Home

ନୂଆବର୍ଷରେ ଇତିହାସ ରଚିଲା ଇସ୍ରୋ, ଲଞ୍ଚ୍‌ କଲା ଏକ୍ସପୋ ସାଟେଲାଇଟ୍‌

ଶ୍ରୀହରିକୋଟା,୧ା୧: ନୂଆବର୍ଷର ପ୍ରଥମ ଦିନରେ ଇତିହାସ ରଚିଛି ଇସ୍ରୋ। ସୋମବାର ସକାଳ ୯.୧୦ରେ ପିଏସ୍‌ଏଲ୍‌ଭି-ସି୫୮ / ଏକ୍ସପୋ/ସାଟେଲାଇଟ୍‌ ଲଞ୍ଚ କରିଛି। ଏହା ଦ୍ୱାରା ସ୍ପେସ୍‌ ଏବଂ ବ୍ଲାକ୍‌ ହୋଲ୍‌ର ରହସ୍ୟ ଅନୁସନ୍ଧାନ କରାଯାଇପାରିବ। ଏହି ମିଶନର ଜୀବନକାଳ ପ୍ରାୟ ପାଞ୍ଚ ବର୍ଷ…

ରାଜ୍ୟବାସୀଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୧: ଇଂରାଜୀ ନବବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ୨୦୨୪ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ନବବର୍ଷ ସମସ୍ତଙ୍କ ଜୀବନରେ ସୁଖ,…

ନୂଆବର୍ଷରେ ପ୍ରଶଂସକଙ୍କୁ ଦୁଃଖିତ କଲେ ଡେଭିଡ ଓ୍ବାର୍ନର: ଏକଦିବସୀୟରୁ ଅବସର ଘୋଷଣା କଲେ…

ମେଲବୋର୍ନ,୧।୧ : ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଓପନର୍‌ ଡେଭିଡ ୱାର୍ନର ନୂଆ ବର୍ଷ ଅବସରରେ ପ୍ରଶଂସକଙ୍କୁ ଦୁଃଖିତ କରିଛନ୍ତି। ଟେଷ୍ଟ ପରେ ସେ ଏକଦିବସୀୟରୁ ଅବସର ଘୋଷଣା କରିଛନ୍ତି। ତେବେ ୨୦୨୫ମସିହାରେ ଆୟୋଜିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିରେ ସେ ଖେଳିବେ ବୋଲି…

ଦେଶବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧ା୧: ନୂତନ ବର୍ଷ (୨୦୨୪) ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି, ଶାନ୍ତି ଏବଂ ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ପ୍ରଧାନମନ୍ତ୍ରୀ ‘ସମସ୍ତଙ୍କୁ ଏକ…

ଉତ୍ସବମୁଖର ପର୍ଯ୍ୟଟନସ୍ଥଳୀ

ଭୋଗରାଇ,୧।୧(ପ୍ରଦୀପ ଦାସ): ସୋମବାର ଇଂଲିଶ ନବବର୍ଷ। ଗାଁଠୁ ସହର ସବୁଠି ଉତ୍ସବମୁଖର। ମନ୍ଦିର, ମସ୍‌ଜିଦ ଓ ଗୀର୍ଜାରେ ଚାଲିଛି ବିଶେଷ ପୂଜାର୍ଚ୍ଚନା, ନମାଜପାଠ ଓ ଭକ୍ତି ଆରାଧନା। ସମୁଦ୍ରକୂଳ ଓ ପର୍ଯ୍ୟଟନସ୍ଥଳୀଗୁଡିକରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ସମାଗମ। ଭୋଜିଭାତ, ମୃଦୁ ପାନୀୟରେ ଜମିଛି…

ପଦବୀ ଛାଡିବେ ମହାରାଣୀ ମାର୍ଗେଟ ଦ୍ୱିତୀୟ: କଲେ ଘୋଷଣା…

କୋପେନହେଗେନ,୧।୧ : ଡେନମାର୍କର ରାଣୀ ମାର୍ଗେଟ ଦ୍ୱିତୀୟ ନୂଆ ବର୍ଷରେ ସମସ୍ତଙ୍କୁ ଚକିତକାରୀ ଖବର ଦେଇଛନ୍ତି। ସେ ତାଙ୍କର ୫୨ ବର୍ଷର ଶାସନ ଶେଷ କରିବାକୁ ଘୋଷଣା କରିଛନ୍ତି। ରାଣୀ କହିଛନ୍ତି ସେ ୨୦୨୪ ଜାନୁଆରୀ ୧୪ ରେ ଇସ୍ତଫା ଦେବେ…

ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ

ପୁରୀ,୧ା୧(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିର ଭିତର ଭିଡିଓ ପୁଣି ଭାଇରାଲ ହୋଇଛି। ଜଣେ ଯୁବତୀ ଶ୍ରୀମନ୍ଦିର ପରିସରସ୍ଥ ନିର୍ମାଲ୍ୟ ଖଳାରେ ଠିଆହୋଇ ରିଲ୍ସ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି। ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…

ଚିଲିକାରେ ୯ ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶୀ ପକ୍ଷୀ

ବାଲୁଗାଁ,୧ା୧: (ସଂଗ୍ରାମ ପାଇକରାୟ): ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସୁଦୂର ବରଫାବୃତ୍ତ ରାଷ୍ଟ୍ରାଞ୍ଚଳରୁ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ସୁଅ ଛୁଟିବାରେ ଲାଗିଛି। ରବିବାର ସୁଦ୍ଧା ଚିଲିକାରେ ୧୧୮ ପ୍ରଜାତିର ୯ ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶୀ ପକ୍ଷୀଙ୍କ ସମାଗମ…

ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ: ଆମେରିକାକୁ ଚେତାବନୀ ଦେଇ ୨୦୨୪ ନୂଆବର୍ଷକୁ ସ୍ବାଗତ କଲେ କିମ…

ପ୍ୟୋଙ୍ଗୟାଙ୍ଗ,୧।୧ : ଉତ୍ତର କୋରିଆର ସର୍ବୋଚ୍ଚ ନେତା ତଥା ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁରୁଣା ୨୦୨୩ ବର୍ଷକୁ ବିଦାୟ ଦେବା ସହିତ ୨୦୨୪ ବର୍ଷକୁ ସ୍ବାଗତ କରି ନୂଆ ଧମକ ଦେଇଛନ୍ତି। ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ ଅନୁଯାୟୀ…

ଶୁଭେଚ୍ଛା ଓ ଶୁଭକାମନା

ଆଜି ନୂଆବର୍ଷ ୨୦୨୪। ବିଶ୍ୱର ସବୁଠାରୁ ବୃହତ୍‌ ଜନସଂଖ୍ୟାବହୁଳ ରାଷ୍ଟ୍ର ଭାରତରେ ଏ ବର୍ଷ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାର ଅଛି। ଏହାକୁ ନେଇ ଚାରିଆଡ଼େ ଗୋଟେ ‘ଘୋ’ ସୃଷ୍ଟି ହୋଇଗଲାଣି। କିନ୍ତୁ ଏହାବ୍ୟତୀତ ବହୁ ସମସ୍ୟା ଓ ପ୍ରସଙ୍ଗ ଜନସାଧାରଣଙ୍କ…

ସୁନକଙ୍କ ବଡ଼ ପଦକ୍ଷେପ: ଲୋହିତ ସାଗରରେ ବିଦ୍ରୋହୀଙ୍କୁ ସାବାଡ କରିବାକୁ ପହଞ୍ଚିବ ବ୍ରିଟେନ ନୌସେନା…

ଲଣ୍ଡନ,୧।୧ : ବ୍ରିଟେନ ବର୍ତ୍ତମାନ ଇରାନର ହୋଉଥି ବିଦ୍ରୋହୀମାନଙ୍କ ବିରୋଧରେ ଲୋହିତ ସାଗରରେ ପଦକ୍ଷେପ ନେବାକୁ ଯୋଜନା କରୁଛି। ଏନେଇ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସରକାର ଆକ୍ସନ ମୋଡରେ ଅଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହୋଉଥି ବିଦ୍ରୋହୀମାନେ କ୍ରମାଗତ ଭାବରେ ଲୋହିତ…

ରୋହିତ ସମ୍ବଲପୁରମୁହାଁ, ପ୍ରସନ୍ନଙ୍କ ଆଖି ରେଢ଼ାଖୋଲ

ସମ୍ବଲପୁର,୧।୧(ଭବାନୀ ଶଙ୍କର ଭୋଇ): ବିଜେଡିର ରୋହିତ ପୂଜାରୀ ରେଢ଼ାଖୋଲ ବିଧାନସଭା ଆସନରୁ ଗତ ଦୁଇଟି ନିର୍ବାଚନରେ ବିଜୟୀ ହେବା ସହ ସରକାରୀ ଦଳର ଉପମୁଖ୍ୟ ସଚେତକ ଏବଂ ପରେ ଶିକ୍ଷାମନ୍ତ୍ରୀ ଭାବେ କିଛିଦିନ ଦାୟିତ୍ୱ ତୁଳାଇଥିଲେ। ତାଙ୍କ ବିରୋଧରେ ସମ୍ଭବତଃ ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?