ଉବର କ୍ୟାବରେ ବସି ଆଶ୍ଚର୍ଯ୍ୟଜନକ ଭିଡିଓ ଶେୟାର କଲେ ଏହି ବ୍ୟକ୍ତି: କହିଲେ, ମୁଁ ଏହି ଡ୍ରାଇଭରଙ୍କ ସହ ସୁରକ୍ଷିତ ନୁହେଁ
ଆଜିକାଲି ସୋସିଆଲ ମିଡିଆରେ ଏକ ଉବର କ୍ୟାବ ଡ୍ରାଇଭରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଉବର କ୍ୟାବରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ଏହି ଭିଡିଓ ପ୍ରସ୍ତୁତ କରିଥିଲେ। ଇଣ୍ଟରନେଟରେ ଭିଡିଓ ଷେୟାର କରି ବ୍ୟକ୍ତି ଜଣକ ଲେଖିଛନ୍ତି ଯେ,…
ପାଟଣାରେ ଘନ କୁହୁଡ଼ି, ଗାଡ଼ି ଚଳାଚଳରେ ସମସ୍ୟା
ପାଟଣା,୮ା୧(ବୀରକିଶୋର ଦାଶ): ସୋମବାର ସକାଳୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ଫଳରେ ରାଜପଥରେ ୩ଶହ ମିଟର ପର୍ଯ୍ୟନ୍ତ ଗାଡ଼ିମୋଟର ଦେଖି ହେଉନାହିଁ। ଦୁର୍ଘଟଣାକୁ ଏଡ଼ାଇବାକୁ ଚାଳକମାନେ ରାଜପଥରେ ଇଣ୍ଡିକେଟର ଦେଇ…
ଗୋଧ୍ରାର ପ୍ରତିଶୋଧ ନେବାକୁ ଗୁଜରାଟକୁ ଦୋହଲାଇ ଦେବାକୁ ପ୍ରୟାସ, ଆଇଏସ ଆତଙ୍କବାଦୀ ଶାହନବାଜଙ୍କ ବଡ ବୟାନ
ନୂଆଦିଲ୍ଲୀ,୮।୧: ଦିଲ୍ଲୀ ପୋଲିସର ହେପାଜତରେ ଥିବା ଇସଲାମିକ ଷ୍ଟେଟ ଆତଙ୍କବାଦୀ ଶାହନବାଜ ଆଲାମ ଏକ ବଡ଼ ବୟାନ ଦେଇଛନ୍ତି। ପୋଲିସର ପଚରାଉଚରା ବେଳେ ଆତଙ୍କବାଦୀ ଶାହନବାଜ କହିଛନ୍ତି ଯେ ଗୁଜରାଟରେ ଇସଲାମିକ ଷ୍ଟେଟ ଅଫ ଇରାକ ଏବଂ ସିରିଆ (ଆଇଏସ) ଏକ…
‘ଜଣେ କଳାକାର ସବୁ ରିସ୍କ ନେବା ଦରକାର’
ଓଲିଉଡ୍ରେ ଏବେ ଦର୍ଶକଙ୍କ ପ୍ରିୟ ଅଭିନେତ୍ରୀ ହେଉଛନ୍ତି ସୁପ୍ରିୟା ନାୟକ। ଭିନ୍ନ ଭିନ୍ନ ଚରିତ୍ରରେ ଦମ୍ଦାର ଅଭିନୟ ତାଙ୍କ ସିନେମା କ୍ୟାରିୟରକୁ ଆହୁରି ମଜଭୁତ୍ କରିଛି। ଜଗତ୍ସିଂହପୁରରେ ଜନ୍ମିତ ସୁପ୍ରିୟା ୨୦୧୭ରେ ‘ଲଭ୍ ପାଇଁ କୁଛ୍ ବି କରେଗା’ ଚଳଚ୍ଚିତ୍ରରୁ ଓଲିଉଡ୍ରେ…
ଦୋଷୀ ଯିବେ ଜେଲ: ବିଲକିସ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତି ଠିକ ନୁହେଁ…
ନୂଆଦିଲ୍ଲୀ,୮।୧ : ବିଲକିସ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି ଦେଇଛନ୍ତି। ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତି ଠିକ ନୁହେଁ ବୋଲି କୋର୍ଟ କହିଛନ୍ତି। ଏବେ ଦୋଷୀ ଜେଲ ଯିବେ। ବିଲକିସ ବାନୋ ଗଣବଳାତ୍କାର ମାମଲାରେ ସୁପ୍ରିମକୋର୍ଟ ଅପରାଧୀଙ୍କୁ ଅକାଳରେ ମୁକ୍ତ…
ଗାଜା ଆକ୍ରମଣରେ ପତ୍ନୀ, ଦୁଇ ପୁଅ, ଝିଅ ସହ ସମ୍ପୂର୍ଣ୍ଣ ପରିବାରକୁ ହରାଇଲେ ଖବରଦାତା
ଜେରୁଜେଲମ,୮।୧: ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ୩ମାସରୁ ଅଧିକ ସମୟ ଧରି ଚାଲିଆସୁଛି। ଯୁଦ୍ଧରେ ଏପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଯେଉଁଠାରେ ଇସ୍ରାଏଲ ହମାସକୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ନିଷ୍ପତ୍ତି ନେଇଛି। ଏଥି ସହିତ,…
