୁ ଏଥିରେ ସଫଳ ହେବା ଲାଗି ଅନେକ କଷ୍ଟକର ସ୍ଥିତି ଦେଇ ଗତି କରିବାକୁ ପଡେ। ଠିକ୍ ସେମିତି କିଛି ବେଙ୍ଗାଲୁରୁର ଦମ୍ପତି ନିଧି ଏବଂ ଶିଖର ବୀର ସିଂହଙ୍କ ସହ…
Ultraviolette F୯୯: ଭାରତର ପ୍ରଥମ ଇଲେକ୍ଟ୍ରିକ୍ ରେସିଂ ବାଇକ୍; ୨୬୫ କିମି ପ୍ରତିଘଣ୍ଟା ବେଗରେ…
ନୂଆଦିଲ୍ଲୀ,୧୨।୧୧: ଭାରତରେ ଇଲେକ୍ଟ୍ରିକ ଦୁଇ ଚକିଆ ଯାନ ବିଷୟରେ କଥା ହେଲେ ପ୍ରାୟତଃ ଇଲେକ୍ଟ୍ରିକ ସ୍କୁଟର ଦେଖିବାକୁ ମିଳେ। ଇଭି କମ୍ପାନୀଗୁଡିକ ମଧ୍ୟ ଏହାର ବାଇକ୍ ଉପରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି, କିନ୍ତୁ ଇ-ସ୍କୁଟର ତୁଳନାରେ ତାହା କମ। ଆଗାମୀ…
୬୦ ଲକ୍ଷ ମୃତଦେହ ପୋତାଯାଇଥିବା ‘କବରଖାନା’ ରେ ବିବାହ କଲେ ଏହି ଯୋଡ଼ି, ନାଁ ଶୁଣି ଭୟରେ ଥରିଥିଲେ ଅତିଥି…
ଦିନଥିଲା ଲୋକେ ଘରେ ବିବାହ ଉତ୍ସବର ଆୟୋଜନ କରୁଥିଲେ। ହେଲେ ଆଜିକାଲି ସମସ୍ତେ ମଣ୍ଡପ ନଚେତ ‘ଡେଷ୍ଟିନେଶନ ଓ୍ବେଡିଂ’ କରିବାକୁ ପସନ୍ଦ କରୁଛନ୍ତି। ହେଲେ କିଛି ଯୋଡ଼ି ରୋମାଞ୍ଚକର ଅନୁଭୂତି ଲାଗି ଏଭଳି ସ୍ଥାନକୁ ବାଛି ନିଅନ୍ତି ଯାହାକୁ ଦେଖି ଭୟରେ…
ଦୀପାବଳିରେ ପ୍ରଥମ ରଙ୍ଗୋଲି କଲେ ପିସିଙ୍କ କୁନି ଝିଅ ମାଳତୀ, ଫଟୋ ଦେଖି ପ୍ରଶଂସକ କହିଲେ ‘wow’
ବମ୍ବେ: ବିଦେଶରେ ରହି ବି ନିଜର ସଂସ୍କୃତିକୁ ଭୁଲି ନ ଥାନ୍ତି ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ସେ ହୋଲି ହେଉ କି ଦୀପାବଳି ସେ ବେଶ ଧୁମ୍ଧାମ୍ରେ ପାଳନ କରିଥାନ୍ତି। ଏବେ ତାଙ୍କ ସହ କୁନି ଝିଅ ମାଳତୀ ମୈରୀ…
ମ୍ୟାଚ୍ ପୂର୍ବରୁ ପରିବାର ସହ ଦୀପାବଳି ସେଲିବ୍ରେଟ୍ କଲେ ଟିମ୍ ଇଣ୍ଡିଆର କ୍ରିକେଟର, ଦେଖନ୍ତୁ ଜବରଦସ୍ତ ଭିଡିଓ…
ବେଙ୍ଗାଲୁରୁ,୧୨।୧୧: ନେଦରଲାଣ୍ଡ ବିପକ୍ଷରେ ଅନ୍ତିମ ଲିଗ୍ ମ୍ୟାଚ୍ ଖେଳିବା ପୂର୍ବରୁ ଦୀପାବଳି ସେଲିବ୍ରେଶନ କରିଛନ୍ତି ଟିମ୍ ଇଣ୍ଡିଆର ଖେଳାଳି। ସମସ୍ତ ଖେଳାଳି ପାରମ୍ପରିକ ପୋଷାକ ପିନ୍ଧି ପରିବାର ସହ ଏକତ୍ରିତ ହୋଇଥିଲେ। ସେଠାରେ ସେମାନେ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି। ଏହାର ଭିଡିଓ…
ଲୋକପ୍ରିୟ ଓ୍ବେବ ସିରିଜ ‘ଫୌଦା’ର କ୍ରୁ ମେମ୍ବର ମାତନ ମିରଙ୍କ ପରଲୋକ, ହମାସ ବିରୋଧରେ ଲଢୁଥିଲେ ଯୁଦ୍ଧ
ତେଲ ଆଭିଭ,୧୨।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେଉନାହିଁ। ଉଭୟଙ୍କ ମଧ୍ୟରେ ଚାଲିଥିବା ବିବାଦରେ ଏପର୍ଯ୍ୟନ୍ତ ୧୦ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। ଏଥି ସହିତ, ଗାଜାରେ ହୋଇଥିବା ଅପରେସନ ସମୟରେ ଇସ୍ରାଏଲର ଲୋକପ୍ରିୟ ୱେବ ସିରିଜ…
ଟିମ୍ ଇଣ୍ଡିଆ ଯଦି ଏଥର ନ ଜିତେ ତେବେ ଆଉ ୩ ବିଶ୍ୱକପ୍ ଯାଏ ଅପେକ୍ଷା କରିବାକୁ ପଡ଼ିବ: ଶାସ୍ତ୍ରୀ
ନୂଆଦିଲ୍ଲୀ,୧୨।୧୧: ଟିମ୍ ଇଣ୍ଡିଆ ଚଳିତ ବିଶ୍ୱକପ୍ରେ ଚାମ୍ପିୟନ ହେବାର ସୁଯୋଗ ହରାଇଲେ ଏଥିଲାଗି ଆଉ ୩ ବିଶ୍ୱକପ୍ ଯାଏ ଅପେକ୍ଷା କରିବାକୁ ପଡ଼ିବ। କିଛି ଏଭଳି ବୟାନ ଦେଇ ଚର୍ଚ୍ଚାରେ ଭାରତର ପୂର୍ବତନ ଅଧିନାୟକ ରବି ଶାସ୍ତ୍ରୀ। ଏକ ଗଣମାଧ୍ୟମ ସହ…
Archives


