Home

ମଦ ପିଇଲେ କାହାର ଅଧିକ କ୍ଷତି ହୁଏ ପୁରୁଷ ନା ମହିଳା, ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୧୨: ମଦ୍ୟପାନ ପୁରୁଷ ହେଉ କିମ୍ବା ମହିଳା କାହା ପାଇଁ ଲାଭଦାୟକ ହୋଇ ନ ଥାଏ। ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ ପାଇଁ ମଦ୍ୟପାନ ଅଧିକ କ୍ଷତିକାରକ। ‘ନ୍ୟାଶନାଲ ସେଣ୍ଟର ଅଫ ରୋଗ ନିୟନ୍ତ୍ରଣ’ (ଏନସିଡିସି) ମଧ୍ୟ…

୨୦୦ ବଲ୍‌ ବାକି ଥାଇ ମ୍ୟାଚ୍‌ ଜିତି ୫ ବଡ଼ ରେକର୍ଡ କଲା ଭାରତ

ଜୋହାନ୍ସବର୍ଗ,୧୮।୧୨: ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିବା ଟିମ ଇଣ୍ଡିଆ ଟି-୨୦ ସିରିଜ ଡ୍ର ପରେ ଦିନିକିଆ ସିରିଜ ପାଇଁ ଏକ ଭଲ ଆରମ୍ଭ କରିଛି। କେ.ଏଲ ରାହୁଲଙ୍କ ଅଧିନାୟିକତ୍ୱରେ ଟିମ ଇଣ୍ଡିଆ ଗତକାଲି ବିଶ୍ୱକପ ଫାଇନାଲ ମ୍ୟାଚ ହାରିବା ପରେ ପ୍ରଥମ…

ତାମିଲନାଡୁ ଉବୁଟୁବୁ: ରାସ୍ତାରେ ଖେଳୁଛନ୍ତି ମାଛ, ସ୍କୁଲ-କଲେଜ-ଅଫିସ ବନ୍ଦ…

ଚେନ୍ନାଇ,୧୮।୧୨ : ଲଘୁଚାପ ପ୍ରଭାବରେ ତାମିଲନାଡୁରେ ତିରୁନେଲଭେଲି, ଟେନକାସୀ, ଟୁଟିକୋରିନ ଏବଂ କନ୍ୟାକୁମାରୀର ଚାରିଟି ଜିଲାରେ ପ୍ରବଳ ବର୍ଷା ହୋଇଛି। ଏହି କାରଣରୁ, ଏଠାରେ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି। ଅନେକ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି। ବିଶେଷକରି ତିରୁନେଲଭେଲି…

ଦେଶ ପାଇଁ କାହିଁକି ଦାନ ମାଗୁଛି କଂଗ୍ରେସ, କ’ଣ ଏହି କ୍ରାଉଡ ଫଣ୍ଡିଂ

ନୂଆଦିଲ୍ଲୀ,୧୮।୧୨: କିଛିଦିନ ତଳେ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ସେମାନଙ୍କ ଇଚ୍ଛା ଅନୁଯାୟୀ ହୋଇ ନ ଥିଲେ ମଧ୍ୟ କଂଗ୍ରେସର ଉତ୍ସାହରେ କୌଣସି ହ୍ରାସ ଘଟିନାହିଁ। ଗୋଟିଏ ପଟେ ଭାରତ ଯୋଡୋ ଯାତ୍ରାର ଭାଗ -୨ ଆରମ୍ଭ କରିବାକୁ…

‘ଦେଶ ପାଇଁ ଦାନ’ ଅଭିଯାନ ଆରମ୍ଭ କଲା କଂଗ୍ରେସ…

ନୂଆଦିଲ୍ଲୀ,୧୮।୧୨ : ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦେଶ ପାଇଁ ଦାନ ଅଭିଯାନ ଆରମ୍ଭ କରିଛି। କଂଗ୍ରେସ ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏହି ଅଭିଯାନରେ କହିଛନ୍ତି ପ୍ରଥମ ଥର ପାଇଁ ଦେଶ ପାଇଁ ଦାନ ଦେବାକୁ କଂଗ୍ରେସ କହିଛି। ଖାର୍ଗେ…

ବିଗ୍‌ ବସ୍‌ ତାମିଲ ସିଜନ-୭ର ପ୍ରମୋ ରିଲିଜ୍‌, କମଲ ହାସନଙ୍କ ଧମାକାଦାର କମ୍‌ବ୍ୟାକ୍‌

ଚେନ୍ନାଇ: ବିଗ ବସ ତାମିଲର ନୂଆ ସିଜନକୁ ନେଇ କମଲ ହାସନ ପୁଣି ଫେରିଛନ୍ତି । ବିଗ୍‌ ବସ୍‌ ତାମିଲ ୭ର ନୂଆ ଟିଜର ପ୍ରମୋ ଶେଷରେ ଶୁକ୍ରବାର ଅଭିନେତା ଏବଂ ନିର୍ମାତାଙ୍କ ଦ୍ୱାରା ସୋସିଆଲ ମିଡିଆରେ ଜାରି କରାଯାଇଛି। ପ୍ରମୋରେ…

