Home

ମହଙ୍ଗା ପଡିଲା ଟିମ ଇଣ୍ଡିଆର ପରାଜୟକୁ ନେଇ ଉତ୍ସବ ପାଳନ କରିବା

ଶ୍ରୀନଗର,୨୮।୧୧: ଜାମ୍ମୁ କଶ୍ମୀରର ଗାନ୍ଦରବଲରେ ଥିବା ଶେର-ଇ-କଶ୍ମୀର ବିଶ୍ୱବିଦ୍ୟାଳୟର କୃଷି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା (SKUAST) ର ୭ଜଣ କଶ୍ମୀରୀ ଛାତ୍ର ନଭେମ୍ବର ୧୯ରେ ବିଶ୍ୱକପ କ୍ରିକେଟରେ ଭାରତ ହାରିବା ପରେ ‘ପାକିସ୍ତାନ ଜିନ୍ଦାବାଦ’ର ସ୍ଲୋଗାନ ଦେଇଥିବା ଓ ଉତ୍ସବ ପାଳନ…

ସୁନା ମୁଦି ଉପହାର ଦେଇଥିବା ମହିଳାଙ୍କ ଘରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ଭୋପାଳ,୨୮।୧୧: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିଜ ବିଧାନସଭା ନିର୍ବାଚନମଣ୍ଡଳୀ ବୁଦ୍ଧନୀ ଗସ୍ତରେ ଯାଇଛନ୍ତି। ନିର୍ବାଚନ ପରେ ପ୍ରଥମଥର ପାଇଁ ଶିବରାଜ ବୁଦ୍ଧନୀ ପରିଦର୍ଶନ କରିଛନ୍ତି। ଏହି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ ଅନନ୍ୟ ଶୈଳୀ ଦେଖିବାକୁ ମିଳିଥିଲା।…

ଡବଲ ଡେକର ସାଇକେଲରେ ଏମିତି ଷ୍ଟଣ୍ଡ୍‌ କଲେ ବୃଦ୍ଧ: ଲୋକେ କଲେ ବାଃ ବାଃ, ଦେଖନ୍ତୁ ଭାଇରାଲ ଭିଡିଓ

ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଜିନିଷ ଭାଇରାଲ ହୁଏ, ଯାହା ଦେଖିବାକୁ ଆଶ୍ଚର୍ଯ୍ୟଜନକ ହୋଇଥାଏ। କେହି ଜଣେ କାରରୁ ହେଲିକପ୍ଟର ତିଆରି କରୁଥିବାବେଳେ କେହି ଜଣେ ଇଟାରୁ କୁଲର୍‌ ତିଆରି କରନ୍ତି। ଆଜିକାଲି ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ…

ଗୋଟିଏ ସ୍ୟାଣ୍ଡଓ୍ବିଚ୍‌ ପାଇଁ ମହିଳାଙ୍କୁ ଦେବାକୁ ପଡ଼ିଲା ୧ ଲକ୍ଷ ୬୦ ହଜାର ଟଙ୍କା: ଜାଣନ୍ତୁ ପୂରା ଘଟଣା କ’ଣ

ଆପଣ ନିଶ୍ଚିତ ଭାବରେ କଷ୍ଟମ ବିଭାଗର ନାମ ବହୁତ ଶୁଣିଥିବେ ଏବଂ ଏହାର କାର୍ଯ୍ୟ ବହୁତ ଭଲ ଭାବରେ ଜାଣିଥିବେ। କିନ୍ତୁ ଆଜି ଆମେ ଏକ ଘଟଣା କହିବାକୁ ଯାଉଛୁ ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ମହିଳାଙ୍କୁ ସାଣ୍ଡୱିଚ…

ମୂର୍ତ୍ତି ଯୋଗୁ ଋଷି ସୁନକ ଗ୍ରୀକ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇ ପାରିଲାନି ସାକ୍ଷାତକାର

ଲଣ୍ଡନ,୨୮।୧୧: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ଗ୍ରୀକ ପ୍ରଧାନମନ୍ତ୍ରୀ କିରିଆକୋସ ମିତସୋଟାକିସଙ୍କ ସାକ୍ଷାତକାର କାର୍ଯ୍ୟକ୍ରମ ବାତିଲ ହୋଇଛି। ସୂଚନାଯୋଗ୍ୟ, ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତକାର ବାତିଲ ହେବାର କାରଣ ହେଉଛି ୨୫୦୦ ବର୍ଷ ପୁରୁଣା ମୂର୍ତ୍ତି । ଏହି ମୂର୍ତ୍ତିଗୁଡ଼ିକ…

କୁନି ପିଲାଟି ଧରିଦେଲେ ବିଶାଳ ସାପ: ଆଉ ତା’ପରେ ଦେଖନ୍ତୁ ଲୋମ ଟାଙ୍କୁରା ଭିଡିଓ

ନିକଟରେ ଏକ ବିପଜ୍ଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ବ୍ୟକ୍ତି ଏକ ବିଶାଳ ସାପ ଧରୁଥିବାର ଦେଖାଯାଏ। କିନ୍ତୁ ଏକ ଶିଶୁ ସେଠାରେ ପହଞ୍ଚି ସାପକୁ ଧରିବା ଆରମ୍ଭ କରିଥିଲେ। ସେଠାରେ ଠିଆ ହୋଇଥିବା ଲୋକମାନେ…

