Home

ପାକିସ୍ତାନ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ବିଲାଓ୍ବଲ ଭୁଟ୍ଟୋ ମନୋନୀତ

ଇସଲାମାବାଦ,୪ା୧: ଫେବୃଆରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସମୟରେ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଏହାର ରାଷ୍ଟ୍ରପତି ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଜର୍‌ଦାରୀଙ୍କୁ…

T20 World Cup 2024 schedule: ଭାରତ-ପାକିସ୍ତାନ ଏହି ଦିନ ହେବେ ପୁଣି ମୁହାଁମୁହିଁ !…

କୋଲକାତା,୪।୧ : ଟି-୨୦ ବିଶ୍ୱକପ ୨୦୨୪ ବିଷୟରେ ବଡ ଖବର ସାମ୍ନାକୁ ଆସିଛି। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଜୁନ ୯ ରେ ନ୍ୟୁୟର୍କରେ ହେବାକୁ ଥିବା ଟି-୨୦ ବିଶ୍ୱକପ ୨୦୨୪ ରେ ଭାରତ ପାକିସ୍ତାନ ମୁହାଁମୁହିଁ ହେବେ। ଭାରତୀୟ…

ଝିଅ ବାହାଘରରେ ନାଚିଲେ ଅମିର, ଭାଇରାଲ ହେଉଛି ଭିଡିଓ…

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ୍‌ଙ୍କ ଝିଅ ଇରା ଖାନ ଏବଂ ନୁପୂର ଶିଖରରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଅମିର ଏବଂ ରିନା ଦତ୍ତଙ୍କ ଝିଅ ଇରା ଜାନୁଆରୀ ୩ରେ ତାଜ୍‌ ଲ୍ୟାଣ୍ଡସ ଆଣ୍ଡରେ ପ୍ରେମିକ ନୁପୂର ଶିଖରେଙ୍କୁ…

ସହପାଠିନୀଙ୍କୁ ଗିଫ୍ଟ କଲେ ସୁନା ବିସ୍କୁଟ, କେଜିରେ ପଢୁଥିବା ଶିଶୁଙ୍କର ଅଜବ କାରନାମା

ବେଜିଂ,୪।୧: ଛୋଟପିଲା ଦୁଷ୍ଟାମୀ କରନ୍ତି। ଅଭିଭାବକଙ୍କ ଠାରୁ ଆରମ୍ଭ କରି ବିଦ୍ୟାଳୟ ଶିକ୍ଷକ ମଧ୍ୟ ପିଲାଙ୍କୁ ଏଥିପାଇଁ ଗାଳି ଦେଇ ବୁଝାନ୍ତି। ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମ୍ପର୍କରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ୪-୫ବର୍ଷର…

କଟ୍‌ନି ଛଟ୍‌ନିକୁ ନେଇ ଜାତୀୟ ରାଜପଥ ଅବରୋଧ

କେସିଙ୍ଗା,୪ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଭାଜପା ପକ୍ଷରୁ ଧାନର କଟ୍‌ନି ଛଟ୍‌ନି, କପାର ଅଭାବୀ ବିକ୍ରି ,ମଦ ଦୋକାନ ଉଚ୍ଛେଦ,ବିଦ୍ୟୁତ୍‌ ଦରଦାମ ବୃଦ୍ଧି ଆଦି ସମସ୍ୟାକୁ ନେଇ ସହରର ଆମ୍ବେଦକର ଛକ,ବଲାଙ୍ଗୀର ଛକ ସମେତ ବିଭିନ୍ନ ଛକରେ ଜାତୀୟ…

ଏନ୍‌ଫୋର୍ସମେଣ୍ଟ ପାଇଁ ୬୭ ନୂଆ ପଦବୀକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪ା୧(ଅସମାପିକା ସାହୁ): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଭୁବନେଶ୍ୱରକୁ ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ନୂତନ ରୂପରେଖ ଦେବାର ଗୁରୁଦାୟିତ୍ୱ ବହନ କରିଛି। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସହରର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ଭିତ୍ତିଭୂମି ନିର୍ମାଣ ଉଦ୍ଦେଶ୍ୟରେ କର୍ତ୍ତୃପକ୍ଷର ଏନ୍‌ଫୋର୍ସମେଣ୍ଟ କାର୍ଯ୍ୟରେ…

