Home

‘ସାହିତ୍ୟର ମୌଳିକତା ଫେସ୍‌ବୁକ୍‌ ନଷ୍ଟ ନ କରୁ’

କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଁ କବି ଡିଲେଶ୍ୱର ରଣା ମନୋନୀତ ହୋଇଛନ୍ତି। କଳାହାଣ୍ଡି ଜିଲା ଧଅଁରାମାଲ ଗ୍ରାମରେ ଜନ୍ମିତ ଡିଲେଶ୍ୱର ସ୍ବରଚିତ ପୁସ୍ତକ ‘ସେଁର୍‌ରା’ ନିମନ୍ତେ ଏହି ପୁରସ୍କାର ପାଇବେ। ସମ୍ପ୍ରତି ସେ ଭବାନୀପାଟଣାସ୍ଥିତ କୁଟେନପଦର ପ୍ରାଥମିକ ବିଦ୍ୟାଳୟରେ…

୧୦ ଡିଗ୍ରୀ ତଳେ ୧୧ ସହର

ଭୁବନେଶ୍ୱର, ୧୮।୧୨(ଅନୁରାଧା ମହାରଣା): ରାଜ୍ୟରେ ଶୀତ ଲହରି ଜାରି ରହିଛି। ଧୀରେ ଧୀରେ ଥଣ୍ଡା ବଢୁଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୧୧ ସହରରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। କନ୍ଧମାଳ ଜିଲାରେ ଥଣ୍ଡାର ସର୍ବାଧିକ ପ୍ରଭାବ…

ମାଗଣା ସିଭିଲ ସର୍ଭିସ କୋଚିଂ ଭେଳିକି

ଭୁବନେଶ୍ୱର,୧୮।୧୨(ଅସମାପିକା ସାହୁ): ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ପରୀକ୍ଷାରେ ଓଡ଼ିଆ ଛାତ୍ରୀଛାତ୍ରଙ୍କ ହାର କମ୍‌ ରହୁଛି। ଏଥିରେ କିପରି ଅଧିକରୁ ଅଧିକ କୃତକାର୍ଯ୍ୟ ହାସଲ କରିବେ ସେଥିପାଇଁ ରାଜ୍ୟ ସରକାର କଲେଜରୁ ଆଇଏଏସ୍‌ କୋଚିଂ ଦେବା ପାଇଁ ଯୋଜନା କରିଛନ୍ତି। ଆସନ୍ତା ଶିକ୍ଷାବର୍ଷରୁ…

ରୋଷେଇ ଘରେ ସୁଇମିଂର ମଜା ନେଉଛି କୁନି ଝିଅ, ଭିଡିଓ ଦେଖିଲେ…

ଆପଣ ନିଶ୍ଚୟ ବଡ଼ବଡ଼ ଘରେ କିମ୍ବା କିଛି ସୋସାଇଟିରେ ସୁଇମିଂ ପୁଲ୍‌ ଦେଖିଥିବେ। କିନ୍ତୁ ଆପଣ କେବେ କେବେ ନିଜ ପିଲା ନିଜ ରୋଷେଇ ଘରେ ଗାଧୋଇବାକୁ ଉପଭୋଗ କରୁଥିବା ଦେଖିଛନ୍ତି କି? କେବଳ ଏତିକି ନୁହେଁ, ଆପଣ କାହାର ରୋଷେଇ…

ନଡାଙ୍କୁ ଭେଟିଲେ କଙ୍ଗନା: ବଢୁଛି ଚର୍ଚ୍ଚା

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ କୁଲୁରେ ଭାଜପା ଅଧ୍ୟକ୍ଷ ଜେପି ନଡାଙ୍କୁ ଭେଟିଛନ୍ତି। ଯଦିଓ ଏହା ଏକ ସୌଜନ୍ୟମୂଳକ କଲ ବୋଲି କୁହାଯାଉଛି, କିନ୍ତୁ କଙ୍ଗନାଙ୍କ ସହିତ ଭାଜପା ଅଧ୍ୟକ୍ଷଙ୍କ ଏହି ବୈଠକରୁ ଅନେକ ଅର୍ଥ ଅନୁମାନ କରାଯାଉଛି। ରାଜନୈତିକ ମହଲରେ…

ଶୁଟିଂବେଳେ ଆହତ ହେଲେ ବରୁଣ

ବଲିଉଡ ଅଭିନେତା ବରୁଣ ଧାୱନ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ଭିଡି ୧୮’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ଶୁଟିଂ ସମୟରେ ବରୁଣ ଆହତ ହୋଇଛନ୍ତି। ଏହାର ସୂଚନା ସେ ନିଜେ ପ୍ରଶଂସକମାନଙ୍କୁ ଏକ ଫଟୋ ଶେୟାର କରି ଦେଇଛନ୍ତି।…

