ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ କାର ଦୁର୍ଘଟଣା
ଜୟପୁର,୨୦।୧୨: ରାଜସ୍ଥାନର ନବ ନିର୍ବାଚତ ମୁଖ୍ୟମନ୍ତ୍ରୀ ଭଜନଲ ଶର୍ମା ମଙ୍ଗଳବାର ଭରତପୁର ଆସିଥିଲେ। ଭରତପୁରରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ବାସଭବନକୁ ଯାଇ ସେଠାରେ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ଭରତପୁରର ସର୍କିଟ ହାଉସରେ ପହଞ୍ଚିଥିଲେ। ଭାରତପୁରର…
ରାଷ୍ଟ୍ରପତି ପଦ ପାଇଁ ଅଯୋଗ୍ୟ ଘୋଷିତ ହେଲେ ଟ୍ରମ୍ଫ
ଓ୍ବାଶିଂଟନ,୨୦।୧୨: ହ୍ବାଇଟ ହାଉସ ରେସ ପାଇଁ ପ୍ରଚାର କରୁଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମଙ୍ଗଳବାର କଲରାଡୋ ରାଜ୍ୟର ମୁଖ୍ୟ କୋର୍ଟ କ୍ୟାପିଟାଲ ହିଂସା ମାମଲାରେ ଆମେରିକାର ସମ୍ବିଧାନ ଅନୁଯାୟୀ ଟ୍ରମ୍ପଙ୍କୁ ରାଷ୍ଟ୍ରପତି…
ଦକ୍ଷିଣ ଆଫ୍ରିକା ଜିତିଲା
ଜିକ୍ୱେବେରା, ୧୯।୧୨: ଟୋନି ଡି ଜର୍ଜିଙ୍କ ଶତକ ସହିତ ଦକ୍ଷିଣ ଆଫ୍ରିକା ମଙ୍ଗଳବାର ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତକୁ ୮ ଉଇକେଟରେ ପରାସ୍ତ କରିଛି। ଭାରତ ୪୬.୨ ଓଭରରେ ୨୧୧ ରନକରି ଅଲ୍ଆଉଟ ହୋଇଥିବାବେଳେ ଦକ୍ଷିଣ ଆଫ୍ରିକା ୪୨.୩…
ରୋହିତଙ୍କୁ ଟ୍ରେଡ୍ କରାଯିବା ନେଇ ହେଉଥିଲା ଚର୍ଚ୍ଚା: ଏବେ ଆଧିକାରୀକ ଭାବେ ପ୍ରତିକ୍ରିୟା ରଖିଲା ମୁମ୍ବାଇ
ନୂଆଦିଲ୍ଲୀ,୧୯।୧୨: ଆଇପିଏଲ୍ ୨୦୨୪ ଲାଗି ଆୟୋଜିତ ମିନି ଅକ୍ସନର ପ୍ରାୟ ଏକ ସପ୍ତାହ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ନୂଆ ଅଧିନାୟକ ଭାବେ ନିଯୁକ୍ତ କରିଥିଲା। ଫଳରେ ଦୀର୍ଘ ଏକ ଦଶନ୍ଧି ଧରି ଦଳର ନେତୃତ୍ୱ ନେଇଆସିଥିବା ରୋହିତ…
ଭାରତ ସମେତ ୧୧ ଦେଶରେ କରୋନା ଆତଙ୍କ: ଡବ୍ଲୁଏଚଓର ଚେତାବନୀ, ଜେଏନ.୧କୁ ଭ୍ୟାରିଆଣ୍ଟ ଅଫ ଇଣ୍ଟ୍ରେଷ୍ଟ ଘୋଷିତ…
ଜେନେଭା/ନୂଆଦିଲ୍ଲୀ,୧୯।୧୨ : କରୋନା ମହାମାରୀ ପୁଣି ଥରେ ମୁଣ୍ଡ ଟେକିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଜେଏନ.୧ ଷ୍ଟ୍ରେନ କୁ ଭ୍ୟାରିଆଣ୍ଟ ଅଫ ଇଣ୍ଟ୍ରେଷ୍ଟ ଘୋଷିତ କରିଛି । ଏହା ମଧ୍ୟ କୁହାଯାଇଛି ଏହା ଜନସ୍ବାସ୍ଥ୍ୟ ପାଇଁ ଅଧିକ ବିପଦ ସୃଷ୍ଟି…
ନିରାଶ ହେଲେ ସ୍ମିଥ୍, ତ୍ରିଶତକ ମାରିଥିବା ନାୟାରଙ୍କୁ ବି କେହି କିଣିଲେ ନାହିଁ; ଦେଖନ୍ତୁ ଅନସୋଲ୍ଡ ଖେଳାଳିଙ୍କ ତାଲିକା
ଦୁବାଇ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୪ ଲାଗି ମଙ୍ଗଳବାର ମିନି ଅକ୍ସନ ଶେଷ ହୋଇଛି। ଏହି ସମୟରେ ଅନେକ ଚର୍ଚ୍ଚିତ ଖେଳାଳିଙ୍କ ଉପରେ ନିଲାମ ଡକା ଯାଇଥିଲା। ମିଚେଲ ଷ୍ଟାର୍କ ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ପାଲଟିଥିଲେ। ତାଙ୍କୁ କୋଲକାତା…