ବିଶ୍ୱକପ୍‌ ଫାଇନାଲ୍‌ର ଏହି ଘଟଣାକୁ ଭୁଲିପାରୁନାହାନ୍ତି ଅଷ୍ଟ୍ରେଲିଆ ଅଧିନାୟକ: କହିଲେ, ମରିବା ପର୍ଯ୍ୟନ୍ତ…

ସିଡନୀ,୨୮।୧୧: ବିଶ୍ୱକପ ଜିତିବା ପରେ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କମିନ୍ସ ଫାଇନାଲ ମ୍ୟାଚ୍‌ର ପ୍ରିୟ ମୁହୂର୍ତ୍ତ ଏବଂ ଉଇକେଟ ପ୍ରକାଶ କରିଛନ୍ତି। ସେ ବିଶ୍ୱକପ ଫାଇନାଲରେ ବିରାଟ କୋହଲିଙ୍କ ଉଇକେଟ ଏହି ବିଶ୍ୱକପ୍‌ର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି।…

୪୮ ବର୍ଷୀୟ କ୍ରିକେଟର୍‌ ଏମିତି ଛକା ମାରିଲେ,ଲୋକେ ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୮।୧୧: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଲିଜେଣ୍ଡସ ଲିଗ କ୍ରିକେଟ ଟୁର୍ନାମେଣ୍ଟର ବୋଲି ଜଣାପଡିଛି। ଏହି ଭିଡିଓରେ ଦକ୍ଷିଣ ଆଫ୍ରିକାର ପୂର୍ବତନ କିମ୍ବଦନ୍ତୀ ଜ୍ୟାକ କଲିସ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଛି। ୪୮ ବର୍ଷୀୟ…

ପରିବାର ସହ ଜନ୍ମଦିନ ସେଲିବ୍ରେଟ କଲେ ସୁରେଶ ରାଇନା, ଫଟୋ ଭାଇରାଲ

ନୂଆଦିଲ୍ଲୀ,୨୮।୧୧: ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ତାଙ୍କର ୩୭ ତମ ଜନ୍ମଦିନ ପାଳନ କରିଛନ୍ତି। ଉତ୍ତରପ୍ରଦେଶ ପାଇଁ ଘରୋଇ ଖେଳୁଥିବା ସୁରେଶ ରାଇନା୧୮ ଟି ଟେଷ୍ଟ ମ୍ୟାଚ ବ୍ୟତୀତ ୨୨୬ ଟି ODI ଏବଂ ୭୮ ଟି -୨୦ମ୍ୟାଚରେ ଭାରତର…

ନ୍ୟୁଜିଲାଣ୍ଡର ନୂତନ ପ୍ରଧାନମନ୍ତ୍ରୀ ହେଲେ ଖ୍ରୀଷ୍ଟୋଫର ଲକ୍ସନ

ଓ୍ବାଶିଂଟନ,୨୮।୧୧: ପୂର୍ବତନ ବ୍ୟବସାୟୀ ଖ୍ରୀଷ୍ଟୋଫର ଲକ୍ସନ ସୋମବାର ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଏବଂ ଅର୍ଥନୀତିରେ ଉନ୍ନତି ଆଣିବା ତାଙ୍କର ସର୍ବୋଚ୍ଚ ପ୍ରାଥମିକତା ବୋଲି କହିଛନ୍ତି। ଲକ୍ସନ, ୫୩, ଏକ ରକ୍ଷଣଶୀଳ ମିଳିତ ମଞ୍ଚର ନେତୃତ୍ୱ ନେଉଛନ୍ତି ଯାହାର…

୯୦୦ ବେଆଇନ ଗର୍ଭପାତ କରାଇଥିବା ଡାକ୍ତର ଗିରଫ

ବେଙ୍ଗାଲୁରୁ,୨୮।୧୧: ତିନି ବର୍ଷ ମଧ୍ୟରେ ୯୦୦ ବେଆଇନ ଗର୍ଭପାତ କରାଇଥିବା ଜଣେ ଡାକ୍ତର ଏବଂ ତାଙ୍କ ଲ୍ୟାବ ଟେକ୍ନିସିଆନଙ୍କୁ ବେଙ୍ଗାଲୁରୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଚନ୍ଦନ ବଲାଲ ଏବଂ ଲ୍ୟାବ ଟେକ୍ନିସିଆନ ନିସର ବୋଲି ଜଣାପଡିଛି। ଉଭୟ ଗର୍ଭପାତ…

ଓଡ଼ିଶା ବଜାରରେ ଜେନିଭିସ ରିମେଡିସ

ଭୁବନେଶ୍ୱର,୨୮।୧୧ (ଅଭୟ ଦାଶ): ଦେଶର ଅଗ୍ରଣୀ ଜେନେରିକ ଔଷଧ ଉତ୍ପାଦନକାରୀ କମ୍ପାନୀ ଜେନିଭିସ ରିମେଡିସ (ଆଇ) ପ୍ରାଇଭେଟ ଲିମିଟେଡ ତା’ର ଉତ୍ପାଦ (ଔଷଧ)ଗୁଡିକୁ ସୋମବାର ଆନୁଷ୍ଠାନିକ ଭାବେ ଓଡ଼ିଶା ବଜାରରେ ପ୍ରବେଶ କରାଇବା ସହିତ କମ୍ପାନୀର ରାଜ୍ୟ କାର୍ଯ୍ୟାଳୟ ଓ ଏକ୍ସକ୍ଲୁସିଭ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri