ପୁଣି ତାଇୱାନରେ ଧସେଇ ପଶିଲା ଚାଇନା
ବେଜିଂ,୨୪।୧୩: ପୁଣି ତାଇଓ୍ବାନରେ ଧସେଇ ପଶିଛି ଚାଇନାା। ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ଦାବି କରିଛି। ଚାଇନା ବିମାନ ସହିତ ଚାଇନାର ବେଲୁନ ମଧ୍ୟ ତାଇୱାନର ଆକାଶରେ ପ୍ରବେଶ କରିଛି। ଦୀର୍ଘ ଦିନ ହେବ ଚାଇନା ଏବଂ ତାଇୱାନ ମଧ୍ୟରେ ତିକ୍ତତା…
କୋବି ପାଇଁ ମା’ଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ ପୁଅ
ଯୋଡ଼ା/ଚମ୍ପୁଆ(ମାନସ ମହାନ୍ତି/ ମହେଶ୍ୱର ଦାଶ), ୨୪ା୧୨: ହଜିଗଲାଣି ମାନବିକତା। ପୁଅ ବାଡ଼ିରୁ କୋବି ଆଣି ଖାଇଦେଲେ ବୋଲି ମା’ଙ୍କୁ ନିର୍ଦ୍ଦୟ ଭାବେ ଖୁଣ୍ଟରେ ବାନ୍ଧି ପିଟିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲା…
ମୁଁ ଜଣେ ପୀଡ଼ିତ, ମୋତେ ଅପମାନର ସାମ୍ନା କରିବାକୁ ପଡ଼େ: ଉପରାଷ୍ଟ୍ରପତି
ନୂଆଦିଲ୍ଲୀ,୨୪।୧୨: ଟିଏମସି ଏମ୍ପି ପରିହାସ କରିବା ପରେ ଉପରାଷ୍ଟ୍ରପତି ଜଗଦୀପ ଧନଖର ମୁହଁ ଖୋଲିଛନ୍ତି। ଉପରାଷ୍ଟ୍ରପତି ତାଙ୍କ ସରକାରୀ ବାସଭବନରେ ଇଣ୍ଡିଆନ୍ ଷ୍ଟାଟିଟିକାଲ୍ ସର୍ଭିସର ପ୍ରୋବେସନର୍ସଙ୍କୁ ସମ୍ବୋଧିତ କରି କହିଛନ୍ତି, ମୁଁ ଜଣେ ପୀଡିତ। ମୋତେ ବାରମ୍ବାର ଅପମାନର ସମ୍ମୁଖୀନ ହେବାକୁ…
ଏହି ସ୍କିମ୍ରେ ମାତ୍ର ୬ ହଜାର ଟଙ୍କା କରନ୍ତୁ ନିବେଶ, ଗ୍ୟାରେଣ୍ଟି ମିଳିବ ୧୯.୫୨ ଲକ୍ଷ ଟଙ୍କା
ଯଦି ଆପଣଙ୍କର ଘରେ ଏକ ଛୋଟ ଝିଅ ଅଛି ଏବଂ ଆପଣ ତାଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଚାହୁଁଛନ୍ତି, ତେବେ ଏକ ଭଲ ଯୋଜନାରେ ନିଶ୍ଚିତ ବିନିଯୋଗ କରନ୍ତୁ। ସରକାରଙ୍କ ଏକ ସୁରକ୍ଷିତ ଯୋଜନା ଆଣିଛନ୍ତି। ଏହି ଯୋଜନାର ନାମ…
କାରଖାନାରେ ଲାଗିଲା ନିଆଁ: ଜିଅନ୍ତା ଜଳିଗଲେ ୧୩ କର୍ମଚାରୀ
ଜାକର୍ତ୍ତା,୨୪ା୧୨: ଇଣ୍ଡୋନେସିଆର ସୁଲାଓ୍ବେସି ଦ୍ୱୀପରେ ଥିବା ଚାଇନାର ଏକ ନିକେଲ ତରଳିବା କାରଖାନାରେ ରବିବାର ବିସ୍ଫୋରଣ ହେବାରୁ ୧୩ ଜଣ ଜିଅନ୍ତା ଜଳିଯାଇଛନ୍ତି। ଏନେଇ ସେଣ୍ଟ୍ରାଲ ସୁଲାଓ୍ବେସି ପୋଲିସ ମୁଖ୍ୟ ଆଗସ ନଗ୍ରୋହୋ କହିଛନ୍ତି, ଏହି ଘଟଣାରେ ଅତି କମ୍ରେ ୫…
ରାଜପଥରେ ଗଡ଼ିଲା ମୁଣ୍ଡ
କେନ୍ଦୁଝର,୨୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥରେ ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ରବିବାର ଦ୍ରୁପଦା ବାଇପାସ ନିକଟରେ ଜଣେ ସାଇକେଲ ଆରୋହୀଙ୍କୁ ଟ୍ରକ ଚାପି ଦେଇ ଫେରାର୍ ହୋଇଯାଇଛି। ମୃତକ ଜଣଙ୍କ ହେଲେ…