ଭବିଷ୍ୟବାଣୀ କଲେ ଅଶ୍ୱିନ: ଏହି ୨ ଖେଳାଳି ୧୪ କୋଟିରୁ ଅଧିକ ଟଙ୍କାରେ ହେବେ ବିକ୍ରି

ନୂଆଦିଲ୍ଲୀ,୧୮।୧୨: ଆଇପିଏଲ ୨୦୨୪ ନିଲାମ ପୂର୍ବରୁ ଭାରତର ଅନ୍ୟତମ ମହାନ ସ୍ପିନ ବୋଲର ରବିଚନ୍ଦ୍ରନ ଅଶ୍ୱିନ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଆଇପିଏଲ୍‌ ନିଲାମରେ ୨ ଖେଳାଳି ୧୪ କୋଟିରୁ ଅଧିକ ଟଙ୍କା ବିକ୍ରି ହେବ ବୋଲି ସେ କହିଛନ୍ତି। ଦୁବାଇରେ ଆଇପିଏଲ…

ସଡ଼କ ଦୁର୍ଘଟଣା ମୃତକ ସଂଖ୍ୟା: ସରକାରଙ୍କ ୨ ବିଭାଗର ରିପୋର୍ଟ ଭିନ୍ନ ଭିନ୍ନ, ପ୍ରକୃତ ମୁତ୍ୟୁ କେତେ ନେଇ ପ୍ରଶ୍ନ…

ନୂଆଦିଲ୍ଲୀ,୧୮।୧୨ : ଦେଶରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ସରକାରଙ୍କ ଦୁଇଟି ଏଜେନ୍ସି ନିକଟରେ ପ୍ରକାଶ ପାଇଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଆକଳନଗୁଡ଼ିକରେ ଏକ ବଡ଼ ପାର୍ଥକ୍ୟ ଦେଖିବାକୁ ମିଳିଛି। ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ(ଏନସିଆରବି) ଏବଂ ସଡକ ପରିବହନ…

ପାକିସ୍ତାନ-ବାଂଲାଦେଶ ବିରୋଧରେ ବଡ ବୟାନ ଦେଲେ ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ହିନ୍ଦୁଙ୍କୁ କଲେ ସମର୍ଥନ

ଆମଷ୍ଟରଡମ,୧୮।୧୨: ଧୁର ଦକ୍ଷିଣପନ୍ଥୀ ତଥା ଇସଲାମ ବିରୋଧୀ ନେତା ଗିର୍ଟ ୱିଲଡର୍ସ ନେଦରଲ୍ୟାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ନେଦରଲ୍ୟାଣ୍ଡର ସାଧାରଣ ନିର୍ବାଚନରେ ଏକ ବଡ଼ ବିଜୟ ହାସଲ କରିବା ପରେ ୱିଲଡର୍ସ ସମଗ୍ର ବିଶ୍ୱରୁ ଅଭିନନ୍ଦନ ବାର୍ତ୍ତା ଗ୍ରହଣ କରୁଛନ୍ତି। ଯେଉଁଥିପାଇଁ…

ଭାରତକୁ ପୁଣି ଫେରିଲା କରୋନା: ୩୩୫ ଆକ୍ରାନ୍ତ, ୫ ଜଣଙ୍କ ମୃତ୍ୟୁ…

ନୂଆଦିଲ୍ଲୀ,୧୮।୧୨ : କରୋନା ଭୂତାଣୁ ପୁଣି ଥରେ ସାରା ବିଶ୍ୱରେ ନିଜର ସଂକ୍ରମଣ ବିସ୍ତାର କରୁଛି। ଏହି ସଂକ୍ରମଣ ଲୋକଙ୍କୁ ନୂଆ ବର୍ଷ ଏବଂ ଖ୍ରୀଷ୍ଟମାସରେ ଲୋକଙ୍କୁ ଏକାଠି ହେବାକୁ ବାରଣ କରୁଛି । ଭାରତରେ ସଂକ୍ରମଣ ମାମଲା ଦ୍ରୁତ ଗତିରେ…

ବିମାନବନ୍ଦରରେ ଧଳାଭାଲୁର ଅଦ୍ଭୁତ କାର୍ଯ୍ୟ ଦେଖି ହସିହସି ଗଡ଼ିଲେ ଲୋକେ, ଦେଖନ୍ତୁ ଭିଡିଓ…

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେଉଛି। ଏଥିରୁ କିଛି ଭିଡିଓକୁ ଲୋକେ ଖୁବ୍‌ ପସନ୍ଦ କରିବା ସହ ଦେଖିବା ପରେ ହସି ହସି ବେଦମ୍‌ ବି ହୋଇଯାନ୍ତି। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ…

୭ ମହଲା ଏହି ମନ୍ଦିରରେ ହେବ ନାହିଁ ଭଗବାନଙ୍କ ପୂଜା, ପ୍ରଧାନମନ୍ତ୍ରୀ କଲେ ଉଦଘାଟନ…

କାଶୀ,୧୮।୧୨ : ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କାଶୀରେ ସର୍ବେଦ ମହାମନ୍ଦିର ଉଦଘାଟନ କରିଛନ୍ତି। ସେ କାଶୀରେ ୨ ଦିନିଆ ଗସ୍ତରେ ଅଛନ୍ତି ଏବଂ ତାଙ୍କ କାର୍ଯ୍ୟକ୍ରମ ଅନୁଯାୟୀ ସେ ସୋମବାର ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?