ଚଉମୁହାଣିର ଲକ୍: ଦିନଯାଇଛି, ଚିହ୍ନ ରହିଛି
ପାରାଦୀପ,୧୮ା୧୨(ଶରତ ରାଉତ): ଜଗତ୍ସିଂହପୁର ଜିଲାର ଜୀବନରେଖା କୁହାଯାଉଥିବା ତାଳଦଣ୍ଡା କେନାଲ ଲକ୍ ଏବେ ନିଶ୍ଚିହ୍ନ ଅବସ୍ଥାରେ ପଡ଼ିଛି। ନୂଆଗଡ଼ ପଞ୍ଚାୟତ ଚଉମୁହାଣୀଠାରେ ଉକ୍ତ ଲକ୍ର କେବଳ ୨ଟି ହ୍ୟାଣ୍ଡେଲ ଚକ, ଭଙ୍ଗା କାଠ କବାଟ ଓ ହାୱଡ଼ା ପୋଲ ଭଳି ଏକ…
ହୋଣ୍ଡା ଏଲିଭେଟର ନୂତନ ମାଇଲଖୁଣ୍ଟ
ଭୁବନେଶ୍ୱର,୧୮।୧୨ (ଅଭୟ ଦାଶ): ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ (ଏଚ୍ସିଆଇଏଲ୍)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ ନ୍ୟୁ ହୋଣ୍ଡା ଏଲିଭେଟ୍’ର ସର୍ବଭାରତୀୟ ଉନ୍ମୋଚନ (୨୦୨୩ ସେପ୍ଟେମ୍ବର) ନିକଟରେ ହୋଇଯାଇଛି। ଗତ ୪ମାସ ମଧ୍ୟରେ କମ୍ପାନୀ ଏକ ନୂତନ…
ଆମ୍ୱେ ଇଣ୍ଡିଆର ନୂତନ ଉତ୍ପାଦ
ଭୁବନେଶ୍ୱର,୧୮।୧୨: ଆମ୍ୱେ ଇଣ୍ଡିଆର ନୂତନ ଉତ୍ପାଦ ‘ଅଲ ନ୍ୟୁ ଗ୍ଲିଷ୍ଟର ମଲ୍ଟି ଆକ୍ସନ ଟୁଥ୍ପେଷ୍ଟ’ ନିକଟରେ ସର୍ବଭାରତୀୟ ସ୍ତରରେ ଶୁଭାରମ୍ଭ ହୋଇଯାଇଛି। ଏ ସମ୍ପର୍କରେ ଆମ୍ୱେ ଇଣ୍ଡିଆର ସିଏମଓ ଅଜୟ ଖାନ୍ନା କହିଥିଲେ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ ୯୫%ରୁ ଅଧିକ…
ସଂଖ୍ୟାଲଘୁଙ୍କ ସୁରକ୍ଷା ଅପରିହାର୍ଯ୍ୟ
ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସଦ୍ଭାବ ଏବଂ ଭାଇଚାରା ଦ୍ୱାରା ଦେଶର ଏକତା ବୃଦ୍ଧି ହୋଇଥାଏ। ଏହା ଦ୍ୱାରା ଦେଶର ବିକାଶ ଧାରା ଜାରିରହିବା ସହିତ ବହୁବିଧ କ୍ଷେତ୍ରରେ ନାଗରିକଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରତିପାଦିତ ହୋଇପାରିଥାଏ। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଡିସେମ୍ବର…
ତୃତୀୟ ପାଳିରେ ୩ୟ ବୃହତ୍ ଅର୍ଥନୀତି ହେବ ଭାରତ: ପ୍ରଧାନମନ୍ତ୍ରୀ
ସୁରଟ,୧୮ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାର ଅମଳରେ ଭାରତ ୩ୟ ବୃହତ୍ ଅର୍ଥନୀତି ପାଲଟିବ ବୋଲି ରବିବାର ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଗୁଜରାଟର ସୁରଟ ଡାଇମଣ୍ଡ ବୋର୍ସ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ଏହାକୁ ନୂଆ ଭାରତର ଶକ୍ତି…
ହିନ୍ଦୁମାନେ ହଲାଲ ମାଂସ ଛାଡ଼ିଦିଅନ୍ତୁ: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ
ବେଗୁସରାଇ,୧୮ା୧୨: ପ୍ରାଣୀ ହତ୍ୟାର ହିନ୍ଦୁ ଉପାୟ ହେଉଛି ଝଟ୍କା। ହିନ୍ଦୁମାନେ ଯେତେବେଳେ ବି ବଳି ଦିଅନ୍ତି ସେମାନେ ଗୋଟିଏ ଷ୍ଟ୍ରୋକ୍ରେ କରିଥାଆନ୍ତି। ଏପରି ସ୍ଥଳେ ସେମାନେ ହଲାଲ ମାଂସ ଖାଇ ନିଜକୁ ଅପବିତ୍ର କରିବା ଅନୁଚିତ। ହିନ୍ଦୁମାନେ ହଲାଲ ମାଂସ ଛାଡ଼ିଦେବା…
ବିତର୍କ ନୁହେଁ, ତଦନ୍ତ ହେବ
