Home

ପରୀକ୍ଷାରେ ଶିକ୍ଷକ ଖାତା ନେଇଯିବାରୁ ସରକାରଙ୍କ ବିରୋଧରେ ମାମଲା ଦାୟର କଲେ ଛାତ୍ର, କ୍ଷତିପୂରଣ ଦାବି

ସିଓଲ,୨୪।୧୨: ପରୀକ୍ଷା ଦ୍ୱାରା ଛାତ୍ରୀଛାତ୍ର ବର୍ଷକର ସିଲାବସକୁ କିପରି ଅଧ୍ୟୟନ କରିବାକୁ ସକ୍ଷମ ହୋଇଛନ୍ତି, ତାହା ଜାଣିବାରେ ଧାରଣା ଦେଇଥାଏ। ପରୀକ୍ଷା କେବଳ ବିଦ୍ୟାଳୟ କିମ୍ବା କଲେଜ ସ୍ତରୀୟ ଶିକ୍ଷାର ମୂଲ୍ୟାଙ୍କନ ପାଇଁ ନୁହେଁ ବରଂ ଚାକିରି ପାଇଁ ମଧ୍ୟ କରାଯାଏ।…

ଜମ୍ମୁ-କଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ: ପ୍ରାର୍ଥନା କରୁଥିବା ବେଳେ ଅବସରପ୍ରାପ୍ତ ପୋଲିସ ଅଫିସରଙ୍କୁ ଗୁଳି କରି ହତ୍ୟା

ବାରାମୂଳା,୨୪।୧୨: ଜମ୍ମୁ-କଶ୍ମୀରରେ ପୁଣି ଏକ ଆତଙ୍କବାଦୀ ଆକ୍ରମଣ ହୋଇଛି। ବାଳାମୂଳାରେ ଜଣେ ଅବସରପ୍ରାପ୍ତ ପୋଲିସ ଅଫିସରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଏସ୍‌ଏସ୍‌ପି ମହମ୍ମଦ ଶଫି ମୀର। ସେ ମସଜିଦରେ ନମାଜ ପଢ଼ୁଥିବା ବେଳେ ଆତଙ୍କବାଦୀ ଗୁଳମାଡ଼ କରିଥିଲେ। ତେବେ ଗୁଳିକାଣ୍ଡ…

ଘରେ ସୁଖ-ସମୃଦ୍ଧି ବୃଦ୍ଧି ପାଇଁ ନିଶ୍ଚୟ ମାନନ୍ତୁ ଏସବୁ ନିୟମ, ସୁଖମୟ ହେବ ଜୀବନ

ଘରେ ସୁଖ-ସମୃଦ୍ଧି ବୃଦ୍ଧି ସହ ଶାନ୍ତି ବଜାୟ ରଖିବା ପାଇଁ ବାସ୍ତୁଶାସ୍ତ୍ରର କିଛିଟା ନିୟମ ମାନିବା ଜରୁରୀ। ଯେମିତି କି: * ପ୍ରତିଦିନ ସକାଳେ ତୁଳସୀ ଚଉରା ମୂଳରେ ଜଳ ଅର୍ପଣ କରିବା ସହ ସନ୍ଧ୍ୟା ସମୟରେ ଦୀପ ଜାଳିଲେ ମାତା…

ଅଦିନିଆ ବର୍ଷାରେ ନଷ୍ଟହେଲା ଧଳାସୁନା

ଭବାନୀପାଟଣା,୨୪।୧୨(ଉତ୍ତମ କୁମାର ଦାଶ)ଚାଷ ଓ ଚାଷୀଙ୍କୁ ନେଇ ପରିଚିତ କଳାହାଣ୍ଡି ଜିଲା। ଧାନ ସହିତ କପା ଓ ଡାଲି ଜାତୀୟ ଶସ୍ୟ, ମାଣ୍ଡିଆ, ଗୁର୍ଜି ଭଳି ବିଭିନ୍ନ ଚାଷକୁ ନେଇ ବିଶ୍ୱଦରବାରରେ ନିଜର ସ୍ବତନ୍ତ୍ର ପରିଚୟ ପାଇଛି କଳାହାଣ୍ଡି। ଧାନ ଉତ୍ପାଦନରେ…

