Viral video: ସ୍ବଳ୍ପ ଟଙ୍କା ବିନିମୟରେ ସୋଲାର କାର୍ ପ୍ରସ୍ତୁତ କଲେ ଏହି ଯୁବକ, ଦେଖିଲେ ଏଲନ ମସ୍କ ବି ଚକିତ ହେବେ…
ଭାରତରେ ପ୍ରତିଭାର ଅଭାବ ନାହିଁ। ସୋସିଆଲ ମିଡିଆରେ ପ୍ରତ୍ୟେହ ଦେଶୀ ଉଦ୍ଭାବନର ଶହ ଶହ ଭିଡିଓ ଭାଇରାଲ ହୋଇଥାଏ, ଯାହା ଚକିତ କରିଥାଏ। ଠିକ୍ ଏଭଳି ଏକ ଘଟଣାକ୍ରମରେ ଜଣେ ଯୁବକ ସୋଲାର ଚାଳିତ କାର୍ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି।…
#Maldivesboycott : ମୋଦି ପ୍ରତିଟି କାର୍ଯ୍ୟକୁ ନିଜର ବ୍ୟକ୍ତିଗତ କରୁଥିବା କହିଲେ ଖାର୍ଗେ…
ନୂଆଦିଲ୍ଲୀ,୯।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତ ପରେ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଖରାପ ହୋଇଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ମାଳଦ୍ୱୀପର ମନ୍ତ୍ରୀମାନେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି, ଯାହା ବିରୋଧରେ ଦେଶର ଲୋକଙ୍କ ମଧ୍ୟରେ ଅସନ୍ତୋଷ…
ନ୍ୟାୟିକ ପରମ୍ପରା ଭାଙ୍ଗିଲେ ସିଜେଆଇ: ଆଇନଜୀବୀଙ୍କୁ ଶୁଣାଣି ସମୟରେ ଚେୟାରରେ ବସି ବିତର୍କ କରିବାକୁ କହିଲେ…
ନୂଆଦିଲ୍ଲୀ,୯।୧ : ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ତାଙ୍କ କାର୍ଯ୍ୟ ପାଇଁ ହେଡଲାଇନରେ ରହିଛନ୍ତି। ନିକଟରେ ସେ ଭାରତ ଗସ୍ତ ପାଇଁ ଖବରରେ ଥିଲେ। କିନ୍ତୁ ଏଥର ସେ ଅନ୍ୟ ଏକ କାରଣରୁ ଖବରରେ ଅଛନ୍ତି। ସୁପ୍ରିମକୋର୍ଟରେ ଶୁଣାଣି ସମୟରେ…
ଓଜନ କମ୍ କରିବା ପାଇଁ ବୈଜ୍ଞାନିକ ପ୍ରସ୍ତୁତ କଲେ ଭାଇବ୍ରେଟିଙ୍ଗ ସ୍ମାର୍ଟ ପିଲ୍, ବଜେଟ୍ ଫ୍ରେଣ୍ଡଲି ରହିଛି ଦାମ୍
ନୂଆଦିଲ୍ଲୀ,୯।୧:ବିଶ୍ୱରେ ଥିବା ସବୁ ବୈଜ୍ଞାନିକ ମାନବକଲ୍ୟାଣ ପାଇଁ ବିଭିନ୍ନ ଆବିଷ୍କାର କରୁଛନ୍ତି। ନିକଟରେ ବୈଜ୍ଞାନିକମାନେ ଏପରି ଏକ ଟାବଲେଟ ବା ପିଲ୍ ତିଆରି କରିଛନ୍ତି ଯାହାଦ୍ୱାରା ଓଜନ ଅତି ସହଜରେ କମି ପାରିବ। ଗୋଟିଏ ଟାବଲେଟରେ କମିଯିବ ଓଜନ। ସାଇନ୍ସ ଜର୍ନାଲରେ…
Video: ମରୁଭୂମିରେ ହଠାତ୍ ପାଣି ଦେଖି ନାଚିବାକୁ ଲାଗିଲେ ଓଟ, ହୃଦୟ ଜିଣୁଛି ଦୃଶ୍ୟ…
କଥାରେ ଅଛି ଜଳ ହିଁ ଜୀବନ। ବହୁତ ଏ କଥାକୁ ହୃଦବୋଧ କରିପାରନ୍ତି। ସେଥିପାଇଁ ତ ପାଣୀ ଅପଚୟ କରିବା ପୂର୍ବରୁ ଥରଟିଏ ବି ଚିନ୍ତା କରନ୍ତି ନାହିଁ। ହେଲେ ଥରେ ମରୁଭୂମି କଥା ଭାବନ୍ତୁ ତ। ସେଠାରେ ବସବାସ କରୁଥିବା…
ପିଚ-ଆଉଟଫିଲ୍ଡ ନୁହେଁ ଭଲ, ବ୍ୟାଟ୍ସମ୍ୟାନଙ୍କ ପାଇଁ କଷ୍ଟସାଧ୍ୟ: କେପଟାଉନ ଟେଷ୍ଟର ପିଚ ନେଇ ଅସନ୍ତୋଷ ବ୍ୟକ୍ତ କଲା ଆଇସିସି…