ନୂଆଦିଲ୍ଲୀ,୧୮ା୧୨: ଭାରତର ନୂଆ ସଂସଦ ଭବନରେ ହୋଇଥିବା ସୁରକ୍ଷା ବିଭ୍ରାଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ବିରୋଧୀ ଏନେଇ ପାର୍ଲାମେଣ୍ଟ ଭିତରେ ବିତର୍କ କରାଯାଉ ବୋଲି ଦାବି କରୁଥିବାବେଳେ ମୋଦି ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।…
କ୍ରଶର ୟୁନିଟ୍ରେ ଅନୁମତିଠୁ ଅଧିକ କଳାପଥର
ଯାଜପୁର,୧୮ା୧୨(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ପ୍ରାୟ ୯୦ଟି କଳାପଥର ଖାଦାନ ରହିଛି। ତନ୍ମମଧ୍ୟରୁ ୨୫ଟି ଲିଜ୍ ଦିଆଯାଇଥିବାବେଳେ ଅନ୍ୟ ଖାଦାନଗୁଡ଼ିକରୁ ଲୁଟ୍ ଚାଲିଛି। ଏହିକ୍ରମରେ ସ୍ଥାନୀୟ କ୍ରଶରଗୁଡିକରେ ଅନୁମତି ଓ ଆବଶ୍ୟକତାଠାରୁ ବହୁ ଗୁଣ ଅଧିକ କଳାପଥର…
ବ୍ରହ୍ମବରଦା ହାଟ ଉନ୍ନତୀକରଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି
ବ୍ରହ୍ମବରଦା,୧୮ା୧୨(ଯଯାତି କେଶରୀ ବେହେରା): ରସୁଲୁପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ପଞ୍ଚାୟତ ସାପ୍ତାହିକ ହାଟର ଉନ୍ନତୀକରଣ ନିମନ୍ତେ ମୁଖ୍ୟମନ୍ତ୍ରୀ, ରାଜସ୍ବ ବିଭାଗ, ଜିଲାପାଳ, ତହସିଲଦାର ଓ ସ୍ଥାନୀୟ ସରପଞ୍ଚଙ୍କୁ ଚିଠି ଲିଖିଛନ୍ତି ବରିଷ୍ଠ ନାଗରିକ ଚିନ୍ତାମଣି ରାଉତ। ବ୍ରାହ୍ମଣୀ ନଦୀବନ୍ଧ ପାର୍ଶ୍ୱରେ ୩…
ସିଏମ୍ସି ମେୟରଙ୍କ ଅଫିସିଆଲ୍ ଫେସ୍ବୁକ୍ ପେଜ୍ ହ୍ୟାକ
କଟକ,୧୮ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ): କଟକ ମହାନଗର ନିଗମ(ସିଏମ୍ସି) ମେୟର ସୁବାସ ସିଂଙ୍କ ଅଫିସିଆଲ୍ ଫେସ୍ବୁକ୍ ପେଜ୍ ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ ସୁବାସଙ୍କ ଫେସ୍ବୁକ୍ ଷ୍ଟାଟସ୍ରେ ଏକ ଅଶ୍ଳୀଳ ପୋଷ୍ଟ ଶେୟାର କରାଯାଇଥିଲା। ଏହାକୁ ନେଇ ଚର୍ଚ୍ଚା ହେବା ପରେ…
ଇମ୍ରାନଙ୍କୁ ବଡ ଝଟକା: ଭର୍ଚୁଆଲ ରାଲି ପୂର୍ବରୁ ଇଣ୍ଟରନେଟ ସେବା ଠପ୍…
ଇସଲାମାବାଦ,୧୮।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭର୍ଚୁଆଲ ରାଲି ପୂର୍ବରୁ ପାକିସ୍ତାନରେ ଇଣ୍ଟରନେଟ ସେବା ବ୍ୟାହତ ହୋଇଥିଲା। ଲୋକମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଭର୍ଚୁଆଲ ରାଲି ରାତି ୯ ଟାରୁ ଆରମ୍ଭ ହେବାର ଥିଲା,…
ହସ୍ପିଟାଲରେ ଦାଉଦ୍ ଇବ୍ରାହିମ୍
ଇସଲାମାବାଦ,୧୮ା୧୨: ମୋଷ୍ଟ ଓ୍ବାଣ୍ଟେଡ ଅଣ୍ଡରଓ୍ବାଲର୍ଡ ଡନ୍ ଦାଉଦ୍ ଇବ୍ରାହିମ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିଷକ୍ରିୟା ଯୋଗୁ କରାଚିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ପାକିସ୍ତାନରେ ଭାରତରୁ ଲୁଚି ରହିଥିବା ଅଣ୍ଡରଓ୍ବାଲର୍ଡ ଡନ୍ ଦାଉଦ୍ ଇବ୍ରାହିମ ସେଠାରେ ମଧ୍ୟ ସୁରକ୍ଷିତ…