କୋଏଲରେ ମିଶୁଛି ଡ୍ରେନ୍‌ ପାଣି

ରାଉରକେଲା,୨୪।୧୨(ସଙ୍ଗୀତା ଜେନା)ଇସ୍ପାତ ସହର ରାଉରକେଲାର ବିଭିନ୍ନ ଅଞ୍ଚଳର ବର୍ଜ୍ୟଜଳ ମୁଖ୍ୟ ଡ୍ରେନରେ ଆସି କୋଏଲ ନଦୀରେ ମିଶୁଛି। ଏହାଦ୍ୱାରା ନଦୀଜଳ ପ୍ରଦୂଷଣ ହେଉଛି। ଅନ୍ୟପକ୍ଷେ ଏହି ନଦୀଜଳକୁ ସ୍ଥାନୀୟ ଅଞ୍ଚଳବାସୀ ବିଭିନ୍ନ କାମରେ ବ୍ୟବହାର କରୁଛନ୍ତି। ଫଳରେ ଝାଡ଼ାବାନ୍ତି ଭଳି ସଂକ୍ରାମକ…

ଶୀତରେ ପାଣି କମ୍‌ ପିଉଥିଲେ

ଶୀତଦିନେ ଥଣ୍ଡା ପାଗରେ ଆବଶ୍ୟକ ମାତ୍ରାରେ ପାଣି ପିଇବାରେ ଅନେକେ ଅବହେଳା କରିଥା’ନ୍ତି। ହେଲେ ଏହା ଦ୍ୱାରା ଡିହାଇଡ୍ରେଶନ୍‌ ହେବା ସହ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ… ପରିବେଶ ଥଣ୍ଡା ଥିବାରୁ ଦେହରୁ ଝାଳ ବାହାରି ନ ଥାଏ ଏବଂ ଶୋଷ…

ଡେଉଁରିଆ କାମ ନ ଦେବାରୁ ବାବାଙ୍କୁ ହତ୍ୟା

ବାଲିକୁଦା,୨୪ା୧୨(ତାପସ ସ୍ବାଇଁ)ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ରାହାଣ ପଞ୍ଚାୟତ ଅନ୍ତର୍ଗତ କୋଷିଦା ମଠର ବାବା ପ୍ରହଲ୍ଲାଦ ଦାସଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତ ବାନାମ୍ବର ଦାସ (ବାନା)ଙ୍କୁ ପୋଲିସ ଶୁକ୍ରବାରଠାରୁ ଅଟକ ରଖିଥିବା ବେଳେ ଶନିବାର କୋର୍ଟ ଚାଲାଣ କରିଛି। ମୃତ ବାବାଙ୍କ…

ଆମେରିକାରେ ହିନ୍ଦୁ ମନ୍ଦିରକୁ ବିକୃତ କଲେ

ନ୍ୟୁୟର୍କ/ନୂଆଦିଲ୍ଲୀ,୨୪ା୧୨(ପି.ଟି.): ଆମେରିକାର କାଲିଫର୍ନିଆ ରାଜ୍ୟରେ ଥିବା ଏକ ଖ୍ୟାତନାମା ହିନ୍ଦୁ ମନ୍ଦିରକୁ ଭାରତ ବିରୋଧୀ ତତ୍ତ୍ୱମାନେ ବିକୃତ କରିଛନ୍ତି। ସମ୍ଭାବ୍ୟ ଘୃଣା ଅପରାଧକୁ ନେଇ ପୋଲିସ ତଦନ୍ତ ଚଳାଇଛି। ମନ୍ଦିର ଉପରେ ଆକ୍ରମଣକୁ ନେଇ ଭାରତ ଦୃଢ଼ ପ୍ରତିବାଦ ଜଣାଇବା ସହ…