ଆଇପିଏଲ୍ ଅକ୍ସନ ପରେ ବଦଳିଲା ଚିତ୍ର: ୨୩୦ କୋଟିରେ କିଣାହେଲେ ୭୨ ଖେଳାଳି, ଦେଖନ୍ତୁ କିଏ ଗଲେ କେଉଁ ଦଳକୁ
ଦୁବାଇ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୪ର ମିନି ଅକ୍ସନ ଶେଷ ହୋଇଛି। ପ୍ରଥମ ଥର ଲାଗି ବିଦେଶରେ ଏହି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଏଥିରେ ୭୨ ଖେଳାଳିଙ୍କ ଉପରେ ୧୦ ଟିମ୍ ୨୩୦ କୋଟି ଟଙ୍କା ଖର୍ଚ୍ଚ କରିଛି। ବିଶେଷକରି ବିଦେଶୀ…
ଆଇପିଏଲ୍ ନିଲାମୀରେ ମଲ୍ଲିକାଙ୍କ ଗୋଟିଏ ଭୁଲ ଲାଗି ୨୦ ଲକ୍ଷର କ୍ଷତି ସହିଲା ଆର୍ସିବି
ଦୁବାଇ,୧୯।୧୨: ଆଇପିଏଲ୍ ୨୦୨୪ ଲାଗି ମିନି ଅକ୍ସନ ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ହୋଇଥିଲା। ଏଥର ନିଲାମୀ ପ୍ରକ୍ରିୟା ସଞ୍ଚାଳନ ଲାଗି ପ୍ରଥମ ଥର ଜଣେ ମହିଳାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ମଲ୍ଲିକା ସାଗର ଏହି ଭୂମିକା ତୁଲାଇଥିଲେ। ତେବେ ତାଙ୍କ ଦ୍ୱାରା ଏକ…
ଶାହରୁଖଙ୍କ ପତ୍ନୀ ଗୌରୀଙ୍କୁ ଇଡି ନୋଟିସ୍
ବମ୍ବେ: ବଲିଉଡ୍ କିଙ୍ଗ ଖାନ୍ ଶାହରୁଖଙ୍କ ପତ୍ନୀ ଗୌରୀ ଖାନ୍ଙ୍କୁ ନୋଟିସ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଲକ୍ଷ୍ନୌସ୍ଥିତ ରିଅଲ ଇଷ୍ଟେଟ କମ୍ପାନୀ ତୁଲସିୟାନୀ ଗ୍ରୁପ୍ ମାମଲାରେ ତାଙ୍କୁ ଏହି ନୋଟିସ୍ ମିଳିଛି। ସେ ଏହାର ବ୍ରାଣ୍ଡ ଆମ୍ବାସଡର ଅଟନ୍ତି। ଏବେ କମ୍ପାନୀ…
ଥରିଲା ଘର କାନ୍ଥ, ଭାଙ୍ଗିଲା କୋଠା: ଚାଇନାର ଭୂକମ୍ପ ଭିଡିଓ ଭାଇରାଲ…
ବେଜିଂ୧୯।୧୨ : ହଠାତ ଜୋରରେ ଝଟକା ଲାଗି ଘରର କାନ୍ଥଗୁଡ଼ିକ ଥରିବାରେ ଲାଗିଲା। ଏହା ସହିତ ବଡ଼ ବଡ଼ କୋଠା ଗୁଡ଼ିକ ଭୁଶୁଡ଼ି ପଡ଼ିଲା। ଯାନବାହନ ଚଳାଚଳ ଆରମ୍ଭ କଲା, ଘରର କାନ୍ଥରେ ଫାଟ ସୃଷ୍ଟି ହେଲା । ଲୋକମାନେ ଭୟଭୀତ…
ଚାଇନାରେ ଭୂକମ୍ପ ହେଲେ କାହିଁକି ଅଧିକ ଲୋକଙ୍କର ମୃତ୍ୟୁ ଘଟେ, କାରଣ କ’ଣ…
ବେଜିଂ,୧୯।୧୨ : ଚାଇନାର ଉତ୍ତର-ପଶ୍ଚିମାଞ୍ଚଳରେ ୬.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ବହୁ ଧ୍ୱଂସ ଘଟାଇଛି। ଏଥିରେ ୧୧୧ ଲୋକଙ୍କ ଜୀବନ ଯାଇଛି। ଅନେକ ଅଟ୍ଟାଳିକା ଭୁଶୁଡି ପଡିଛି। ଚାରିଆଡେ ଭଙ୍ଗାରୁଜା ଆବର୍ଜନା ପାଲଟିଛି। ବିଦ୍ୟୁତ ଏବଂ ଜଳ ଯୋଗାଣ ବ୍ୟାହତ ହୋଇଛି।…
ଦୌଡିଲେ ମିଳିବ ବୋନସ, କର୍ମଚାରୀଙ୍କୁ କହିଲା ଚାଇନା କମ୍ପାନୀ…
ବେଜିଂ,୧୯।୧୨ : କୁହାଯାଏ ଏକ ସୁସ୍ଥ ମନ ଏକ ସୁସ୍ଥ ଶରୀରରେ ରହିଥାଏ। ଚାଇନାର ଏକ କାଗଜ ଉତ୍ପାଦନକାରୀ କମ୍ପାନୀର ମାଲିକ ଏହାକୁ ବହୁତ ଭଲ ଭାବରେ ବୁଝିଛନ୍ତି। ଏହି କାରଣରୁ କର୍ମଚାରୀଙ୍କ ବୋନସ ପାଇଁ ଏହା ଏକ ନୂତନ ନୀତି…