ଶିଶୁକନ୍ୟା ଅପହରଣ ଘଟଣାରେ ୪ ଜଣଙ୍କୁ ବାନ୍ଧିଲା ପୋଲିସ
ଦେବଗଡ଼,୨୪ା୧୨(ଶଶାଙ୍କ ଶେଖର ଝାଙ୍କର): ଶିଶୁକନ୍ୟା ଅପହରଣ ଘଟଣାରେ ୪ ଜଣ ଗିରଫ ହୋଇଥିବା ନେଇ ରବିବାର ଦେବଗଡ଼ ଆଦର୍ଶ ଥାନାରେ ଏକ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରଦ୍ୟୁମ୍ନ କୁମାର ମିଶ୍ର, ଏସ୍ଡିପିଓ ସୌମ୍ୟରଞ୍ଜନ ମଲ୍ଲିକ, ଥାନାଧିକାରୀ ସରୋଜ କୁମାର…
କାଠ ଶିଡ଼ିରେ ଗୋଟିଏ ପରେ ଗୋଟିଏ ପାଦ ରଖି ଛାତରେ ପହଞ୍ଚୁଛି କୁକୁର, ଭିଡିଓ ଦେଖିଲେ…
ପ୍ରକୃତି ଦ୍ୱାରା ସୃଷ୍ଟି ହୋଇଥିବା ସବୁକିଛି ଅତ୍ୟନ୍ତ ସ୍ବତନ୍ତ୍ର। କାରଣ ସେହି ସବୁ ଜିନିଷ ଆମକୁ ଜୀବନରେ ଭଲ ଏବଂ ବଡ଼ କିଛି କରିବାକୁ ଶିକ୍ଷା ଦେଇଥାଏ। ଆମକୁ କେବଳ ଦେଖିବା ଏବଂ ଏକ ଉତ୍ତମ ଦୃଷ୍ଟିକୋଣ ଆବଶ୍ୟକ। ନିକଟରେ ଏକ…
Video: ଶୀତୁଆ ସକାଳରେ ଫେରିଲା ପଥୋତ୍ସବ, ଖେଳକୁଦ ସାଙ୍ଗକୁ ନାଚଗୀତର ମଜା ନେଲେ ରାଜଧାନୀବାସୀ
ଭୁବନେଶ୍ୱର,୨୪ା୧୨: ଗୋଟିଏ ବର୍ଷର ବ୍ୟବଧାନ ପରେ ରାଜଧାନୀ ଭୁବନେଶ୍ୱରର ଶୀତୁଆ ସକାଳରେ ପୁଣି ଆୟୋଜିତ ହୋଇଛି ପଥୋତ୍ସବ। ଭୋର ୬ଟା ୩୦ରୁ ପଥ ଉତ୍ସବ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ନୂଆ ରୂପରେ ପଥୋତ୍ସବ ମାଷ୍ଟର କ୍ୟାଣ୍ଟିନରୁ ରାମ ମନ୍ଦିର ପର୍ଯ୍ୟନ୍ତ…
ବରଣମାଳା ପିନ୍ଧାଇବା ସମୟରେ ବରଙ୍କ ପାଟିରୁ ଆସିଲା ମଦ ଗନ୍ଧ, କନ୍ୟା କଲେ ଏମିତି, ଭିଡିଓ ଦେଖିଲେ…
ଯେକୌଣସି ଝିଅ ହୁଅନ୍ତୁ କି ପୁଅ, ବିବାହ ଦିନଟି ହେଉଛି ସେମାନଙ୍କ ଜୀବନର ସବୁଠାରୁ ବିଶେଷ ଦିନ। ଏହି କାରଣରୁ ଉକ୍ତ ଦିନକୁ ସ୍ମରଣୀୟ କରିବାକୁ କିଏ କେତେ ପ୍ରକାର ବ୍ୟବସ୍ଥା କରିଥାନ୍ତି। କିଛି ଭଲ କଥା ସ୍ମରଣୀୟ ହୋଇ ରହି…
ଏହି ଦେଶରେ ଜେଲରେ ପହରା ଦିଅନ୍ତି ବତକ
ଦେଶରେ ଜେଲରେ ସୁରକ୍ଷା ପ୍ରଦାନ ପାଇଁ କଡାକଡି ବ୍ୟବସ୍ଥା କରାଯାଇଥାଏ। ଦୁର୍ଦ୍ଦାନ୍ତ ଅପରାଧୀ ଯେପିରି ଜେଲର ସୁରକ୍ଷା କବଚ ଭାଙ୍ଗି ବାହାରକୁ ନ ଯାଇ ପାରନ୍ତି ଏଥିପାଇଁ ସେମାନଙ୍କୁ ନଜର ରଖିବା ପାଇଁ ସିକ୍ୟୁରିଟି କ୍ୟାମେରା, ଗାର୍ଡ ସହ ଟ୍ରେନି କୁକୁର…
Video: ଗ୍ରୋସରୀ ଦୋକାନରୁ ଚୋରି କରି ଧରାପଡ଼ିଲେ ମହିଳା, ଏଭଳି ସ୍ଥାନରେ ଲୁଚାଇଥିଲେ ସାମଗ୍ରୀ ଯେ ଦେଖି ଉଡିଲା ହୋସ୍
ଚୋରି କରିବା ଲାଗି ଚୋରମାନେ ଭଳିକି ଭଳି ଉପାୟ ଅବଲମ୍ବନ କରିଥାନ୍ତି। ଏହା ଏକ ମାନସିକତା ମଧ୍ୟ। ତେବେ ଅନେକ ସମୟରେ ଚୋରୀ ସମୟର ଘଟଣାବଳୀର ଭିଡିଓ ସାମ୍ନାକୁ ଆସିଥାଏ, ଯାହାକୁ ଦେଖି ଆଶ୍ଚର୍ଯ୍ୟ ଲାଗିଥାଏ। ଠିକ୍ ସେଭଳି ଏକ ଭିଡିଓ…