ମନଖୋଲି ଏସବୁ ସ୍ଥାନରେ ଖର୍ଚ୍ଚ କରନ୍ତୁ ଟଙ୍କା; ସୌଭାଗ୍ୟ ବଢ଼ିବ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ର ଆଜି ବି ପ୍ରାସଙ୍ଗିକ। ଏଥିରେ ଜୀବନକୁ ସରଳ କରିବା ଲାଗି ଅନେକ ନୀତି ବିଷୟରେ ବର୍ଣ୍ଣନା କରାଯାଇଛି। ସେଥିରୁ ଗୋଟିଏ ହେଲା ଧନ ଖର୍ଚ୍ଚ କରିବା। ଚାଣକ୍ୟ କୁହନ୍ତି, କେଉଁଠି ଖର୍ଚ୍ଚ କରିବେ, ନ କରିବେ ତାହା…

ସ୍ବତନ୍ତ୍ର ରେକର୍ଡ ହାସଲ କଲେ ଅର୍ଶଦୀପ

ଜୋହାନ୍ସବର୍ଗ,୧୭।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଭାରତ ସହଜରେ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଦଳ ୧୧୬ ରନ ସ୍କୋରରେ ଅଲଆଉଟ୍‌ ହୋଇଯାଇଥିଲା। ଭାରତ ମାତ୍ର ୧୬.୪…

ଭୁଲ୍‌ରେ ବି ପିଲାଙ୍କ ସମ୍ମୁଖରେ କରନ୍ତୁ ନାହିଁ ଏଭଳି ବ୍ୟବହାର, ସାରା ଜୀବନ ପସ୍ତାଇବେ…

ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନକୁ ନେଇ ଅନେକ ନୀତି ବିଷୟରେ ବର୍ଣ୍ଣନା କରାଯାଇଛି। ସେଗୁଡ଼ିକ କଠୋର ହେଲେ ହେଁ ଜୀବନକୁ ସରଳ କରିବାକୁ ସଠିକ୍‌ ମାର୍ଗ ଦେଖାଇଥାଏ। ସେଥିରୁ ଗୋଟିଏ ନୀତି ହେଲା ପିଲାଙ୍କ ଲାଳନପାଳନ। ଚାଣକ୍ୟ କୁହନ୍ତି ଅଭିଭାବକମାନଙ୍କୁ…

ନୂଆ ମୁଖ୍ୟମନ୍ତ୍ରୀ ଭଜନଲାଲଙ୍କ ମୁଣ୍ଡରେ ହାତ ରଖିଲେ ବସୁନ୍ଧରା: ନିଜସ୍ବ ଇଚ୍ଛା ନା ହାଇକମାଣ୍ଡଙ୍କ ଆଦେଶ ସେ ନେଇ…

ଜୟପୁର,୧୭।୧୨: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଶୁକ୍ରବାର ନବନିର୍ବାଚିତ ସିଏମ୍‌ ଭଜନଲାଲ୍‌ ଶର୍ମାଙ୍କ ମୁଣ୍ଡରେ ନିଜ ହାତ ରଖିଥିଲେ। ଏହାକୁ ନେଇ ରାଜନୈତିକମହଲରେ ଚର୍ଚ୍ଚା ଜୋର ଧରିଛି। ଦୀର୍ଘ ୧୧ ଘଣ୍ଟା ଯାଏ ସେ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ।…

ସହଜ ବିଜୟ ହାସଲ କଲା ଭାରତ

ଜୋହାନ୍ସବର୍ଗ,୧୭।୧୨: ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୮ ଉଇକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୧୧୬ ରନ ସ୍କୋର କରିଥିଲା। ଏହାର ଜବାବରେ ଭାରତ ମାତ୍ର ୨ ଉଇକେଟ ହରାଇ ମ୍ୟାଚ ଜିତିଥିଲା।…

ଯଦି କଶ୍ମୀରରୁ ଧାରା ୩୭୦ ହଟିପାରିଲା, ତେବେ ଯେକୌଣସି ଦିନ ପିଓକେରେ ତ୍ରିରଙ୍ଗା ଉଡ଼ିପାରେ; କେନ୍ଦ୍ରମନ୍ତ୍ରୀ କହିଲେ ‘ଅସମ୍ଭବ ନୁହେଁ’

ନୂଆଦିଲ୍ଲୀ,୧୭।୧୨: ଗତ କିଛି ଦଶନ୍ଧି ଧରି ପାକିସ୍ତାନ ଜମ୍ମୁ-କଶ୍ମୀରର ଏକ ଅଂଶ ଦଖଲ କରିଛି। ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)କୁ ଭାରତ କବ୍‌ଜା କରି ପୁଣିଥରେ ଭାରତରେ ସାମିଲ ହେବ କି? ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?