ନୂଆଦିଲ୍ଲୀ,୯।୧ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳଯାଇଥିବା ୨ ଟିକିଆ ଟେଷ୍ଟ ମ୍ୟାଚ ସିରିଜର ଦ୍ୱିତୀୟ ତଥା ଶେଷ ଟେଷ୍ଟ ମ୍ୟାଚ କେପଟାଉନର ନ୍ୟୁଲାଣ୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିଲା । ଦେଢ଼ ଦିନ ମଧ୍ୟରେ ଭାରତ ଏହି ଟେଷ୍ଟ ମ୍ୟାଚ…
ଭାରତର ୪ ଜଣଙ୍କ ମଧ୍ୟରୁ ଜଣଙ୍କ ଦେହରେ ଟାଇମ ବମ୍, ଏନେଇ ଲୋକେ ଅଜଣା…
ନୂଆଦିଲ୍ଲୀ,୯।୧ : ଭାରତର ୪ ଜଣଙ୍କ ମଧ୍ୟରୁ ଜଣଙ୍କ ଦେହରେ ଟାଇମ ବମ୍ ଲାଗିଛି। କିନ୍ତୁ ଏ ସମ୍ପର୍କରେ ଲୋକେ ଅଜଣା। ଏହା ହେଉଛି ଉଚ୍ଚ ରକ୍ତଚାପ। ଏହି ସ୍ବାସ୍ଥ୍ୟ ସମସ୍ୟା ନେଇ ସମଗ୍ର ବିଶ୍ୱ ଅସୁବିଧାରେ ପଡିଛି, କିନ୍ତୁ ଭାରତରେ…
ପୋଷା କୁକୁରକୁ ବୁଲାଇ ନେବା ପାଇଁ ଛାଡିଦେଲେ ସରକାରୀ ଚାକିରୀ, ରିଜାଇନ ଲେଟରରେ ଦେଲେ ଏପରି କାରଣ
ବର୍ଲିନ,୯।୧: ଯଦି କୌଣସି ଟ୍ରିପ୍ରେ ଯିବା ପାଇଁ ଆପଣଙ୍କୁ ଚାକିରୀ ଛାଡି ଦେବାକୁ କୁହାଯାଏ, କ’ଣ ଆପଣ ଚାକିରୀ ଛାଡିଦେବେ? ନୁହେଁ ନା। ସାଧାରଣତଃ ଟ୍ରିପ୍ କିମ୍ବା ଭ୍ୟାକେଶନ କଥା ଉଠିଲେ ଲୋକଙ୍କ ପାଟିରୁ ବାହାରିଥାଏ, ମାଲିକ କିମ୍ବା ଅଫିସରେ ବୁଝି…
ଆଇଟି ବିଭାଗର ୧୦୦ରୁ ଅଧିକ ଅଧିକାରୀ ୬ ଦିିନ ଧରି ଖୋଜୁଛନ୍ତି କ’ଣ, କାହା ବିରୋଧରେ ସଂଗ୍ରହ ହେଉଛି ପ୍ରମାଣ ?…
ନୂଆଦିଲ୍ଲୀ,୯।୧ : ରାଜଧାନୀ ଦିଲ୍ଲୀରେ ଲଗାତାର ୬ ଦିନ ଧରି ଆଇଟି ବିଭାଗର ୧୦୦ରୁ ଅଧିକ ଅଧିକାରୀ ବିଭିନ୍ନ ସ୍ଥାନରରେ ଚଢ଼ାଉ ଜାରି ରଖିଛନ୍ତି। ଚଢ଼ାଉ କୌଣସି ନେତା କିମ୍ବା ରାଜନେତାଙ୍କ ଘରେ ନୁହେଁ ବରଂ ବିଲଡରଙ୍କ ଘରେ ଚାଲିଛି। ଆୟକର…
୩୦ ବର୍ଷ ହେବ ‘ମୌନ ବ୍ରତ’ କରିଛନ୍ତି ଏହି ମହିଳା: ଜାନୁୟାରୀ ୨୨ରେ ଭାଙ୍ଗିବେ
ରାଞ୍ଚି,୯।୧: ଜାନୁୟାରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବ। ଝାଡଖଣ୍ଡର ଜଣେ ୮୫ ବର୍ଷ ବୟସ୍କା ବୃଦ୍ଧା ତିନି ଦଶନ୍ଧି ଧରି ରଖିଥିବା ‘ମୌନ ବ୍ରତ’ ଭାଙ୍ଗିବେ। ୧୯୯୨ରେ ବାବ୍ରି ମସଜିଦ ଭାଙ୍ଗି ଦିଆଯାଇଥିଲା, ସେହି ଦିନ ସରସ୍ବତୀ…
ବିଦେଶରେ ଖେଳାଯିବ କି ଆଇପିଏଲର ୧୭ତମ ସଂସ୍କରଣ
ନୂଆଦିଲ୍ଲୀ,୯।୧: ଆଇପିଏଲର ୧୭ତମ ସଂସ୍କରଣ ଆରମ୍ଭ ପାଇଁ ଅଧିକ ସମୟ ବାକି ନାହିଁ। କ୍ରିକେଟ ଜଗତର ଏହି ସବୁଠୁ ବଡ ଲିଗ ମାର୍ଚ୍ଚରୁ ଆରମ୍ଭ ହେବ। ବର୍ତ୍ତମାନ ସୁଦ୍ଧା ଏହାର କାର୍ଯ୍ୟସୂଚୀ ଘୋଷଣା କରାଯାଇ ନାହିଁ। କିନ୍ତୁ ମାର୍ଚ୍ଚ ଶେଷ ସପ୍ତାହରେ…
୪ ବର୍ଷର ପୁଅକୁ ନିର୍ମମ ଭାବେ ହତ୍ୟା କଲେ ମା’, କାରଣ ଜାଣିଲେ…
ବେଙ୍ଗାଲୁରୁ,୯।୧: ଉତ୍ତର ଗୋଆର କଲଙ୍ଗୁଟ ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମା’ ନିଜର ୪ ବର୍ଷର ପୁଅକୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି। କାରଣ ସେ ଚାହୁଁ ନ ଥିଲେ ଯେ ତାଙ୍କ ପୁଅ…