ରକ୍ତ ଆଉ ହେବନି ବିକ୍ରି, ରକ୍ତ ଅଭାବରୁ କେହି ମରିବେ ନାହିଁ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୪।୧ : ରକ୍ତ ବିକ୍ରୟ ପାଇଁ ନୁହେଁ, ଅର୍ଥାତ ବର୍ତ୍ତମାନ ଦେଶରେ ରକ୍ତ ଆଉ ବିକ୍ରି ହେବ ନାହିଁ। ରକ୍ତ ଅଭାବରୁ କେହି ମରିବେ ନାହିଁ। ବର୍ତ୍ତମାନ ଡାକ୍ତରଖାନା ଏବଂ ବେସରକାରୀ ବ୍ଲଡ ବ୍ୟାଙ୍କଗୁଡିକ ରକ୍ତ ପାଇଁ ବିପୁଳ ପରିମାଣର ଚାର୍ଜ…

ନୂଆ ଭୂମିକାରେ ନଜର ଆସିବେ ଡେଭିଡ ଓ୍ବାର୍ନର

ସିଡନୀ,୪।୧: ସିଡନୀରେ ଖେଳାଯାଉଥିବା ଅଷ୍ଟ୍ରେଲିଆ-ପାକିସ୍ତାନ ଟେଷ୍ଟ ମ୍ୟାଚ ହେଉଛି ଡେଭିଡ ୱାର୍ନରଙ୍କ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ। ଏହା ପରେ ସେ ଅଷ୍ଟ୍ରେଲିଆର ଟେଷ୍ଟ ଜର୍ସିରେ ଆଉ ପଡ଼ିଆକୁ ଫେରିବେ ନାହିଁ। ତେବେ ଏହି ସମୟ ମଧ୍ୟରେ ଟେଷ୍ଟ କ୍ରିକେଟରେ ତାଙ୍କର…

‘ଓ ଆଥେ ଆ …’ ଗୀତରେ ଧମାକାଦାର ଡ୍ୟାନ୍ସ କରି ସୋସିଆଲ ମିଡିଆର ପାରା ବଢାଇଲେ ଦୁଇ ଯୁବତୀ: ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଆଜିକାଲି ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି।ଲୋକମାନେ ଏହି ଭିଡିଓରେ ଦୁଇ ଯୁବତୀ ବଲିଉଡ ଗୀତ ‘ଓ ଆଥେ ଆ …’ ରେ ଧମାକାଦାର ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି। ବିଶେଷ କଥା ହେଉଛି ଯୁବତୀଙ୍କ ଅଙ୍ଗଭଙ୍ଗୀ…

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ

ଖୋର୍ଦ୍ଧା,୪ା୧(ପ୍ରଭାତ ପାଣିଗ୍ରାହୀ): ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ଗଣନା ପାଇଁ ପାଞ୍ଚଟି ରେଞ୍ଜରେ ୨୧ ଟିମ୍‌ ନିୟୋଜିତ ହୋଇଛନ୍ତି। ୧୯ଟି ଟିମ୍‌ ଜଳ ଭାଗରେ, ୨ଟି ଟିମ୍‌ ସ୍ଥଳଭାଗରେ ପକ୍ଷୀ ଗଣନା କରୁଛନ୍ତି। ଟାଗିଂ ରେଞ୍ଜରେ ୮ଟି ଟିମ୍‌,ବାଲୁଗାଁରେ ୫ଟି…

ପିଲାଙ୍କ ଭୁଲ ପାଇଁ ମାତାପିତା ଯିବେ ଜେଲ…

ଲକ୍ଷ୍ନୌ,୪।୧ : ପିଲାମାନଙ୍କର ଭୁଲ ପାଇଁ ଏବେ ମାତାପିତା ଜେଲରେ ରହିବେ। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ଏହି ନୂତନ ନିୟମ ଲାଗୁ ହୋଇଛି। ଯାହା ଅନୁଯାୟୀ ମାତାପିତାଙ୍କୁ ସେମାନଙ୍କ ପିଲାମାନଙ୍କ ଭୁଲ ପାଇଁ ଜେଲ ଯିବାକୁ…

ପଡ଼ିଆରେ ହାତ ଯୋଡିଲେ ବିରାଟ କୋହଲି: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୪।୧: ଟିମ ଇଣ୍ଡିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ବିରାଟ କୋହଲି ଅନ୍ୟତମ। ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ କେପଟାଉନ ଟେଷ୍ଟରେ ୪୬ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଏହି ମ୍ୟାଚ ସମୟରେ କୋହଲି ହାତ ଯୋଡୁ ଥିବାର ଦେଖାଯାଇଛି। ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?