Home

ମୋଦିଙ୍କ ନାଁ ଶୁଣି ରାଗିଯାଇ ଏମିତି କହିଲେ ଲାଲୁ

ନୂଆଦିଲ୍ଲୀ,୧୮।୧୨: ଇଣ୍ଡିଆ ଆଲାଇନ୍ସର ଚତୁର୍ଥ ବୈଠକ ମଙ୍ଗଳବାର (୧୯ ଡିସେମ୍ବର) ରେ ଦିଲ୍ଲୀରେ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଯୋଗଦେବେ। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପୁଅ ତଥା ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ…

କିଏ ସେହି ‘ଜମାଲ କୁଡୁ’ର ଭାଇରାଲ ଯୁବତୀ, ରାତାରାତି ହେଲେ ପ୍ରସିଦ୍ଧ, ବଢ଼ିଗଲେ ୨୫ ଗୁଣ ଫଲୋଅର୍ସ

ମୁମ୍ବାଇ: ଫିଲ୍ମ ‘ଆନିମଲ’ରେ ବବି ଦେଓଲଙ୍କ ଏଣ୍ଟ୍ରି ଗୀତ ସୋସିଆଲ ମିଡିଆରେ ବେଶ୍‌ ହଇଚଇ ସୃଷ୍ଟି କରିଛି। ବିବାହ ସମାରୋହରେ ଏହି ଗୀତ ଏବେ ବେଶ୍‌ ଲୋକପ୍ରିୟ ହୋଇଛି। ଗୀତ ‘ଜମାଲ କୁଡୁ’ ଭାଇରାଲ ହେବା ପରେ ଏଥିରେ ଜଣେ ସୁନ୍ଦରୀ…

କ‘ଣ ଲୁଚାଇବାକୁ ଚେଷ୍ଟା କରୁଛି ପାକିସ୍ତାନ ? ଦାଉଦଙ୍କ ଖବର ପରେ ଦେଶରେ ଇଣ୍ଟରନେଟ ସେବା ବନ୍ଦ, ମୃତ ନା ଜୀବିତ ନେଇ ଚର୍ଚ୍ଚା ଆରମ୍ଭ…

ଇସଲାମାବାଦ,୧୮।୧୨ : ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଭାରତର ମୋଷ୍ଟ ଓ୍ବଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମଙ୍କୁ ପାକିସ୍ତାନର କରାଚିରେ ବିଷ ଦିଆଯାଇଥିବା ଖବର ପ୍ରସାରିତ ହେବାରେ ଲାଗିଛି। ତାଙ୍କୁ କରାଚି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଖବର ମଧ୍ୟ…

ଦାଉଦ ଇବ୍ରାହିମଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ନୂଆଦିଲ୍ଲୀ,୧୮।୧୨: ଭାରତୀୟ ଅଣ୍ଡରୱାଲର୍‌ଡର ଅନ୍ୟତମ ପ୍ରମୁଖ ଅପରାଧୀ ଦାଉଦ ଇବ୍ରାହିମ। ସେ ୨୬ ଡିସେମ୍ବର ୧୯୯୫ ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ଡି-କମ୍ପାନୀର ମୁଖ୍ୟ ଭାବେ ବିବେଚନା କରାଯାଏ। ଏକଦା ଡୋଙ୍ଗ୍ରିରେ ଦାଦାଗିରି କରୁଥିବା ଦାଉଦ ଆଜି ହଜାରେ କୋଟି ମୂଲ୍ୟର…

ଦେଖୁ ଦେଖୁ ସ୍କୁଟି ଧରି ଆକାଶରେ ଉଡ଼ିଗଲେ ଏହି ବ୍ୟକ୍ତି: ଲୋକେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆର ପ୍ରସିଦ୍ଧ ହେବା ପାଇଁ ଲୋକମାନେ ବିଭିନ୍ନ ପ୍ରୟାସ କରନ୍ତି। କିଛି ଲୋକ ବଡ଼ କୀର୍ତ୍ତିମାନ କରି ପ୍ରସିଦ୍ଧ ହୁଅନ୍ତି। ଏପରି ଜଣେ ବ୍ୟକ୍ତି ତାଙ୍କ ଦକ୍ଷତା ହେତୁ ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଆକାଶରେ ସ୍କୁଟି…

ଦାଉଦ ହସ୍ପିଟାଲରେ ନାହାନ୍ତି, ଜହର ଦେବା ଖବର ମିଥ୍ୟା, ଘରେ ରହି ହେଉଛନ୍ତି ଚିକିତ୍ସିତ: ପାକିସ୍ତାନ ଗଣମାଧ୍ୟମ ଦେଲା ସୂଚନା…

ଇସଲାମାବାଦ,୧୮।୧୨ : ଅଣ୍ଡରୱାଲର୍‌ଡ ଡନ ଦାଉଦ ଇବ୍ରାହିମ ସମ୍ପ୍ରତି ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କାରଣ ତାଙ୍କ ସ୍ବାସ୍ଥ୍ୟ ଗୁରୁତର ରହିଛି। ସୋସିଆଲ ମିଡିଆରେ ଏନେଇ ଆଲୋଚନା ଜାରି ରହିଛି। ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି…