ସୋନିଆ-ରାହୁଲ ଅଡୁଆରେ: ଗାନ୍ଧୀ ପରିବାର ଦ୍ୱାରା ବିନା ଲାଇସେନ୍ସରେ ପରିଚାଳିତ ଅନାଥ ଆଶ୍ରମ ଚର୍ଚ୍ଚାରେ…
ନୂଆଦିଲ୍ଲୀ,୮।୧ : ନ୍ୟାଶନାଲ କମିଶନ ଫର ପ୍ରୋଟେକଶନ ଅଫ ଚାଇଲ୍ଡ ରାଇଟ୍ସ (ଏନସିପିସିଆର) ଅଧ୍ୟକ୍ଷ ପ୍ରିୟଙ୍କା କାନୁନଗୋ ଉତ୍ତରପ୍ରଦେଶର ପ୍ରୟାଗର ଆନନ୍ଦ ଭବନ କମ୍ପ୍ଲେକ୍ସରେ ଗାନ୍ଧୀ ପରିବାର ଦ୍ୱାରା ବିନା ଲାଇସେନ୍ସରେ ପରିଚାଳିତ ଅନାଥ ଆଶ୍ରମରେ ଭୟଙ୍କର ପରିସ୍ଥିତିକୁ କଡ଼ା ସମାଲୋଚନା…
ମୋଦି ଭାଇଜାନଙ୍କ ଉପରେ କରନ୍ତୁ ବିଶ୍ୱାସ: ମୁସଲମାନଙ୍କୁ ଅପିଲ୍ କଲେ ଶାହନୱାଜ
ନୂଆଦିଲ୍ଲୀ,୮।୧: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ଶାହନୱାଜ ହୁସେନ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି। ତାଙ୍କ ଅଧୀନରେ ଦେଶରେ ମୁସଲମାନ ସବୁ ଅଧିକ ସୁରକ୍ଷିତ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଅସଉଦ୍ଦିନ ଓଓ୍ବାଇସି କହିଛନ୍ତି ମସଜିଦ ବିପଦରେ ଅଛି,…
କୋହଲି-ରୋହିତଙ୍କ ପ୍ରତ୍ୟାବର୍ତ୍ତନ ଏହି ଖେଳାଳିଙ୍କ ପାଇଁ ସତର୍କ ଘଣ୍ଟି
ନୂଆଦିଲ୍ଲୀ,୮।୧: ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ଆଫଗାନିସ୍ତାନ ସିରିଜ ପାଇଁ ଟିମ ଇଣ୍ଡିଆର ଦଳ ଘୋଷଣା କରାଯାଇଛି। ଏହି ୧୬ ଜଣିଆ ଦଳରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ସ୍ଥାନ ମିଳିଛି। ଏହି ଦୁଇ ମହାନ ଖେଳାଳି ଗତ ଟି-୨୦…
କିମ୍ଙ୍କଠାରୁ ବି ଅଧିକ ଷ୍ଟାଇଲିଷ୍ଟ ତାଙ୍କ ଝିଅ, ପିନ୍ଧୁଛନ୍ତି ଦାମୀ ଜ୍ୟାକେଟ୍, ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ପ୍ୟୋଙ୍ଗ୍ୟାଙ୍ଗ୍,୮ା୧: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ଙ୍କ ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ। ତାଙ୍କର ନିଷ୍ଠୁରତାର କାହାଣୀ କେବଳ ଉତ୍ତର କୋରିଆରେ ସୀମୀତ ନୁହେଁ, ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ଶକ୍ତି ପାଇଁ କିମ୍ ତାଙ୍କ ଲୋକଙ୍କୁ ଶୋଷଣ କରିବାଠାରୁ…
ଅଜଣା ଗାଡ଼ି ଧକ୍କାରେ ୩ ଜଣଙ୍କ ଜୀବନ ଗଲା
ଝାରସୁଗୁଡ଼ା,୮ା୧: ବେଲପାହାଡ଼ ଗୌରପଡ଼ା ନିକଟରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ୩ ବାଇକ୍ଆରୋହୀଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ। ଦୁର୍ଘଟଣା ପରେ ଡ୍ରାଇଭର…
୨୯୦୦୦ ଭୂତ କମ୍ପାନୀ ଦ୍ୱାରା ୪୪୦୦୦ କୋଟି ଟିକସ ଚୋରି: ମହାରାଷ୍ଟ୍ରରେ ସର୍ବାଧିକ…
ନୂଆଦିଲ୍ଲୀ,୮।୧ : ନକଲି ରେଜିଷ୍ଟ୍ରେଶନ ବିରୋଧରେ ଅଭିିଯାନ ସମୟରେ ଆଠ ମାସ ମଧ୍ୟରେ ୪୪,୦୧୫ କୋଟି ଟଙ୍କା ଜାଲ ଇନପୁଟ ଟ୍ୟାକ୍ସ କ୍ରେଡିଟ (ଆଇଟିସି) ସହିତ ଜଡିତ ୨୯,୨୭୩ ନକଲି କମ୍ପାନୀ ଅର୍ଥାତ ଭୂତ କମ୍ପାନୀକୁ ଜିଏସଟି ଅଧିକାରୀ ଚିହ୍ନଟ କରିଛନ୍ତି।…