ନିର୍ଦ୍ଦେଶକ ପ୍ରିନ୍ସ କୁମାରଙ୍କୁ ୭ ବର୍ଷ ଜେଲ

ଭୁବନେଶ୍ୱର,୨୪।୧୨(ସୂର୍ଯ୍ୟକାନ୍ତ ବେହେରା)ଶତାଧିକ ନିବେଶକଙ୍କଠାରୁ ଦେଢ କୋଟି ଟଙ୍କା ଡିଜିଟାଲ ପୋଞ୍ଜି ସ୍କାମ ମାମଲାର ବାଲେଶ୍ୱର ଓପିଆଇଡି କୋର୍ଟରେ ରାୟ ପ୍ରକାଶ ପାଇଛି। ଏହି ମାମଲାର ଶୁଣାଣି କରି ବିଚାରପତି ଏମ୍‌ଏସ୍‌ ଡିଜିଟାଲ ରିଭୋଲ୍ୟୁଶନ ଟେକ୍ନୋଲୋଜିସ ଲିମିଟେଡ’ ସଂସ୍ଥାର ନିର୍ଦ୍ଦେଶକ ପ୍ରିନ୍ସ କୁମାରଙ୍କୁ…

ବିମାନରେ ୧୧ ଡଜନ ସାପ

ମୁମ୍ବାଇ,୨୪ା୧୨ବ୍ୟାଙ୍କକ୍‌ରୁ ଆସିଥିବା ଏକ ବିମାନର ବିସ୍କୁଟ୍‌ ଏବଂ କେକ୍‌ ପ୍ୟାକେଟଗୁଡ଼ିକ ମଧ୍ୟରେ ୧୧ ଡଜନ ସାପ୍‌ ଲୁଚାଇ ରଖାଯାଇଥିଲା। ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜା ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ସାପଗୁଡ଼ିକୁ ଜବତ କରାଯିବା ସହ ଜଣେ ଯାତ୍ରୀଙ୍କୁ ଗିରଫ କରାଯାଇଛି। ଯାତ୍ରୀଙ୍କ…

ଜେଏନ୍‌.୧ ଆତଙ୍କ: ମାସ୍କ ପିନ୍ଧିବାକୁ ପରାମର୍ଶ

ଭୁବନେଶ୍ୱର, ୨୪।୧୨(ଅସମାପିକା ସାହୁ)କରୋନା ପରଠାରୁ ରାଜ୍ୟରେ ଜ୍ୱର, ଥଣ୍ଡା, କାଶ ଆଦି ସାଧାରଣ ରୋଗ ଧୀରେ ଧୀରେ ଜଟିଳ ହେଉଛି। ବିଭିନ୍ନ ସମୟରେ କରୋନାର ସବ୍‌ଭାରିଆଣ୍ଟ୍‌କୁ ନେଇ ସରକାର ସତର୍କ କରୁଛନ୍ତି। ଏବେ ବିଶ୍ୱରେ କୋଭିଡ୍‌-୧୯ର ନୂଆ ସବ୍‌ଭାରିଆଣ୍ଟ ଜେଏନ୍‌.୧ ଚିନ୍ତା…

ପଦ୍ମଶ୍ରୀ ଫେରାଇଲେ ବୀରେନ୍ଦ୍ର

ନୂଆଦିଲ୍ଲୀ,୨୪ା୧୨(ପି.ଟି.)ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ଅନୁଗତ ସଞ୍ଜୟ ସିଂ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ଭାବେ ନିର୍ବାଚିତ ହେବା ପ୍ରତିବାଦରେ ଆଉ ଜଣେ ଆଥ୍‌ଲେଟ ନିଜ ପଦ୍ମଶ୍ରୀ ଫେରାଇବା ପାଇଁ ଶନିବାର ଘୋଷଣା କରିଛନ୍ତି। ବଧିର ଅଲିମ୍ପିକ୍ସରେ ସ୍ବର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?