ଜଣେ ଏମ୍‌ପିଙ୍କ ଦରମା କେତେ, ଏହାସହ କ’ଣ ସବୁ ସୁବିଧା ମିଳେ ଏମାନଙ୍କୁ

ନୂଆଦିଲ୍ଲୀ,୧୮।୧୨: ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଯାଉଛି ଲୋକ ସଭା ନିର୍ବାଚନ। ରାଜନୈତିକ ଦଳ ଏହି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। କେହି କୌଣସି ବାଟକୁ ଅନାବଶ୍ୟକ ଛାଡିବାକୁ ଚାହାଁନ୍ତି ନାହିଁ, ପ୍ରତ୍ୟେକ ଦଳ ଯଥାସମ୍ଭବ ଆସନ ଜିତିବାକୁ ଚାହାଁନ୍ତି।…

ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଦାଉଦ୍‌, ପରେ ନଷ୍ଟ ହୋଇଥିଲା କ୍ୟାରିୟର

ମୁମ୍ବାଇ: ମୋଷ୍ଟଓ୍ବାଣ୍ଟେଡ୍‌ ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି। ଭାରତର ବହୁଚର୍ଚ୍ଚିତ ଶତ୍ରୁ ଦାଉଦ୍‌ଙ୍କର ବଲିଉଡ ସହିତ ଦୀର୍ଘଦିନର ସମ୍ପର୍କ ରହିଛି। ଅନେକ ଧମକ ଓ ଷଡ଼ଯନ୍ତ୍ରରେ ଦାଉଦ୍‌ଙ୍କ ନାମ ଅନେକ…

୭୭ ଖେଳାଳିଙ୍କ ପାଇଁ ଖର୍ଚ୍ଚ ହେବ ୨୬୩ କୋଟି ଟଙ୍କା

ନୂଆଦିଲ୍ଲୀ,୧୮।୧୨: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ପାଇଁ ନିଲାମ ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ହେବ। ସମସ୍ତ ଫ୍ରାଞ୍ଚାଇଜ ଏଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏହା ପ୍ରଥମ ଥର ପାଇଁ ଭାରତ ବାହାରେ ନିଲାମର ଆୟୋଜନ କରାଯାଉଛି। ଆଇପିଏଲ ୨୦୨୪ ନିଲାମ ପାଇଁ ୩୩୩…

ଟଏଲେଟରେ ଅଧିକ କୁନ୍ଥାଇଲେ ରହିଛି ମୃତ୍ୟୁ ଆଶଙ୍କା ! ସଙ୍କଟରେ ବହୁ ଲୋକ…

ମୁମ୍ବାଇ : ସମ୍ପ୍ରତି ହୃଦଘାତର ଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଥିରେ ବହୁ ସଂଖ୍ୟକ ଯୁବବର୍ଗ ଜୀବନ ହରାଉଛନ୍ତି। ହୃଦଘାତର ଅନେକ କାରଣ ଥାଇପାରେ, କୋଷ୍ଠକାଠିନ୍ୟ ମଧ୍ୟ ସେଥିମଧ୍ୟରୁ ଗୋଟିଏ। କୋଷ୍ଠକାଠିନ୍ୟ ଏକ ସାଧାରଣ ସମସ୍ୟା, ଯାହା ଦ୍ରୁତ ଗତିରେ…

ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ

ଭୋଜପୁରୀର ପ୍ରସିଦ୍ଧ ଅଭିନେତା ବ୍ରିଜେଶ ତ୍ରିପାଠୀଙ୍କ ହୃଦଘାତରେ ପରଲୋକ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ୭୨ ବର୍ଷ ହୋଇଥିଲା। ବ୍ରିଜେଶଙ୍କ ପରଲୋକରେ ଭୋଜପୁରୀ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ତାଙ୍କୁ ଭୋଜପୁରୀ ଇଣ୍ଡଷ୍ଟ୍ରିର ଭୀଷ୍ମ ପିତାମହ କୁହାଯାଉଥିଲା। ବ୍ରିଜେଶ ଅନେକ…

ଟ୍ରେନ୍‌ଲାଇନ୍‌ରୁ ମିଳିଲା ହୋମ୍‌ଗାର୍ଡଙ୍କ ମୃତଦେହ

ରାୟଗଡ଼ା,୧୮ା୧୨: ରାୟଗଡ଼ା ଷ୍ଟେଶନର ୫୦ ମିଟର ପୂର୍ବରୁ ଟ୍ରେନ୍‌ଲାଇନ୍‌ରୁ ଜଣେ ହୋମ୍‌ଗାର୍ଡଙ୍କ ମୃତଦେହ ମିଳିଛି। ରବିବାର ରାତିରେ ଏ ନେଇ ଖବର ପ୍ରଚାରିତ ହେବା ପରେ ରେଳ ବିଭାଗ କର୍ତ୍ତୃପକ୍ଷ, ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?